attacks - The Sakala

ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା ପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ରାମନଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରପଟେ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଓ ସ୍କୁଲ କର୍ତ୍ତୁପକ୍ଷ ମିଶି ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ରଜଣଙ୍କ ମୃତ୍ୟୁ ହୋଇଥିଲା ।

ଛାତ୍ରକୁ ଅନ୍ୟ କିଛି ରୋଗ କିମ୍ବା ସିକିଲ ସେଲ ଭଳି ରୋଗ ଥିଲା ବୋଲି ଜଣାପଡୁଛି । ଘଟଣାର ଅନୁଧ୍ୟାନ କରାଯାଉଛି ଯଦି କିଛି ଅଘଟଣ ସଂମ୍ପର୍କରେ ସୁଚନା ମିଳିଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।