Radhe - The Sakala

ପାଇରେଟେଡ୍‌ ସାଇଟରେ ରାଧେର ଷ୍ଟ୍ରିମିଂକୁ ନେଇ ରାଗିଗଲେ ଭାଇ ଜାନ୍
ନୂଆଦିଲ୍ଲୀ: ଦର୍ଶକଙ୍କ ମନକୁ କରୋନା କାଳରେ ଝୁମେଇବା ପାଇଁ ଇଦ୍‌ରେ ରିଲିଜ ହୋଇଛି ରାଧେ। ରିଲିଜ ହେବା ପରେ ସଲମାନଙ୍କ ଫିଲ୍ମ ଭଲ ଇନ୍‌କମ୍‌ରେ ଭଲ ରେକର୍ଡ କରିଛି। କିନ୍ତୁ ଗୋଟିଏ ପଟେ ସଲମାନ ତାଙ୍କ ଚଳଚ୍ଚିତ୍ରର ଏହି ସଫଳତାକୁ ନେଇ ଖୁସି ଥିବା ବେଳେ, ଅନ୍ୟପଟେ ତାଙ୍କ ଚଳଚ୍ଚିତ୍ର ପାଇରେଟେଡ ସାଇଟରେ ପ୍ରସାରିତ ହୋଇଥିବାରୁ ସେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ସଲମାନ ଟ୍ୱିଟ୍ କରି ପାଇରେଟେଡ ସାଇଟ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

pic.twitter.com/bPob7gFKMj

— Salman Khan (@BeingSalmanKhan) May 15, 2021

ଅଭିନେତା ଟ୍ୱିଟ୍ କରି କହିଛନ୍ତି – ‘ଆମେ ଆପଣଙ୍କୁ ରାଧେ ଚଳଚ୍ଚିତ୍ର ବହୁତ କମ୍‌ ୨୪୯ ଟଙ୍କାରେ ଦେଖାଇଲୁ।ଏହା ସତ୍ତ୍ୱେ ପାଇରେଟେଡ ସାଇଟଗୁଡିକ ରାଧେକୁ ବେଆଇନ ଭାବରେ ଷ୍ଟ୍ରିମ୍ କରୁଛନ୍ତି, ଯାହା ଏକ ଗୁରୁତର ଅପରାଧ। ଏହି ଡକାୟତି ହୋଇଥିବା ସାଇଟଗୁଡିକ ବିରୁଦ୍ଧରେ ସାଇବର ସେଲ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦୟାକରି ଡକାୟତି ସହିତ ଜଡିତ ହୁଅନ୍ତୁ ନାହିଁ ନଚେତ୍ ସାଇବର ସେଲ୍ ମଧ୍ୟ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସଲମାନ ଖାନଙ୍କ ଏହି ଟ୍ବିଟରେ ମଧ୍ୟ ଦର୍ଶକମାନଙ୍କର ମଜାଦାର କମେଣ୍ଟ ଦେଖିବାକୁ ମିଳିଛି।

ରାଧେ ପିଲ୍ମକୁ ୟୁଏଇରେ ୫୦% ପ୍ରେକ୍ଷାଳୟର କ୍ଷମତା ସହିତ ମୁକ୍ତିଲାଭ କରାଯାଇଥିଲା। ​​ ୟୁଏଇରେ ଉଦଘାଟନୀ ଦିବସରେ ରାଧେ ୩୭୯,୦୦୦ ଆମେରିକୀୟ ଡଲାର ସଂଗ୍ରହ କରିଥିଲା, ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ୨୭୭୭,୨୭୭୮ କୋଟି ଅଟେ।

କରୋନା ରୋଗୀଙ୍କ ସାହାଯ୍ୟରେ ଲାଗିବ ‘ରାଧେ’ ଫିଲ୍ମର ରୋଜଗାର ଟଙ୍କା
ମୁମ୍ବଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମହାମାରୀ କରୋନା ପାଇଁ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାର ଅବସ୍ଥା ବିଗିଡି ଯାଉଛି। ଶଯ୍ୟା, ଔଷଧ ଏବଂ ଅମ୍ଳଜାନର ସଙ୍କଟ ଏବେ ସବୁଠି ଦେଖାଦେଇଛି। ଅନେକ ଲୋକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ତଥାପି ଏହି ସଙ୍କଟ ଦୂର ହୋଇପାରୁନାହିଁ । ଏହିଭଳି ପରିସ୍ଥିତିରେ ସଲମାନ ଖାନଙ୍କ ଫିଲ୍ମ ‘ Radhe : Your Most Wanted Bhai’ ଏକ ବଡ଼ ଘୋଷଣା କରିଛି ।

କରୋନା ସହ ସଂଘର୍ଷ କରୁଥିବା ସାଧାରଣ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଫିଲ୍ମରେ ରୋଜଗାର ହୋଇଥିବା ଟଙ୍କାକୁ ବିନିଯୋଗ କରିବାକୁ ସଲମାନ ଖାନ ଫିଲ୍ମସ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ନିଷ୍ପତ୍ତି ନେଇଛନ୍ତି । ରାଧେ ଚଳଚ୍ଚିତ୍ରରୁ ରିଲିଜ ହୋଇଥିବା ଆୟ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଶ୍ବସ୍ତି ଯୋଗାଇବାରେ ସହାୟକ ହେବ ବୋଲି ଆମେ ଆଶା କରୁଛୁ ।

ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଇ ୧୩ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ରିଲିଜ୍ ଗୀତ ବର୍ତ୍ତମାନ ଦମାଲ ମଚାଉଛି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟନୀ, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ।

ଇଦ୍‌ରେ ମୁକ୍ତିଲାଭ କରିବନି ‘ରାଧେ’
କରୋନା ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ ଗ୍ରାସ କରିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ମୁକ୍ତିଲାଭ ତାରିଖ ଘୁଞ୍ଚି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସଲମାନ୍‌ ନିଜେ ଏବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ଅଭିନେତା କବୀର ବେଦୀଙ୍କ ସହ ଫେସ୍‌ବୁକ୍‌ ଲାଇଭ୍‌ରେ ଆସି ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ, ଆମେ ଚାହୁଁଛୁ ଚଳିତବର୍ଷ ଇଦ୍‌ରେ ‘ରାଧେ’ ରିଲିଜ୍ ହେଉ। କିନ୍ତୁ ଯଦି ଲକ୍‌ଡାଉନ୍‌ ଜାରି ରହିଲା ତେବେ ହୁଏତ ଆସନ୍ତା ବର୍ଷକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସଲମାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ, ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସରକାରଙ୍କ ସମସ୍ତ କୋଭିଡ୍ ନିୟମଗୁଡ଼ିକୁ ପାଳନ କରନ୍ତୁ। ଏଭଳି କଲେ କରୋନା ଦୂରେଇ ଯିବ ଓ ଚଳିତବର୍ଷ ଇଦ୍‌ରେ ହିଁ ‘ରାଧେ’ମୁକ୍ତିଲାଭ କରିବ।

ଏ ବର୍ଷ ଇଦ୍‌ରେ ପରଦାକୁ ଆସିବ ସଲମାନଙ୍କ ଫିଲ୍ମ ‘ରାଧେ’
ମୁମ୍ବଇ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ ରିଲିଜ ତାରିଖ ସାମ୍ନାକୁ ଆସିଛି। ଇଦ୍‌ ଅବସରରେ ମେ’୧୩ରେ ଫିଲ୍ମଟି ରିଲିଜ ହେବ। ଭାଇଜାନ ନିଜେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ‘ରାଧେ’ର ରିଲିଜ୍‌କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଓଟିଟି ପ୍ଲାଟ୍‌ଫର୍ମରେ ଏହା ରିଲିଜ୍ ହୋଇପାରେ ବୋଲି କୁହାଯାଉଥିଲା। ତେବେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍ ହେବା ନେଇ ଖବର ଆସିବା ପରେ ସଲମାନ୍‌ଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି।

Eid ka commitment tha, Eid par hi aayenge kyun ki ek baar jo maine…….#RadheOn13thMay #2MonthsToRadhe@bindasbhidu @DishPatani @RandeepHooda @PDdancing @SKFilmsOfficial @ZeeStudios_  @SohailKhan @atulreellife @ReelLifeProdn @ZeeMusicCompany pic.twitter.com/mvBxUJPSFp

— Salman Khan (@BeingSalmanKhan) March 13, 2021

ଲକ୍‌ଡାଉନ୍ ଜାରି ହେବା ପୂର୍ବରୁ ସଲମାନ୍‌ଙ୍କ ‘ରାଧେ: ୟୋର୍ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’କୁ ରିଲିଜ୍ କରିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ।

ସଲମାନ୍‌ ଖାନ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଡ୍ୟାନ୍ସ ମାଷ୍ଟର ପ୍ରଭୁ ଦେବା ନିର୍ଦ୍ଦେଶନା ଦେଇଥିବା ବେଳେ ସଲମାନ୍ ଖାନ୍, ସୋହେଲ ଖାନ୍ ଓ ଅତୁଲ ଅଗ୍ନିହୋତ୍ରି ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି। ଏଥିରେ ସଲମାନ୍ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାଛଡ଼ା ଜ୍ୟାକି ସ୍ରଫ୍ ଓ ରଣଦୀପ ହୁଡ଼ାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।