pradip moharathy - The Sakala

ମହାରଥୀଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ପିପିଲିବାସୀ : ସମୀର ରଞ୍ଜନ ଦାସ
ଭୁବନେଶ୍ବର : ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ପିପିଲିବାସୀ ଚାହୁଁଛନ୍ତି । ପିିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଲୋକେ ମହାରଥୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଆଜି ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ପିପିଲି ମୋ ପାଖ ନିର୍ବାଚନ ହୋଇଥିବାରୁ ମୁ ଲୋକଙ୍କ ସହ ସମ୍ପର୍କରେ ଅଛି। ସଭାସମୀତି କରୁଛି। ମହାରଥୀ ପରିବାରର ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଲୋକ ମତାମତ ଦେଉଛନ୍ତି। ନିର୍ବାଚନମଣ୍ଡଳୀ ପାଇଁ ପ୍ରଦୀପ ମହାରଥୀଙ୍କ ର ବିଶେଷ ଅବଦାନ ରହିଥିବାରୁ ତାଙ୍କ ପରିବାରର ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି ବୋଲି ସମୀର ରଞ୍ଜନ ଦାସ କହିଛନ୍ତି।