UPSC - The Sakala

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି
ଭୁବନେଶ୍ୱର: ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।

ଭାରତର ପ୍ରଧାନ ବିଚାରପତିଙ୍କ (CJI) ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଲୋକସେବା ଆୟୋଗ (UPSC) କୁ ବିଚାର ପାଇଁ ପଠାଇଥିବା ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କ ତାଲିକାକୁ ନେଇ ଏଥିରେ ପ୍ରଶ୍ନ ଉଠିଛି। ଏହି ଜନସ୍ୱାର୍ଥ ମାମଲା (PIL) ରେ ଅଭିଯୋଗ କରାଯାଇଛି ଯେ ରାଜ୍ୟ ସରକାର ପୋଲିସ ସଂସ୍କାର ସମ୍ପର୍କିତ ପ୍ରକାଶ ସିଂହ ଗାଇଡଲାଇନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିନାହାଁନ୍ତି।

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟରେ ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂତନ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ନିୟମାବଳୀର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସମସ୍ତ ପକ୍ଷଙ୍କ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧୬କୁ ପରବର୍ତ୍ତୀ ତାରିଖ ଭାବେ ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ, ରାଜ୍ୟ ସରକାର ନିଜର ପ୍ରକ୍ରିୟାକୁ ଠିକ୍ ଦର୍ଶାଇ ଏହାର ପକ୍ଷ ରଖିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ଓଡ଼ିଶାରେ ନୂତନ ଡିଜିପି ନିଯୁକ୍ତି ପାଇଁ ବାଟ ଫିଟିବ।

ଓଡ଼ିଶା ଡିଜିପି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ଅଗଷ୍ଟ ୧୮ ଯାଏଁ ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ୍ ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା ପରେ, ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ପୋଲିସ ସଂସ୍କାର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ପ୍ରକାଶ ସିଂ ରାୟର ମାର୍ଗଦର୍ଶିକାକୁ ଏହି ଚୟନ ପ୍ରକ୍ରିୟାରେ ପାଳନ କରାଯାଉନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଡିଜିପି ପ୍ୟାନେଲକୁ ଚୂଡ଼ାନ୍ତ କରିବା ପାଇଁ ଗୁରୁବାର ଦିନ ୟୁପିଏସସିର ଏକ ବୈଠକ ଅନୁଷ୍ଠିତ ହେବାର ଥିଲା ବୋଲି ଶ୍ରୀ ଚିଦାମ୍ବରମ୍ ଅଦାଲତଙ୍କୁ ଅବଗତ କରାଇଥିଲେ। କୌଣସି ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ୟୁପିଏସସି ସର୍ଟଲିଷ୍ଟରେ ସାମିଲ କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ତାଙ୍କୁ ତରବରିଆ ଭାବେ ପଦୋନ୍ନତି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ।

ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ଏବଂ ଏହା ଏକ ଚାକିରି ସମ୍ବନ୍ଧୀୟ ମାମଲା ହୋଇଥିବାରୁ ପିଆଇଏଲ୍ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହି ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇଥିବା କୌଣସି ଅଧିକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇନଥିବା ବେଳେ ଏହି ପିଆଇଏଲ୍ କିପରି ଗ୍ରହଣ କରାଯାଇପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ତେବେ, ପ୍ରକାଶ ସିଂ ମାମଲାରେ ଅଦାଲତଙ୍କୁ ସହଯୋଗ କରୁଥିବା ଆମିକସ୍ କ୍ୟୁରୀ ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଖଣ୍ଡପୀଠ ଲୋଡ଼ିଥିଲେ। ରାଜୁ ରାମଚନ୍ଦ୍ରନ୍ ଆବେଦନକାରୀଙ୍କ ଯୁକ୍ତିକୁ ସମର୍ଥନ କରିବା ସହ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ। ଆମିକସ୍ କ୍ୟୁରୀଙ୍କ ମତକୁ ବିଚାରକୁ ନେଇ, ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ହେବାକୁ ଥିବା ବୈଠକକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ୟୁପିଏସସିର ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କିଏ ହେବେ ଓଡ଼ିଶାର ନୂଆ ଡିଜିପି ? ୩ ଜଣିଆ ତାଲିକା ପ୍ରସ୍ତୁତ କରିବାକୁ ଆଜି ବସିବ ବୈଠକ
ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଚୟନ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନୂଆ ଡିଜିପିଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଆଜି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ୟୁପିଏସସି ଏକ ୩ ଜଣିଆ ତାଲିକା ପ୍ରସ୍ତୁତ କରିବ, ଯେଉଁଥିରୁ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିବେ।

ଗତ ୨୦୨୬ ମଇ ମାସରେ ଓଡ଼ିଶା ସରକାର ୟୁପିଏସସି ନିକଟକୁ ୧୧ ଜଣ ଯୋଗ୍ୟ ଆଇପିଏସ ଅଧିକାରୀଙ୍କ ନାମ ପଠାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଛୋଟ ତାଲିକା ପଠାଯାଇଥିଲେ ମଧ୍ୟ କମିଶନଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ସମୟରେ ଏହାକୁ ସମ୍ପ୍ରସାରିତ କରାଯାଇଥିଲା। ନିୟମ ଅନୁଯାୟୀ, ଡିଜିପି ପଦବୀ ପାଇଁ ଜଣେ ଅଧିକାରୀ ଅତିକମରେ ୨୫ ବର୍ଷର ଚାକିରି କରିବା ସହ ତାଙ୍କର ଅବସର ନେବାକୁ ଅତିକମରେ ୬ ମାସର ସମୟ ବାକି ଥିବା ଆବଶ୍ୟକ।

ଏହି ୧୧ ଜଣିଆ ତାଲିକାରେ ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ତଥା ବର୍ତ୍ତମାନର ଡିଜିପି ପାହ୍ୟାରେ ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ସର୍ବାଗ୍ରେ ରହିଛି। ସେହିପରି ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ ଏବଂ ଆର.ପି. କୋଚେ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଏହା ବ୍ୟତୀତ ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱା, ୧୯୯୫ ବ୍ୟାଚର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା, ପି.ଏସ. ରଣପିସେ ଏବଂ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନିତା କାକ୍ରାନଙ୍କ ନାମ ୟୁପିଏସସିକୁ ପଠାଯାଇଛି। ବରିଷ୍ଠତା, ସେବା ରେକର୍ଡ ଓ ଅଭିଜ୍ଞତାକୁ ନେଇ କେତେକ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ UPSC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ୩ ଜଣିଆ ପ୍ୟାନେଲ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତେଣୁ ଆଜିର ବୈଠକ ପରେ କେଉଁ ତିନି ଅଧିକାରୀଙ୍କ ନାଁ ଚୂଡ଼ାନ୍ତ ପ୍ୟାନେଲରେ ସ୍ଥାନ ପାଉଛି, ତା’ଉପରେ ନଜର ରହିଛି ।

ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର
ନୂଆଦିଲ୍ଲୀ: UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି । ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଥିବାବେଳେ ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର ରହିଛନ୍ତି । ଚଳିତଥର ମୋଟ୍‌ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି ।

ଆଶାୟୀମାନେ ସେମାନଙ୍କ ଫଳାଫଳ ୟୁପିଏସ୍‌ସି ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in. କୁ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ । upsconline.gov.in ୱେବ୍‌ସାଇଟ୍‌ରେ ମଧ୍ୟ ରେଜଲ୍ଟ ଚେକ୍ କରିହେବ । ବିଭିନ୍ନ ପ୍ରଶାସନିକ ସେବାରେ ୧୦୮୭ ପଦ ଖାଲି ରହିଥିବା ବେଳେ ୯୫୮ ଜଣଙ୍କ ନାଁ ସିଏସ୍‌ଇ ପରୀକ୍ଷା ୨୦୨୫ ଜରିଆରେ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। ସେଥିରୁ ୩୧୭ ଜଣ ସାଧାରଣ ବର୍ଗ, ୧୦୪ ଜଣ ଇଡବ୍ଲୁଏସ୍ ବର୍ଗ, ୩୦୬ ଜଣ ଓବିସି ବର୍ଗ, ୧୫୮ ଜଣ ଏସସି ବର୍ଗ ଏବଂ ୭୩ ଜଣ ଏସଟି ପ୍ରାର୍ଥୀ ।

ଆଇଏଏସ ପଦ ହରାଇଲେ ପୂଜା ଖେଡକର, ଆଉ ଦେଇପାରିବେନି ୟୁପିଏସ୍‌ସି ପରୀକ୍ଷା
ଭୁବନେଶ୍ବର: ବିବାଦରେ ଥିବା ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ୟୁପିଏସ୍‌ ପକ୍ଷରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି।

ସୂଚନା ଅନୁଯାୟୀ, ପୁଣେରେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ତାଙ୍କ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍‌ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୟୁପିଏସ୍‌ ପକ୍ଷରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯତ୍ନର ସହ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଇଛି।

ସୂଚନା ଅନୁଯାୟୀ, ପୂଜା ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ନିଜର ନାଁ, ବାପାଙ୍କ ନାଁ, ମା’ଙ୍କ ନାଁ, ତାଙ୍କ ଫଟୋ, ଦସ୍ତଖତ, ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ୟପିଏସ୍‌ସି ଏଫଆଇଆର ରୁଜୁ କରିବା ସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ୱକୁ କାହିଁକି ବାତିଲ କରା ନ ଯିବ ବୋଲି ନୋଟିସରେ ଉତ୍ତର ଦେବାକୁ କୁହାଯାଇଥିଲା।

୩୪ ବର୍ଷୀୟ ପୂଜା ପୁଣେରେ ଟ୍ରେନି ଆଇଏଏସ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ ନିଜ ପାଇଁ ସ୍ୱତନ୍ତ୍ର ଚ୍ୟାମ୍ବର, କାର ମାଗିଥିଲେ। ଏହାବାଦ ସେ ଅନାଧିକୃତ ଭାବେ ନିଜସ୍ୱ ଅଡି କାର୍‌ରେ ମହାରାଷ୍ଟ୍ର ସରକାରଙ୍କ ଲୋଗୋ ସହ ନାଲି ବତୀ ଲଗାଇଥିଲେ। ନିଜ କ୍ଷମତାର ଅପବ୍ୟବହାର କରିଥିବାରୁ ପୂଜାଙ୍କୁ ୱାସିମକୁ ବଦଳି କରାଯାଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପୂରଣ ହେବ ୮୦୦ରୁ ଅଧିକ ଅଫିସର ପଦବୀ, UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସ ଖବର। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁାଯାୟୀ, ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ। ବର୍ତ୍ତମାନ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ UPSC Recruitment apply for 827 officer posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ମେଡିକାଲ ଅଫିସର୍‌, ଆସିଷ୍ଟାଣ୍ଟ ଡିଭିଜନାଲ୍‌ ମେଡିକାଲ ଅଫିସର, ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଗ୍ରେଡ୍‌ ୨ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୮୦୦ରୁ ଅଧିକ ପଦବୀ ପୂରଣ ହେବ।

ଅନ୍‌ଲାଇନ୍ ଆବେଦନ ଆରମ୍ଭ ୧୦ ଏପ୍ରିଲ୍ ୨୦୨୪ ରହିଥିବା ବେଳେ ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ୩୦ ଏପ୍ରିଲ୍ ୨୦୨୪ ରହିଛି। ସର୍ବାଧିକ ବୟସ ସୀମା ୩୨ ବର୍ଷ ରହିଥିବାବେଳେ  SC/ ST/ PwBD ବର୍ଗ ପାଇଁ ବୟସରେ କୋହଳ ଅଛି ।

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/OBC ପ୍ରାର୍ଥୀ – ୨୦୦ ଟଙ୍କା

SC/ST– ଦେୟମୁକ୍ତ

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ M.B.B.S ଡିଗ୍ରୀ ହାସଲ କରିବା ଉଚିତ

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ ରେଜଲ୍ଟ, ଇଶିତା କିଶୋର ଟପ୍ପର
ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି। ସେହିପରି ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା । ୩୮- ଅନୁପ ଦାସ, ୪୨- ପ୍ରଣିତା ଦାସ, ୫୬- ଅର୍ଣ୍ଣବ ମିଶ୍ର , ୫୮- ଦୀକ୍ଷିତା ଯୋଶୀ, ୬୬- କ୍ରିତକା ମିଶ୍ର, ୬୭- କସ୍ତୁରୀ ପଣ୍ଡା । ୭୩- ପଲ୍ଲବୀ ମିଶ୍ର, ୯୭- ପ୍ରଶାନ୍ତ ରାଜ, ୧୦୬- ସିଦ୍ଧାର୍ଥ ମିଶ୍ର ,୧୩୬- ସୌମ୍ୟରଂଜନ ଦାସ, ୧୪୦- ସୋନାଲି ମିଶ୍ର ,୧୬୨- ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧- ସତ୍ୟ ପ୍ରକାଶ ମିଶ୍ର ,୩୬୩- ଦିବ୍ୟା ଜୈନ୍‌, ୫୧୬- ତେଜସ୍ବିନୀ ବେହେରା ରହିଛନ୍ତି।

ସୂଚନା ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଯାଞ୍ଚ କରିପାରିବେ।

ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଅନଲାଇନ ଆବେଦନ ଜାରି, ଆବେଦନର ଶେଷ ତାରିଖ ମାର୍ଚ୍ଚ ୪
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତିକୁ ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ ଦିଆଯିବ। ଏଥି ପାଇଁ ମାର୍ଚ୍ଚ ୨୬ ତାରିଖରେ କ୍ଵଲିଫାଇଙ୍ଗ ପରୀକ୍ଷା ହେବ। ୧୬ ତାରିଖରୁ ଆଡମିଟ କାର୍ଡ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନ ଶୁଲ୍କ ୧୦୦ ଟଙ୍କା ପଡ଼ିବ। ରାଜ୍ୟ ସରକାର ପିଲାମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ବହନ କରିବେ।

pic.twitter.com/xDiobVC07K

— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) February 23, 2023

UPSC କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ, ପ୍ରବେଶିକା ପରୀକ୍ଷା ମାଧ୍ଯମରେ ୨୦୦ ଆଶାୟୀଙ୍କୁ କରାଯିବ ଚୟନ
ଭୁବନେଶ୍ବର: ପୁଣି ଥରେ UPSC କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଆଶାୟୀଙ୍କୁ ଚୟନ କରି କୋଚିଂ ଦିଆଯିବ। ରହିବା ସୁବିଧା ମଧ୍ୟ ରହିବ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆଶାୟୀଙ୍କୁ ଚୟନ କରାଯିବ। ଫେବୃଆରୀ ୨୬ରେ ହେବ ଏହି Entrance test। ଏନେଇ ସାମ୍ସ ପୋର୍ଟାଲରେ module develope କରିବାକୁ ଉଚ୍ଚ ଶିକ୍ଷା ବିଭାଗ OCAC କୁ ଚିଠି ଲେଖିଛି।

ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା କିନ୍ତୁ ତାହା ସଫଳ ହୋଇନି। ଓଡ଼ିଆଙ୍କ ପ୍ରଦର୍ଶନ UPSC ରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ପଦକ୍ଷେପ ନେଉଛି କିନ୍ତୁ ଏଯାଏ ସୁଫଳ ମିଳୁନି।

ସେପ୍ଟେମ୍ୱର ୩୦ ଯାଏଁ ହେବ ଓପିଏସସି ସାକ୍ଷାତକାର ପରୀକ୍ଷା
ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ହେଉଥିବା ସାକ୍ଷାତକାର ପରୀକ୍ଷା ସେପ୍ଟେମ୍ବର ୩୦ ଯାଏ ହେବ। ତେବେ, ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ତାଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍‌ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଏହାପରେ ଆବେଦନ ଅନୁସାରେ ତାରିଖ ବଦଳାଯିବ ବୋଲି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ।