Subhashree Murder Case - The Sakala

ଶୁଭଶ୍ରୀ ହତ୍ୟାକାଣ୍ଡ ମାମଲା: କଲ୍ ଡିଟେଲସ୍ରୁ ମିଳିଲା ବିସ୍ଫୋରକ ତଥ୍ୟ, ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା
ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ମିଳିଛି ବିସ୍ଫୋରକ ତଥ୍ୟ । ଶୁଭଶ୍ରୀଙ୍କ କଲ୍ ଡିଟେଲସ୍ ରେକର୍ଡ ଅନୁଧ୍ୟାନ ପରେ ସାମ୍ନାକୁ ଆସଛି ଏହି ତଥ୍ୟ । ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପାଇଛି ବଡ଼ ସୁରାକ। ମୃତ୍ୟୁବରଣ କରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀ କରିଥିଲେ ୭ଟି କଲ୍ । ଘଟଣା ଦିନ ସଂଧ୍ୟା ସାଢେ ୬ଟାରୁ ୬ଟା ୪୯ ଭିତରେ ୭ ଥର କଲ କରିଥିଲେ ଶୁଭଶ୍ରୀ । ଶେଷଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ ଶୁଭଶ୍ରୀ । ତେବେ ସେ କ’ଣ କଥା ହୋଇଥିଲେ ପୁଲିସ ତାର ଖୋଳତାଡ଼ କରୁଛି। ସେହିପରି ଉକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କର କ’ଣ ସମ୍ପର୍କ ଥିଲା ସେ ବିଷୟରେ ବି ପୁଲିସ୍ ପଚରାଉଚରା କରୁଛି। ଘରେ ନଥିବା ବେଳେ ଶୁଭଶ୍ରୀଙ୍କୁ କେହି ହତ୍ୟା କରିଥିଲା ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ସବୁଠୁ ବଡ଼ କଥା ହେଲା ଥାନାରେ ଅଟକ ଥିବା ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଆଗରୁ ଜାଣିଛନ୍ତି । ପୂର୍ବରୁ ଯୁବକ ଜଣକ ତାଙ୍କ ଘରକୁ ମଧ୍ୟ ଯିବା ଆସିବା କରୁଥିଲେ । ପୂର୍ବରୁ ପୋଲିସ୍ ଆଇପିସି ଧାରା ୩୦୨ ଓ ୨୦୧ ଆଧାରରେ ମାମଲା ରୁଜୁ କରିଛି । ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରୁଛନ୍ତି। ମୃତଦେହ ବ୍ୟବଛେଦ ପାଇଁ FMT ବା Fecal microbial transplantationର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୋଲିସ ।ଏହାସହ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରାଯିବା ନେଇ ପୋଲିସ୍ ତଦନ୍ତ ଚଳାଇଛି ।