Baba Vaishnavpuri - The Sakala

ଗିରଫ ହେଲେ ଚର୍ଚ୍ଚିତ ନାଗା ସାଧୁ ବାବା ବୈଷ୍ଣବପୁରୀ
ପୁରୀ : ଚର୍ଚ୍ଚିତ ନାଗା ସାଧୁ ଟି.ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଅନୁସାରେ ଆଜି ସକାଳେ ନାଗା ସାଧୁ ବୈଷ୍ଣବପୁରୀ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିର ମଧ୍ୟରେ ଥିବା ରୋହିଣୀ କୁଣ୍ଡରେ ଘୋଡା ଯାଇଥିବା ପଟାକୁ କାଢ଼ିବା ସହ ଫୋଫାଡି ଥିଲେ। ଏହାକୁ ଶ୍ରୀମନ୍ଦିର ଜେଟିପି ବାରଣ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ଧମକ ଦେଇଥିଲେ ।

ଶ୍ରୀମନ୍ଦିର ମଧ୍ୟରେ ମଧ୍ୟ ଶାନ୍ତ ବାତାବରଣକୁ ଅଶାନ୍ତ କରିଥିବା ସହ ଏଣେ ତେଣେ ଦୌଡ଼ି ଥିଲେ ନାଗା ସାଧୁ ବୈଷ୍ଣବପୁରୀ। ତେବେ ଏନେଇ ତାଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ସୁପରଭାଇଜର ପ୍ରତାପ ନନ୍ଦ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ କରି  ନାଗା ସାଧୁ ଟି ତୁମ୍ଭ ନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।