Bhartia Tower - The Sakala

ବାଦାମବାଡ଼ି ’ଭରତିଆ ଟାୱାର’ରେ ଭୟାବହ ଅଗ୍ନିକାଣ୍ଡ, ପଞ୍ଚମ ମହଲାରେ ଲାଗିଛି ନିଆଁ
କଟକ : କଟକ ସହରର କେନ୍ଦ୍ର ସ୍ଥଳ ବାଦାମବାଡ଼ିରେ ଥିବା ଭରତିଆ ଟାୱାର ଭୟାବହ ଅଗ୍ନିକାଣ୍ଡ। ଭରତିଆ ଟାୱାରର ପଞ୍ଚମ ମହଲାରେ ଲାଗିଛି ନିଆଁ। ନିଆଁ ଲାଗିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ତେବେ ନିଆଁ ଲାଗିଥିବା ସ୍ଥାନରୁ ଜଣେ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ କଟକ ବାଦାମବାଡିରେ ଥିବା ଭରତିଆ ଟାୱାର ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ। ଏଠାରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଦୋକାନ ରହିଛି। ବୈଦୁତିକ ସାମଗ୍ରୀ ସହ ବିଶେଷ କରି ମୋବାଇଲ ଉପକରଣ ପାଇଁ ସମଗ୍ର ରାଜ୍ୟ ଏହି ଭରତିଆ ଟାୱାରରେ ଥିବା ଦୋକାନ ଉପରେ ନିର୍ଭର କରନ୍ତି।ମୁଖ୍ୟ ରାସ୍ତାରେ ଏହି ଟାୱାର ଥିବାରୁ ପ୍ରବଳ ଭିଡ଼ ମଧ୍ୟ ରହିଥାଏ। ଭରତିଆ ଟାୱାରରେ ନିଆଁ ଲାଗିବା ପରେ ରାସ୍ତାରେ ଲୋକଙ୍କର ପ୍ରବଳ ଭିଡ଼ ହୋଇଛି। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ସମସ୍ୟା ବଢ଼ିଛି।ନିଆଁ ଲାଗିବା ପରେ ସ୍ଥାନୟୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।