CWC Congress - The Sakala

ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଘୋଷଣା ହେବ ତାରିଖ
ନୂଆଦିଲ୍ଲୀ: କଂଗ୍ରେସର ସଭାପତି ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ଆଜି CWCର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଦଳର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ । ଗୁଲାମନବୀ ଆଜାଦଙ୍କ ଇସ୍ତଫା ପରଠାରୁ କଂଗ୍ରେସର ଭବିଷ୍ୟତ ଏବଂ ଆଗାମୀ ଅଧ୍ୟକ୍ଷ ପଦକୁ ନେଇ ବଡ଼ ଖବର ସାମ୍‌ନାକୁ ଆସିଛି। ଏହାରି ମଧ୍ୟରେ ଆଜି କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟି (ସିଡବ୍ଳ୍ୟୁସି) ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ନୂଆ ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାରିଖ ଘୋଷଣା କରାଯାଇପାରେ।

ସୂଚନା ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭର୍ଚୁଆଲ ଭାବେ ଯୋଗ ଦେଇ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନାଯୋଗ୍ୟ ଯେ ସୋନିଆ ଏବେ ବିଦେଶ ଗସ୍ତରେ ଅଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ମଧ୍ୟ ତାଙ୍କ ସହ ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ ଉପରେ ଚର୍ଚ୍ଚା କରିବାକୁ ଏହି ବୈଠକ ଡକାଯାଇଛି। ଆଜାଦଙ୍କ ଇସ୍ତଫା ନେଇ ମଧ୍ୟ ଏଥିରେ ଆଲୋଚନା ହୋଇପାରେ। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକକୁ ଅତି ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ପୂର୍ବରୁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ ବୋଲି କୁହାଯାଇଥିଲା।