Hockey World Cup 2023 - The Sakala
ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ କୋରିଆକୁ ହରାଇଲା ଜର୍ମାନୀ
ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ୱେଲେନ୍‌ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ସେହିପରି ଜର୍ମାନୀ ଦଳର ପେଇଲେଟ୍‌ କୋଞ୍ଜାଲୋ ୪୨ ମିନିଟ, ୱିଗାଣ୍ଡ ଜଷ୍ଟସ ୫୦ ମିନିଟ, ଗ୍ରାମବୁସ ମେଥ୍‌ସ ୫୨ ମିନିଟ୍‌ ଓ ଲୁଡିଂ ମୋର୍ତିଜ୍‌ ୫୨ ମିନିଟରେ ଗୋଲ୍‌ ଦେଇଥିଲେ।
ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ୟ ଏକ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଗତଥର ବିଶ୍ବକପ୍‌ ଚମ୍ପିଅନ ବେଲଜିୟମ। ଜାପାନ ବିପକ୍ଷରେ ଖେଳାଯାଉଥିବା ଆଜିର ମ୍ୟାଚରେ ବେଲଜିୟମ ପକ୍ଷରୁ ଗୋଲ ପରେ ଗୋଲ ଦେଇ ଏକ ଦମ୍‌ଦାର ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଖେଳାଯାଉଥିବା ଆଜିର ମ୍ୟାଚରେ ୭-୧ ଗୋଲ ବ୍ୟବଧ୍ୟାନରେ ଜାପାନଙ୍କ ପରାସ୍ତ କରିଛି ବେଲଜିୟମ। ମ୍ୟାଚରେ ବେଲଜିୟମର ବୋନ୍‌ ଟୋମ୍‌ ଦମ୍‌ଦାର ଖେଳ ପଦର୍ଶନ କରି ଏକା ୫ଟି ଗୋଲ୍‌ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନ୍ୟପଟେ ବେଲଜିୟମର ଚାର୍ଲିଅର କେଡରିକ୍‌ ୧୭ ଓ ଡୋକିଅର ସେବାଷ୍ଟାଇନ୍‌ ୫୧ ମିନିଟରେ ଗୋଲ୍‌ ଦେଇଥିଲେ। ସେପଟେ ଜାପାନରୁ କୁକୁଦା କେଣ୍ଟାରୋ ୪୫ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।
ଅନ୍ୟପଟେ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଦ୍ବିତୀୟ ମ୍ୟାଚ ଡ୍ରରେ ଶେଷ ହୋଇଛି। ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଜୋରଦାର ମୁକାବିଲା ହେବା ସହ ଉଭୟ ଦଳର ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆଟାକିଂ ଖେଳ ପଦର୍ଶନ କରିଥିଲେ। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍‌ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍‌ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍‌ ଦେଇଥିଲା ‌ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।
ସେପଟେ ବିର୍ସାମୁଣ୍ଡାରେ ଖେଳାଯାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଥିଲା।  କଙ୍ଗାଳୁ ଦଳ ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଜୋଭରସ୍‌ ବ୍ଲେକ୍‌ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍‌ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍‌ ସାମିଲ ଥିଲା। କ୍ରେଗ୍‌ ଟମ୍‌, ହାର୍ଭିଭ ଜେକ୍‌ ଓ ବିଆଲେ ଡାନିଏଲ୍‌ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ ‌କକ୍‌ ତେଭିନ୍‌ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।
ରାଉରକେଲା : ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌ରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌‌ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଆଜି ଖେଳିଥିଲା । ହେଲେ ଉଭୟ ଭାରତ ଓ ଇଂଲଣ୍ଡ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲେ ମଧ୍ଯ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ଆଜିର ମ୍ୟଚ ଡ୍ର ରହିଛି। ଫଳରେ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ବି ଇଂଲଣ୍ଡ ଟେବୁଲର ଶୀର୍ଷରେ ରହିଛି। କାରଣ ଚଳିତ ବିଶ୍ବକପରେ ଗୋଲ ବ୍ୟବଧାନରେ ଇଂଲଣ୍ଡ ଏପର୍ଯ୍ଯନ୍ତ ଅଧିକ ଗୋଲ୍‌ ଦେଇଛି।
ପୂର୍ବରୁ, ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।  ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରିଥିଲା ଇଂଲଣ୍ଡ । ସେହପରି ଓପନିଂ ମ୍ୟାଚରେ ସ୍ପେନକୁ  ୨-୦ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ।
ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ହେବ କଡ଼ା ଟକ୍କର : ସନ୍ଧ୍ୟା ୭ଟାରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା
ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍‌‌ ବଳରେ ଭାରତ ବିଜୟରୁ ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଭାରତ ୨-୦ ଗୋଲରେ ସ୍ପେନ୍‌‌କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି କ୍ରମରେ ରବିବାର ଏଠାରେ ଭାରତ ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ୱିତୀୟ ମ୍ୟାଚ୍‌‌ ଖେଳିବ। ଏହି ମ୍ୟାଚ୍‌‌ରେ ଭାରତୀୟ ଦକ୍ଷତା ଓ ଆଶାର ଅସଲ ପରୀକ୍ଷା ହେବ।
ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ଏବେ ନଂ-୪ ଓ ଭାରତ ନଂ-୫ରେ ରହିଛି। ଦୁଇ ଦଳ ମଧ୍ୟରେ ଫରକ ହେଉଛି ଇଂଲଣ୍ଡ ସାମାନ୍ୟ ସୁଯୋଗକୁ କାର୍ଯ୍ୟରେ ପରିଣତ କରିବାରେ ସମର୍ଥ ହେବା, କିନ୍ତୁ ପ୍ରାଧାନ୍ୟ ବିସ୍ତାର କରି ଖେଳି ନପାରିଲେ ମ୍ୟାଚ୍‌‌ ଜିତିବା କଷ୍ଟକର। ସ୍ପେନ୍‌‌ ବିପକ୍ଷ ମୁକାବିଲାର ଆରମ୍ଭରୁ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହେଲା ଓ ମାତ୍ର ୧୩ ମିନିଟ୍‌‌ରେ ଗୋଲ ସ୍କୋର କରିବା ପରେ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରହିଲା। ଏବେ ଇଂଲଣ୍ଡ ବିପକ୍ଷରେ ତାହା କରି ଦେଖାଇବାକୁ ହେବ। ନଚେତ ଏହି ଶକ୍ତିଶାଳୀ ୟୁରୋପୀୟ ଦଳକୁ ହରାଇବା କଷ୍ଟକର ହୋଇପଡ଼ିବ। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌‌ ମ୍ୟାଚ୍‌‌ରେ ଇଂଲଣ୍ଡ ୪-୩ରେ ଆଗୁଆ ରହିଛି। ଶେଷ ମୁକାବିଲାରେ ମଧ୍ୟ ଇଂଲଣ୍ଡ ବିଜୟୀ ହୋଇଛି। ଏଠାରେ ଭାରତ ଜିତିଲେ ସ୍କୋର ବରାବର ହେବା ସହ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନିତ ହେବା ରାସ୍ତ ପରିସ୍କାର ହୋଇଯିବ।
ସ୍ପେନ୍‌‌ ବିପକ୍ଷରେ ଭାରତ ଖୁବ୍‌‌ ଉତ୍ସାହିତ ହୋଇ ଖେଳିଥିଲା। ଦଳର ଫରାୱାର୍ଡ ବାହିନୀ ଆରମ୍ଭରୁ ଆକ୍ରମଣ କରି ସ୍ପେନୀୟ ରକ୍ଷଣଭାଗକୁ ଅସ୍ତବ୍ୟସ୍ତ କରିଦେଇଥିଲେ। ଯାହା ଫଳରେ ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଖେଳର ୧୩ତମ ମିନିଟ୍‌‌ରେ ଗୋଲ ମିଳିଥିଲା। ଭାରତ ଆକ୍ରମଣ କରିଥିଲେ ମଧ୍ୟ ମ୍ୟାଚ୍‌‌ରେ ପାଇଥିବା ୪ଟି ପେନାଲ୍ଟି କର୍ଣ୍ଣରୁ ଗୋଲ କରିପାରି ନଥିଲା। ଏପରିକି ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ପେନାଲ୍ଟି ଷ୍ଟ୍ରୋକ୍‌‌ରୁ ଗୋଲ ମିସ୍‌‌ କରିଥିଲେ।
ଏପରିକି ପ୍ରଥମ ଗୋଲ୍‌‌ଟି ମଧ୍ୟ ମିସ୍‌‌ରୁ ହୋଇଥିଲା। ପୁସ୍‌‌ ପାଇବା ପରେ ଜରମନପ୍ରୀତ ମାରିଥିବା ସଟ୍‌‌କୁ ସ୍ପେନ୍‌‌ ଖେଳାଳି ଅଟକାଇଦେଇଥିଲେ। ଏଥିରୁ ଫାଇଦା ଉଠାଇ ଅମିତ ରୋହିଦାସ ଗୋଲ କରିଥିଲେ। ଏହି ତ୍ରୁଟିକୁ ସୁଧାରିବାକୁ ହେବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ ମ୍ୟାଚ୍‌‌ ପରେ କହିଥିଲେ। ସ୍ପେନ୍‌‌ ନିକଟରେ ଆକ୍ରମଣ କରିବା ଦକ୍ଷତାର ଅଭାବ ରହିଥିଲା। କିନ୍ତୁ ଇଂଲଣ୍ଡର ରକ୍ଷଣଭାଗ ଯେପରି ଶକ୍ତିଶାଳୀ, ଫରୱାର୍ଡ ବାହିନୀ ମଧ୍ୟ ଶାଣିତ। ଏଣୁ ଭାରତକୁ ଟିକେ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ।ଭାରତରେ ଖେଳିଲାବେଳେ ଷ୍ଟାଡିୟମ୍‌‌ରେ ଉପସ୍ଥିତ ଦର୍ଶକ ଦ୍ୱାଦଶ ଖେଳାଳିଙ୍କ ଭୂମିକା ନେଇଥାନ୍ତି। ରାଉରକେଲା ଦର୍ଶକ ଆଉ ପାଦେ ଆଗେଇଯାଇଛନ୍ତି। ଏଠାରେ ହକି ଖେଳର ଭିତ୍ତିଭୂମି ମଜଭୁତ। ଏଭଳି ସ୍ଥଳେ ଭାରତକୁ ଯେ ପୂର ସମର୍ଥନ ମିଳିବ ଏଥିରେ ସନ୍ଦେହ ନାହିଁ।
ଭାରତ: କ୍ରିଷ୍ଣନ ପାଠକ, ପିଆର୍‌‌ ଶ୍ରୀଜେସ (ଉଭୟ ଗୋଲ୍‌‌କିପର), ଜରମନପ୍ରୀତ୍‌‌ ସିଂହ, ସୁରେନ୍ଦର କୁମାର, ହର୍‌‌ମନପ୍ରୀତ୍‌‌ ସିଂହ (ଅଧିନାୟକ), ନୀଲମ ସଞ୍ଜୀପ ଖେସ୍‌‌, ଅମିତ୍‌‌ ରୋହିଦାସ (ଉପ-ଅଧିନାୟକ), ବରୁଣ କୁମାର (ସମସ୍ତେ ଡିଫେଣ୍ଡର), ମନପ୍ରୀତ୍‌‌ ସିଂହ, ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ସମଶେର ସିଂହ, ଆକାଶଦୀପ୍‌‌ ସିଂହ, ବିବେକ ପ୍ରସାଦ (ସମସ୍ତେ ମିଡ୍‌‌ଫିଲ୍ଡର), ସୁଖଜିତ୍‌‌ ସିଂହ, ଲଳିତ ଉପାଧ୍ୟାୟ, ମନଦୀପ୍‌‌ ସିଂହ ଓ ଅଭିଷେକ (ସମସ୍ତେ ଫର୍‌‌ୱାର୍ଡ), ମୁଖ୍ୟ କୋଚ୍‌‌- ଗ୍ରାହମ ରିଡ୍‌‌।
ଇଂଲଣ୍ଡ: ଡେଭିଡ ଆମେସ (ଅଧିନାୟକ), ଜେମ୍ସ ଆଲବେରୀ, ଲିଆମ ଆନସେଲ, ନିକ୍‌‌ ବାନ୍ଦୁରାକ, ୱିଲ କାଲନାନ୍‌‌, ଡେଭିଡ କଣ୍ଡନ, ଡେଭିଡ୍‌‌ ଗୁଡଫିଲ୍ଡ, ହ୍ୟାରୀ ମାର୍ଟିନ, ଜେମ୍ସ ମାଜାରେଲୋ (ଗୋଲକିପର), ନିକ୍‌‌ ପାର୍କ, ଓଲି ପାଏନ୍‌‌ (ଗୋଲକିପର), ଫିଲ ରୋପର, ସ୍କଟ ରୁଶମିୟର, ଲିଆମ୍‌‌ ସାନଫୋଡ୍‌‌ର୍, ଟମ୍‌‌ ସର୍ସବୀ, ଜ୍ୟାକ୍‌‌ ୱାଲାସ୍‌‌, ଜ୍ୟାକ୍‌‌ ୱାଲାର, ସାମ୍‌‌ ୱାର୍ଡ।
ହକି ବିଶ୍ବକପ୍‌ ୨୦୨୩ : ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଲା ନେଦରଲ୍ୟାଣ୍ଡ୍‌ସ
ରାଉରକେଲା : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଛି ନେଦରଲ୍ୟାଣ୍ଡ୍‌ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା। ଯେଉଁମ୍ୟାଚରେ ଦମ୍‌ଦାର ପଦର୍ଶନ କରି ନେଦରଲ୍ୟାଣ୍ଡସ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି।
ଆଜିର ମ୍ୟାଚରେ ପ୍ରଥମ କ୍ୱାର୍ଟରରେ କିଛି ଗୋଲ ହୋଇ ନଥିଲା। ନେଦରଲ୍ୟାଣ୍ଡସ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ ବି ଗୋଲ୍ କରିପାରି ନଥିଲା। ଦଳକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। କିନ୍ତୁ ତାହା ଗୋଲ୍‌ରେ ପରିଣତ ହୋଇ ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଦୁଇଟି ଗୋଲ୍ ଦେଇଥିଲା। ପ୍ରଥମ ଗୋଲ୍‌ଟି ଖେଳର ୨୦ ମିନିଟ୍‌ରେ ହୋଇଥିଲା।
ମାଲେସିଆ ଏହି କ୍ୱାର୍ଟରରେଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ତାକୁ ଗୋଲରେ ପରିଣତ କରିପାରି ନଥିଲା। ଆଉ ୨-୦ରେ ସରିଥିଲା ଦ୍ୱିତୀୟ କ୍ୱାର୍ଟର। ଏହି କ୍ୱାର୍ଟର ଶେଷ ସୁଦ୍ଧା ଅର୍ଥାତ୍ ହାପ୍ ଟାଇମ୍ ସୁଦ୍ଧା ନେଦରଲ୍ୟାଣ୍ଡସ ପାଖରେ ଅଧିକ ସମୟ ବଲ୍ ରହିଥିଲା।ତୃତୀୟ କ୍ୱାର୍ଟରରେ ମାଲେସିଆ ଗୋଲ୍ କରିବା ପାଇଁ ଏକାଧିକ ବଢ଼ିଆ ସୁଯୋଗ ପାଇଥିଲା। କିନ୍ତୁ ଦଳ ଏହାର ଫାଇଦା ଉଠାଇ ପାରିଲା ନାହିଁ। ନେଦରଲ୍ୟାଣ୍ଡସ ପକ୍ଷରୁ ବି ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଚତୁର୍ଥ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଆଉ ଦୁଇଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଆଉ ଶେଷରେ ୪-୦ରେ ପରାସ୍ତ ହୋଇଥିଲା ମାଲେସିଆ।
ଏହା ପୂର୍ବରୁ ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ।ଏଫ୍‌ଆଇଏଚ୍‌ ହକି ପୁରୁଷ ବିଶ୍ୱକପ୍‌ରେ ପ୍ରଥମ ଥର ଭାଗ ନେଇଥିବା ଚିଲି ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି। ଆଜି ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।ଖେଳର ଅନେକ ସମୟରେ ନ୍ୟୁଜିଲ୍ୟାଣ୍ଡ ଗୋଲ୍ କରିବାକୁ ପାଇଥିବା ସୁଯୋଗ ଗୁଡ଼ିକୁ ଚିଲିର ଖେଳାଳିମାନେ ବାଧା ଦେବାରେ ସଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଏହା ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ। ଏହି କ୍ୱାର୍ଟରରେ ଚିଲି ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ଗୋଲ୍‌ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦେଇ ନଥିଲା।
ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସାମ୍ ହିହା ଏହି ଗୋଲ୍‌ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍‌। ଜବାବରେ ଚିଲି ଚତୁର୍ଥ କ୍ୱାର୍ଟରରେ ତା’ର ପ୍ରଥମ ଗୋଲ୍ ଦେଇଥିଲା। ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ।
ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଆଜି ଆଉ ୨ଟି ମ୍ୟାଚ ଖେଳାଯିବ।  ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ। ଏହାପରେ ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ।
ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନ, ଖେଳାଯିବ ୪ଟି ମ୍ୟାଚ୍
ଭୁବନେଶ୍ୱର: ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନରେ ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।
ଆଜି ରାଉରକେଲାରେ ଏହି ଦୁଇଟି ମ୍ୟାଚ ପରେ ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ । ସେହିପରି ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ବେଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ `ବି’ରେ ଥିବା ବେଳେ ନ୍ୟୁଜିଲାଣ୍ଡ, ଚିଲି, ନେଦରଲ୍ୟାଣ୍ଡ୍ସ, ମାଲେସିଆ ପୁଲ୍ `ସି’ରେ ଅଛନ୍ତି ।
ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କଲା ଟିମ୍‌ ଇଣ୍ଡିଆ, ୨-୦ରେ ହାରିଲା ସ୍ପେନ୍‌
ରାଉରକେଲା : ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ଚତୁର୍ଥ ମ୍ୟାଚରେ ଆୟୋଜକ ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖି‌ଥିଲେ। ରାଉରକେଲାରେ ହଜାର ହଜାର ଅଧିକ ଦର୍ଶକଙ୍କ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ବେଶ ଦମ୍‌ଦାର ମଧ୍ୟ ହୋଇଛି।
Amit Rohidas, who scored a booming first goal to put Team India ahead, is named the Player of the Match. 💯#HockeyIndia #IndiaKaGame #HWC2023 #StarsBecomeLegends @CMO_Odisha @sports_odisha @IndiaSports @Media_SAI pic.twitter.com/OMSHsfztRM
— Hockey India (@TheHockeyIndia) January 13, 2023
ଆଜି ପ୍ରଥମରୁ ହିଁ ସ୍ପେନ ବିରୋଧରେ ଆକ୍ରମଣ ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଓଡିଶା ମାଟିରେ ଓଡିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଉପଅଧିନାୟକ ରୋହିଦାସ ଖେଳର ୧୨ ମିନିଟରେ ଅମିତ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ। ୨୬ ମିନିଟରେ ହାର୍ଦ୍ଦିକ ସିଂହ ଅନ୍ୟ ଏକ ଗୋଲ୍‌ ଦେଇଥିଲେ। ତେଣୁ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା । ହେଲେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ କୌଣସି ଦଳ ଗୋଲ କରିନଥିଲେ । ତେଣୁ ଶେଷକୁ ଟିମ୍ ଇଣ୍ଡିଆ ୨-୦ରେ ମ୍ୟାଚକୁ ଜିତିନେଇଥିଲା । ଭାରତ ପକ୍ଷରୁ ଓଡିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ କରିଥିବାବେଳେ, ହାର୍ଦ୍ଦିକ ସିଂହ ଦ୍ୱିତୀୟ ଗୋଲ କରିଥିଲେ ।
ଅନ୍ୟପଟେ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମୁକାବିଲାକୁ ଉପଭୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଭାରତର ଏହି ମ୍ୟାଚକୁ ଆସାମ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପ୍ରଶାସନିକ ଅଧିକାରୀ ଦେଖିଥିଲେ।
𝐅𝐮𝐥𝐥-𝐓𝐢𝐦𝐞: 𝐈𝐧𝐝𝐢𝐚 𝟐-𝟎 𝐒𝐩𝐚𝐢𝐧
India put in a brilliant defensive display in the second half to keep the Spanish attack quiet and seal the win and get 3 crucial points in Pool D.
📱- Download the https://t.co/71D0pOq2OG App to follow all the updates. pic.twitter.com/ScttIzAYeD
— International Hockey Federation (@FIH_Hockey) January 13, 2023
ଆଜି ବିଶ୍ବକପର ପ୍ରଥମ ଦିନରେ ମୋଟ୍‌ ୪ଟି ମ୍ୟାଚ ଖେଳାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।
ଏହା ପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଏଥି ସହିତ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ତଥା ବିଶ୍ବକପ୍‌ର ତୃତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ।
ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଲା ଇଂଲଣ୍ଡ
ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ତୃତୀୟ ମ୍ୟାଚ୍‌ରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ।
ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।
ସେପଟେ ହକି ବିଶ୍ବକପ୍‌ରେ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଭାରତ ଓ ସ୍ପେନ ମଧ୍ୟରେ ଆରମ୍ଭ ହୋଇସାରିଛି। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଖୁଛନ୍ତି।
ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ସେହିପରି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।
ହକି ବିଶ୍ବକପ୍‌ ୨୦୨୩ : ଫ୍ରାନ୍ସକୁ ୮-୦ ଗୋଲ୍‌ରେ ହରାଇ କଳିଙ୍ଗରେ ଦମ୍‌ଦାର ବିଜୟ ହାସଲ କଲା ଟିମ୍‌ ଅଷ୍ଟ୍ରେଲିଆ
ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।
ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ‌ମ୍ୟାଚ୍‌ ଖେଳିଥିଲେ। ଟିମ୍‌ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲା। ଅଷ୍ଟ୍ରେଲିଆର ଖେଳାଳିମାନେ ଦ୍ବିତୀୟ ଓ ତୃତୀୟ ହାଫ୍‌ରେ ଯଥାକ୍ରମେ ୩-୩ ଗୋଲ୍‌ ଦେଇଥିଲେ। ସେହିପରି ଶେଷ ହାଫ୍‌ରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲା।
କଙ୍ଗାରୁ ଦଳର ପକ୍ଷରୁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।
ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।
ଅନ୍ୟପଟେ ହକି ବିଶ୍ବକପ୍‌ରେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେଉଛି। ସେହିପରି ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିବ। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ‌ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।
ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଆର୍ଜେଣ୍ଟିନା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ‘ହକି ବିଶ୍ୱକପ ୨୦୨୩’ର ପ୍ରଥମ ମ୍ୟାଚ ଜିତି ଆର୍ଜେଣ୍ଟିନା ତା’ର ବିଜୟ ଅଭିଯାନ ଆରମ୍ଭ କରିଛି ।
ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି। ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହୋଇଛି ଏହି ମେଗା ଟୁର୍ଣ୍ଣାମେଣ୍ଟ। ଅନ୍ୟପଟେ ଆଜି ସନ୍ଧ୍ୟା ୭ଟାରେ ରାଉରକେଲାର ନୂଆ ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ- ସ୍ପେନ ମ୍ୟାଚ୍‌ ଥିବାରୁ ଖେଳ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ଖେଳକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ‌ହୋଇଛି। ଦର୍ଶକଙ୍କ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଦେଇଛି।
ହକି ବିଶ୍ୱକପ୍‌ ପାଇଁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଗଡ଼ିବ ୨ ସ୍ୱତନ୍ତ୍ର ଟ୍ରେନ୍‌‌
ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଏକ ସମୟରେ ଅନୁଷ୍ଠିତ ହକି ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍‌‌ ହକି ବିଶ୍ୱକପ୍‌‌ ଅବଧି ମଧ୍ୟରେ ଚଳାଚଳ କରିବ। ନିୟମିତ ଚଳାଚଳ କରୁଥିବା ୫ଟି ଟ୍ରେନ୍‌‌ ସହ ଏହି ଦୁଇଟି ଟ୍ରେନ୍‌‌ ଯାତାୟତ କରିବ। ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ହକିପ୍ରେମୀଙ୍କ ଯାତ୍ରା ପାଇଁ ଏହା ଏକ ବଡ଼ ସୁଯୋଗ ଓ ସୁବିଧା ସୃଷ୍ଟି କରିବ । FIH ହକି ପୁରୁଷ ବିଶ୍ବକପ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏହି ଟ୍ରେନ ଚଳାଚଳ କରିବ ପୂର୍ବତଟ ରେଳପଥ ।
ସୂଚନା ଅନୁସାରେ ୦୨୮୩୪ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ ଜାନୁଆରୀ ୧୪ରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ସଂଧ୍ୟା ୮.୨୫ ସମୟରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ୦୨୮୩୩ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ୧୫ରୁ ୩୧ ତାରିଖ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ରାତି ୧୧.୨୫ ସମୟରେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବ।
ଏହି ଟ୍ରେନ୍‌‌ରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ଆଠଟି ସ୍ଲିପର୍‌‌ କ୍ଳାସ୍‌‌, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍‌‌ ଭ୍ୟାନ୍‌‌ ଉପଲବ୍ଧ। ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ବର କଟକ, ଢ଼େଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଆଦି ଷ୍ଟେସନ୍‌‌ରେ ରହଣି କରିବ। ଅପରପକ୍ଷେ ୦୨୮୩୬/୦୨୮୩୫ ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ ୧୪ରୁ ୩୧ ତାରିଖ ମଧ୍ୟରେ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ୍‌‌ ପୁରୀରୁ ସକାଳ ୫.୧୫ ସମୟରେ ଛାଡ଼ି ଅପରାହ୍ନ ୧୨.୪୫ରେ ରାଉରକେଲାରେ ପହଞ୍ଚିବ। ଫେରିବା ବାଟରେ ଏହା ରାଉରକେଲାରୁ ଅପରାହ୍ନ ୧.୩୦ରେ ଛାଡ଼ି ପୁରୀରେ ରାତି ୧୦.୩୦ ସମୟରେ ପହଞ୍ଚିବ। ଉଭୟ ପାର୍ଶ୍ବରୁ ଏହା ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଳପୁର ସିଟି, ଝାରସୁଗୁଡ଼ା, ରାଜଗାଙ୍ଗପୁର ଷ୍ଟେସନ୍‌‌ରେ ରହିବ। ଏଥିରେ ଦୁଇଟି ଏସି-୩ ଟାୟାର, ତିନିଟି ସ୍ଲିପର୍‌‌ କ୍ଲାସ୍‌‌, ୬ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ ତଥା ଲଗେଜ୍‌‌ ଭ୍ୟାନ୍‌‌ ରହିବ। ଏହା ବ୍ୟତୀତ ୦୨୮୩୨-୦୮୨୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଧନବାଦ-ରାଉରକେଲା ମଧ୍ୟରେ ଚଳାଚଳ କରୁଛି।
ସେହିପରି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌‌, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌‌, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ୍‌‌ ଗୁଡିକ ଦୈନିକ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଚଳାଚଳ କରୁଛି। ଏଥିସହ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌‌ ଭାୟା ଅନୁଗୁଳ, ଝାରସୁଗୁଡ଼ା ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଭାୟା ଅନୁଗୁଳ, ଝାରସୁଗୁଡ଼ା ମଧ୍ୟ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚଳାଚଳ କରୁଛି।
ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି
ରାଉରକେଲା: ବିଶ୍ଵ କପ ଟ୍ରଫି ଆଜି ରାଉରକେଲା ସହରର ବେଦବ୍ୟାସ ମନ୍ଦିରରେ ପହଞ୍ଚିଲା। ସକାଳ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିବା ପରେ ଆଳତୀ କରାଯାଇ ଟ୍ରଫି ରାଉରକେଲା ସହର ପରିକ୍ରମା ଆରମ୍ଭ କଲା। ରାଉରକେଲା ସହରର ବେଦବ୍ୟାସ, ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ, ଦାଣ୍ଡିଆପାଲି, ପାନପୋଷ ଗାନ୍ଧି ଛକ, ଦେଓଗାଁ, ଫର୍ଟିଲାଇଜର, ପାନପୋଷ ହକି ଛକ, ହନୁମାନ ବାଟିକା, ରାଉରକେଲା ମହାନଗର ନିଗମ ଅଫିସ ଗସ୍ତ କରିବ। ପରେ ଉଦିତନଗର, ଡେଲି ମାର୍କେଟ, ବନ୍ଧମୁଣ୍ଡା, ସେକ୍ଟର-୨ , ସେଠାରୁ ଜଗଦାସ୍ଥିତ ଏମ୍‌ଜିଏମ୍‌ ସ୍କୁଲ, ସରନା ଛକ ହୋଇ ଝିରପାଣି ଚର୍ଚ୍ଚ ଛକରେ ପହଞ୍ଚିବ।
ପରେ କୋଏଲନଗର କଲ୍ୟାଣ ମଣ୍ଡପରୁ ରିଂ ଦେଇ ସ୍ପେସ୍‌ ଛକ, ଛେଣ୍ଡ କଲୋନି ରିମ୍‌ସ କଲେଜ ହୋଇ ରାତିରେ ୭ଟାରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟରେ ପହଞ୍ଚିବ। ସେଠାରୁ ଡିଏଭି ସ୍କୁଲ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ଡିଏଭି ପୋଖରୀ ରାସ୍ତା ଦେଇ ଜେଲ୍‌ ସରକାରୀ ଆଇଟିଆଇରେ ପହଞ୍ଚିବ। ସେଠାରେ ରିଜର୍ଭ ପୁଲିସ ଲାଇନ୍‌, କଳିଙ୍ଗ ବିହାର ବିଏସ୍‌ଏନ୍‌ଏଲ୍‌ ଛକ, ବିଜୁ ପଟ୍ଟନାୟକଛକ, ତୁଳସୀ‌ଟୋଲା ହୋଇ ରାତି ୧୨ଟା ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ। ସେଠାରୁ ରିଂ ରୋଡ ଦେଇ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବ। ପ୍ରତ୍ୟେକ ସ୍ଥାନରେ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଆଜି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାଉରକେଲା/ଭୁବନେଶ୍ୱର: ରାଉରକେଲା ସହିତ ପୂରା ସୁନ୍ଦରଗଡ଼ ଜିଲ୍ଲା ଇତିହାସରେ ବିକାଶର ଏକାଧିକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତ କରିବା ସହ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌କୁ ଉଦ୍‌‌ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍‌‌’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍‌‌ଘାଟନ କରିବେ। ନିଜର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌‌ ହକିର ଆୟୋଜନ ସହ ବିଶ୍ୱ ମାନଚିତ୍ରରେ ରାଉରକେଲାର ଚମକ ଦ୍ୱିଗୁଣିତ ହେବାକୁ ଥିବାବେଳେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଜିଲ୍ଲାବାସୀଙ୍କ ଖୁସିକୁ ବହୁଗୁଣିତ କରିଛି।
ସୂଚନା ଅନୁଯାୟୀ, ରାଉରକେଲାରେ ନବନିର୍ମିତ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୨ଟା ୧୫ ମିନିଟ ସମୟରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଯିବେ। ସେଠାରେ ସେ ବିଶ୍ୱକପ୍‌‌ କହି ଖେଳାଳିଙ୍କ ରହିବା ଲାଗି ନିର୍ମିତ ୨୨୫ଟି ଆଡ଼ମ୍ୱରପୂର୍ଣ୍ଣ କୋଠରି(ସ୍ପୋର୍ଟ ଭିଲେଜ) ଉଦ୍‌‌ଘାଟନ କରିବା ସହ ଭାରତୀୟ ହକି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ରାଉରକେଲାସ୍ଥିତ ଡିଏଭି ପୁଷ୍କରିଣୀ ନିକଟରେ ଆୟୋଜିତ ସଭାରେ ଡିଜିଟାଲ ମାଧ୍ୟମରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହାପରେ ୪ଟା ୨୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦ୍‌‌ଘାଟନ କରିବେ।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ସହ ୧୧ କୋଟି ୯୯ ଲକ୍ଷ ବ୍ୟୟରେ ନିର୍ମିତ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀଠାରେ ୱାଟର ପାର୍କ ଉଦ୍‌‌ଘାଟନ କରିବେ। ଏହାପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ୍‌‌ ଷ୍ଟାଡିୟମ୍‌‌, ମଲ୍ଟି କାର୍‌‌ ପାର୍କିଂ ବ୍ୟବସ୍ଥା, ହନୁମାନ ବାଟିକା ଛକରୁ ଆରଏସ୍‌‌ପି ମୁଖ୍ୟ ଫାଟକ ପର୍ଯ୍ୟନ୍ତ ୧୭ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ରିଂ ରୋଡ୍‌‌ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌‌ଘାଟନ କରିବେ।
ଏତଦ୍‌‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ, ଟ୍ରାଫିକ୍‌‌ ଛକ ନିକଟ ସେନ୍ସରି ପାର୍କ, ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌‌, ପାନ୍‌‌ପୋଷ ଏନ୍‌‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ ଓ ଡିଏଭି ପୁସ୍କରଣୀ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ଆସନ୍ତା ୧୩ ତାରିଖରେ ରାଉରକେଲାରେ ବିଶ୍ୱକପ୍‌‌ ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବାକୁ ଥିବାବେଳେ ମୋଟ ୨୦ଟି ମ୍ୟାଚ୍‌‌ ଏହି ଷ୍ଟାଡିୟମରେ ଖେଳାଯିବ।