Vande Bharat Express - The Sakala

ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟ ଖାଇ ମହିଳାଙ୍କୁ ଆଲର୍ଜି, ଛୁଆକୁ ଝାଡ଼ା; ଜାଣନ୍ତୁ ଆଇଆରସିଟିସିର ସ୍ପଷ୍ଟୀକରଣ
ଭାରତର ପ୍ରିମିୟମ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ରେ ପୁଣି ଥରେ ଖାଦ୍ୟର ମାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବାରାଣସୀରୁ ଦେଓଘର ଯାତ୍ରା କରୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ଟ୍ରେନରେ ଦିଆଯାଇଥିବା ଖାଦ୍ୟ ଖାଇବା ପରେ ତାଙ୍କୁ ଗୁରୁତର ଆଲର୍ଜି ହୋଇଥିଲା ଏବଂ ତାଙ୍କର ଦୁଇ ବର୍ଷର ପୁଅକୁ ଝାଡ଼ା ବା ଡାଇରିଆ ହୋଇଥିଲା। ଏହି ଘଟଣାର ଚିତ୍ର ଏବଂ ମେଡିକାଲ୍ ରିପୋର୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଆଇଆରସିଟିସି (IRCTC) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

କ'ଣ ଥିଲା ପୂରା ଘଟଣା?

ରାଞ୍ଚିର ବାସିନ୍ଦା ଆୟୁଷୀ ସିଂହ ନାମକ ଜଣେ ମହିଳା ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ନିଜର ଅନୁଭୂତି ବାଣ୍ଟିଥିଲେ। ଗତ ମାର୍ଚ୍ଚ ୨୭ ତାରିଖରେ ସେ ଟ୍ରେନ୍ ନମ୍ବର ୨୨୫୦୦ ବନ୍ଦେ ଭାରତ ଏକ୍ସପ୍ରେସ ର କୋଚ୍ ଇ୧ (E1) ରେ ବାରାଣସୀରୁ ଦେଓଘର ଯାତ୍ରା କରୁଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଟ୍ରେନରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ତାଙ୍କ ଓଠ ଫୁଲି ଯାଇଥିଲା ଏବଂ ଶରୀରରେ ଆଲର୍ଜି ହୋଇଥିଲା। ଏଥିସହ ସମାନ ଖାଦ୍ୟ ଖାଇବା କାରଣରୁ ତାଙ୍କର ଦୁଇ ବର୍ଷର ପୁଅ ମଧ୍ୟ ଡାଇରିଆରେ ଆକ୍ରାନ୍ତ ହୋଇଥିଲା। ସେ ରାଞ୍ଚିସ୍ଥିତ ମା' ରାମ ପ୍ୟାରୀ ସୁପରସ୍ପେସିଆଲିଟି ହସ୍ପିଟାଲ୍ ର ଡାକ୍ତରୀ ପ୍ରେସକ୍ରିପସନ୍ ଏବଂ ନିଜର ଫୁଲିଥିବା ଓଠର ଫଟୋ ସେୟାର କରି ରେଳବାଇର ଖାଦ୍ୟ ମାନ ଉପରେ ପ୍ରଶ୍ନ ଉଠାଇଥିଲେ।

ଷ୍ଟାଫଙ୍କ ବ୍ୟବହାର ଓ ପାନୀୟ ଜଳ ଉପରେ ପ୍ରଶ୍ନ

ଆୟୁଷୀ କେବଳ ଖାଦ୍ୟ ନୁହେଁ, ବରଂ ଟ୍ରେନରେ ଦିଆଯାଉଥିବା ପାନୀୟ ଜଳର ସ୍ୱାଦ ଖରାପ ଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହା ସହିତ ସେ ରେଳ କର୍ମଚାରୀଙ୍କ ଅସମ୍ବେଦନଶୀଳ ମନୋଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୋଗ ଶୁଣିବା ପରେ କର୍ମଚାରୀମାନେ ଉପଯୁକ୍ତ ସହଯୋଗ କରିନଥିବା ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଠିକ୍ ସମୟରେ ଚିକିତ୍ସା ମିଳିନଥିଲେ ପରିସ୍ଥିତି ଆହୁରି ବିଗିଡ଼ି ଯାଇଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

ଆଇଆରସିଟିସି (IRCTC) ର ସ୍ପଷ୍ଟୀକରଣ

ସୋସିଆଲ୍ ମିଡିଆରେ ଏହି ପୋଷ୍ଟଟି ଭାଇରାଲ୍ ହେବା ପରେ ଆଇଆରସିଟିସି (Indian Railway Catering and Tourism Corporation) ପକ୍ଷରୁ ଏହାର ଉତ୍ତର ରଖାଯାଇଛି। ଆଇଆରସିଟିସି କହିଛି ଯେ, "ମାର୍ଚ୍ଚ ୨୭, ୨୦୨୬ ତାରିଖ ଦିନ ଟ୍ରେନ୍ ନମ୍ବର ୨୨୫୦୦ ବନ୍ଦେ ଭାରତ ଏକ୍ସପ୍ରେସ (BSB-DGHR) ର କୋଚ୍ ଇ୧ ରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନର ଯାଞ୍ଚ କରାଯାଇଥିଲା ଏବଂ ତାହା ସମ୍ପୂର୍ଣ୍ଣ ସନ୍ତୋଷଜନକ ଥିଲା। ସେହିଦିନ ଖାଦ୍ୟର ଗୁଣବତ୍ତା କିମ୍ବା ସ୍ୱଚ୍ଛତାକୁ ନେଇ ଅନ୍ୟ କୌଣସି ଯାତ୍ରୀଙ୍କଠାରୁ ଅଭିଯୋଗ ମିଳିନାହିଁ।" ତଥାପି ଘଟଣାର ଅଧିକ ତଦନ୍ତ ପାଇଁ ଆଇଆରସିଟିସି ଆୟୁଷୀଙ୍କଠାରୁ ତାଙ୍କର ପିଏନଆର (PNR) ନମ୍ବର ଏବଂ ମୋବାଇଲ୍ ନମ୍ବର ମାଗିଛି।

ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ: ଆଇଆରସିଟିସି (IRCTC) ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଲା ଭାରତୀୟ ରେଳବାଇ
ଭାରତୀୟ ରେଳବାଇ (Indian Railways) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରିମିୟମ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ରେ ଯାତ୍ରୀମାନଙ୍କୁ ଖରାପ ଗୁଣବତ୍ତାର ଖାଦ୍ୟ ପରଷିବା ମାମଲାରେ ରେଳବାଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି ଘଟଣାରେ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (IRCTC) ଉପରେ ୧୦ ଲକ୍ଷ ଟଙ୍କା ଏବଂ ଖାଦ୍ୟ ଯୋଗାଣକାରୀ ସଂସ୍ଥା ବା କ୍ୟାଟରିଂ କଣ୍ଟ୍ରାକ୍ଟର ଉପରେ ୫୦ ଲକ୍ଷ ଟଙ୍କା ର ଜୋରିମାନା ଲଗାଇଛି। ଏହା ସହ ଉକ୍ତ ଭେଣ୍ଡରର ଚୁକ୍ତିନାମାକୁ ମଧ୍ୟ ତୁରନ୍ତ ବାତିଲ କରିଦିଆଯାଇଛି।

ଭାଇରାଲ୍ ଭିଡିଓ ଏବଂ ଯାତ୍ରୀଙ୍କ ଅଭିଯୋଗ

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୫, ୨୦୨୬ ତାରିଖରେ ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୨୧୮୯୬) ରେ ଏହି ଘଟଣା ଘଟିଥିଲା। ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା ଦହି ଏବଂ ଡାଲିରେ ଜୀବନ୍ତ ପୋକ ବାହାରିଥିଲା। ଯାତ୍ରୀ ଜଣକ ଏହାର ଏକ ଭିଡିଓ ରେକର୍ଡ କରିଥିଲେ ଯେଉଁଥିରେ ପୋକ ବୁଲୁଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଯାତ୍ରୀ ଜଣକ ଟ୍ରେନ୍ ଆଟେଣ୍ଡାଣ୍ଟଙ୍କୁ ଏ ସମ୍ପର୍କରେ ଦେଖାଇଥିଲେ, ସେ ପୋକଗୁଡ଼ିକୁ 'କେଶର (Saffron)' ବୋଲି କହି ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବା ପରେ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ରେଳ ମନ୍ତ୍ରଣାଳୟର କଠୋର କାର୍ଯ୍ୟାନୁଷ୍ଠାନ

ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ରେଳ ମନ୍ତ୍ରଣାଳୟ (Ministry of Railways) ଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ତଦନ୍ତ ପରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଖାଦ୍ୟ ପ୍ରସ୍ତୁତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି ଏବଂ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଇନାହିଁ। ଏଥିପାଇଁ ନୋଡାଲ୍ ଏଜେନ୍ସି ଭାବରେ କାର୍ଯ୍ୟ କରୁଥିବା ଆଇଆରସିଟିସି (IRCTC) ଉପରେ ୧୦ ଲକ୍ଷ ଟଙ୍କା ଏବଂ ଉକ୍ତ ପ୍ରାଇଭେଟ୍ କ୍ୟାଟରିଂ ସଂସ୍ଥା ଉପରେ ଏକ ବଡ଼ ଅଙ୍କର ବା ୫୦ ଲକ୍ଷ ଟଙ୍କା ର ଜୋରିମାନା ଲଗାଯାଇଛି। କେବଳ ସେତିକି ନୁହେଁ, ଭବିଷ୍ୟତ ପାଇଁ ଉକ୍ତ କମ୍ପାନୀର ଠିକା ରଦ୍ଦ କରାଯାଇଛି ଏବଂ ବ୍ଲାକଲିଷ୍ଟ ମଧ୍ୟ କରାଯାଇଛି।

ଯାତ୍ରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା

ଭାରତୀୟ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁରକ୍ଷା, ପରିଚ୍ଛନ୍ନତା ଏବଂ ଖାଦ୍ୟର ମାନ ରକ୍ଷା କରିବା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। ବନ୍ଦେ ଭାରତ ଭଳି ପ୍ରିମିୟମ୍ ଟ୍ରେନରେ ଏଭଳି ଅବହେଳା ପାଇଁ ଆମର ଆଭିମୁଖ୍ୟ 'ଜିରୋ ଟୋଲରାନ୍ସ' (Zero Tolerance) ରହିଛି। ନିକଟରେ ରେଳ ବୋର୍ଡ ପକ୍ଷରୁ ଟ୍ରେନ୍‌ରେ ଖାଦ୍ୟର ମାନ ବୃଦ୍ଧି ପାଇଁ ଅନେକ ନୂତନ ସୁଧାର ଅଣାଯାଇଥିଲା। ଏହି ଘଟଣା ପରେ ପ୍ରତିଟି ଜୋନ୍‌ରେ ଖାଦ୍ୟ ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Viral Video: ବନ୍ଦେ ଭାରତରେ ମହିଳାଙ୍କ ‘ଚପଲ’ ରିଲ୍ କୁ ନେଇ ଚର୍ଚ୍ଚା, ୧୫୦୦ ଟଙ୍କିଆ ସିଟରେ ୧୦୦ ଟଙ୍କାର ଚପଲ!
ସୋସିଆଲ ମିଡିଆରେ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat) ସହ ଜଡିତ ଅନେକ ଭିଡିଓ ପ୍ରାୟତଃ ଭାଇରାଲ ହେବାରେ ଲାଗିଛି। କେତେବେଳେ ଖାଦ୍ୟର ଗୁଣବତ୍ତା ତ କେତେବେଳେ ଯାତ୍ରୀଙ୍କ ଆଚରଣକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ବର୍ତ୍ତମାନ ଏକ ଭିନ୍ନ ଧରଣର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଯାତ୍ରୀଙ୍କ ‘ଚପଲ’ କୁ ନେଇ ଇଣ୍ଟରନେଟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ନେଟିଜେନ୍ସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି।

"हम वंदे भारत में है। हमने तीन सीट बुक किए थे। एक मेरे हसबेंड का। एक मेरे बच्चे का और एक मेरा। मेरे बच्चे की सीट पर बच्चा नहीं बैठा, मेरे बच्चे की चप्पल जा रही है। 7 से 8 घंटे का सफर है और मेरा बच्चा औकात में है...चप्पल 100 रुपए की है।" pic.twitter.com/k2GtaBg1qT

— Arvind Sharma (@sarviind) February 1, 2026

ଚପଲ ପାଇଁ ୧୫୦୦ ଟଙ୍କାର ସିଟ୍!

ଘଟଣାଟି ହେଉଛି, ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ଛୋଟ ପିଲାଙ୍କ ସହ ବନ୍ଦେ ଭାରତରେ ଯାତ୍ରା କରୁଥିଲେ। ମହିଳା ଜଣକ ନିଜର ଛୋଟ ପିଲା ପାଇଁ ପ୍ରାୟ ୧୫୦୦ ଟଙ୍କା ଖର୍ଚ୍ଚ କରି ଏକ ସିଟ୍ ବୁକ୍ କରିଥିଲେ। କିନ୍ତୁ ଯାତ୍ରା ସମୟରେ ପିଲାଟି ସିଟରେ ବସିବା ବଦଳରେ ବାପା-ମା’ଙ୍କ କୋଳରେ ଶୋଇ ରହିଥିଲା। ଏହି ସୁଯୋଗରେ ମହିଳା ଜଣକ ସେହି ଖାଲି ସିଟ୍ ଉପରେ ନିଜର ୧୦୦ ଟଙ୍କିଆ ଚପଲ ରଖିଦେଇଥିଲେ ଏବଂ ଏହାକୁ ନେଇ ଏକ ମଜାଳିଆ ରିଲ୍ ପ୍ରସ୍ତୁତ କରିଥିଲେ।

ଭିଡିଓରେ ମହିଳା ଜଣକ ବ୍ୟଙ୍ଗାତ୍ମକ ଭାବରେ କହୁଛନ୍ତି ଯେ, "ଯେଉଁ ସିଟ୍ ପାଇଁ ଆମେ ମୋଟା ଅଙ୍କର ଭଡା ଦେଇଛୁ, ସେଠାରେ ମୋ ପିଲା ନୁହେଁ ବରଂ ମୋର ଶସ୍ତା ଚପଲ ଆରାମ କରୁଛି।" ଚପଲଗୁଡିକ ବେଶ୍ ପ୍ରିମିୟମ ଅନ୍ଦାଜରେ ଯାତ୍ରା ଉପଭୋଗ କରୁଥିବା ସେ ଦର୍ଶାଇଥିଲେ।

ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

ଏହି ଭିଡିଓ ଭାଇରାଲ ହେବା ମାତ୍ରେ କମେଣ୍ଟ ବକ୍ସରେ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି। କିଛି ଲୋକ ଏହାକୁ କେବଳ ମନୋରଞ୍ଜନ ଭାବେ ଗ୍ରହଣ କରିଥିବାବେଳେ, ଅନେକ ୟୁଜର୍ସ ମହିଳାଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି।

ଜଣେ ୟୁଜର୍ କମେଣ୍ଟ କରି ଲେଖିଛନ୍ତି, "୫ ବର୍ଷରୁ କମ୍ ପିଲାଙ୍କ ପାଇଁ ସିଟ୍ ବୁକ୍ କରିବା ବାପା-ମା’ଙ୍କ ନିଜସ୍ୱ ନିଷ୍ପତ୍ତି, ଏଥିରେ ରେଳବାଇକୁ ଦୋଷ ଦେବାର କିଛି ନାହିଁ।" ଅନ୍ୟ ଜଣେ ଲେଖିଛନ୍ତି, "ସିଟ୍ ଉପରେ ଚପଲ ରଖିବା ଅନୁଚିତ, ଏହା କେବଳ ଭ୍ୟୁଜ୍ ପାଇବା ପାଇଁ ଏକ ଶସ୍ତା ଉପାୟ।" ଆଉ କିଛି ଲୋକ ମଜା କରି ଲେଖିଛନ୍ତି ଯେ, "ଚପଲର ଭାଗ୍ୟ ଚମକି ଗଲା।"

ଓଡ଼ିଶାରେ ଚାଲିବ ୩ ନୂତନ ବନ୍ଦେ ଭାରତ ଟ୍ରେନ
ଭୁବନେଶ୍ୱର: ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୫ ତାରିଖରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଉଛି। ତନ୍ମଧ୍ୟରୁ ଓଡିଶା ମଧ୍ୟରେ ୩ଟି ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ,ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ। କେନ୍ଦ୍ର ରେଳମନ୍ତ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଓଡିଶା ମଧ୍ୟରେ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି। ନୂତନ ୩ଟି ଟ୍ରେନ ମିଶିଲେ ସମୁଦାୟ ୬ ଟି ବନ୍ଦେ ଭାରତ ଟ୍ରେନ ଓଡିଶାବାସୀଙ୍କୁ ସେବା ଯୋଗାଇବ। ଚଳିତ ବର୍ଷ ବଜେଟରେ ଓଡିଶା ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରେକର୍ଡ 10,586 କୋଟି ଟଙ୍କା କେନ୍ଦ୍ର ସରକାର ଯୋଗେଇ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ 54,434 କୋଟି ଟଙ୍କାର ରେଳ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିରହିଛି। ଏଥିରୁ, ଓଡିଶାର ରେଳ ଭିତ୍ତିଭୂମି ଓ ଗମନାଗମନ ବ୍ୟବସ୍ଥାର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକ ସମର୍ଥନ ସ୍ପଷ୍ଟ ଅନୁମେୟ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଆଜିଠୁ ପୁରୀରୁ ରାଉରକେଲା ମଧ୍ୟରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଆଜିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍‌। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ। ଦିନ ୧୨ଟା ୪୫ ମିନିଟରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଓ ବିଧାୟକଙ୍କ ଉପସ୍ଥିତ ରହିବେ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଆଜି ସମଗ୍ର ଦେଶରେ ମୋଟ ୯ଟି ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଜଗନ୍ନାଥ ଧାମ ପୁରୀରୁ ଇସ୍ପାତ ନଗରୀ ରାଉରକେଲା ସହିତ ସଂଯୋଗ କରିବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ପ୍ରତି ସପ୍ତାହରେ ଶନିବାରକୁ ଛାଡି ବାକି ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୫୦୫ କିଲୋମିଟର ଦୂରତାକୁ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ । ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ଟାରେ ବାହାରି ଦିନ ୧୨.୪୫ରେ ରାଉରକେଲାରେ ପହଞ୍ଚି। ଟ୍ରେନ୍‌ଟି ରାଉରକେଲାରୁ ମଧ୍ୟ ସେହିଦିନ ଅପରାହ୍ନ ୨ଟା୧୦ରେ ଛାଡି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଯାତ୍ରା ସମୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

କାଲିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’, ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ ୫୦୫ କିଲୋମିଟର ଦୂରତା
ଭୁବନେଶ୍ବର : ଆସନ୍ତାକାଲିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍‌। କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଓ ବିଧାୟକଙ୍କ ଉପସ୍ଥିତ ରହିବେ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଜଗନ୍ନାଥ ଧାମ ପୁରୀରୁ ଇସ୍ପାତ ନଗରୀ ରାଉରକେଲା ସହିତ ସଂଯୋଗ କରିବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ   ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ପ୍ରତି ସପ୍ତାହରେ ଶନିବାରକୁ ଛାଡି ବାକି ଛଅ ଦିନ ଚାଲିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୫୦୫ କିଲୋମିଟର ଦୂରତାକୁ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ । ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ଟାରେ ବାହାରି ଦିନ ୧୨.୪୫ରେ ରାଉରକେଲାରେ ପହଞ୍ଚି। ଟ୍ରେନ୍‌ଟି ରାଉରକେଲାରୁ ମଧ୍ୟ ସେହିଦିନ ଅପରାହ୍ନ ୨ଟା୧୦ରେ ଛାଡି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ।  ଏହି ଟ୍ରେନଟି ଯାତ୍ରା ସମୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।

ଏହି ବନ୍ଦେ ଭାରତ ସେବା ପୁରୀ-ରାଉରକେଲା ମଧ୍ୟରେ ଚାଲୁଥିବା ଅନ୍ୟାନ ଟ୍ରେନ ମାନଙ୍କ ତୁଳନାରେ ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ । ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ ୧୧.୫୦ ଘଣ୍ଟା ନେଇଥାଏ ଏବଂ ପୁରୀ-ହାଟିଆ ତପସ୍ୱିନି ଏକ୍ସପ୍ରେସ ୧୦.୨୫ ଘଣ୍ଟା ନେଇଥାଏ ଯାହାକି ଏହି ମାର୍ଗରେ ଦ୍ରୁତତମ ଟ୍ରେନ୍ ଥିଲା। ଏବେ ବନ୍ଦେ ଭାରତ ଏକ୍ସପ୍ରେସ ଏହି ମାର୍ଗରେ ୫୦୫ କିଲୋମିଟର ଦୂରତାକୁ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ।

ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ଵିଶେଶ୍ୱତଃ ରହିଛି । ଯାତ୍ରୀମାନଙ୍କଠାରୁ ନିଆଯାଇଥିବା ମତାମତକୁ ଆଧାର କରି ଏହି ଵିଶେଶ୍ୱତଃ ଗୁଡିକ ନୂତନ ଭାବରେ ଏହି ଟ୍ରେନରେ ପ୍ରାବଧାନ କରାଯାଇଛି । ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ । ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବାସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ ।

ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ
ପୁରୀ: ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ତାଳଚେର ମଧ୍ୟରେ କରାଯାଇଛି ଟ୍ରାଏଲ ରନ୍ । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିଥିଲା ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରେ ବାହାରି ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚି ଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନର ଚଳପ୍ରଚଳ ଦ୍ଵାରା ଉପକୃତ ହେବେ ପଶ୍ଚିମ ଓଡ଼ିଶାବାସୀ ।  ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଖୁବ୍‌ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ରାଉରକେଲା-ଭୁବନେଶ୍ୱର ରୁଟରେ ଟ୍ରେନ ଚଳାଇବାକୁ ନିଷ୍ପତ୍ତି
ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ରାଉରକେଲାରୁ ଭୁବନେଶ୍ୱର ରୁଟରେ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରସ୍ତୁତି କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏ ବର୍ଷ ମେ’ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ହାୱଡା ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଦାବି କରିଥିଲେ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।

ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ନିଆଁ, ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ସୂଚନା
ଭୋପାଳ: ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳେ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ରାଣୀ କମଲାପତୀ ଷ୍ଟେସନ ଛାଡ଼ିବାର କିଛି ମିନିଟ୍ ପରେ ବୀଣା ଷ୍ଟେସନ ନିକଟରେ ସି -୧୪ କୋଚରେ ନିଆଁ ଲାଗିଯାଇଥିଲା। ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍‌ର ୧୪ ନମ୍ବର କୋଚ୍‌ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ପରେ ଟ୍ରେନ୍ କୁରୱାଇ କୈଥୋରା ଠାରେ ରହିଥିଲା । ତେବେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥି‌ଲା। ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହର କରାଯାଇଛି ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୨୦୧୭୧ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୫.୪୦ ରେ ଭୋପାଳର ରାଣୀ କମଲାପତି ଷ୍ଟେସନରୁ ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାତ୍ରା କରିଥିଲା। ବୀଣା ପୂର୍ବରୁ ସକାଳ ପ୍ରାୟ ୭.୧୦ ସମୟରେ ହଠାତ୍ କୁରୱାଇ କୈଥୋରା ଷ୍ଟେସନ ନିକଟରେ ଟ୍ରେନର ସି-୧୪ କୋଚ୍ ତଳେ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା। ନିଆଁ ଦେଖିବା ପରେ ଟ୍ରେନ୍ ଅଟକିଥିଲା।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌
ଭଦ୍ରକ: କାଳବୈଶାଖୀ ଯୋଗୁଁ ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ। ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ। ଫଳରେ ଯାତ୍ରୀ ମାନେ ଅଣନିଶ୍ବାସୀ ହେବା ସହ ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁସାରେ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ୧ଟା ୫୦ରେ ବାହାରିଥିଲା। ଏହା ଯାଜପୁରରୋଡରେ ୪ଟା ୩୦ରେ ପହଞ୍ଚିଥିଲା। ଏଠାରୁ ହାଓଡ଼ା ଅଭିମୁଖେ ଯିବା ସମୟରେ ଅପରାହ୍‌ଣ ୪ଟା ୩୫ରେ କାଳବୈଶାଖୀର ସାମ୍ନା କରିଥିଲା। ଏହି ସମୟରେ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ରେ ପହଞ୍ଚିଥିଲା। କାଳବୈଶାଖୀ ଯୋଗୁଁ ଟ୍ରେନ୍‌ର କାଚ ଭାଙ୍ଗିଥିବା ଯାତ୍ରୀମାନ‌େ ଗଣମାଧ୍ୟମକୁ କହିଛନ୍ତି। ତେବେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ!‘ବନ୍ଦେ ଭାରତ’ ଲୋକାର୍ପଣ କାର୍ଯ୍ୟକ୍ରମରେ ହୋଇପାରନ୍ତି ସାମିଲ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି, ସେଦୃଷ୍ଟିରୁ ସେ ପୁରୀରେ ବି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିପାରନ୍ତି। ତେବେ ରଥଯାତ୍ରା ପୂର୍ବରୁ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଥିଲା। ସକାଳ ୬ଟା ୧୦ରେ ହାୱଡାରୁ ଏହି ଏକ୍ସପ୍ରେସ୍‌‌ର ଟ୍ରାଏଲ ରନ୍‌‌ ଆରମ୍ଭ ହୋଇଥିଲା। ଏହା ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବା ପୁରୀରେ ପହଞ୍ଚିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ମଧ୍ୟାହ୍ଣ ୧.୫୦ ମିନିଟରେ ପୁରୀ ଛାଡ଼ିଥିଲା। ଏହା ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିଥିଲା।

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଗାଈ ସହିତ ଧକ୍କା ହେବା ଯୋଗୁଁ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ
ମୁମ୍ବାଇ: ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ । ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖଭାଗ ଭାଙ୍ଗିଯାଇଛି। ଦୁର୍ଘଟଣାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଗୁଜରାଟ ବଲସାଡର ଅତୁଲ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ତୃତୀୟ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ଏହି ଟ୍ରେନ ଶନିବାର ମୁମ୍ବାଇ-ସେଣ୍ଟ୍ରାଲରୁ ଗୁଜରାଟର ଗାନ୍ଧିନଗର ଅଭିମୁଖେ ଯାଉଥିଲା। ମୁମ୍ବାଇ ସେଣ୍ଟ୍ରାଲ ଡିଭିଜନ ଅନ୍ତର୍ଗତ ଅତୁଲ ଷ୍ଟେସନ ନିକଟରେ ବନ୍ଦେ ଭାରତ ଟ୍ରେନ ଆଗକୁ ଅଚାନକ ଏକ ଗାଈ ଚାଲି ଆସିଥିଲା । ଗାଈ ସହିତ ଧକ୍କା ହେବା ପରେ ଟ୍ରେନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣାରେ ଟ୍ରେନର କପଲର କଭର କ୍ଷତିଗ୍ରସ୍ତ ହୋଇଛି। ଟ୍ରେନର ସମ୍ମୁଖଭାଗ ସାମାନ୍ୟ ଭାଙ୍ଗିଥିବା ବେଳେ ଆଉ କୌଣସି କ୍ଷତି ହୋଇନାହିଁ । ଏହି ଘଟଣା ସକାଳ ଆଜି ୮ଟା ୧୭ ମିନିଟରେ ହୋଇଛି। ଘଟଣା ପରେ ୧୫ ମିନିଟ୍‌ ଧରି ଟ୍ରେନଟି ଅଟକି ରହିଥିଲା। ପରେ ଟ୍ରେନ ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରିଥିଲା।

ତେବେ ଏହି ରାସ୍ତାରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣା ନୂଆ କଥା ନୁହେଁ । ପୂର୍ବରୁ ଦୁଇଥର ଟ୍ରେନ ଗୃହପାଳିତ ପଶୁଙ୍କୁ ଧକ୍କା ଦେଇଥିବାର ନଜିର ରହିଛି। ପୂର୍ବରୁ ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ ମଇଁଷିଗୋଠ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା।