rice in space - The Sakala

ଚୀନ୍‌ ମହାକାଶ ଯାତ୍ରୀଙ୍କୁ ବଡ଼ ସଫଳତା, ମହାକାଶରେ ଉଠିଲା ଧାନଗଛ
ବେଜିଂ: ମହାକାଶ ଏବଂ ଅନ୍ୟଗ୍ରହରେ ‘ଜୀବନ ସନ୍ଧାନ’ ଲାଗି ବୈଜ୍ଞାନିକମାନେ ଅନେକ ଗବେଷଣା କରୁଛନ୍ତି। ଏ ଦିଗରେ ଚୀନ୍‌ ମହାକାଶ ଯାତ୍ରୀଙ୍କୁ ବଡ଼ ସଫଳତା ମିଳିଛି। ସେମାନେ ମହାକାଶରେ ଧାନ ଗଛ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହି ଗଛ ୩୦ ସେମି ଲମ୍ବା ହୋଇଛି। ଏହା ସହିତ ‘ଥେଲ୍‌ କ୍ରେସ’ ନାମକ ଏକ ଚାରା ସୃଷ୍ଟିରେ ମଧ୍ୟ ସଫଳତା ମିଳିଛି। ଏହା ପତ୍ରକୋବି ଏବଂ ବ୍ରସେଲ୍ସ ସ୍ପ୍ରାଉଟ୍‌ ପ୍ରଜାତିର। ଚାଇନିଜ୍‌ ଏକାଡେମି ଅଫ୍‌ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ମାସେ ମଧ୍ୟରେ ‘ଥେଲ୍‌ କ୍ରେସ’ ଚାରାରୁ ପତ୍ର ସୃଷ୍ଟି ହୋଇଛି। ସେହପରି ବଡ଼ ଧାନ ଗଛର ପତ୍ର ୩୦ ସେମି ଏବଂ ଛୋଟ ଧାନ ଗଛର ପତ୍ର ୫ ସେମି ପର୍ଯ୍ୟନ୍ତ ବଢ଼ିଛି। ଏହା ବ୍ୟତୀନ ଅନେକ ପ୍ରକାରର ପନିପରିବା ମଧ୍ୟ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ ଚୀନ୍‌ର ତିଆନଗୋଙ୍ଗ ସ୍ପେସ୍‌ ଷ୍ଟେସନ୍‌ରେ ଥିବା ଜିରୋ ଗ୍ରାଭିଟି ( ଶୂନ ମାଧ୍ୟାକର୍ଷଣ ଶକ୍ତି) ବିଶିଷ୍ଟ ଲ୍ୟାବରେ ଚାଲିଥିବା ଏହି ଗବେଷଣା ସଫଳ ହୋଇଛି।