Jairam Ramesh - The Sakala

ପାଗ ବଦଳି ଯାଇଛି, ଆଜାଦ ଏବେ ବିଜେପିର ବିଶ୍ୱସ୍ତ ସିପାହୀ ହୋଇଯାଇଛନ୍ତି: ଜୟରାମ ରମେଶ
ନୂଆଦିଲ୍ଲୀ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଠାରୁ ଅଲଗା ହୋଇଛନ୍ତି। ଏହାପରେ ସେ ଆସନ୍ତା କିଛି ଦିନ ମଧ୍ୟରେ ନିଜର ଏକ ନୂଆ ଦଳ ଗଢ଼ିବାକୁ ଘୋଷଣା ମଧ୍ୟ କରିଛନ୍ତି। ଦଳ ଘୋଷଣା ପୂର୍ବରୁ ସେ ଲଗାତାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସେ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପରି ସେ କାହାକୁ ବ୍ୟକ୍ତିଗତ ସମାଲୋଚନା କରନ୍ତି ନାହିଁ। ସେ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ନୀତିକୁ ସମାଲୋଚନା କରନ୍ତି। ରାହୁଲ ଗାନ୍ଧୀ ବାରମ୍ବାର ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ନେଇ ଆଜାଦ୍ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ଆଜାଦଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ ନେଇ କଟାକ୍ଷ କରି କହିଛନ୍ତ ଯେ, ଏବେ ପାଗ ବଦଳି ଯାଇଛି, ଏ ମହାଶୟ (ଗୁଲାମ ନବୀ ଆଜାଦ) ଏବେ ବିଜେପିର ବିଶ୍ୱସ୍ତ ସିପାହୀ ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯେତେବେଳେ ସେ ସାତ ବର୍ଷ ଧରି ସଂସଦରେ ବିରୋଧୀଦଳର ନେତା ଭୂମିକାରେ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ସମାଲୋଚନା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ନାମ ଭାଜପା ସହ ଯୋଡା ଯାଉଛି। ଆଜାଦ କହିଛନ୍ତି, ଜି-୨୩ ଗଠନ ପରେ ରାହୁଲ ତାଙ୍କୁ ଭାଜପା ସହିତ ଯୋଡ଼ିବା ଆରମ୍ଭ କରିଥିଲେ। ଏହି ମିଥ୍ୟା ଖବର କଂଗ୍ରେସ ୱାର୍କିଂ କମିଟି ଏବଂ ନେତାଙ୍କଠାରୁ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଜି-୨୩ ପକ୍ଷରୁ ଚିଠି ଲେଖାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ମୁଁ କହିଥିଲି, ପ୍ରଧାନମନ୍ତ୍ରୀ ମୋଦୀ ପାଗଳ ନୁହଁନ୍ତି ଯେ ସେ ଆମକୁ କଂଗ୍ରେସକୁ ମଜବୁତ କରିବାକୁ କହିବେ। ମତେ କେହି ଆଦେଶ ଦେଇ ପାରିବେ ନାହିଁ। ମୋ ବିରୋଧରେ କୌଣସି ମାମଲା ନାହିଁ ଏବଂ ଗୋଟିଏ ଏଫଆଇଆର ରୁଜୁ ହୋଇ ନାହିଁ। ମୋର କୌଣସି ସମ୍ପତ୍ତି ନାହିଁ। ମୁଁ କାହିଁକି କାହାକୁ ଭୟ କରିବି ବୋଲି ଆଜାଦ କହିଛନ୍ତି। ତେବେ ଆଜାଦଙ୍କ ଏହି ମନ୍ତବ୍ୟ ପରେ ଜୟରାମ ରମେଶ ତାଙ୍କୁ ବିଜେପିର ବିଶ୍ୱସ୍ତ ସିପାହୀ କହି ଟାର୍ଗେଟ କରିଛନ୍ତି।

ଆରମ୍ଭ ହେଲା ଆଇଏନଏସ ବିକ୍ରାନ୍ତକୁ ନେଇ ଶ୍ରେୟ ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ଜୟରାମ ରମେଶ ପଚାରିଲେ ଏହି ପ୍ରଶ୍ନ?
ନୂଆଦିଲ୍ଲୀ : ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। କାରଣ ଆଜି ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି। ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାକ୍ରାଫ୍ଟ କ୍ୟାରଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଅଭିଯାନର ଜୋରଦାର ପ୍ରଶଂସା କରିଥିଲେ। ଦେଶର ବର୍ତ୍ତମାନର ମତିଗତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ ନିମନ୍ତେ କୌଣସି ଆହ୍ୱାନ କଷ୍ଟସାଧ୍ୟ ନୁହଁ । ସେ କହିଥିଲେ ଯେ “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସମକକ୍ଷ ଯାହା ସ୍ୱଦେଶୀ ବୈଷୟିକ କୌଶଳ ବଳରେ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରର ନିର୍ମାଣ କରିଛି । ଆଜି ଆଇଏନଏସ ବିକ୍ରାନ୍ତ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ।

India’s 1st indigenous aircraft carrier INS Vikrant commissioned today is a collective effort of all govts since 1999. Will PM acknowledge?

Let’s also recall original INS Vikrant that served us well in 1971 war. Much reviled Krishna Menon played a key role in getting it from UK.

— Jairam Ramesh (@Jairam_Ramesh) September 2, 2022

ତେବେ ପ୍ରଧାନମନ୍ତ୍ରୀ ଆଇଏନ୍ଏସ୍ ବିକ୍ରାନ୍ତଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରତିଫଳନ କହିବା ପରେ  ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ । ଟ୍ୱିଟ କରି ସେ ଲେଖିଛନ୍ତି, ଆଇଏନଏସ ବିକ୍ରାନ୍ତ ୧୯୯୯ ମସିହାଠାରୁ ନେଇ ବର୍ତ୍ତମାନର ସରକାରଙ୍କ ମିଳିତ ପ୍ରୟାସର ଫଳ । ଏହା ସହ ସେ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥା ମାନିବେ କି ଏହା ଅନେକ ସରକାରଙ୍କ ମିଳିତ ପ୍ରୟାସ?

Then defence minister AK Antony launched India’s first indigenous aircraft carrier INS Vikrant on 12.08.2013. The PM commissioned it today. A self-reliant(Aatmanirbhar) India existed before 2014. All other Prime Ministers would have acknowledged continuity in governance. pic.twitter.com/9IKqEoayzC

— Jairam Ramesh (@Jairam_Ramesh) September 2, 2022

ଜୟରାମ ରମେଶ ଏହାକୁ କେବଳ ମୋଦୀ ସରକାରଙ୍କ ସଫଳତା ନୁହେଁ ବରଂ ୧୯୯୯ମସିହା ପରେ ଭାରତରେ କ୍ଷମତାକୁ ଆସିଥିବା ସମସ୍ତ ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ ବୋଲି କହିଛନ୍ତି। ସମସ୍ତ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ ସ୍ୱୀକାର କରିବେ କି ନାହିଁ ବୋଲି ଜୟରାମ ରମେଶ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।

This was shared with me by Rajaji's greatgrandson. The PM should have said all this today when he commissioned INS Vikrant but he didn’t. His pseudo-historians may not have even known this. pic.twitter.com/IHlfJwsref

— Jairam Ramesh (@Jairam_Ramesh) September 2, 2022

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରିଛନ୍ତି ଯେ, ଭାରତରେ ନିର୍ମିତ ପ୍ରଥମ ଲଢୁଆ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ୧୯୯୯ମସିହାରୁ କ୍ଷମତାରେ ରହିଆସିଥିବା ସମସ୍ତ ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ। ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବେ କି?ସେ କହିଥିଲେ ଆମକୁ ପୁରୁଣା ଆଇଏନଏସ ବିକ୍ରାନ୍ତକୁ ମନେପକାଇବାକୁ ପଡିବ ଯାହା ୧୯୭୧ ଯୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଏହାକୁ ୟୁକେରୁ ଭାରତ ଆଣିବାରେ କୃଷ୍ଣା ମେନନଙ୍କ ବହୁତ ବଡ ଯୋଗଦାନ ଥିଲା ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିର ସିପୟାର୍ଡ ଲିମିଟେଡର ଆଇଏନଏସ ବିକ୍ରାନ୍ତକୁ କମିଶନ ପ୍ରଦାନ କରିଥିଲେ । ୨୦୧୩ ମସିହା ଅଗଷ୍ଟ ୧୨ ତାରିଖରେ ଏହାର ଲଞ୍ଚ କରାଯାଇଥିଲା ପୁରୁଣା ଆଇଏନଏସ ବିକ୍ରାନ୍ତ ୧୯୯୦ ଦଶକରେ କାମ କରିବା ବନ୍ଦ କରିଦେଇଥିଲା । ନୂତନ ଆଇଏନଏସ ବିକ୍ରାନ୍ତର ଡିଜାଇନକୁ ୨୦୦୩ରେ ପାସ କରିଦିଆଯାଇଥିଲା ।

କଂଗ୍ରେସ ଯାହାକୁ ସମ୍ମାନ ଜଣାଇଆସୁଥିଲା, ସିଏ ଦଳ ସହ ବିଶ୍ୱାସଘାତକତା କରିଛନ୍ତି : ଜୟରାମ ରମେଶ
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ ସେ ଏହି ପଦକ୍ଷେପ ନେଉଛନ୍ତି। ପାର୍ଟିରେ ପରିବର୍ତ୍ତନ ଆଣିବାକୁ ଜି -୨୩ ଗୋଷ୍ଠୀର ଅଂଶବିଶେଷ ଥିବା ଆଜାଦ କହିଛନ୍ତି ଯେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଚଳାଉଥିବା କିଛି ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ କଂଗ୍ରେସ ଭାରତର ଉନ୍ନତି ପାଇଁ କଣ ଆବଶ୍ୟକ ଜାଣିପାରୁନାହାନ୍ତି । ଯେଉଁଥି ପାଇଁ କଂଗ୍ରେସ ଲୋକଙ୍କ ଦ୍ବାରା ପ୍ରତ୍ୟାଖିତ ହେଉଛି।

ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ପକ୍ଷରୁ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକନ୍ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଏହି ଇସ୍ତଫା ଏଭଳି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ମୁଦ୍ରାସ୍ଫୀତି, ବେକାରୀ ବିରୋଧରେ ଲଢେଇ କରୁଛି । ସେ କହିଛନ୍ତି ଯେ ଆମେ ଆଶା କରିଥିଲୁ ଯେ ଆଜାଦଙ୍କ ଭଳି ବରିଷ୍ଠ ନେତାମାନେ ବିରୋଧୀ ଏବଂ ଲୋକଙ୍କ ସ୍ୱରକୁ ଶକ୍ତି ପ୍ରଦାନ କରିବେ, କିନ୍ତୁ ସେମାନେ ତାହା କରିନାହାଁନ୍ତି।

ଅନ୍ୟପଟେ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜାଦଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଡିଏନ୍ଏ ମୋଦୀ-ମୟ ହୋଇସାରିଛି । ଆଜାଦ ଏଭଳି ଏକ ସମୟରେ ଏହି ପଦକ୍ଷେପ ନେଇଛନ୍ତି ଯେତେବେଳେ କଂଗ୍ରେସ ଦରବୃଦ୍ଧି, ବେକାରୀ, ଧ୍ରୁବୀକରଣ ଭଳି ସମସ୍ୟା ବିରୋଧରେ ଲଢୁଛି । ଆଜାଦଙ୍କ ଇସ୍ତଫା ପତ୍ରରେ କୁହାଯାଇଥିବା କଥା ସତ ନୁହେଁ, ଏହାର ସମୟ ମଧ୍ୟ ଠିକ ନୁହେଁ ବୋଲି ରମେଶ କହିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଜୟରାମ ରମେଶ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଡିଏନଏ ମୋଦୀ-ଫାଏଡ (ମୋଡିଫାଏଡ଼) ହୋଇଯାଇଛି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ଦ୍ୱାରା ଏତେ ସମ୍ମାନ ଦିଆଯାଇଥିଲା, ସେ ଅତ୍ୟନ୍ତ ବ୍ୟକ୍ତିଗତ ଓ ଅଶ୍ଳୀଳ ଆକ୍ରମଣ କରି ବିଶ୍ୱାସଘାତକତା କରିଛନ୍ତି । ସେ କହିଛନ୍ତି ଯେ ଆଜାଦଙ୍କ ଏହି ମନୋଭାବ ସହିତ ତାଙ୍କର ପ୍ରକୃତ ଚରିତ୍ର ସାମ୍ନାକୁ ଆସିଛି ।

ଅନ୍ୟ ଜଣେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ଗୁଲାମ ନବୀ ଆଜାଦଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମୁଁ ଏଥିରେ ବିଶ୍ୱାସଘାତକତାର ଗନ୍ଧ ବାରୁଛି । ଦଳରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଜୟରାମ ରମେଶ କହିଛନ୍ତି ଯେ ଏହି ସମୟରେ ମୁଦ୍ରାସ୍ଫୀତି ଓ ବେକାରୀ ବିରୋଧରେ କଂଗ୍ରେସ ଲଢ଼ୁଛି ଓ ଗୁଲାମ ନବୀ ଆଜାଦଙ୍କ ଦଳ ଛାଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜୟରାମ ରମେଶ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖର ବିଷୟ ଯେ ଏପରି ଏକ ସମୟରେ ଘଟିଛି, ଯେତେବେଳେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସମଗ୍ର କଂଗ୍ରେସ ଦଳ ବିଜେପିସହ ବିଭିନ୍ନ ପ୍ରସଙ୍ଗରେ ଲଢ଼ୁଛନ୍ତି । ମୁଦ୍ରାସ୍ଫୀତି, ବେକାରୀ ଓ ପୋଲାରାଇଜେସନ୍ ବିରୋଧରେ ମୁକାବିଲା କରୁଛି ।

କେବଳ ଏତିକି ନୁହେଁ ପୱନ ଖେରା ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ମଧ୍ୟ ରାଜ୍ୟସଭା ଆସନ ସହ ଯୋଡିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଗୁଲାମ ନବୀ ଆଜାଦଙ୍କୁ ଏଥର ରାଜ୍ୟସଭାକୁ ପଠାଯାଇ ନାହିଁ । ବୋଧହୁଏ ଏହି କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପୱନ ଖେରା କହିଛନ୍ତି ଯେ ତାଙ୍କ ରାଜ୍ୟସଭା ଆସନ ଚାଲିଯିବା ପରଠାରୁ ସେ ଅଶାନ୍ତ ହୋଇପଡିଛନ୍ତି । ଏହା ଦର୍ଶାଏ ଯେ ସେ ଏକ ସେକେଣ୍ଡ ପାଇଁ ମଧ୍ୟ ପଦବୀ ବିନା ରହିପାରିବେ ନାହିଁ।

ଅନ୍ୟପଟେ ଜାତୀୟ ସମ୍ମିଳନୀ (ଏନସି) ନେତା ଓମାର ଅବଦୁଲ୍ଲା ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ଦଳ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏପରି ପୁରୁଣା ଦଳର ପତନ ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ସେ ଟ୍ୱିଟ୍ କରି କହିଛନ୍ତି, “ଦୀର୍ଘ ସମୟ ଧରି ଏପରି କଳ୍ପନାଜଳ୍ପନା ଚାଲିଥିଲା, ଏହା କଂଗ୍ରେସ ପାଇଁ ଏକ ବଡ଼ ଝଟକା ।