delhi-dehradun-shatabdi-express - The Sakala

ଶତାବ୍ଦୀ ଏକ୍ସପ୍ରେସ କୋଚରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଡେରାଡୁନ୍‌ : ଡେରାଡୁନ-ନୂଆଦିଲ୍ଲୀ ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଉତ୍ତରାଖଣ୍ଡ କାନସର ନିକଟରେ ଏହି ଅଗ୍ନକାଣ୍ଡ ଘଟିଛି । ତେବେ ସର୍ଟସର୍କିଟ ଯୋଗୁ ସି-୪ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଛି । ଅନ୍ୟ ବଗି ଗୁଡିକ ସୁରକ୍ଷିତ ଥିବାବେଳେ ତେବେ ଏଥିରେ କେହି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ରହିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁ ଲାଗିବା ପରେ ଉକ୍ତ ବଗିକୁ ଟ୍ରେନରୁ ଅଲଗା କରି ଦିଆଯାଇଥିବାରୁ ନିଆଁ ଅନ୍ୟ ବଗିକୁ ବ୍ୟାପି ପାରିନଥିଲା । ନିଆଁକୁ ସମ୍ପୁର୍ଣ୍ଣ ଆୟତ କରାଯାଇଥିବାବେଳେ ବଗିଟି ସମ୍ପୁର୍ଣ୍ଣ ଜଳି ଯାଇଛି ।

The fire which broke out in the C4 compartment of the Delhi-Dehradun Shatabdi Express train today has been brought under control; all passengers safe: Uttarakhand DGP Ashok Kumar pic.twitter.com/VuVPfOIatg

— ANI (@ANI) March 13, 2021

ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ବଗିରେ ଶନିବାର ମଧ୍ୟାନ୍ନ୧୨ଟା୨୦ରେ ନିଆଁ ଲାଗିଥିଲା।  ଟ୍ରେନ ଚାଳକ ପ୍ରଥମେ ନିଆଁ ଲାଗିବା ମାତ୍ରେ ଜରୁରୀକାଳୀନ ବ୍ରେକ ଲଗାଇ ଜଙ୍ଗଲ ମଧ୍ୟରେ ଟ୍ରେନକୁ ଅଟକାଇ ଦେଇଥିଲେ। ଏହାପରେ ନିଆଁ ଲାଗିଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯିବା ସହ ୩୫ଜଣ ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରିଦିଆଯାଇଥିଲା। ବର୍ତ୍ତମାନ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ନିଆଁରେ କୌଣସି ଜୀବନ ହାନୀ ହୋଇ ଥିବା ନେଇ ଜଣାପଡିଥିବା ବେଳେ ଉକ୍ତ ବଗିର ଅଧିକାଂଶ ଅଂଶ ଜଳି ଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।