Bhadrak railway station - The Sakala

ଭଦ୍ରକ ଷ୍ଟେସନ୍ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ହାୱାଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ଟ୍ରେନ୍‌
ଭଦ୍ରକ : ହାୱାଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ଗୋଟିଏ ଷଣ୍ଢକୁ ଧକ୍କା ଦେବା ଫଳରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌ରେ ଥିବା ଯାତ୍ରାମାନେ କହିଛନ୍ତି। ତେବେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ଯାତ୍ରାମାନେ ସୁରକ୍ଷିତ ରହିଛନ୍ତି।

ହାୱାଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଭଦ୍ରକ ଷ୍ଟେସନ୍ ନିକଟ ଡଗରାସାହି ଲେବଲକ୍ରସିଂ ପାଖରେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ବାହାରି ଯାଇଛି। ଟ୍ରେନ୍‌ରେ ଥିବା ଯାତ୍ରାମାନଙ୍କ କହିବା କଥା ହଠାତ ଟ୍ରେନ୍‌ଟି ଭଦ୍ରକ ଷ୍ଟେସନ ଭିତରକୁ ପସିବା ପୂର୍ବରୁ ରହିଯାଇଥିଲା। ଯାତ୍ରୀମାନେ ବାହାରି ଦେଖିବା ପରେ ଗୋଟିଏ ବଗି ଟ୍ରେନରୁ ବାହାରି ଯାଇଥିବା ଦେଖିଥିଲେ। ଗୋଟିଏ ଷଣ୍ଢକୁ ଧକ୍କା ଫଳରେ ଏପରି ହୋଇଛି। ଷଣ୍ଢଟିର ମୃତ୍ୟୁ ହୋଇଥିବା ବେଳେ ସେ ଟ୍ରେନ୍‌ ତଳେ ରହିଛି। ବର୍ତ୍ତମାନ ଘଟଣାସ୍ଥଳରେ ରେଳବିଭାଗ ଟିମ୍‌ ପହଞ୍ଚି ଟ୍ରାକରୁ ଖସିଥିବା ବଗିକୁ ଉଠାଇବାର ବ୍ୟବସ୍ଥା କରୁଛନ୍ତି।ଏଥି ସହିତ ସେହି ରୁଟ୍‌ରେ ଯାତ୍ରା କରିବାକୁ ଥିବା ଅନ୍ୟଟ୍ରେନ୍‌କୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।