fake medicine - The Sakala
ସାବଧାନ! ବଜାରରେ ମିଳୁଛି ପୁଳା ପୁଳା ନକଲି ମେଡ଼ିସିନ...
ଭୁବନେଶ୍ବର: ସାବଧାନ! ବଜାରରେ ମିଳୁଛି ପୁଳା ପୁଳା ନକଲି ମେଡ଼ିସିନ। ପାନ ୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ଟି ନକଲି ଔଷଧ ବଜାରରେ ବୁଲୁଛି। ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡ଼ିସିନ। ଆଉ ୩୮୮ ଟି ନିମ୍ନ ମାନର ମେଡ଼ିସିନ ଚିହ୍ନଟ ହୋଇଛି। ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରାକର। ଏ ନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।
୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି। ସେହିଭଳି ୩୮୮ ଟି ନିମ୍ନ ମାନର ମେଡ଼ିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ୨୦୨୧ ରେ ୭୯ ଟି, ୨୦୨୨ରେ ୬୪ଟି, ୨୦୨୩ରେ ୧୪ ଟି ଏବଂ୨୦୨୪ ରେ ୧୧ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି।
ବଜାରରେ ଅନେକ ଥର ନକଲି ଔଷଧ ବିକ୍ରି ହୋଇଥାଏ, ଯାହାଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଏହି ନକଲି ଔଷଧ ଦ୍ବାରା ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଅସଲି ଓ ନକଲି ଔଷଧ ଭିତରେ ଥିବା ପ୍ରଭେଦ ଜାଣି ରଖିବା ଉଚିତ। ମାତ୍ର ୨ଟି ସହଜ ଉପାୟରେ ନକଲି ଔଷଧ ସମ୍ପର୍କରେ ଜାଣିହେବ।
କ୍ୟୁଆର୍‌ କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅସଲି ଔଷଧଗୁଡ଼ିକ ଉପରେ ବିଶେଷ କୋଡ୍‌ ପ୍ରିଣ୍ଟ୍‌ ହୋଇଥାଏ। ଏହି କୋଡ୍‌ରେ ଔଷଧର ପ୍ରସ୍ତୁତି ତାରିଖ, ସ୍ଥାନ, ମେନ୍ୟୁଫେକ୍ଚରିଂ ଡେଟ୍‌, ଲୋେକସନ୍‌, ସପ୍ଲାଇ ଚେନ୍‌ ପର୍ଯ୍ୟନ୍ତ ତଥ୍ୟ ଥାଏ। ଆଣ୍ଟି ବାୟୋଟିକ୍‌, ପେନ୍‌ ରିଲିଫ୍ ଓ ଆଣ୍ଟି ଆଲର୍ଜିକ୍‌ ଔଷଧଗୁଡ଼ିକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି। ଔଷଧ କିଣିବା ପୂର୍ବରୁ ତା’ ଉପରେ ଛପାଯାଇଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରନ୍ତୁ। ସ୍କାନ୍‌ କରିବା ଦ୍ବାରା ଉକ୍ତ ଔଷଧର ସମସ୍ତ ତଥ୍ୟ ମିଳିଯାଏ। କିନ୍ତୁ ନକଲି ଔଷଧରେ କ୍ୟୁଆର୍‌ କୋଡ୍‌ ନଥାଏ।
ବାର୍‌କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା କିଛିନକଲି ଔଷଧରେ ମଧ୍ୟ କ୍ୟୁଆର୍‌ କୋଡ୍‌କୁ ନକଲ କରି ପିଣ୍ଟ୍‌ ହୋଇପାରୁଛି। ତେଣୁ ଅସଲି ଓ ନକଲି ଔଷଧ ଜାଣିପାରୁ ନଥିବା ଲୋକଙ୍କ ପାଇଁ ଆଉ ଏକ ସହଜ ଉପାୟ ହେଉଛି ବାର୍‌କୋଡ୍‌ ଉପରେ ଦୃଷ୍ଟି ଦେବା। ବାର୍‌କୋଡ୍‌ ହେଉଛି ସିଙ୍ଗଲ୍‌ ୟୁଜର୍‌। ଏହାକୁ କପି କରାଯାଇପାରିବ ନାହିଁ। ଏହି ବାର୍‌କୋଡ୍‌କୁ ସ୍କାନ୍‌ କରି ଅସଲି ଓ ନକଲି ଔଷଧ ସମ୍ପର୍କରେ ଜାଣିପାରିବେ। ବିଶେଷ ଭାବେ ୧୦୦ ଟଙ୍କାରୁ ଊର୍ଦ୍ଧ୍ବ ଔଷଧ ଉପରେ ବାର୍‌କୋଡ୍‌ ପ୍ରିଣ୍ଟ୍‌ କରିବାର ନିୟମ ରହିଛି। ତେଣୁ ଏଭଳି ସ୍ଥିତିରେ କୌଣସି ଔଷଧ ଉପରେ ବାର୍‌କୋଡ୍‌ ନଥିଲେ, ତାହା ନକଲି ବୋଲି ଜଣାପଡ଼େ।
କେମିତି ଜାଣିବେ ଔଷଧ ଅସଲି ଓ ନକଲି
ବଜାରରେ ଅନେକ ଥର ନକଲି ଔଷଧ ବିକ୍ରି ହୋଇଥାଏ, ଯାହାଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଏହି ନକଲି ଔଷଧ ଦ୍ବାରା ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଅସଲି ଓ ନକଲି ଔଷଧ ଭିତରେ ଥିବା ପ୍ରଭେଦ ଜାଣିରଖÒବା ଉଚିତ। ମାତ୍ର ୨ଟି ସହଜ ଉପାୟରେ ନକଲି ଔଷଧ ସମ୍ପର୍କରେ ଜାଣିହେବ।
କ୍ୟୁଆର୍‌ କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅସଲି ଔଷଧଗୁଡ଼ିକ ଉପରେ ବିଶେଷ କୋଡ୍‌ ପ୍ରିଣ୍ଟ୍‌ ହୋଇଥାଏ। ଏହି କୋଡ୍‌ରେ ଔଷଧର ପ୍ରସ୍ତୁତି ତାରିଖ, ସ୍ଥାନ,  ମେନ୍ୟୁଫେକ୍ଚରିଂ ଡେଟ୍‌, ଲୋେକସନ୍‌, ସପ୍ଲାଇ ଚେନ୍‌ ପର୍ଯ୍ୟନ୍ତ ତଥ୍ୟ ଥାଏ। ଆଣ୍ଟି ବାୟୋଟିକ୍‌, ପେନ୍‌ ରିଲିଫ୍ ଓ ଆଣ୍ଟି ଆଲର୍ଜିକ୍‌ ଔଷଧଗୁଡ଼ିକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି। ଔଷଧ କିଣିବା ପୂର୍ବରୁ ତା’ ଉପରେ ଛପାଯାଇଥÒବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରନ୍ତୁ। ସ୍କାନ୍‌ କରିବା ଦ୍ବାରା ଉକ୍ତ ଔଷଧର ସମସ୍ତ ତଥ୍ୟ ମିଳିଯାଏ। କିନ୍ତୁ ନକଲି ଔଷଧରେ କ୍ୟୁଆର୍‌ କୋଡ୍‌ ନଥାଏ।
ବାର୍‌କୋଡ୍‌ ପ୍ରତି ଧ୍ୟାନ ଦିଅନ୍ତୁ
ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା କିଛିନକଲି ଔଷଧରେ ମଧ୍ୟ କ୍ୟୁଆର୍‌ କୋଡ୍‌କୁ ନକଲ କରି ପିଣ୍ଟ୍‌ ହୋଇପାରୁଛି। ତେଣୁ ଅସଲି ଓ ନକଲି ଔଷଧ ଜାଣିପାରୁନଥିବା ଲୋକଙ୍କ ପାଇଁ ଆଉ ଏକ ସହଜ ଉପାୟ ହେଉଛି ବାର୍‌କୋଡ୍‌ ଉପରେ ଦୃଷ୍ଟି ଦେବା। ବାର୍‌କୋଡ୍‌ ହେଉଛି ସିଙ୍ଗଲ୍‌ ୟୁଜର୍‌। ଏହାକୁ କପି କରାଯାଇପାରିବ ନାହିଁ। ଏହି ବାର୍‌କୋଡ୍‌କୁ ସ୍କାନ୍‌ କରି ଅସଲି ଓ ନକଲି ଔଷଧ ସମ୍ପର୍କରେ ଜାଣିପାରିବେ। ବିଶେଷ ଭାବେ ୧୦୦ ଟଙ୍କାରୁ ଊର୍ଦ୍ଧ୍ବ ଔଷଧ ଉପରେ ବାର୍‌କୋଡ୍‌ ପ୍ରିଣ୍ଟ୍‌ କରିବାର ନିୟମ ରହିଛି। ତେଣୁ ଏଭଳି ସ୍ଥ଄ତିରେ କୌଣସି ଔଷଧ ଉପରେ ବାର୍‌କୋଡ୍‌ ନଥିଲେ, ତାହା ନକଲି ବୋଲି ଜଣାପଡ଼େ।
ଜନ ଔଷଧି କେନ୍ଦ୍ରରେ ନକଲି ଔଷଧ କାରବାର ! ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ନକଲି ଥିବା ଅଭିଯୋଗ
ଖୋର୍ଦ୍ଧା: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ। ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଜନ ଔଷଧି କେନ୍ଦ୍ରରେ ମିଳୁଥିବା ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ଔଷଧ ନକଲି ଥିବା ଅଭିଯୋଗ ହୋଇଛି। ଔଷଧର ଖୋଳରେ ଥିବା ବାର କୋଡ଼କୁ ସ୍କାନ କଲେ ତାହା ଔଷଧ କମ୍ପାନୀ ପରିବର୍ତ୍ତେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି। ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର କୋଡ଼ ଆଦୌ ସ୍କାନ ହେଉନାହିଁ। ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦେଶାଳୟ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା। ନିର୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂଲ୍ୟାବକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି।
ଜନ ଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେକେ ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି। ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଘଟଣାର କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ସଭାପତି ପ୍ରଗତି ମହାନ୍ତି ଦାବି କରିଛନ୍ତି। ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ରାଜ୍ୟ ଔଷଧ ନିୟନ୍ତ୍ରକ ସୁବୋଧ ନାୟକ।
ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍: ଚାଲିଛି ଚଢାଉ, ଜବତ ହେଲାଣି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନକଲି ଔଷଧ
କଟକ: ଅସଲି ବ୍ରାଣ୍ଡରେ ନକଲି ଔଷଧ ବିକ୍ରି ନେଇ ରାଜଧାନୀରୁ ଅଭିଯୋଗ ଆସିବା ପରେ ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଔଷଧ ଦୋକାନରେ ଚାଲିଛି ଚଢ଼ାଉ । ଜବତ ହେଉଛି ଟେଲମା ୪୦ ସହ ଅନ୍ୟ କିଛି ଔଷଧ ।
ଖବର ଅନୁଯାୟୀ, ଅନ୍ୟ ସ୍ଥାନ ଭଳି କଟକରେ ମଧ୍ୟ ଚାଲିଛି ମାରାଥନ ଚଢ଼ାଉ । ସହରର ବିଭିନ୍ନ ହୋଲସେଲ୍ ଓ ରିଟେଲ ମେଡିସିନ ଦୋକାନରେ ଯାଞ୍ଚ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ କରିବା ସହ ତାର ବିକ୍ରି ବନ୍ଦ କରାଯାଇଛି । ଯାଞ୍ଚ ପ୍ରକ୍ରିୟାରେ ଔଷଧ ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଛି । ଯାଞ୍ଚ କରାଯାଉଥିବା ଏଜେନ୍ସିର ଔଷଧ ବିକ୍ରିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। କଟକର ଭିଆର ଡ୍ରଗ ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜର୍ସ ଭଳି ଏଜେନ୍ସି ଜବତ ହୋଇଥିବା ମେଡିସିନ୍ କିଣିଥିଲେ । ଏନେଇ ସମସ୍ତ ତଥ୍ୟ ସେମାନେ ବିଭାଗକୁ ଦେଇଥିବା କହିଛନ୍ତି ।
ଭୁବନେଶ୍ବରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଜାରି ରହିଛି ଚଢ଼ାଉ । ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା ୪୦ ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିବା ଜଣାପଡିବା ପରେ ଚାଲିଛି ଚଢ଼ାଉ। ସେହିପରି ସମ୍ବଲପୁରର ବିଭିନ୍ନ ମେଡିସିନ ଦେକାନରେ ମଧ୍ୟ ଚଢ଼ାଉ ହୋଇଛି ।
ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ
ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ ଔଷଧ କିଣିଥିଲେ । ସେହି ଔଷଧ ସେବନ କରିବା ପରେ କିଛି କାମ ନ କରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନ୍ଦେହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ଯାଳୟରୁ ଏକ ସ୍ବତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢଉ କରି ସେହି ଔଷଧକୁ ସିଜ କରିଛନ୍ତି ।
ଦୋକାନୀଙ୍କ ପାଖକୁ ସେହି ଔଷଧ କେଉଁଠାରୁ ଆସିଥିଲା ଏବଂ ଏହାର ଷ୍ଟକିଷ୍ଟ କିଏ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି । ସିଜ ହୋଇଥିବା ଔଷଧ ନକଲି କି ନୁହେଁ ତାହାର ମାନ ନିରୂପଣ କରିବାକୁ ରାଜ୍ୟ ଔଷଧ ପରୀକ୍ଷଣ କେନ୍ଦ୍ରକୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ସହକାରୀ ଡ୍ରଗ କଣ୍ଟ୍ରୋଲର । ସେପଟେ ଔଷଧ ଦୋକାନୀ ଏନେଇ କିଛି ଜାଣି ନ ଥିବା କହିଥିବା ବେଳେ ବ୍ଲଡ ପ୍ରେସର ଔଷଧ ନହରକଣ୍ଟାରୁ ଆସିଥିବା କହିଛନ୍ତି।
ଏହି  ଅଭିଯୋଗ ସତ୍ୟ ହୋଇଥିଲେ ସାଙ୍ଘାତିକ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନର ସଭାପତି ପ୍ରଗତି ମହାନ୍ତି । ଔଷଧ କମ୍ପାନୀ କୋଡ଼ରେ ଲୁଗା କମ୍ପାନୀର ନାମ ଆସିବା ଆଶ୍ଚର୍ଯ୍ଯ । ଏଭଳି ଘଟଣା ପ୍ରଥମ ଡ୍ରଗ୍ସ କଂଟ୍ରୋଲର ତଦନ୍ତ କରନ୍ତୁ । ଆମେ ସହଯୋଗ କରିବୁ । ଲୋକଙ୍କ ଜୀବନ ସହ ଖେଳିବା ଭଳି ଘଟଣା ଏହାକୁ ସଙ୍ଘ କେବେବି ବରଦାସ୍ତ କରିବ ନାହିଁ । ନିଜ ଆଡୁ ତଦନ୍ତ କରାଯିବ। ଅଭିଯୋଗ ସତ୍ୟ ହେଲେ ସମ୍ପୃକ୍ତ ଦୋକାନୀ ଓ ଷ୍ଟକିଷ୍ଟଙ୍କୁ କଳା ତାଲିକାଭୁକ୍ତ କରିବ ବୋଲି ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ପକ୍ଷରୁ କୁହାଯାଇଛି ।