Pattamundai - The Sakala

ଭୋଜି ଡାଲମାରୁ ବାହାରିଲା ମଲା ସାପ, ଭୟରେ ମେଡିକାଲ ଦୌଡିଲେ ୪୦ରୁ ଉର୍ଦ୍ଧ୍ୱ ଲୋକ
ପଟ୍ଟାମୁଣ୍ଡାଇ: ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ । ମେଡିକାଲ୍‌ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଲଗାଇଲେ ୪୦ରୁ ଉର୍ଦ୍ଧ୍ୱ ଲୋକ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନଂ ୱାର୍ଡରେ ଘଟିଛି ଏପରି ଅଘଟଣ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭାଗବତ ସପ୍ତାହ ଚାଲୁଥିବାରୁ ଭୋଜିଭାତର ଆୟୋଜନ ହୋଇଥିଲା । ୪୦୦ ଲୋକଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରାସାଦ ସେବନ ବେଳେ ଡାଲମା ହାଣ୍ଡିରୁ ଗୋଟିଏ ମଲା ବିଷାକ୍ତ ସାପ ଦେଖିବାକୁ ମିଳିଥିଲା । ଏହାପରେ ଭୋଜି ଖାଇସାରିଥିବା କିଛି ଲୋକ ଭୟଭୀତ ହୋଇ ବିଷାକ୍ରାନ୍ତ ହେବା ଆଶଙ୍କା କରି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ରକ୍ତ ପରୀକ୍ଷା କରାଇବାକୁ ଲାଇନ୍ ଲଗାଇଛନ୍ତି । ଘଟଣା ପ୍ରଚାର ପରେ ଭୋଜି ଖାଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି । ​​​​​​​

ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ; ଆସିଲେ ପିଲା, ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର
କେନ୍ଦ୍ରାପଡ଼ା: ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ପହଁଚିଲେ ପିଲା। ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ। ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିଲା ଅଙ୍ଗନବାଡି କେନ୍ଦ୍ର। ଆଜି ପିଲା ପହଂଚିବା ପରେ ସ୍ବାଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ । ପ୍ରଶାସନର ବୁଝାସୁଝା ପରେ ଅଭିଭାବକ ମାନେ ଶିଶୁଙ୍କୁ ଅଙ୍ଗନବାଡି ଛାଡ଼ିଛନ୍ତି । ଗତ ଶନିବାର ଦିନ ପିଲାଙ୍କୁ ଅଙ୍ଗନବାଡିକୁ ପଠାଇବାକୁ ପ୍ରଶାସନ ଉପସ୍ଥିତିରେ ଶପଥ କରିଥିଲେ ଗ୍ରାମବାସୀ । ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର ।

ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା, ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ
କେନ୍ଦ୍ରାପଡ଼ା: ମନୁଷ୍ୟର ଏଅ କି ଅମାନବୀୟ ମାନସିକତା । ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଝିଅ ହେବାରୁ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ । ଅଳ୍ପକେ ବର୍ତିଲେ ବୋହୂ ଓ ନାତୁଣୀ । ଗତକାଲି ବିଳମ୍ବିତ ରାତ୍ରିରେ ବୋହୂ ଶୋଇଥିବା ସମୟରେ ଶ୍ଵଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିଲେ । ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିଲା ।

ସୂଚନା ମୁତାବକ ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗ୍ରାମର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗ୍ରାମର ଶୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ଶୁଶାନ୍ତଙ୍କର ପ୍ରଥମ ପତ୍ନୀର ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀର ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶାଶୁ, ଶ୍ଵଶୁର, ସ୍ୱାମୀ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ ।

IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କା ଭୁବନେଶ୍ବର ରୁପାଲି ଛକନିକଟରେ ଥିବା IDCO ଅଫିସ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇସ୍ଥିତ ପୈତୃକ ଘର, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବେଲତଳାସ୍ଥିତ ଗୋଟିଏ ତିନି ମହଲା ଘରେ ଚାଲିଛି ଚଢାଉ ।

ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ
ପଟ୍ଟାମୁଣ୍ଡାଇ: ଯୁବକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ। ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଯୁବକ ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ । ଆଜି ସକାଳେ ବବୃ ବାହାନ ବ୍ରାହ୍ମଣୀ ନଦୀ ନିମପୁର ସ୍ପର ପାଖକୁ ଶୌଚ ହେବାକୁ ଯାଇଥିଲେ । ଗାଧୋଇବାବେଳେ ହଠାତ ପଛ ପଟୁ ଏକ କୁମ୍ଭୀର ଆସି ଝାମ୍ପିନେଇଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜ ବୁଦ୍ଧି ଖଟାଇ ବବୃ ବାହାନ ଉପରକୁ ଘୋଷାରି ହୋଇ ଚାଲିଆସିଥିଲେ । ତେବେ ବବୃ ବାହାନଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।