arrest - The Sakala
ଛାତ୍ରୀଙ୍କୁ ଫେଭର ମାଗୁଥିଲେ ରସିକିଆ ପ୍ରଫେସର, ଯୌନ ନିର୍ଯାତନା ଓ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ବାନ୍ଧିଲା ପୋଲିସ
ଭୁବନେଶ୍ୱର: ରସିକିଆ ପ୍ରଫେସର ବାନ୍ଧିଲା ପୋଲିସ । ଛାତ୍ରୀଙ୍କୁ ଫେଭର ମାଗିବା ଅଭିଯୋଗରେ ଭୁବନେଶ୍ୱରର ଏକ ଭେଟେରିନାରୀ କଲେଜର ରସିକିଆ ପ୍ରଫେସର ଅଜିତ ଗୁପ୍ତାଙ୍କୁ ବାନ୍ଧିଲା ଭରତପୁର ପୋଲିସ । ତାଙ୍କ ନାମରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହିତ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାର ସାଂଘାତିକ ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ଅଜିତ ଗୁପ୍ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ବୋଲି ଜଣାପଡିଛି।
ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଫେସର ତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରି ଆସୁଥିଲେ। ସେ ବାରମ୍ବାର ଛାତ୍ରୀଙ୍କୁ ପିଛା କରିବା ସହ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଉଥିଲେ। ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ସେ ଅନେକ ମେସେଜ୍ ମଧ୍ୟ ପଠାଇଥିଲେ। ଯେତେବେଳେ ଛାତ୍ରୀ ଜଣକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ପ୍ରଫେସର ଜଣକ ପ୍ରତିଶୋଧ ପରାୟଣ ହୋଇପଡିଥିଲେ।
ଛାତ୍ରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ପ୍ରଫେସର ଅଜିତ କୁମାର ଗୁପ୍ତା ତାଙ୍କର କିଛି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ରୂପ ଦେଇଥିଲେ ଏବଂ ସେଗୁଡ଼ିକୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଇଣ୍ଟରନେଟରେ ଏହି ଆପତ୍ତିଜନକ ଫଟୋ ଦେଖିବା ପରେ ଛାତ୍ରୀ ଜଣକ ତୁରନ୍ତ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ପ୍ରଫେସରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ
ପଶ୍ଚିମବଙ୍ଗର ଫଲତା ଅଞ୍ଚଳର ବାହୁବଳୀ ତୃଣମୂଳ କଂଗ୍ରେସ (TMC) ନେତା ଜାହାଙ୍ଗୀର ଖାନଙ୍କୁ ଶେଷରେ ଗିରଫ କରାଯାଇଛି। ରାଜ୍ୟ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଏବଂ ବେଙ୍ଗଲ ପୋଲିସର ମିଳିତ ଅଭିଯାନରେ ତାଙ୍କୁ ନେପାଳ ସୀମାରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସେ ନେପାଳ ଦେଇ ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିଲେ। ଗିରଫ ପରେ ତାଙ୍କୁ କୋଲକାତା ଅଣାଯାଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ନିର୍ବାଚନ ପୂର୍ବରୁ ହୋଇଥିଲେ ଅନ୍ତର୍ଦ୍ଧାନ
ନିର୍ବାଚନ ସମୟରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ଜାହାଙ୍ଗୀର ଖାନ ଫଲତା କେନ୍ଦ୍ରରୁ ପ୍ରାର୍ଥୀ ହେବାର ଚର୍ଚ୍ଚା ଥିଲା। ତେବେ ଶେଷ ମୁହୂର୍ତ୍ତରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିଲେ ଏବଂ ଏହା ପରେ ପରେ ସେ ଫେରାର୍ ହୋଇଯାଇଥିଲେ। ନିଜକୁ ଲୁଚାଇବା ପାଇଁ ସେ ମୋବାଇଲ୍ ଫୋନ୍ ବନ୍ଦ କରିଦେବା ସହ ହ୍ୱାଟ୍ସଆପ୍‌ରୁ ମଧ୍ୟ ଲଗଆଉଟ୍ ହୋଇଯାଇଥିଲେ, ଯାହା ଫଳରେ ପୋଲିସକୁ ତାଙ୍କର ଠିକଣା ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଥିଲା।
ଗୁଇନ୍ଦା ସୂଚନା ଆଧାରରେ STF ର ଅପରେସନ୍
ବିଭିନ୍ନ ମାମଲାରେ ତାଙ୍କ ନାମ ଆସିବା ପରେ ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସ ଏବଂ STF ମିଳିତ ଭାବେ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଦୀର୍ଘ ଦିନର ନଜରଦାରୀ ଏବଂ ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଏସଟିଏଫ୍ ତାଙ୍କର ସ୍ଥିତି ବିଷୟରେ ନିଶ୍ଚିତ ହୋଇଥିଲା। ଶେଷରେ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ତାଙ୍କୁ କାବୁ କରାଯାଇଛି।
ଏହି ଘଟଣା ଏବେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଞ୍ଚଳରେ 'ପୁଷ୍ପା' କିମ୍ବା 'ସ୍ୱଘୋଷିତ ଡନ୍' ଭାବେ ପରିଚିତ ଜାହାଙ୍ଗୀରଙ୍କୁ ଗିରଫ କରିବା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଫେରାର୍ ଥିବା ସମୟରେ ତାଙ୍କୁ କିଏ କିଏ ଆଶ୍ରୟ ଦେଇଥିଲେ, ପୋଲିସ ବର୍ତ୍ତମାନ ସେହି ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।
ପୁରୀର ଏକ ହୋଟେଲରୁ TMC ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ୍
ପୁରୀ: ପୁରୀରୁ TMC ନେତାଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ୍ । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତ୍ତନ ମନ୍ତ୍ରୀଙ୍କୁ ପୁରୀର ଏକ ହୋଟେଲରୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍ ଓ ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ। ପୋଲିସର ସୂଚନାନୁସାରେ, ବର୍ତ୍ତମାନ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ନିଆଯାଉଛି।
ଦିଲୀପ ମଣ୍ଡଳ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବିଷ୍ଣୁପୁର ନିର୍ବାଚନମଣ୍ଡଳୀର ବିଧାୟକ ଅଟନ୍ତି। ନିକଟରେ ସୋସିଆଲ ମିଡିଆରେ ବିଧାୟକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଅନ୍ୟ ଏକ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପୋଲିସ ଜାମିନବିହୀନ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ଆଧାରରେ ଗତ ମେ ୧୪ ତାରିଖରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ପାଇଲାନସ୍ଥିତ ବିଧାୟକଙ୍କ ଆଲିସାନ ଘରେ ପୋଲିସ ଚଢ଼ାଉ କରିଥିଲା। ତେବେ ପୋଲିସ ଆସିବା ଖବର ପାଇ ସେ ଘରୁ ଫେରାର ହୋଇଯାଇଥିଲେ। ସେବେଠାରୁ ଦିଲୀପ ଆତ୍ମଗୋପନ କରିଥିଲେ ଏବଂ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା। ଦୁଇ ଦିନ ତଳେ ରାଜ୍ୟ ପୋଲିସର ଏସଟିଏଫ ଖବର ପାଇଥିଲା ଯେ ଦିଲୀପ ପୁରୀର ଏକ ହୋଟେଲରେ ଲୁଚି ରହିଛନ୍ତି। ଏହାପରେ ଡାଇମଣ୍ଡ ହାର୍ବର ପୋଲିସ ସହିତ ମିଶି ଏସଟିଏଫ ପୁରୀ ହୋଟେଲରେ ପହଞ୍ଚି ଚଢ଼ାଉ କରିବା ସହ ତାଙ୍କୁ କାବୁ କରିଥିଲା। ପୂର୍ବରୁ ଏହି ମାମଲାରେ ବିଧାୟକଙ୍କ ପୁଅଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
Operation CyHawk 4.0: ସାଇବର ଅପରାଧ ଉପରେ ଦିଲ୍ଲୀ ପୋଲିସର ବଡ଼ ପ୍ରହାର, ୬୦୦ରୁ ଅଧିକ ଗିରଫ
ଦେଶର ରାଜଧାନୀରେ ସାଇବର ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାଇବର ଠକେଇ ନେଟୱର୍କକୁ ସମୂଳେ ନଷ୍ଟ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୋଲିସ ଅପରେସନ୍ ସାଇହକ୍ ୪.୦ (Operation CyHawk 4.0) ଅଧୀନରେ ଚଢ଼ାଉ କରି ୬୦୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି। ଏହି ସ୍ୱତନ୍ତ୍ର ଅଭିଯାନ ଏପ୍ରିଲ ୬ ଏବଂ ୭ ତାରିଖରେ ଲଗାତାର ୪୮ ଘଣ୍ଟା ଧରି ଚାଲିଥିଲା।
୮୦୦୦ ରୁ ଅଧିକ ସନ୍ଦିଗ୍ଧ ଅଟକ, କୋଟି କୋଟି ଟଙ୍କାର ଠକେଇ ଧରାପଡ଼ିଲା
ପୋଲିସର ସୂଚନା ଅନୁଯାୟୀ, ଏହି ଅପରେସନରେ ପ୍ରାୟ ୫,୦୦୦ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮,୩୭୧ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଆର୍ଥିକ ଏବଂ ବୈଷୟିକ ପ୍ରମାଣ ଆଧାରରେ ପ୍ରାୟ ୧,୪୨୯ ଜଣଙ୍କୁ ଗିରଫ କରାଯାଇଛି କିମ୍ବା ବାଉଣ୍ଡ ଡାଉନ୍ କରାଯାଇଛି। ଏହି ଅଭିଯାନ ସମୟରେ ୪୯୯ ଟି ନୂଆ ଏଫଆଇଆର୍ (FIR) ରୁଜୁ ହେବା ସହ ପୂର୍ବରୁ ବିଚାରାଧୀନ ଥିବା ୩୨୪ଟି ମାମଲାର ମଧ୍ୟ ସମାଧାନ ହୋଇଛି। ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ରୁଜୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରାୟ ୫୧୯ କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି।
ଜଣାଶୁଣା ରେଷ୍ଟୁରାଣ୍ଟ ମାଲିକଙ୍କ ପୁଅ ଗିରଫ
ଏହି ଅଭିଯାନର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଦିଲ୍ଲୀର ଜଣେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍ ମାଲିକଙ୍କ ପୁଅ ଜାଭେଦ୍ ମଧ୍ୟ ଗିରଫ ହୋଇଛନ୍ତି। ବ୍ୟବସାୟରେ କ୍ଷତି ସହିବା ପରେ ସେ ମାତ୍ର ୩ ପ୍ରତିଶତ କମିଶନ ବଦଳରେ ସାଇବର ଅପରାଧୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ ପାସୱାର୍ଡ ପ୍ରଦାନ କରିଥିଲେ। ତାଙ୍କ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କା କାରବାର ହେଉଥିବା ପୋଲିସ ଜାଣିବାକୁ ପାଇଛି। ଏହା ବ୍ୟତୀତ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଏଆଇ (AI) ଦ୍ୱାରା ପ୍ରସ୍ତୁତ ନକଲି ଫଟୋ ବ୍ୟବହାର କରି ହେଉଥିବା ମାଟ୍ରିମୋନିଆଲ୍ ଠକେଇ ମାମଲାର ମଧ୍ୟ ପର୍ଦ୍ଦାଫାଶ ହୋଇଛି।
ସାଇବର ଅପରାଧ ବିରୋଧରେ କଡ଼ା ଚେତାବନୀ
ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚ୍ଛା ଏହି ଅପରେସନର ସଫଳତା ସମ୍ପର୍କରେ କହିଛନ୍ତି ଯେ, ଏହା ସାଇବର ଅପରାଧୀଙ୍କ ପାଇଁ ଏକ କଡ଼ା ଚେତାବନୀ। ଡିଜିଟାଲ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। କେବଳ ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ସାଇବର ଠକେଇର ମୂଳ ନେଟୱର୍କ, ନକଲି କଲ୍ ସେଣ୍ଟର, ଏବଂ ବ୍ୟାଙ୍କ ଆକାଉଣ୍ଟର ମାଷ୍ଟରମାଇଣ୍ଡମାନଙ୍କୁ ଧରିବା ପାଇଁ ପୋଲିସ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି
ନୂଆଦିଲ୍ଲୀ: ନେପାଳର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଦେଶର ରାଜନୀତିରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୨୫ ମସିହାରେ ହୋଇଥିବା ଜେନ୍-ଜେଡ୍ (Gen Z) ବିକ୍ଷୋଭ ବେଳେ ହିଂସାତ୍ମକ ଦମନକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ତାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ମଧ୍ୟ ଅଟକ ରଖାଯାଇଛି।
ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଏବଂ ସୋସିଆଲ ମିଡିଆ ଉପରେ କଟକଣାକୁ ବିରୋଧ କରି ଯୁବବର୍ଗଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ବିକ୍ଷୋଭ ଏତେ ଉଗ୍ର ରୂପ ନେଇଥିଲା ଯେ ସେପ୍ଟେମ୍ବର ୮ ଏବଂ ୯ ତାରିଖରେ ହୋଇଥିବା ହିଂସାରେ ସର୍ବମୋଟ ୭୭ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୯ ଜଣ ଯୁବକଙ୍କ ପ୍ରାଣହାନି ଘଟିଥିଲା। ପରବର୍ତ୍ତୀ ସମୟରେ ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଥିଲା ଏବଂ ସଂସଦ ସମେତ ବିଭିନ୍ନ ସରକାରୀ କୋଠାରେ ନିଆଁ ଲଗାଇ ଦିଆଯାଇଥିଲା, ଯାହା ଶେଷରେ ଓଲି ସରକାରଙ୍କ ପତନର ମୁଖ୍ୟ କାରଣ ପାଲଟିଥିଲା।
ନୂତନ ପ୍ରଧାନମନ୍ତ୍ରୀ ତଥା ରାପର୍ ରୁ ରାଜନେତା ପାଲଟିଥିବା ବାଲେନ୍ଦ୍ର ଶାହା କ୍ଷମତାକୁ ଆସିବା ପରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଏକ ସ୍ୱତନ୍ତ୍ର ତଦନ୍ତ କମିଶନଙ୍କ ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ରିପୋର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ୭୪ ବର୍ଷୀୟ ଓଲି, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ପୂର୍ବତନ ଆଇଜିପି ଚନ୍ଦ୍ର କୁବେର ଖାପୁଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସୁପାରିଶ କରାଯାଇଥିଲା। ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ଅବହେଳା ପାଇଁ ଯଦି କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଏହି ନେତାମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ।
ଅନ୍ୟପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତଦନ୍ତ କମିଶନଙ୍କ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିବା ସହ ଏହା ଏକ ଚରିତ୍ର ହନନ ଏବଂ ଘୃଣ୍ୟ ରାଜନୀତିର ଅଂଶ ବୋଲି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିର ଗଡ଼ କୁହାଯାଉଥିବା ଝାପା-୫ (Jhapa-5) ଆସନରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ବାଲେନ୍ ଶାହାଙ୍କ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ ଓଲି।
ପ୍ରତାପ ଜେନାଙ୍କ ବାସଭବନ ଉପରକୁ ଆକ୍ରମଣ ଘଟଣାରେ ୨ ଗିରଫ
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ବାସଭବନ ଉପରକୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଶୁକ୍ରବାର ରାତିରେ ପ୍ରତାପ ଜେନାଙ୍କ ପରିବାର ରହୁଥିବା ଘରେ ପ୍ରଥଭ୍ରଷ୍ଟ ଅସାମାଜିକ ଯୁବକମାନେ ବାସଭବନରେ ପଶି ଆତଙ୍କରାଜ ଖେଳାଇଥିଲେ । କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ମାଡ଼ ମଧ୍ୟ ମାରିଥିଲେ । ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରତାପ ଜେନା ଦାବି କରିଥିଲେ ।
୩୦ ବର୍ଷ ଧରି ଫେରାର ଥିବା ଡକାୟତ ଗିରଫ: ବାନ୍ଦା ପୋଲିସକୁ ମିଳିଲା ବଡ଼ ସଫଳତା
ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଦୀର୍ଘ ୩୦ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଜଣେ କୁଖ୍ୟାତ ଡକାୟତକୁ ଗିରୱାଁ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତ ବିରୋଧରେ ହାଇକୋର୍ଟରୁ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।
କେନ୍ ନଦୀ ପୋଲ ନିକଟରୁ ଗିରଫ
ପୋଲିସ ସୂଚନା ମୁତାବକ, ଗିରୱାଁ ଥାନା ଅଧିକାରୀ ସୁରେଶ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ ନଦୀ ପୋଲ ନିକଟସ୍ଥ ସ୍ୟୋଢ଼ା ଗ୍ରାମରୁ ଅଭିଯୁକ୍ତକୁ କାବୁ କରିଥିଲେ। ଗିରଫ ଅଭିଯୁକ୍ତର ନାମ ମୁନାୱର, ଯିଏକି ଭିକ୍ଖାଙ୍କ ପୁତ୍ର ଏବଂ ସ୍ୟୋଢ଼ା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ସେ ଦୀର୍ଘ ଦିନ ଧରି ନିଜର ପରିଚୟ ଲୁଚାଇ ପୋଲିସକୁ ଚକମା ଦେଉଥିଲା।
୧୯୮୮ ମସିହାର ମାମଲା
ଏହି ମାମଲାଟି ବହୁ ପୁରୁଣା ଅଟେ। ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ଥିବା ୧୯୮୮ ମସିହାର ଏକ ଡକାୟତି ମାମଲାରେ (ଅପିଲ୍ ନମ୍ବର ୧୨୮୨/୧୯୮୮) ମୁନାୱର ଫେରାର ଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୯୫ (ଡକାୟତି) ଅଧୀନରେ ତା’ ବିରୋଧରେ ମାମଲା ରୁଜୁ ହୋଇଥିଲା। ଦୀର୍ଘ ତିନି ଦଶନ୍ଧି ପରେ ପୋଲିସ ହାତରେ ଧରାପଡିବା ପରେ ତାକୁ କୋର୍ଟ ଚାଲାଣ କରାଯାଇ ଜେଲ୍ ପଠାଇ ଦିଆଯାଇଛି।
ଏପଷ୍ଟାଇନ୍ ମାମଲା: ବ୍ରିଟେନର ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ଗିରଫ, କିଙ୍ଗ୍ ଚାର୍ଲ୍ସଙ୍କ ପାଇଁ ବଢ଼ିଲା ଅଡ଼ୁଆ
ବ୍ରିଟେନର ରାଜପରିବାର ପାଇଁ ଏକ ବଡ଼ ଝଟକା ସଦୃଶ ଖବର ସାମ୍ନାକୁ ଆସିଛି। କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ବ୍ରିଟେନର ପୂର୍ବତନ ରାଜକୁମାର ପ୍ରିନ୍ସ ଆଣ୍ଡ୍ର୍ୟୁ (ବର୍ତ୍ତମାନ ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ୍-ୱିଣ୍ଡସର)ଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି। ନିଜର ୬୬ତମ ଜନ୍ମଦିନରେ ହିଁ ସେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
କାହିଁକି ହେଲେ ଗିରଫ?
ଥେମ୍ସ ଭ୍ୟାଲି ପୋଲିସର ସୂଚନା ଅନୁଯାୟୀ, ଆଣ୍ଡ୍ର୍ୟୁଙ୍କ ବିରୋଧରେ 'ସରକାରୀ ପଦବୀର ଅପବ୍ୟବହାର' (Misconduct in Public Office) ଭଳି ସଙ୍ଗୀନ ଅଭିଯୋଗ ରହିଛି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏପଷ୍ଟାଇନ୍‌ଙ୍କ ନୂତନ ଦସ୍ତାବିଜରୁ ଜଣାପଡ଼ିଛି ଯେ, ବ୍ରିଟେନର ବାଣିଜ୍ୟ ଦୂତ ଭାବରେ କାର୍ଯ୍ୟ କରୁଥିବା ସମୟରେ ଆଣ୍ଡ୍ର୍ୟୁ କିଛି ଗୋପନୀୟ ସରକାରୀ ତଥ୍ୟ ଏପଷ୍ଟାଇନ୍‌ଙ୍କୁ ହସ୍ତାନ୍ତର କରିଥିଲେ। ଏହି ଖୁଲାସା ପରେ ପୋଲିସ୍ ତାଙ୍କ ନରଫୋକ୍‌ସ୍ଥିତ ସାଣ୍ଡ୍ରିଂହାମ୍ ବାସଭବନରେ ଚଢ଼ଉ କରି ତାଙ୍କୁ ହେପାଜତକୁ ନେଇଛି।
ରାଜା ଚାର୍ଲ୍ସଙ୍କ ପ୍ରତିକ୍ରିୟା ଏବଂ ରାଜପରିବାରର ଆଭିମୁଖ୍ୟ
ଏହି ଘଟଣା ବ୍ରିଟେନର ରାଜା ତଥା ଆଣ୍ଡ୍ର୍ୟୁଙ୍କ ବଡ଼ ଭାଇ କିଙ୍ଗ୍ ଚାର୍ଲ୍ସଙ୍କ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ତେବେ ବକିଂହାମ୍ ପ୍ୟାଲେସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜା ଚାର୍ଲ୍ସ ପୋଲିସ୍ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏପଷ୍ଟାଇନ୍ ସ୍କାଣ୍ଡାଲ୍ ସାମ୍ନାକୁ ଆସିବା ପରେ ୨୦୨୫ ମସିହାରେ ହିଁ ରାଜା ଚାର୍ଲ୍ସ ଆଣ୍ଡ୍ର୍ୟୁଙ୍କ ଠାରୁ 'ହିଜ୍ ରୟାଲ୍ ହାଇନେସ୍' (HRH) ଏବଂ 'ଡ୍ୟୁକ୍ ଅଫ୍ ୟର୍କ' ଭଳି ସମସ୍ତ ରାଜକୀୟ ଉପାଧି ପ୍ରତ୍ୟାହାର କରିନେଇଥିଲେ।
ପୋଲିସ୍ କାର୍ଯ୍ୟାନୁଷ୍ଠାନ
ଗୁରୁବାର ସକାଳେ ସାଣ୍ଡ୍ରିଂହାମ୍ ଇଷ୍ଟେଟ୍‌ର 'ଉଡ୍ ଫାର୍ମ'ରେ ପୋଲିସ୍ ଗାଡ଼ି ପହଞ୍ଚିଥିବାର ଦେଖିବାକୁ ମିଳିଥିଲା। ପୋଲିସ୍ ବର୍ତ୍ତମାନ ବର୍କଶାୟର୍ ଏବଂ ନରଫୋକ୍‌ରେ ଥିବା ଆଣ୍ଡ୍ର୍ୟୁଙ୍କ ସମ୍ପର୍କିତ ବିଭିନ୍ନ ଠିକଣାରେ ତଲାସି ଜାରି ରଖିଛି। ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତେବେ ବ୍ରିଟେନ ଆଇନ୍ ଅନୁଯାୟୀ ତାଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡିବସିଲା କମିଶନରେଟ ପୋଲିସ, ୨ ଗିରଫ
ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡି ବସିଲା କମିଶନରେଟ ପୋଲିସ। ପୋଲିସ କବଜାରେ ୨ ବନ୍ଧୁକ ବେପାରୀ। ବଡ ଧରଣର ଅପରାଧ ଘଟିବା ପୂର୍ବରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି। ତାଙ୍କ ନିକଟରୁ ଗୋଟିଏ କାରବାଇନ ସମେତ ୫ ମାଉଜର ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଛି କମିଶନରେଟ୍ ପୋଲିସ । ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଲାଗିଲେ ଦୁଇ ବନ୍ଧୁକ ବେପାରୀ । ଗ୍ରାହକ ସାଜି ଯାଇଥିଲେ ବନ୍ଧୁକ ବେପାରୀ ପାଖକୁ । ମଉକା ଦେଖି ଦୁଇ ବେପାରୀଙ୍କୁ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଧରାପଡିଥିବା ଦୁଇ ବେପାରୀଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୫ ମାଉଜର, ୯ଟି ଗୁଳି ଜବତ କରିଛି ପୋଲିସ । ବେପାରୀ ଦୁଇ ଜଣଙ୍କ ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି ।
ବନ୍ଧା ହେଲା ଗୁଜବକାରୀ, କଟକ ସହରରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ
ଭୁବନେଶ୍ବର: ବନ୍ଧା ହେଲା ଗୁଜବକାରୀ। ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ। କଟକ ସହରରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପ୍ରଦୀପ ଚନ୍ଦ୍ର ସାହୁ। ଅଭିଯୁକ୍ତକୁ ଗିରଫ କଲା ଭରତପୁର ଥାନା ପୁଲିସ। ଅଭିଯୁକ୍ତର ଘର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା । ଅଭିଯୁକ୍ତ ଜଣଙ୍କ ବାରମ୍ବାର ସୋସିଆଲ ମିଡ଼ିଆରେ ଜାତିଆଣ ଆକ୍ଷେପ ସହ କଟାକ୍ଷ କରୁଥିଲା। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା। କମିଶନରେଟ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆ ମନିଟରିଂ ବେଳେ ଧରାପଡିଥିଲା ଅଭିଯୁକ୍ତ
ଭୁବନେଶ୍ୱର/କାମାକ୍ଷାନଗର: ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଥିଲା। ଭୁବନେଶ୍ୱରରେ ଗୋଟିଏ ୩ ତାଲା କୋଠା ସହ ତାଙ୍କର ମୋଟ ୩ଟି ବହୁତଳ ବିଲ୍ଡିଂ ଥିବା ବେଳେ ୧୪ଟି ପ୍ଲଟ୍‌ ଠାବ ହୋଇଛି। ସେହିପରି ତାଙ୍କର ୩୪.୫୭ ଲକ୍ଷ ଟଙ୍କାର ବ୍ୟାଙ୍କ୍‌‌ ଜମା ଠାବ କରାଯାଇଛି। ଚଢ଼ଉ ସମୟରେ ତାଙ୍କ ଘରୁ ନଗଦ ୧.୪୮ଲକ୍ଷ ଟଙ୍କା, ୩୬୬ ଗ୍ରାମର ସୁନା ଏବଂ ଅନ୍ୟାନ ସାମଗ୍ରୀ ଠାବ କରାଯାଇଛି। ଏହି ସବୁ ସମ୍ପତ୍ତିର ହିସାବ ଭିଜିଲାନ୍ସ ତାଙ୍କୁ ମାଗିଥିଲେ ମଧ୍ୟ ସେ ତାହାର ଉତ୍ତର ଦେଇପାରିନଥିଲେ। ତେଣୁ ଭିଜିଲାନ୍ସ ଏନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା।
ଗତକାଲି ସକାଳୁ ଭିଜିଲାନ୍ସ ୧୦ଟି ସ୍ଥାନରେ ଚଢ଼ଉ କରିଥିଲା। ଏଥିରେ ୭ଜଣ ଡିଏସ୍‌‌ପି, ୩ଜଣ ଇନ୍ସପେକ୍ଟର, ୮ଜଣ ଏଏସ୍‌‌ଆଇ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ। ଭୁବନେଶ୍ୱର ଝାରପଡ଼ାରେ ଥିବା ୩ତାଲା କୋଠା, ଝାରପଡ଼ାରେ ଥିବା ଗୋଟିଏ ତାଲା କୋଠା, ଭଦ୍ରକ କୁଆଁସରେ ୩ ତାଲା କୋଠା, ଗେଲପୁରରେ ଦୁଇ ତାଲା କୋଠା, କାମାକ୍ଷାନଗରରେ ଥିବା ଅଫିସ୍‌‌ ଚାମ୍ବର, ବାସୁଦେବପୁରରେ ଥିବା ପୈତୃକ ବାସଭବନ, ଭଦ୍ରକ ବରୁଣାଁଇରେ ଥିବା ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡିଆରେ ଥିବା ସହଯୋଗୀଙ୍କ ଘର, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କ ଘର ଏବଂ କାମାକ୍ଷାନଗରରେ ଥିବା ସରକାରୀ କ୍ୱାର୍ଟର୍ସରେ ଚଢ଼ଉ କରାଯାଇଥିଲା।
୧୯୯୭ ମସିହାରେ ସେ କଳାହାଣ୍ଡିରେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସର ଏବଂ ପରେ ଭବାନୀପାଟଣାରେ ଅତିରିକ୍ତ ତହସିଲଦାର ଭାବେ କାମ କରିଥିଲେ। ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ବିଡିଓ ଭାବେ ଖଇରିଆ, ଦାଶରଥିପୁର ଏବଂ ବାଲିଅନ୍ତା ବ୍ଲକ୍‌ ଅଫିସରେ କାର୍ଯ୍ୟ କରିଥିଲେ। ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ସେ କାମାକ୍ଷାନଗରରେ ଉପଜିଲ୍ଲାପାଳ ଥିଲେ।
ରାଜଧାନୀରେ ଡକାୟତି ଯୋଜନା ପଣ୍ଡ, ୪ ଗିରଫ
ଭୁବନେଶ୍ବର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ବରମୁଣ୍ଡା ପଡ଼ିଆରେ ଡକାୟତି ଯୋଜନା କରିବା ବେଳେ ଗିରଫ ହେଲେ ୪ ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତ ହେଲେ ଶିବବ୍ରତ ସ୍ୱାଇଁ, ଚିନ୍ମୟ କୁମାର ସ୍ୱାଇଁ, ରାଜେଶ ବେହେରା ଓ ଅନାମ ଚମ୍ପତି । ଅନ୍ୟତମ ଅଭିଯୁକ୍ତ କରଣ ମଣ୍ଡଳ ଓ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବରମୁଣ୍ଡା ପଡିଆ ନିକଟରେ ଏକ ଡକାୟତି ଯୋଜନା ଚାଲିଥିବା ନେଇ ଖବର ପାଇଥିଲା ଖଣ୍ଡଗିରି ଥାନା । ଘଟଣାସ୍ଥଳରେ ପହଞ୍ଚିବା ବେଳେ ସେଠାରୁ ୪ ଜଣଙ୍କୁ କାବୁ କରିଥିଲା । ସେମାନେ ବ୍ୟବହାର କରିଥିବା ଏକ କାର, ଖଣ୍ଡା, ତେଲେଙ୍ଗା କଟୁରି, ଲୁହା ରଡ଼, ଖେଳନା ବନ୍ଧୁକ, ଭୁଜାଲି ଓ ଛୁରୀ ଜବତ କରିଛି । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅନେକ ସଙ୍ଗୀନ ଅଭିଯୋଗ ଥିବା କହିଛନ୍ତି ଡିସିପି ।