Kejriwal - The Sakala
ନୂଆଦିଲ୍ଲୀ: ଆସନ୍ତାକାଲି ଅବକାରୀ ଦୁର୍ନୀତି ଟଙ୍କାକୁ ନେଇ ବଡ଼ ଖୁଲାସା କରିବେ କେଜ୍ରିୱାଲ ।  କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି ସବୁ କଥା କୋର୍ଟରେ କହିବେ କେଜ୍ରିୱାଲ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ।
ସୁନିତା କହିଛନ୍ତି ଯେ, ଗତକାଲି ରାତିରେ ଜେଲ ଭିତରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ତାଙ୍କର ଡାଇବେଟିସ ଅଛି ଏବଂ ସୁଗାର ଲେଭଲ ମଧ୍ୟ ଠିକ ନାହିଁ । କିନ୍ତୁ ସେ ଠିକ ଅଛନ୍ତି । ଦୁଇ ଦିନ ପୂର୍ବରୁ ସେ ଦିଲ୍ଲୀର ଜଳମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଜନତାଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ । ଏଥିରେ କ’ଣ ଭୁଲ ରହିଲା । କିନ୍ତୁ ଏ ଘଟଣାକୁ ନେଇ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଗଲା ।
ସୁନିତା ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକଥା ଶୁଣି ବହୁତ କଷ୍ଟ ହୋଇଛି । ସେ ମୋତେ ଆହୁରି ଏକ କଥା କହିଛନ୍ତି ଯେ, ତାଙ୍କ ବିରୋଧରେ ଉଠିଥିବା ଏହି ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ସେ ଏହି ଦୁର୍ନୀତି ମାମଲାର ଟଙ୍କା ଖୋଜୁଛି । କିନ୍ତୁ ଏପର୍ଯ୍ୟନ୍ତ କରାଯାଇଥିବା କୌଣସି ଚଢାଉରେ ଇଡିକୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ମନୀଷ, ସତେନ୍ଦ୍ର ଏବଂ ସଞ୍ଜୟ ସିଂଙ୍କ ଘରେ ଚଢାଉ କରାଯାଇଥିଲା କିନ୍ତୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ତେବେ ଏହି ଦୁର୍ନୀତିର ସମସ୍ତ ଟଙ୍କା କେଉଁଠି ଅଛି ସେ ନେଇ ମାର୍ଚ୍ଚ ୨୮ ଅର୍ଥାତ୍ ଆସନ୍ତାକାଲି କୋର୍ଟରେ କହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ପୁରା ଦେଶକୁ ସମ୍ପୂର୍ଣ୍ଣ ସତ୍ୟ କହିବୁ ଯେ, ଏହି ଦୁର୍ନୀତି ଟଙ୍କା କେଉଁଠାରେ ଅଛି । ଏହା ସହ ଆମେ ଏହାର ଠୋସ ପ୍ରମାଣ ମଧ୍ୟ ଦେବୁ । ସେ ଜଣେ ସତ୍ୟବାଦୀ, ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି । ସେ କହିଥିଲେ ଯେ, ମୋର ଶରୀର ସିନା ଜେଲରେ ଅଛି କିନ୍ତୁ ମୋର ଆତ୍ମା ସବୁବେଳେ ଦିଲ୍ଲୀବାସୀଙ୍କ ପାଖରେ ରହିଛି।
ଦିଲ୍ଲୀର ସରକାରୀ ସ୍କୁଲ କ୍ଷେତ୍ରରେ ଆଣିଥିବା ସଂସ୍କାର ପାଇଁ ମନିଷ ସିସୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ: କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ, ପଞ୍ଜାବ ପରେ ଏବେ ଗୁଜରାଟରେ ସରକାର କରିବା ଆଶାରେ ଅରବିନ୍ଦ କେଜ୍ରିୱାଲ। ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌) ବରିଷ୍ଠ ନେତାମାନେ ନିରନ୍ତର ଗୁଜରାଟ ଗସ୍ତ କରୁଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ରହିଛନ୍ତି। ଏହି ସମୟରେ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।
Read More: ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନେଇ ଆପ୍-ବିଜେପି ମୁହାଁମୁହିଁ, କେଜ୍ରିୱାଲକୁ ଏମିତି ଜବାବ ଦେଲେ ସ୍ମୃତି ଇରାନୀ
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ରାଜନୀତି ଥମିବାର ନାଁ ନେଉନାହିଁ। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ଏକ ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳର ସରକାର ମାନେ କରିପାରି ନାହାନ୍ତି। ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ କେନ୍ଦ୍ର ସରକାର ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।
ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ସିବିଆଇ ମନି ଲଣ୍ଡରିଂ ସଂକ୍ରାନ୍ତ କେତେକ ପ୍ରମାଣ ଇଡିକୁ ପ୍ରଦାନ କରିଛି। ଉଭୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ତର୍ଜମା କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଇଡି ମନି ଲଣ୍ଡିରଂ ବାବଦରେ ଖୋଳତାଡ଼ ଆରମ୍ଭ କରିବ ବୋଲି ଜଣାପଡ଼ିଛି।
ସେପଟେ ସିସୋଦିଆଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ମାମଲା ରୁଜୁ ପାଇଁ ବେଆଇନ ନେଣଦେଣ ଉପରେ ଏବେ ଅଧିକ ଫୋକସ୍‌ କରାଯାଉଛି। ତେବେ ରଙ୍କୁ ନେଇ ରାଜନୈତିକ ବୟାନ ବାଜି ଜାରି ରହିଛି। ହେଲେ ସିସୋଦିଆ କହିଛନ୍ତି ଯେ, ସେ ଯଦି ଆପ୍‌ ଛାଡ଼ି ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ । ତାଙ୍କ ପାଖକୁ ବିଜେପିର ମେସେଜ ଆସିଛି। ଆପକୁ ଭାଙ୍ଗି ଯଦି ସେ ଯଦି ବିଜେପି ମିଶିବେ, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ସିଶୋଦିଆ କହିଛନ୍ତି। ହେଲେ ସିଶୋଦିଆ କହିଛନ୍ତି ଯେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର କହି ଓଲଟି ଚେତାବନୀ ଦେଇଛନ୍ତି।