non teaching staff - The Sakala

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଏସଏସଏସସିକୁ ଚିଠି: ୨ ହଜାର ୨୫୯ ଅଣଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ସରକାରୀ ସ୍କୁଲରେ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ଶିକ୍ଷକମାନେ କେବଳ ଶିକ୍ଷାଦାନ ପ୍ରକ୍ରିୟାରେ ହିଁ ନିୟୋଜିତ ହେବେ। ‘୫-ଟି’ ରୂପାନ୍ତରଣରେ ରାଜ୍ୟ ସରକାର ସ୍କୁଲଗୁଡ଼ିକର ନବଜାଗରଣ ପରେ ଶିକ୍ଷାଦାନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମିକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଖାଲିଥିବା ଶିକ୍ଷକ ପଦ ନିଯୁକ୍ତି ଲାଗି ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅଣଶିକ୍ଷକ କର୍ମଚାରୀ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ଚୟନ ପାଇଁ ଓଏସଏସଏସସି(ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ)କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି। ତେବେ ୨ହଜାର ୨୫୯ ପଦ ମଧ୍ୟରୁ ୨୨୬ଟି ପଦୋନ୍ନତି ଦ୍ୱାରା ପୂଣ ହେବାକୁ ଥିବାବେଳେ ୨ ହଜାର ୩୩ଟି ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଓ ହାଇ ସ୍କୁଲରେ ୪ ହଜାର ୭୪୦ ଅନୁମୋଦିତ କନିଷ୍ଠ ଆସିଷ୍ଟାଣ୍ଟ ପଦରୁ ୨୨୫୯ଟି ଖାଲି ପଡ଼ିଛି। ୧୦ ପ୍ରତିଶତ ପଦ ପଦୋନ୍ନତି ଜରିଆରେ ପୂରଣ ହେବାକୁ ଥିବାବେଳେ ଅବଶିଷ୍ଟ ଚୟନ ପ୍ରକ୍ରିୟା ଦ୍ୱାରା ପୂରଣ ହେବ। ଗଞ୍ଜାମରେ ସର୍ବାଧିକ ୨୦୭ଟି ପଦ ପୂରଣ ହେବାକୁ ଥିବାବେଳେ ମୟୂରଭଞ୍ଜରେ ୧୨୧, କେନ୍ଦୁଝରରେ ୧୦୩, କଟକରେ ଶହେ, ବରଗଡ଼ ଓ କଳାହାଣ୍ଡିରେ ୧୦୯ଟି ଲେଖାଏଁ ଆଦି ବିଭିନ୍ନ ଜିଲ୍ଲାକୁ ମିଶାଇ ମୋଟ୍‍ ୨୦୩୩ଟି ପଦ ପୂରଣ ହେବ। ତେବେ ଓଏସଏସଏସସି ପକ୍ଷରୁ ଚୟନ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ।

ଆଜି ନିଯୁକ୍ତି ପାଇବେ ୩୩୪ ଅଣଶିକ୍ଷକ କର୍ମଚାରୀ, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ
ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ ୩୩୪ ଜଣ ଅଣଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇବେ। ଲୋକସେବା ଭବନରେ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଏଥିରେ ଆଭାସୀ ମାଧ୍ୟମରେ ଯୋଗଦେଇ କର୍ମଚାରୀଙ୍କୁ ଦିଗ୍‍ଦର୍ଶନ ଦେବେ। ତେବେ ନିଯୁକ୍ତି ପାଇବାକୁଥିବା ୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି) ଥିବାବେଳେ ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ(ଜୁନିଅର ଲାଇବ୍ରେରିଆନ୍‍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ(ଲ୍ୟାବ୍‍ ଆସିଷ୍ଟାଣ୍ଟ-କମ୍‍-ଷ୍ଟୋର କିପର) ରହିଛନ୍ତି। ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍‍ଦର୍ଶନ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ଣ ୫.୩୦ରେ ଅନୁଷ୍ଠିତ ହେବ। ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଡିଗ୍ରି କଲେଜରେ ନିଯୁକ୍ତ ହେବେ ୩୩୪ ଅଣଶିକ୍ଷକ କର୍ମଚାରୀ
ଭୁବନେଶ୍ୱର: ଗୁଣାତ୍ମକ ଶୈକ୍ଷିକ ଭିତ୍ତିଭୂମିକୁ ଅଗ୍ରାଧିକାର ଦେଥିବା ରାଜ୍ୟ ସରକାର ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ ଖାଲି ଥିବା ଅଣଶିକ୍ଷକ କର୍ମଚାରୀ ପଦଗୁଡ଼ିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୩୩୪ ଜଣ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ ହେବେ। ଆସନ୍ତା ୨୫ ତାରିଖରେ ସମ୍ପୃକ୍ତ କର୍ମଚାରୀଙ୍କ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ମାର୍ଗଦର୍ଶନ କରିବେ। ନିଯୁକ୍ତି ପାଇବାକୁଥିବା ୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି) ଥିବାବେଳେ ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍‍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲ୍ୟାବ୍‍ ଆସିଷ୍ଟାଣ୍ଟ-କମ୍‍-ଷ୍ଟୋର କିପର) ରହିଛନ୍ତି। ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍‍ଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୫ ତାରିଖ ଅପରାହ୍ଣ ୫.୩୦ରେ ଅନୁଷ୍ଠିତ ହେବ। ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ନବ ନିଯୁକ୍ତ କର୍ମଚାରୀଙ୍କୁ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।