sucide - The Sakala

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ
ଭୁବନେଶ୍ବର: ଭୁବନେଶ୍ବର ମେଞ୍ଚଶ୍ବର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ।  ଆତ୍ମହତ୍ୟା ପୂର୍ବରୁ ଶେଷକଲ ଓ ମେସେଜକୁ ନେଇ ପୁଲିସ ଛାନଭିନ କରୁଛି। ମୃତ ଯୁବକ ଜଣଙ୍କ ନାଁ ସଚିତ୍ର ବାରିକ ହୋଇଥିବା ବେଳେ ତାଙ୍କ ଘର ବାଲିପାଟଣା ବୋଲି ଜଣାପଡ଼ିଛି।

ରାଜଧାନୀରେ ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା । ଗୋଠପାଟଣା ଆଦ୍ୟାନ୍ତ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।କଲେଜ ହଷ୍ଟେଲର ଏକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି।  ଉକ୍ତ ଛାତ୍ରଙ୍କ ନାଁ ସୂର୍ଯ୍ଯ ପ୍ରକାଶ ପଲାଇ। ସେ +୨ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ କାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ କବାଟ ଭାଙ୍ଗି ମୃତ ଦେହକୁ ଏମ୍ସ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ହତ୍ୟା ସନ୍ଦେହ କରାଯାଇ ପରିବାର ପକ୍ଷରୁ ଇନ୍ ଫୋ ଭ୍ୟାଲି ଥାନାରେ ଏତଲା ଦିଆଯାଇଛି।କଲେଜକୁ ଏକ ସାଇଣ୍ଟିପିକ ଟିମ୍ ଯାଇ ତଦନ୍ତ କରିବୋ ବଲି ପୁଲିସ ପକ୍ଷରୁ କୁହାଯାଇଛି।

ରାଜଧାନୀରେ ପୁଣି ଚାଞ୍ଚଲ୍ୟ: ଫ୍ୟାନରେ ଓଢଣୀ ଲଗାଇ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ରାଜଧାନୀରେ ପୁଣି ଅଘଟଣ । ଜଣେ ବିଟେକ ପାସ ଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା । ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀ ଘଟଛି ଏଭଳି ଅଘଟଣ। ମୃତ ଛାତ୍ରୀଙ୍କ ନାଁ ଆର ଏନ ନିୟତି ନାୟକ । ବୟସ ୨୪ ବର୍ଷ  ବୋଲି ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ । ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ । ମୃତ ଯୁବତୀଙ୍କ ବାପା ରେଳୱେ ସେକ୍ସନ ଇଂଜିନିୟର ଭାବେ କାର୍ଯ୍ଯରତ ବୋଲି ଜଣାପଡ଼ିଛି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା: ୩ବର୍ଷରେ ୨୬୮୨ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ଗତ କିଛି ବର୍ଷ ହେବ କ୍ରମଶଃ ବଢ଼ିବାରେ ଲାଗିଛି। ଛାତ୍ରୀଙ୍କ ଅପେକ୍ଷା ଛାତ୍ରମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଏନ୍‍ସିଆର୍‍ବି ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୩ବର୍ଷରେ ୨୬୮୨ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୪୬୯ ଜଣ ୨୦୨୧ରେ ୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏପରିକି ୨୦୨୦ରେ ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୦ରେ ସାରା ରାଜ୍ୟରେ ୧୦୪୨ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ୬୯୭ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।

ରାଜ୍ୟରେ ଛାତ୍ରୀଙ୍କ ଅପେକ୍ଷା ଛାତ୍ର ଆତ୍ମହତ୍ୟା ବଢ଼ିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶିକ୍ଷାବିତ୍‍ ରାଜୀବ ବେହେରା କହିଛନ୍ତି ଯେ, ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦ୍ୱିତୀୟରେ ରହିବାର ମୁଖ୍ୟ କାରଣ ହେଲା ପରୀକ୍ଷା ଚାପ। ଅନେକ ଛାତ୍ର ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ ସେମାନେ ପାଠ ପଢ଼ିବା ପାଇଁ ଗାଁରୁ ଆସି ସହରରେ ପାଠ ପଢ଼ୁଛନ୍ତି। ତେଣୁ ପରୀକ୍ଷାରେ ଫେଲ ହେବାକୁ ନେଇ ଅନେକ ଛାତ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ଅନେକ ଛାତ୍ର ମଧ୍ୟ କୁସଙ୍ଗରେ ପଡ଼ି ନିଶା ଏବଂ ଡ୍ରଗ୍ସ ସେବନ କରୁଛନ୍ତି। ପରବର୍ତ୍ତୀ ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଅନୁରୂପ ଭାବରେ ପ୍ରେମରେ ବିଫଳ ହେବା ପରେ ଅନେକ ଛାତ୍ର ଆତ୍ମହତ୍ୟା କରୁଛନ୍ତି।

ରାଜ୍ୟ ପରି ରାଜଧାନୀରେ ମଧ୍ୟ ବଢ଼ୁଛି ଆତ୍ମହତ୍ୟା। ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ୨୮୨ଟି ଘଟଣା ସାମ୍ନାକୁ ଆସିଛି। ସେହିପରି ଚଳିତ ବର୍ଷ ଏଯାବତ୍‍ ୨୨୬ ଟି ଘଟଣା ଘଟିଛି। ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମଧ୍ୟରେ ଅଧିକାଂଶ ୧୮ ରୁ ୩୦ ବର୍ଷର ବୋଲି ଜଣା ପଡ଼ିଛି। ଏନ୍‍ସିଆରବି ରିପୋର୍ଟ ଏବେ ଚିନ୍ତାଜନକ ହୋଇଛି। ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୨୦ରେ ରାଜ୍ୟରେ ୫ ୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୬୫୧ରେ ପହଞ୍ଚିଛି।

ପୁଣି ରାଜଧାନୀରେ ଆଉ ଏକ ଯୁବତୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ପୁଣି ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଖାରବେଳନଗର ଅଞ୍ଚଳରେ ଆଉ ଏକ ଆତ୍ମହତ୍ୟା ଘଟିଥିବା ଜଣାପଡ଼ିଛି।  ବେକରେ ରଶି ଲଗାଇ ଯୁବତୀ ଜଣଙ୍କ ଆତ୍ମହତ୍ୟା  କରିଛନ୍ତି।  ଯୁବତୀ ଜଣଙ୍କ ନାଁ ସସ୍ମିତା ବାରିକ । ବୟସ ୨୩ ବର୍ଷ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ଯବେଚ୍ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମମ୍ଭ କରିଛି।

ସୂଚନା ଅନୁଯାୟୀ, ଆଜି ବନ୍ଦ ଘରୁ ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରୁ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଥିଲା।ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ ବୋଲି ଜଣାପଡ଼ିଥିଲା। ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା।