ArvindKejriwal - The Sakala

ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମିଳିଲା ଇନସୁଲିନ
ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେଲରେ ଇନସୁଲିନ ମିଳିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ ଯାହା ଏବେ ତାଙ୍କୁ ଦିଆଯାଇଛି ।

ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା ।  ଯେଉଁଥିପାଇଁ ସେ ନିଜେ ତିହାର ଜେଲର ଅଧିକ୍ଷକଙ୍କୁ ଚିଠି ଲେଖି ଇନସୁଲିନ୍ ମାଗିଥିଲେ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମିଳିଲା ଜାମିନ୍
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଇଡିର ସମନ ମାମଲାରେ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ ଦୁର୍ନୀତି ମାମଲାରେ ଆଜି ରାଉଜ୍‌ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ କେଜ୍ରିଓ୍ବାଲ । ଯେଉଁଠାରେ ତାଙ୍କୁ ଜାମିନ ମିଳିଛି । ଦୁଇ ପକ୍ଷର ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ରମେଶ ଗୁପ୍ତା କହିଛନ୍ତି ଇଡି ପକ୍ଷରୁ କୌଣସି ଦସ୍ତାବିଜ ଦିଆଯାଇନାହିଁ ।

ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଇଡି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଥର ସମନ ହୋଇଥିଲା । ହେଲେ ସମନ ଅନୁସାରେ ହାଜର ହୋଇନଥିଲେ କେଜ୍ରିଓ୍ବାଲ । ଇଡି ପକ୍ଷରୁ ଲଗାତାର ୫ ଥର ସମନ ପରେ କେଜ୍ରିଓ୍ବାଲ ହାଜର ନହେବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଉଜ ଆଭେନ୍ୟୁ କୋର୍ଟରେ ଅଭିଯୋଗ କରିଥିଲେ ।

ଇଡିର ‌ଷଷ୍ଠ ସମନକୁ ବି ଏଡ଼ାଇଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ଏଡାଇ ଯାଇଛନ୍ତି । ଇଡିର ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦୀତ, ମାମଲା ବର୍ତ୍ତମାନ କୋର୍ଟରେ ଅଛି ବୋଲି ଆପ୍ କହିଛି।

ଆଜି ଦଳ ଏକ ବିବୃତ୍ତିରେ କହିଛି ଯେ, ଇଡି ଏହି ମାମଲା ଉପରେ ନିଜେ କୋର୍ଟରେ ପହଞ୍ଚିଛି। ତେଣୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡି କାର୍ଯ୍ୟଳୟରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ମାମଲା ବର୍ତ୍ତମାନ କୋର୍ଟରେ ଅଛି ଆଉ କୋର୍ଟରେ ହିଁ ବିଚାର ହେବ।  ଇଡି ବାରମ୍ବାର ସମନ ଜାରି କରିବା ପରିବର୍ତ୍ତେ ମାମଲା ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।

ନୋଟ୍‌ରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବାକୁ ଅପିଲ୍ କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଠିକ୍‌ ପୂର୍ବରୁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି । ମା’ ଲକ୍ଷ୍ମୀଙ୍କୁ ହିନ୍ଦୁମାନେ ସୁଖ ସମୃଦ୍ଧିର ଦେବୀ ମାନୁଥିବା ବେଳେ ଗଣେଶ ବିଘ୍ନହର୍ତ୍ତା ଭାବେ ପରିଚିତ । ଏଣୁ ଏହି ଦୁଇ ଦେବାଦେବୀଙ୍କୁ ଟଙ୍କାରେ ସ୍ଥାନ ଦେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରିବା ନେଇ କେଜ୍ରିୱାଲ ଆଶା କରିଛନ୍ତି । ସମୂର୍ଣ୍ଣ ନୋଟ୍‌ ବଦଳାଇବାକୁ ନୁହେଁ ବରଂ ଯେଉଁ ନୂଆ ନୋଟ୍‌ ଛପା ଯାଉଛି ସେଥିରେ ଭଗବାନଙ୍କୁ ସ୍ଥାନ ଦେବାକୁ କେଜ୍ରିୱାଲ ଅପିଲ୍‌ କରିଛନ୍ତି ।

୭୫ ବର୍ଷ ସ୍ବାଧୀନତା ପରେ ବି ଭାରତ ବିକାଶଶୀଳ ଦେଶ ଓ ଗରିବ ଭାବେ ଜଣାଯାଉଛି । ଭାରତର ନାମ ବିକଶିତ ଓ ଧନୀ ରାଷ୍ଟ୍ରରେ ସାମିଲ କରିବା ପାଇଁ ସବୁ ଭାରତୀୟ ଚାହୁଁଛନ୍ତି । ଦିନକୁ ଦିନ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଟଙ୍କା ପ୍ରତିଦିନ କମଜୋର୍‌ ହେଉଛି । ଏଥିରେ ସୁଧାର ଆଣିବା ପାଇଁ ଲକ୍ଷ୍ମୀ ଓ ଗଣେଶଙ୍କ ଆରଧନା କରାଯିବା ଉଚିତ୍‌ ।କାରଣ ଆମ ଦେଶରେ ସାଧାରଣତଃ ବ୍ୟବସାୟୀ ମାନେ ଏହି ଦୁଇ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଜି ପ୍ରେସ କନଫରେନ୍ସ କରି ଏଭଳି ଅପିଲ୍‌ କରିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ଚୋରି ଅଭିଯୋଗ; ମୁଖ୍ୟ ସଚିବଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଲେ ଏଲ୍‌ଜି
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସେ ଷ୍ଟାମ୍ପ ଡ୍ୟୁଟି ଚୋରି କରିଥିବା ନେଇ ଉପ-ରାଜ୍ୟପାଳ (ଏଲ୍‌ଜି) ଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଉପରେ ଏଲ୍‌ଜି ଭିକେ ସକ୍ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ସେ ଅଭିଯୋଗକୁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଚିଠିରେ ଲେଖାଯାଇଛି ଯେ କେଜ୍ରିୱାଲ ୩ଟି ପ୍ଲଟ୍‌କୁ ୪.୫୪ କୋଟି ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ସେ କାଗଜପତ୍ରରେ ଏହାର ଦାମ୍‌ କମାଇ ୭୨.୭୨ ଲକ୍ଷ ଟଙ୍କା ଦର୍ଶାଇ ଥିଲେ। କେଜ୍ରିୱାଲ ନିଜ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ମାଧ୍ୟମରେ ଏହି ପ୍ଲଟ୍‌ ବିକ୍ରି କରିଥିଲେ। ଏହାର ବଜାର ଦର ସ୍କୋୟାର ୟାର୍ଡ ପିଛା ୪୫ ହଜାର ଟଙ୍କା ଥିଲା। କିନ୍ତୁ ଦେଣନେଣରେ ଏହାକୁ ସ୍କୋୟାର ୟାର୍ଡ ପିଛା ୮୩୦୦ ଟଙ୍କା ଦର୍ଶା ଯାଇଥିଲା।