Nagabali River - The Sakala

ଗାଧୋଇବାବେଳେ ନାଗାବଳୀ ନଦୀରେ ଭାସି ପର୍ଯ୍ଯଟକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ରାୟଗଡା: ଗାଧୋଇବା ହେଲା କାଳ । ନାଗାବଳୀ ନଦୀରେ ଭାସି ପର୍ଯ୍ଯଟକ ନିଖୋଜ। ନିଖୋଜ ପର୍ଯ୍ଯଟକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା(ବୟସ ୧୮ବର୍ଷ)। ଗତକାଲି ବିଜୟୱ।ଡା ଅଞ୍ଚଳରୁ ଗୋଟିଏ ପରିବାରର ୧୬ଜଣ ପର୍ଯ୍ଯଟକ ଅଧିଷ୍ଟାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଦର୍ଶନ କରିଥିଲେ। ଆଜି ସକାଳ ୧୧ଟା ସମୟରେ ଉକ୍ତ ପର୍ଯ୍ଯଟକମାନେ ମାରିଗୁଡା ଦେଇ ପ୍ରଭାହିତ ହେଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଆସିଥିଲେ। ଉକ୍ତ ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫୋଟ ଉଠାଉଥିଲେ। ତେବେ ନଦୀର ଗଭୀର ସ୍ରୋତରେ ସାଇ ଭାସିଯାଇଥିଲେ। ପରିବାର ଲୋକେ ସାଇଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ସାଇକ୍ରୀଷ୍ଣାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଝୋଲାପୋଲ ନିକଟସ୍ଥ ନାଗାବଳୀ ନଦୀ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷେଧାଞ୍ଚଳ ଘୋଷଣା କରାଯାଇଥିଲେ ହେଁ ପ୍ରତିବର୍ଷ ପର୍ଯ୍ଯଟକ ମାନେ ନଦୀରେ ବୁଡି ମୃତ୍ଯୁବରଣ କରୁଥିବା ଦେଖାଦେଉଛି ।

ଭାସିଯାଉଥିବା ତିନି ପୁଅଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବାପା, ଜଣେ ନିଖୋଜ
ରାୟଗଡ଼ା: ପୁଅଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବାପା । ନଦୀର ପ୍ରଖର ସୁଅରେ ଭାସିଯାଉଥିବା ତିନି ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀକୁ ଡେଇଁଲେ ବାପା । ତେବେ ୨ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପାମା’ ଥିଲେ। ସେମାନେ ଝୁଲା ପୋଲ ବୁଲି ସାରିବା ପରେ ବ୍ୟକ୍ତିଜଣକ ନିଜ ୩ ସନ୍ତାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ତିନି ଜଣ ଯାକ ପିଲା ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ବାପା ନଦୀକୁ ଡେଇଁ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଆଉ ଗୋଟିଏ ପିଲାକୁ ଉଦ୍ଧାର କରୁଥିବା ବେଳେ ବାପା ଗୋପାଳ କ୍ରିଷ୍ଣା ମଧ୍ୟ ଫସିଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ବାପାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ପିଲା ଏବେବି ନିଖୋଜ ଅଛି । ନିଖୋଜ ପିଲାର ନାଁ ଏ ଅମରେଶ ବୋଲି ଜଣାପଡିଛି । ତେବେ ଅଗ୍ନିଶମ ବାହୀନି ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି।