Healthy Tips - The Sakala
ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ କପେ ଚା’ରୁ ହୋଇଥାଏ। ଏଭଳି ମଧ୍ୟ କିଛି ଚା’ପ୍ରେମୀ ରହିଛନ୍ତି, ଯେଉଁମାନେ ପ୍ରତି ଦୁଇ ଘଣ୍ଟାରେ ଚା’ ପିଇଥାଆନ୍ତି। ଅନେକ ଚା’ ସହ ବିସ୍କୁଟ୍‌‌ କିମ୍ବା ତେଲଭାଜି ଜିନିଷ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଚା’ ପିଇବା ସମୟରେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନଦେବାକୁ ପଡିବ, ନଚେତ୍ ଏଥିଯୋଗୁ ଜଣେ ରୋଗାକ୍ରାନ୍ତ ହୋଇପାରନ୍ତି।
ସକାଳୁ ଉଠି ଖାଲି ପେଟରେ ଚା’ ପିଇବା ଅନୁଚିତ। ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଏପରି କରୁଥିବା ବ୍ୟକ୍ତି ପେଟରେ ଜଳାପୋଡ଼ା ଓ ଏସିଡିଟିର ଶିକାର ହୋଇଥାନ୍ତି।
ସେହିଭଳି ଚା’ ସହ କିଛି ଖାଦ୍ୟ ଖାଇବା ଅନୁଚିତ। ଚା’ ପିଇବା ପୂର୍ବରୁ ଖାଦ୍ୟ ଖାଇ ନିଅନ୍ତୁ କିମ୍ବା ଚା’ ପିଇ ସାରିବା ପରେ ଖାଦ୍ୟ ଖାଆନ୍ତୁ। ଏଥିପ୍ରତି ଧ୍ୟାନ ନ ଦେଲେ ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇପାରେ।
ଅଧିକାଂଶ ଲୋକେ ଚା’ ସହ ବିସ୍କୁଟ୍‌‌ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହି ଖାଦ୍ୟକୁ ଏକାଠି ଖାଇବା ପେଟ ପାଇଁ କ୍ଷତିକାରକ। ବିସ୍କୁଟ୍‌‌ରେ ମଇଦା ଓ ଚିନି ମିଶି ପ୍ରସ୍ତୁତ ହୋଇଥାଏ। ଚା’ରେ ମଧ୍ୟ ଚିନି ଥାଏ। ଫଳରେ ଶରୀରକୁ ଏକାସହ ଅଧିକ ଚିନି ଯାଇଥାଏ। ଏହା ପେଟ ପାଇଁ କ୍ଷତିକାରକ ହେବା ସହ ପାଚନ ଜନିତ ସମସ୍ୟା କୋଷ୍ଠକାଠିନ୍ୟ ତଥା ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ।
ସେହିଭଳି ଚା’କୁ ପ୍ଲାଷ୍ଟିକ୍‌ କପ୍‌ରେ ପିଇବା ଅନୁଚିତ। ଏହା ଶରୀର ପାଇଁ ବେଶ୍‌ କ୍ଷତିକାରକ ହୋଇଥାଏ।
ଚା’ ସହିତ ଲେମ୍ବୁରସ ମିଶ୍ରିତ ଖାଦ୍ୟ କିମ୍ବା ପାନୀୟ ପିଅନ୍ତୁ ନାହିଁ। ଏହାଦ୍ବାରା ଏସିଡିଟି ସମସ୍ୟା ଦେଖାଯାଇପାରେ।
ଚା’ ପିଇବାର ତୁରନ୍ତ ପରେ ପାଣି କଦାପି ପିଇବା ଉଚିତ ନୁହେଁ। ଏହାସହ ଆଇସକ୍ରିମ୍‌ କିମ୍ବା ଅନ୍ୟ କୌଣସି ଥଣ୍ଡାପାନୀୟ ପିଇବା ଉଚିତ ନୁହେଁ। ଏହାଦ୍ୱାରା ପାଚନ ତନ୍ତ୍ର ଭଲ ଭାବେ କାର୍ଯ୍ୟ କରି ନ ଥାଏ। ଖାଦ୍ୟ ଭଲରେ ହଜମ ନ ହେବା ସହ ପେଟଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଫିଟ୍‌ ରହିବା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି। କାରଣ ଏବେ କମ୍ ବୟସରେ ମଧ୍ୟ ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ ଭଳି ରୋଗ ଦେଖାଯାଉଛି। ଦଶଟି ସହଜ ସୂତ୍ର ଆପଣାଇ ଜଣେ ଯେକୌଣସି ବୟସରେ ନିଜକୁ ଫିଟ୍‌ ରଖିହେବ।
ନିୟମିତ ସକାଳେ ଓ ସଂଧ୍ୟାବେଳେ ଅନ୍ତତଃ ଅଧଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ।
ଯେତେସମ୍ଭବ ଖାଦ୍ୟରେ କମ୍‌ ମାତ୍ରାରେ ଲୁଣ ଓ ଚିନିର ବ୍ୟବହାର କରନ୍ତୁ।
ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ସାଲାଡ୍‌ ଖାଆନ୍ତୁ।
ନିୟମିତ ୬ରୁ ୮ ଘଣ୍ଟା ନିଦ୍ରା ଜରୁରି।
ଖାଦ୍ୟକୁ ଗିଳି ନ ଦେଇ ଯେତେସମ୍ଭବ ଚୋବାଇ ଖାଆନ୍ତୁ।
ମାତ୍ରାଧିକ କିମ୍ବା ଅତିକମ୍‌ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।
ନିୟମିତ ତଟକା ପନିପରିବା ଏବଂ ଫଳ ଖାଆନ୍ତୁ।
ଫାଷ୍ଟଫୁଡ୍‌ ଓ ପ୍ୟାକେଜିଂ ଫୁଡ୍‌ ଖାଦ୍ୟ ନ ଖାଇବା ଭଲ।
ଅତ୍ୟଧିକ କଫି କିମ୍ବା ଚାହା ପିଇବାରୁ ନିବୃତ୍ତ ରୁହନ୍ତୁ।
ନିଶାଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।
ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…
ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
ଅଟାରେ ଅଳ୍ପ ଚୋକଡ଼ ରଖି,ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।