Robin Aiyuda Uthappa - The Sakala

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଭାରତର ଷ୍ଟାର ବ୍ୟାଟର ରବିନ ଉଥପ୍ପା
ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟର ରବିନ ଉଥପ୍ପା କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷାଣ କରିଛନ୍ତି। ଟ୍ୱିଟ ଜରିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ଉଥପ୍ପା ହ୍ୱାଇଟ୍ ବଲ କ୍ରିକେଟର ସବୁ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଆଇପିଏଲର ଗତ ସିଜିନରେ ସେ ଚେନ୍ନାଇ ସୁପରକିଙ୍ଗସ ଓ ଘରୋଇ କ୍ରିକେଟରେ କେରଳ ପକ୍ଷରୁ ଖେଳିଥିଲେ ।

It has been my greatest honour to represent my country and my state, Karnataka. However, all good things must come to an end, and with a grateful heart, I have decided to retire from all forms of Indian cricket.

Thank you all ❤️ pic.twitter.com/GvWrIx2NRs

— Robin Aiyuda Uthappa (@robbieuthappa) September 14, 2022

ଟ୍ୱିଟ୍ କରି ଉଥପ୍ପା ଲେଖିଛନ୍ତି ଯେ, ‘ନିଜ ଦେଶ ଏବଂ ନିଜ ରାଜ୍ୟ କର୍ଣ୍ଣାଟକ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ବଡ଼ ସମ୍ମାନ। ତେବେ, ସବୁ ଭଲ ମଧ୍ୟ ଅନ୍ତ ହେବା ଦରକାର ଏବଂ କୃତଜ୍ଞ ହୃଦୟ ସହ ମୁଁ ଭାରତୀୟ ଟିମର ସବୁ ଫର୍ମାଟରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି। ଆପଣଙ୍କ ସମସ୍ତଙ୍କୁ ଧନ୍ୟବାଦ’।

ସେ ୨୦୦୬ ମସିହାରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷ ଦିନିକିଆରୁ ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ରବିନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୪୬ଟି ଦିନିକିଆ ମ୍ୟାଚ ଖେଳି ମୋଟ ୯୩୪ ରନ କରିଛନ୍ତି । ଏଥିରେ ୮୬ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ରହିଛି । ଏହା ସହିତ ସେ ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୂହୂର୍ତ୍ତ ଥିଲା ୨୦୦୭ ରେ ବିଶ୍ବ ଟି-୨୦ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।