TELKOI - The Sakala

ଚକଧର ଜଳ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା
ତେଲକୋଇ: ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି। ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି। ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ଏବେ ପୁଣି ସେହି ପ୍ରକଳ୍ପକୁ ନେଇ ବଜେଟରେ ଅର୍ଥ ମଞ୍ଜୁର ହେବାପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳ ବାସି ଆଜି ବନ୍ଦ ପାଳନ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ତେଲକୋଇ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିବେ।

ତେଲକୋଇ ନାଳରେ ଗାଧୋଇବାବେଳେ ବୁଡିଗଲେ ବୃଦ୍ଧା
ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅଞ୍ଚଳରେ ନାଳରେ ଗାଧୋଇବାବେଳେ ବୁଡିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତେଲକୋଇ ଥାନା କରଦାଙ୍ଗୀ ପଞ୍ଚାୟତ ଶ୍ରୀଧରପୁର ଗ୍ରାମର ଜାହାଜ ପେଣ୍ଠେଇ(୭୦) ନାମକ ଜଣେ ବୃଦ୍ଧା ଗାଁ ନିକଟସ୍ଥ ରୋହିଲା ନାଳକୁ ମଙ୍ଗଳବାର ସକାଳ ପ୍ରାୟ ୯.୩୦ରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ସେ ହଠାତ ବୁଡି ଯାଇଥିଲେ। କିଛି ଦୂରରେ ଗାଧୋଉଥିବା କିଛି ଲୋକ ବହୁ କଷ୍ଟକରି ବୃଦ୍ଧଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆମ୍ବୁଲାନ୍ସ ଆଣି ତେଲକୋଇ ଡାକ୍ତରଖାନାରେ ପହଁଚିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି।

ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତାର ଉତ୍ପାତ, ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ ଆହତ, ୨ ଗୁରୁତ୍ୱର
ତେଲକୋଇ: ତେଲକୋଇ ବନାଞ୍ଚଳରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ କମୁନାହିଁ। ଗୁରୁତ୍ୱର ସକାଳେ ପୁଣି ୪ ଜଣଙ୍କୁ ଆକ୍ରମଣ କରିଛି ଗୋଠଛଡା ଦନ୍ତା। ଦନ୍ତା ଆକ୍ରମଣ 4ଜଣକ ମଧ୍ଯରୁ ଦୁଇ ଗୁରୁତର ଆହତ ହୋଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରେ।ଗୁରୁତର ଆହତ ହେଲେ କୁଣ୍ଡେଇହତା ଗାଁର ହେମନ୍ତ ସେଠୀ(୪୫) ଓ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା(୫୭)। ଅନ୍ୟ ଆହତ ଦୁଇଜଣ ହେଲେ କୁଣ୍ଡେଇହତା ଗାଁର ଦ୍ବିତୀକୃଷ୍ଣ ଦେହୁରୀ(୪୫) ଓ ଗୋପି ଦେହୁରୀ(୪୮)।

କୁଣ୍ଡେଇହତା ଗାଁରୁ ଗୋପିନାଥପୁର କୁ କେନ୍ଦୁପତ୍ର ବାନ୍ଧିବା ପାଇଁ ଯାଉଥିବା ବେଳେ ରାସ୍ତା ଉପରକୁ ହଠାତ ଗୋଠଛଡା ଦନ୍ତା ଟି ଚାଲି ଆସି କେନ୍ଦୁପତ୍ର ବାନ୍ଧି ବାକୁ ଯାଉଥିବା ଲୋକ ଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା ।ଫଳରେ ସମସ୍ତେ ଆହତ ହୋଇଛନ୍ତି।ସେମାନଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ତେବେ ହେମନ୍ତ ସେଠୀ ଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି ବିମଳା ଫରେଷ୍ଟ ବିଟ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଜଙ୍ଗଲ କୁ ଯାଉଥିବା ବେଳେ ତଇଲା ସାହି ଜଙ୍ଗଲ ନିକଟରେ ସ୍ତ୍ରୀ ସାମନାରୁ ସ୍ବାମୀ କୁ ଘୋଷାଡି ନେଇ କଚାଡି ଦେଇଥିଲା ଦନ୍ତା। ଫଳରେ ଚୁଳିଆ ମୁଣ୍ଡା ଗୁରୁତର ହୋଇପଡିଥିଲେ। ବନ କର୍ମଚାରି ଖବର ପାଇ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ତେଲକୋଇ ବନାଚଳ ଅଧୀନରେ ଚଳିତ ବର୍ଷ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି।ସେହିପରି ଉକ୍ତ ବନାଚଳ ରେ କମ ସଂଖ୍ୟକ କର୍ମଚାରୀ ରହୁଥିବା ଯୋଗୁଁ ହାତୀ ଘଉଡାଇବା ରେ ବିଫଳ ହୋଇଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସ୍କୁଲରେ ଶୋଇଥିବାବେଳେ ଶିକ୍ଷକଙ୍କୁ ଅତି ନିର୍ମମଭାବେ ହାଣିଲେ ଦୁର୍ବୁତ୍ତ, ଶିକ୍ଷକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ
ତେଲକୋଇ: ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ କେହି ଦୁର୍ବୁତ୍ତ ହାଣି ଦେଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ରଗଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ। ସେ ରଗଡା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି।

ସୂଚନା ଅନୁଯାୟୀ, ଗତକାଲି ରଗଡା ଗାଁ ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣଙ୍କ ରାତି ଅଧିକା ହେବାରୁ ସ୍କୁଲରେ ଶୋଇପଡିଥିଲେ । ସ୍କୁଲରେ ଶୋଇଥିବା ବେଳେ କେହି ର୍ଦୁବୃତ୍ତ ସ୍କୁଲର କବାଟ ତାଡି ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି। ଶିକ୍ଷକଙ୍କ ବାଁ ଗୋଡ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ କେନ୍ଦୁଝର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ
ଟେଲକୋଇ- ସ୍ବାମୀଙ୍କୁ ନଜଣାଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପଡିଲା ମହଙ୍ଗା। ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଚାରି ଦିନ ହେଲା ଗଛମୂଳରେ ଆଶ୍ରୟ ନେଇଛନ୍ତି ପ୍ରସୂତୀ ମହିଳା ଓ ମାସକର ଶିଶୁପୁତ୍ର। ତୁ ମୋତେ ନଜଣାଇ କିପରି ଅସ୍ତ୍ରୋପଚାର କରାଇଲୁ, ତୋତେ ଆଉ ଘରେ ପୁରାଇବିନି କହି ଘରୁ ବାହାର କରିଦେଲେ ସ୍ବାମୀ। ଘରେ ପଶିଲେ ମାରିଦେବି, ଗରମ ପାଣି ଢାଳିଦେବି କହି ଦେଉଛନ୍ତି ଧମକ ସ୍ବାମୀ ରବି ଦେହୁରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଡିମିରିଆ ଗ୍ରାମରେ।

ଗ୍ରାମର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀ ଗତ ୧୪ ତାରିଖରେ ତେଲକୋଇ ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ। ତାଙ୍କର ପୂର୍ବରୁ ୧୧ଟି ସନ୍ତାନ ପ୍ରସବ ହୋଇ ସାରିଥିବା ସୂଚନା ରହିଛି। ତେବେ ଗ୍ରାମର ଆଶାଦିଦି ଜାନକୀଙ୍କ ସ୍ବାମୀଙ୍କ ଅଗୋଚରରେ ସେ ଘରେ ଅନୁପସ୍ଥିତ ଥିବା ସମୟରେ ଅସ୍ତ୍ରୋପଚାର ପାଇଁ ଜାନକୀ ଦେହୁରୀଙ୍କୁ ମେଡିକାଲ ନେଇଆସିଥିଲେ ଏବଂ ଅସ୍ତ୍ରୋପଚାର ପରେ ଜାନକୀଙ୍କୁ ଘରେ ଛାଡ଼ିବା ପରେ ମଧ୍ଯ ସ୍ବାମୀ ରବି ଦେହୁରୀଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା ।

ଏଥିରେ କ୍ଷୁବ୍ଧ ହୋଇ ରବି ନିଜ ସ୍ତ୍ରୀ ଜାନକୀଙ୍କୁ ଘରୁ ବାହାର କରିଦେଇଥିବା ବେଳେ ଘରକୁ ନପଶିବାକୁ ଧମକ ଦେଇଛନ୍ତି। ଫଳରେ ଜାନକୀ ଘର ନିକଟରେ ଥିବା ଏକ ଆମ୍ବ ଗଛ ମୂଳରେ ମାସକର ଶିଶୁପୁତ୍ରକୁ ନେଇ ଆଶ୍ରୟ ନେଇଛନ୍ତି। ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଗତକାଲି ବିଳମ୍ବିତରେ ମେଡିକାଲ କର୍ତ୍ତୃପକ୍ଷ ରବିଙ୍କ ଘରକୁ ଯାଇ ବୁଝାସୁଝା କରି ଜାନକୀଙ୍କୁ ଘରେ ପୁରାଇଥିବା ସୂଚନା ଦେଇଥିବା ବେଳେ ଜାନକୀ ଅଦ୍ୟାବଧି ଗଛ ମୂଳରେ ରହିଛନ୍ତି । ଏ ବିଷୟରେ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରିତୀଷ ଆଚାର୍ଯ୍ଯଙ୍କୁ ପଚାରିବାରୁ ସେ କିଛି କହିବା ପାଇଁ ମନା କରି ଥିଲେ।

ତେଲକୋଇ ବନାଞ୍ଚଳର ବିଭିନ୍ନସ୍ଥାନରେ ବନ ବିଭାଗର ଚଢ଼ାଉ: ୪ ଗିରଫ, ୨ ଦେଶୀ ବନ୍ଧୁକ ସହ ତୀର ଓ ଶୀକାର ସରଞ୍ଜାମ ଜବତ
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ସୋମବାର ରାତ୍ରିରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୨ ଟି ଦେଶୀ ବନ୍ଧୁକ ଶୀକାର ସରଞ୍ଜାମ ଜବତ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବନ ବିଭାଗ ସୋମବାର ରାତ୍ରିରେ ତେଲକୋଇ ରାଇସୁଆଁ ପଞ୍ଚାୟତର ରାଣିବେଡା ଗ୍ରାମର ସୋମନାଥ ଶବର(୪୫)କୁ ଗିରଫ କରାଯାଇଥିବାବେଳେ ତାଙ୍କ ଘରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ସେହିଭଳି ତାଳପଦା ଫରେଷ୍ଟ ବିଟର ଶିମିଳିପାଳ ଗାଁର ଚଗଲା ପାତ୍ରଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଶୀକାରରେ ବ୍ୟବହାର ତିର ଜବତ ହୋଇଛି। ଅନ୍ୟପକ୍ଷରେ ସେହି ଶିମିଳିପାଳ ଗ୍ରାମର ନିରଞ୍ଜନ ପାତ୍ର(୩୫), ନୟନ ପାତ୍ର(୨୫)ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ତାର ଜବତ ହୋଇଥିବା ଜଣାପଡିଛି। ଚଢ଼ାଉରେ କେନ୍ଦୁଝର ବନଖଣ୍ଡର ସ୍କ୍ବାର୍ଡ, ବନ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ। ତେବେ ଗିରଫ ମାନଙ୍କ ମଧ୍ୟରୁ ଚଗଲୁ ପାତ୍ର କିଛିଦିନ ତଳେ କୁଳିଆପାଳ ନିକଟରେ ତୀର ମାଡ଼ ଘଟଣାରେ ହାତୀ ମୃତ୍ୟୁ ସହିତ ଜଡିତ ବୋଲି ଜଣାପଡିଛି।

ଶୋଇଥିବାବେଳେ ବିଷାକ୍ତ ସାପ କାମୁଡ଼ାରେ ନାବାଳିକା ମୃତ
ତେଲକୋଇ: କେନ୍ଦୁଝର ଜିଲ୍ଲାରେ ବିଷାକ୍ତ ସାପ କାମୁଡ଼ା ଜନିତ ମୃତ୍ୟୁ ବଢି ଚାଲିଛି। ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ଭାଡିମରାର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ସଲେଇକେନା ଗ୍ରାମର ରଞ୍ଜିତା ନାଏକ(୯) ଗତକାଲି ରାତ୍ରିରେ ପରିବାର ସହ ଖାଇ ପିଇ ଶୋଇଥିଲେ। ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଏହା ଜଣାପଡ଼ିବା ପରେ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ନାବାଳିକାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

କରୋନା ଟିକା ନେବନାହିଁ କହି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା, ସ୍ତ୍ରୀ କଲେ ଆତ୍ମହତ୍ୟା
ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ଟିକା ନେବାକୁ ଅମଙ୍ଗ ହେବାରୁ ସ୍ୱାମୀ ସ୍ତ୍ରୀ ଝଗଡ଼ାରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ତେଲକୋଇ ସରୁଆଳି ଗ୍ରାମର କିଶୋର ଖିଲାରଙ୍କ ପତ୍ନୀ କୁମୁଦିନୀ ଖିଲାର(22)ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ। ସେତେବେଳେ ତାଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା। ଶୁକ୍ରବାର ସେ ଟିକାର ଦ୍ଵିତୀୟ ଡୋଜ ନେବା କଥା। କିନ୍ତୁ ସେ ଟିକା ନେବାକୁ ଅମଙ୍ଗ ହୋଇଥିଲେ। ତେଣୁ ତାଙ୍କ ସ୍ୱାମୀ ବିରକ୍ତି ହୋଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ଏତିକିରେ ରାଗିଯାଇ ମହିଳା ଜଣକ ରୋଷେଇ ଘରେ ନିଜ ଶାଢୀରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବାନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି।

କାଳିମା ପୋଲ ନିକଟରୁ ନରକଙ୍କାଳ ଉଦ୍ଧାର
ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ ଅଧିନସ୍ଥ କାଳିମା ଗ୍ରାମ ନିକଟରେ ଥିବା ପୋଲର ଅନତି ଦୂରରେ ଏକ ନରକଙ୍କାଳ ପଡି ରହିଛି। ସ୍ଥାନୀୟ ଲୋକେ ଉକ୍ତ ପୋଲ ନିକଟରେ ରହିଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ନରକଙ୍କାଳକୁ ଏକ ବୁଦା ଉହାଡରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ନରକଙ୍କାଳଟି ସେହି ସ୍ଥାନରେ ପଡି ରହି ଦୁର୍ଗନ୍ଧ ହେଉଥିବା ବେଳେ କୌଣସି ପରିଚୟ ମିଳିପାରିନାହିଁ । ଉକ୍ତ ଲୋକକୁ କେହି ଦୁର୍ବୃତ୍ତ ହତ୍ଯା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଏଠାରେ ସୂଚନାଯୋଗ୍ଯ ଯେ ଚଳିତବର୍ଷ ଜାନୁୟାରୀ ୧ ତାରିଖରେ ଏହି ପୋଲ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା।

ରାସ୍ତା କଡରେ ବାଇକ ରଖି ଛିଡ଼ା ହୋଇଥିବା ବେଳେ ଘୋଷାଡି ନେଲା ମାଲବାହୀ ଟ୍ରକ, ଯୁବକ ଗୁରୁତର
ତେଲକୋଇ: ରାସ୍ତା କଡରେ ବାଇକ ରଖି ଛିଡ଼ା ହୋଇଥିଲେ ଜଣେ ଯୁବକ । ଠିକ ଏତିକିବେଳେ ସେହି ରାସ୍ତାରେ ଯାଉଥିବା ଏକ ମାଲବାହୀ ଟ୍ରକ ଉକ୍ତ ବାଇକକୁ ଘୋଷାଡି ନେଇଛି । ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ପାଲ୍ଲଲହଡା ଉପଖଣ୍ଡ ଟମ୍ପର ଗାଁରୁ ମାମୁଁ ଘର ତେଲକୋଇ ତଳସାହିକୁ ଦୁଇ ଜଣ ଯୁବକ ଆସୁଥିବା ବେଳେ ହନୁମନ୍ତିଆ ପୋଲ ନିକଟରେ ବାଇକରେ ତେଲ ସରି ଯିବାରୁ ଜଣେ ଟାଙ୍କିକୁ ପେଟ୍ରୋଲ ନେବାପାଇଁ ଆସିଥିଲେ ଏବଂ ଆଉ ଜଣେ ଯୁବକ ମିଥୁନ ନାଏକ(୨୫) ହନୁମତିଆ ପୋଲ ନିକଟରେ ବାଇକ ରଖି ଛିଡ଼ା ହୋଇଥିଲେ । ଏହି ସମୟରେ ଜଗମୋହନପୁର ଆଡୁ ଆସୁଥିବା ଏକ ୧୪ଚକିଆ ଟ୍ରକ ପଛପଟୁ ଧକ୍କା ଦେଇ ବାଇକ ସହ ଘୋଷାଡି ନେଇଥିଲା । ପରେ ଟ୍ରକଟି ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମିଥୁନ ଗୁରୁତର ହୋଇପଡିଛନ୍ତି ।ତାଙ୍କୁ ପ୍ରଥମେ ୧୦୮ଯୋଗେ ତେଲକୋଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ନେସନାଲ ପରମିଟ ଥିବା ମାଲବାହୀ ଟ୍ରକ ଗୁଡିକ ୪୯ ନମ୍ବର ଜାତୀୟ ରାଜପଥ ଦେଇ ନଯାଇ ଜଗମୋହନପୁର ଠାରୁ ପୂର୍ତ୍ତ ବିଭାଗ ରାସ୍ତାରେ ତେଲକୋଇ ମାର୍କେଟ ଦେଇ କାଞ୍ଜିପାଣି ଥାନା ସମ୍ମୁଖ ଦେଇ ଯିବା ଆସିବା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଲୋକମାନେ କହୁଛନ୍ତି । ଏନେଇ ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

ଗାଧୋଉଥିବାବେଳେ ପୋଖରୀରେ ବୁଡି ଜଣେ ମୃତ
ତେଲକୋଇ/କେନ୍ଦୁଝର : ତେଲକୋଇ ହାଲପୋଡି ଠାରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼(50) ଗୁରୁବାର ଅପରାହ୍ନ ରେ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ସେତେବେଳେ ତାଙ୍କ ପତ୍ନୀ ରଇବାରୀ ମହାକୁଡ଼ ପୋଖରୀ ତଳ ମୁଣ୍ଡରେ ଥିବା ଚାଷ ଜମିରେ କାମ କରୁଥିଲେ। ସ୍ୱାମୀ ଗାଧେଇବାକୁ ଯାଇ ଫେରିବାରେ ବିଳମ୍ବ ଯୋଗୁଁ ପତ୍ନୀ ପୋଖରୀ ପାଖକୁ ଯାଇଥିଲେ। ଏତିକିବେଳେ ପୋଖରୀ ନିକଟରେ ଯୁଧିଷ୍ଠିର ପିନ୍ଧିଥିବା ଚପଲ ଦେଖି ପାଣିରେ ବୁଡିଯାଇଥିବା ସନ୍ଧେହ କରିଥିଲେ। ଏ ବାବଦରେ ଯଥାଶୀଘ୍ର ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖୋଜା ଖୋଜି ପରେ ଯୁଧିଷ୍ଠିରଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସ୍ଥାନୀୟ ପୋଲିସ ଶବ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

ତେଲକୋଇ ରେଞ୍ଜରେ ଥମୁନି ହାତୀପଲ ଙ୍କ ଉପଦ୍ରବ
ତେଲକୋଇ: ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉବଦ୍ରବ । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ଗାଁରେ ପଶି ପ୍ରଥମେ ରୁଗୁଡିସାହିର କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ସମୟରେ କଷ୍ଟୁ ନାୟକଙ୍କ ପରିବାରର ଛଅ ଜଣ ସଦସ୍ୟ ଘରର ଗୋଟିଏ ରୁମରେ ଶୋଇଥିଲେ ।ଘରର କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ପୁତ୍ର ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ।ହାତୀପଲ ସେଠାରୁ ଯାଇ ବୈଦନାଳୀ ସାହିରେ ଗୋବିନ୍ଦ ନାୟକଙ୍କ ଘର ଭାଙ୍ଗିଥିଲେ । ଘରେ ଥିବା ୪ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଖାଇଯାଇଥିଲେ ।ଘରେ ଶୋଇଥିବା ଗୋବିନ୍ଦଙ୍କ ପୁଅ ମଧ୍ୟ ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ ।