sex racket - The Sakala
ଫିରୋଜାବାଦରେ ସେକ୍ସ ରାକେଟର ପର୍ଦ୍ଦାଫାସ: 'ପୋଲିସ ଆସିଗଲା, ପଳାଅ' ଚିତ୍କାର ଶୁଣି ଆପତ୍ତିଜନକ ଅବସ୍ଥାରେ ଦୌଡିଲେ ଗ୍ରାହକ
ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି। ପୋଲିସ ଲାଇନପାର ଅଞ୍ଚଳର ଏକ ଘରେ ଚଢ଼ାଉ କରି ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ସମୟରେ ଘଟଣାସ୍ଥଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା, ଯେଉଁଠାରେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ।
ମହିଳାଙ୍କ ଚିତ୍କାର: 'ଭାଗୋ, ପୋଲିସ ଆ ଗୟି...'
ସୂଚନା ଅନୁଯାୟୀ, ଯେତେବେଳେ ପୋଲିସ ଟିମ୍ ଉକ୍ତ ଘରେ ଚଢ଼ାଉ କରିବାକୁ ପହଞ୍ଚିଥିଲା, ସେତେବେଳେ ଘରର ବାରଣ୍ଡାରେ ବସିଥିବା ଜଣେ ମହିଳା ପୋଲିସକୁ ଦେଖି ଜୋରରେ ପାଟି କରିବାକୁ ଲାଗିଥିଲେ। ସେ "ପୋଲିସ ଆସିଗଲାଣି, ପଳାଅ" ବୋଲି ଚିତ୍କାର କରି ଭିତରେ ଥିବା ଲୋକଙ୍କୁ ସତର୍କ କରାଇଥିଲେ। ଏହି ଶବ୍ଦ ଶୁଣିବା ମାତ୍ରେ ଘର ଭିତରେ ଥିବା ଗ୍ରାହକମାନେ ଆତଙ୍କିତ ହୋଇପଡ଼ିଥିଲେ।
ଆପତ୍ତିଜନକ ଅବସ୍ଥାରେ ଦୌଡିଲେ ଯୁବକ
ମହିଳାଙ୍କ ଚିତ୍କାର ଶୁଣି ରୁମ୍ ଭିତରେ ଥିବା ଦୁଇଜଣ ଗ୍ରାହକ ଆପତ୍ତିଜନକ ଅବସ୍ଥାରେ ହିଁ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଘରକୁ ଚାରିପଟୁ ଘେରି ରହିଥିବାରୁ ସେମାନଙ୍କୁ କାବୁ କରିନେଇଥିଲା। ଘଟଣାସ୍ଥଳରୁ ପୋଲିସ ଦୁଇଜଣ ମହିଳା ଏବଂ ଦୁଇଜଣ ପୁରୁଷଙ୍କୁ ରଙ୍ଗେ ହାତରେ ଧରିଛି।
ପୋଲିସର କହିବା ମୁତାବକ, ଏହି ଘରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଦେହ ବ୍ୟବସାୟ ଚାଲିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।
ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ; କିଙ୍ଗପିନ୍ ସମେତ ୪ ଦେହଜୀବୀ, ୩ ଜଣ ଗ୍ରାହକ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ ଠାବ । ରାଣୀ ମହୁମାଛି ସମେତ ୪ଦେହଜୀବୀ ଓ ୩ ପୁରୁଷ ଗ୍ରାହକ ଗିରଫ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । ବିଶେଷ ସୂତ୍ରରୁ ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ବେଳେ କିଙ୍ଗପିନ୍ ସମେତ ୪ ଦେହଜୀବୀ, ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଥିବା ଏକ ଭଡ଼ାଘରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ବୋଲି ପୋଲିସ ଖବର ପାଇଥିଲା ।
ବାରିପଦା: ଟା‌େର୍ଗଟ୍‌ରେ ଥିଲେ ଚାକିରି ଆଶାୟୀ ଗରିବ, ମଧ୍ୟବିତ୍ତ ଘରର ଯୁବତୀ। କଥାବାର୍ତ୍ତାରୁ ସଂପର୍କ ଆରମ୍ଭ କରି ସେମାନଙ୍କୁ ଫସାଇବା ପରେ ଚାକିରି ଆଳରେ ବାରିପଦାକୁ ନେଇଆସୁଥିଲେ। କିନ୍ତୁ ଏଠାକୁ ଆଣିବା ପରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ। ସହର ଭିତରେ ଘର ଭଡ଼ା ନେଇ ବେଶ୍‌ ସନ୍ତର୍ପଣ‌ରେ ଚଳାଇଥିଲେ ଦେହବେପାର। ଭଞ୍ଜପୁର ଥାନା ପୁଲିସ୍ ଆଜି ବାରିପଦା ସହରରୁ ଏଭଳି ଏକ ସେକ୍ସ ରାକେଟ୍‌ ଠାବ କରିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାଜଣଙ୍କ ହେଲେ, ଭୁଗୁଡାକଟା ଅଞ୍ଚଳର ମାନି ଦଳେଇ। ତାଙ୍କ ସ୍ବାମୀ ଫେରାର୍‌ ହୋଇଯାଇଛି। ଏହି ଦମ୍ପତି ପୂରା ରାକେଟ୍‌ର ମାଷ୍ଟରମାଇଣ୍ଡ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଭୁଗୁଡାକଟା ଅଞ୍ଚଳରେ ଏକ ଭଡ଼ା ଘରେ ମାନି ଓ ତାଙ୍କ ସ୍ୱାମୀ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ପ୍ରଥମେ ଚାକିରି ପ୍ରଲୋଭନ ଦେଇ ସମ୍ପର୍କ ସୃଷ୍ଟି କରି ସ୍ୱାମୀ-ସ୍ତ୍ରୀ ଯୁବତୀଙ୍କୁ ବିଭିନ୍ନ ସ୍ଥାନରୁ ବାରିପଦାକୁ ଆଣୁଥିଲେ। ପରେ ଉକ୍ତ ଯୁବତୀଙ୍କୁ ଦେହ ବ୍ୟବସାୟ ଲଗାଉଥିଲେ। ଏଭଳି କିଛି ଦିନ ଚାଲିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭଞ୍ଜପୁର ଥାନା ପୁଲିସ ଚଢ଼ଉ କରି ମହିଳାଙ୍କୁ ଗିରଫ କରିଛି। ଉଦ୍ଧାର ୨ ଯୁବତୀଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଛି। ସେମାନଙ୍କ ପରିବାର ଲୋକେ ନେବାକୁ ନ ଆସିବାରୁ ଦୁହିଁଙ୍କୁ ୱାନ ଷ୍ଟପ ସେଣ୍ଟରରେ ରଖିବା ବ୍ୟବସ୍ଥା କରିଛି ପୁଲିସ। ପୁଲିସ ସେକ୍ସ ରାକେଟ୍‌ ଚାଲିଥିବା ଘରୁ ୨୧ ହଜାର ୪୯୦ ଟଙ୍କା, ୩ଟି ମୋବାଇଲ, କଣ୍ଡୋମ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି।
ସୂଚନାଯୋଗ୍ୟ ଯେ, ବର୍ଷକ ପୂର୍ବରୁ ମଧ୍ୟ ବାରିପଦା ସହରରେ ବାଲାଂଦେଶୀ ନାବାଳିକାଙ୍କୁ ଆଣି ଦେହବ୍ୟବସାୟରେ ଲଗାଇବା ପରେ କଟକ ଓ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ତେଣୁ ବାରମ୍ୱାର ଏପରି ଅଭିଯୋଗ ହୋଇଆସୁଥିବାରୁ ସହରରେ ସାଦା ପୋଷାକଧାରୀ ପୁଲିସକୁ ଅଧିକ କ୍ରିୟାଶୀଳ କରାଇବାକୁ ସାଧାରଣରେ ଦାବି ହେଉଛି।
ଆନନ୍ଦନଗରରେ ସେକ୍ସ ରାକେଟ ଠାବ; ଜଣେ ବଙ୍ଗୀୟ ଯୁବତୀ ସହ ୪ ଗ୍ରାହକ ଓ ରାଣୀ ମହୁମାଛି ଗିରଫ
ଢେଙ୍କନାଳ: ଢେଙ୍କନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରର ଏକ ଘରେ ସେକ୍ସ ରାକେଟ ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ରାତି ଅଧିଆ ଚଢ଼ାଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଆନନ୍ଦ ନଗରର ଟାଉନ୍ ଥାନା ପୋଲିସ। ରେଡ଼ ବେଳେ ଦୁଇ ଦେହ ଜୀବୀଙ୍କ ସହିତ ୪ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ କାବୁ କରିଛି । ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ କାରବାରରେ ବ୍ୟବହୃତ କିଛି ଆପତ୍ତିଜନକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି। ସେମାନଙ୍କୁ ଗିରଫ କରି ଟାଉନ ଥାନାକୁ ନେଇଛି।
ସେକ୍ସ ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଚି ଟାଉନ ଥାନା ପୋଲିସ । ଢେ଼ଙ୍କାନାଳରେ ସେକ୍ସ ରାକେଟ ଚାଲିଥିବା ଖବର 4 ଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଚି ।
ଅନ୍‍ଲାଇନରେ ଚାଲୁଛି ସେକ୍ସ ରାକେଟ୍‍ : ହ୍ୱାଟ୍ସଆପରେ ମିଳୁଛି ଫଟୋ ଓ ଠିକଣା
ଭୁବନେଶ୍ୱର : ପୂଜା ମାହୋଲରେ ରାଜଧାନୀରେ ସକ୍ରିୟ ରୂପଜୀବୀ। ଏବେ ଠାରୁ ସହରରେ ରୂପଜୀବୀ ଡେରା ପକାଇଲେଣି। ଦଲାଲମାନେ ବଙ୍ଗୀୟ ରୂପଜୀବୀଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟକଳାପରେ ଲଗାଉଛନ୍ତି। କରୋନା ମହାମାରୀରେ କଟକଣା ଲାଗି ୨ ବର୍ଷ ହେବ ପାର୍ବଣ ଫିକା ପଡ଼ିଥିବା ବେଳେ ଏଥର ମହାଆଡ଼ମ୍ବରେ କରିବା ଲାଗି ପାଗ ଭିଡ଼ା ହେଲାଣି। ଏଣୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଲୋକେ ଆସିବେ। ଏହାକୁ ଦୃଷ୍ଟିରେ ରଖି ରୂପଜୀବୀମାନେ ଏବେଠାରୁ ଭୁବନେଶ୍ୱରରେ ଡେରା ପକାଇଲେଣି। ଦଲାଲମାନେ କୋଲକାତାରୁ ଯୁବତୀଙ୍କୁ ଆଣି ଭୁବନେଶ୍ୱର ଅଞ୍ଚଳର କିଛି ଭଡ଼ା ଘର କିମ୍ବା ହୋଟେଲରେ ରଖିଛନ୍ତି। ସହରର କିଛି ହୋଟେଲ୍‍ଗୁଡ଼ିକରେ ଅନୈତିକ କାରବାର ଚାଲୁଥିବା ଅଭିଯୋଗ ହୋଇଛି। ହୋଟେଲରେ ରହୁଥିବା ସମସ୍ତ ଗ୍ରାହକଙ୍କ ପରିଚୟପତ୍ର ସହ କିଛି ନିର୍ଦ୍ଦିଷ୍ଟ ଗାଇଡ୍‍ଲାଇନ୍‍ ରହିଛି। ମାତ୍ର ହୋଟେଲ୍‍ କର୍ମଚାରୀ କିଛି ହାତଗୁଞ୍ଜା ନେଇ ଜଣେ ବୁକ୍‍ କରିଥିବା ବେଳେ ସେଥିରେ ଏକାଧିକ ବ୍ୟକ୍ତି ପହଞ୍ଚି ଅନୈତିକ କାରବାର କରୁଛନ୍ତି। ସେହିପରି ସହରରେ କମିସନରେଟ ପୁଲିସର ଚଢ଼ଉ ଭୟରେ ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଥିବା ଭଡ଼ାଘରେ ଚଲାଇଛନ୍ତି ଦେହ କାରବାର।
ସେପଟେ ଅନ୍‍ଲାଇନରେ ଏବେ ଅନୈତିକ କାରବାର ବା ସେକ୍ସ ରାକେଟ୍‍ ଚାଲୁଛି। ଅନ୍‍ଲାଇନ୍‍କୁ ଆଧାର କରି ରୂପଜୀବୀ ଗ୍ରାହକ ଯୋଗାଡ଼ କରୁଛନ୍ତି। ଦଲାଲଙ୍କ ନମ୍ବର ମଧ୍ୟ ୱେବ୍‌ସାଇଟରେ ରହିଛି। ଦଲାଲ ସହ ଗ୍ରାହକ ଯୋଗାଯୋଗ କରିବା ପରେ ହ୍ୱାଟ୍ସଆପ୍‍ରେ ଫଟୋ ଆସିଯାଉଛି। ଗ୍ରାହକ ରୂପଜୀବୀକୁ ପସନ୍ଦ କରିବା ପରେ ଦାମ୍‍ର ମୂଲଚାଲ୍‍ ହେଉଛି। ଦାମ୍‍ ଠିକ୍‍ ହେବାପରେ ଜାଗା ଓ ସମୟ ଚୂଡ଼ାନ୍ତ ହେବା ସହ ନିର୍ଦ୍ଧାରିତ ସ୍ଥାନରେ ଦଲାଲଙ୍କ ମାଧ୍ୟମରେ ରୂପଜୀବୀ ପହଞ୍ଚି ଯାଉଛନ୍ତି। ରାଜ୍ୟ ବାହାରୁ ସେକ୍ସ ରାକେଟ୍‍ର ବାଦଶାହା କୁହାଯାଉଥିବା ସୁନୀଲ ମେହେର କଣ୍ଟ୍ରୋଲ୍‍ କରୁଥିବା କୁହାଯାଉଛି। ତା’ର କିଛି ଅନୁଗାମୀ ସହାୟତାରେ ଅନ୍‍ଲାଇନ୍‍ ଓ ହ୍ୱାଟ୍ସଆପରେ ଅପରେଟ୍‍ କରୁଛି।
ସୁନୀଲ କୋଲକାତା କିମ୍ବା ଉତ୍ତରପୂର୍ବ ଦିଲ୍ଲୀରେ ରହୁଛି। କିଛି ମହିଳା ସହଯୋଗୀ ରାଜଧାନୀରେ ସେକ୍ସ ରାକେଟ୍‍ ବୁଝୁଥିବା ସୂଚନା ମିଳିଛି। ଅନ୍‍ଲାଇନରେ ଏହି କାରବାର ଚାଲୁଥିବାରୁ ପୁଲିସ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥା ଏହି ରାକେଟ୍‌ ବିଷୟରେ ତଥ୍ୟ ପାଇପାରୁ ନାହିଁ। ଅନ୍ୟପକ୍ଷରେ ପୂଜାରେ ପୁଲିସ ସ୍ୱତନ୍ତ୍ର ଧରପଗଡ଼ କରିବବ ବୋଲି କମିସନରେଟ୍‍ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସହରରେ ବଙ୍ଗୀୟ ତରୁଣୀ
କୋଲକାତାରୁ ଦଲାଲ ଯୁବତୀଙ୍କୁ ଆଣି ସହରରେ ଅନୈତିକ କାର୍ଯ୍ୟକଳାପରେ ଲଗାଉଛନ୍ତି। କିଛିଦିନ ତଳେ ଭରତପୁର ଥାନା ପୁଲିସ ଏକ ହୋଟେଲରେ ଚଢ଼ଉକରି ୮ ବଙ୍ଗୀୟ ଯୁବତୀଙ୍କୁ ଠାବ କରିବା ସହ ଲକ୍ଷ୍ମୀସାଗର ଥାନା ପୁଲିସ ମଧ୍ୟ ଅନ୍ୟ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେଭଳି ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟେଲରେ ହାଇପ୍ରୋଫାଇଲ ଜୁଆଆଡ୍ଡା ଠାବ କରିବା ସହ ଦୁଇ ନେପାଳୀ ଯୁବତୀଙ୍କୁ ଠାବ କରାଯାଇଥିଲା। ବାଂଲାଦେଶୀ ଓ କୋଲକାତାରୁ ଡ୍ୟାନ୍ସ ବାର୍‍ରେ କାମ କରିବାକୁ କହି ଆଣିଥିବା ଯୁବତୀଙ୍କୁ ଦଲାଲମାନେ ଅନୈତିକ କାର୍ଯ୍ୟକଳାପରେ ଲଗାଯାଉଥିବା କୁହାଯାଉଛି।
ପୂର୍ବରୁ ଧରାପଡ଼ିଥିବା ବାଂଲାଦେଶୀମାନେ ମଧ୍ୟ ସମାନ୍‍ ଅଭିଯୋଗ ପୁଲିସ ଆଗରେ କହିଥିଲେ। ସେମାନଙ୍କୁ ଡ୍ୟାନ୍ସ ବାର୍‍ରେ କାମ କରିବା ସହ ମାସକୁ ୩୦ହଜାର ଟଙ୍କାର ପ୍ରଲୋଭନ ଦେଖାଇ ଦଲାଲ୍‍ ଓଡ଼ଶା ଆଣି ସେକ୍ସ ରାକେଟରେ ଲଗାଉଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ସେହିପରି ହୋଟେଲଗୁଡ଼ିକ ଉପରେ ପୁଲିସ କଡ଼ା ନଜର ରଖିଥିବାରୁ ଦେହ ଦଲାଲମାନେ ନୂଆ ତରିକା ଆପଣାଇଛନ୍ତି। ଆଗରୁ ରାଜଧାନୀରେ ଥାଇଲାଣ୍ଡ ଯୁବତୀ ଦେହ କାରବାର କରୁଥିଲେ। କମିସନରେଟ ପୁଲିସ ଚଢ଼ଉ କରି କେବଳ ଥାଇଲାଣ୍ଡ୍‍ ଓ ଋଷିଆ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏପରି ୧୦ ଥାଇଲାଣ୍ଡ୍‍ ଓ ଋଷିଆ ଯୁବତୀଙ୍କୁ ଉଦ୍ଧାର କରି ସୁଧାରଗୃହରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ୮ଜଣଙ୍କୁ ଏକ ବିମାନଯୋଗେ ନିଜ ଦେଶକୁ ଫେରାଇ ଦିଆଯାଇଥିଲା।
ଦବ୍‍ଦବା ଦେଖାଇଲେଣି ଖସିଯାଇଥିବା ବାଂଲାଦେଶୀ
୨୦୨୦ ଜାନୁଆରୀ ୨୧ରେ ପୁରୁଣା ଭୁବନେଶ୍ୱର ଓ ପିପିଲି ଅଞ୍ଚଳରେ ସ୍ପେଶାଲ ଟାସ୍କଫୋର୍ସ (ଏସ୍‍ଟିଏଫ୍‍) ଚଢ଼ଉକରି ରାଣୀ ମହୁମାଛି ଅଞ୍ଜଳି ଦିଦି ଓ ତାଙ୍କ ସ୍ୱାମୀ ଆବ୍ରାହିମକୁ ଗିରଫ କରାଯାଇଥିଲା। ପୁରୁଣା ଭୁବନେଶ୍ୱରରେ ଏକ ଭଡ଼ାଘରେ ଚଢ଼ଉ କରି ୬ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଗିରଫ କରାଯାଇଥିଲା। ଦମ୍ପତିକୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିବା ବେଳେ ୬ଜଣ ବାଂଲାଦେଶର ରୂପଜୀବୀଙ୍କ ଯାଁଳାରେ ଥିବା ଏକ ସୁଧାରଗୃହକୁ ପଠାଇ ଦିଆଯାଇଥିଲା। ସେଠାରେ ଦେଢ଼ ବର୍ଷ ରହିବା ପରେ ଗ୍ରିଲ ତାଡ଼ି ଖସିଯାଇଥିଲେ।
ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ ସେମାନଙ୍କୁ ଠାବ କରିପାରି ନ ଥିଲା। ପରେ ସେମାନେ ରାଜଧାନୀରେ ଆତ୍ମଗୋପନ କରିବା ସହ ଦଲାଲଙ୍କ ଜରିଆରେ ଅନୈତିକ କାର୍ଯ୍ୟକଳାପରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଅଧିକ ବାଂଲାଦେଶୀ ଓ ନେପାଳୀ ଯୁବତୀ ଲିପ୍ତ ରହୁଛନ୍ତି। ସେମାନେ ଓଡ଼ିଶାକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ ନ ଥିବାରୁ ଏଠାରେ ସୁରକ୍ଷିତ ଭାବେ ରହୁଛନ୍ତି।