Trupti Satapathy - The Sakala

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଓଲିଉଡ଼ ଷ୍ଟାର ବାବୁସାନ, ପତ୍ନୀ ତୃପ୍ତିଙ୍କ ସହ ଏକାଠି ଆସିଲେ ନଜର
ଭୁବନେଶ୍ୱର: ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଅଭିନେତା ବାବୁସାନ ମହାନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହଠାତ ଶରୀରରୁ ଅକ୍ସିଜେନ୍ ସ୍ତର କମିଯିବା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍‍ ପାଇଁ ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍‍ ଦମନ୍‍’ ପାଇଁ ଲଦାଖ ଯାଇଥିଲେ। ସେଠାରେ ବାଇକ୍‍ ଚଳାଇବା ପରେ ତାଙ୍କର ଅମ୍ଳଜାନ ସ୍ତର କମିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ପତ୍ନୀ ତୃପ୍ତି ହସ୍ପିଟାଲ ଯାଇ ବାବୁସାନଙ୍କୁ ଭେଟିଛନ୍ତି । ବାବୁସାନଙ୍କୁ ଭେଟିବା ସହ ମେଡିକାଲରୁ ଡିସଚାର୍ଜ ହେବାବେଳେ ସାଙ୍ଗରେ ପତ୍ନୀ ତୃପ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟ ଏକାସାଙ୍ଗରେ ଘରକୁ ଫେରିଛନ୍ତି । ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାରିବାରିକ ବନ୍ଧୁ ତଥା ଜଣାଶୁଣା ଅଭିନେତା ରବି ମିଶ୍ରଙ୍କ ସହ ପହଞ୍ଚିଥିବା ଜଣାଯାଇଛି। ଏବେ ବାବୁସାନ୍ ସୁସ୍ଥ ଥିବା ଜଣାଯାଇଛି।