Samsung - The Sakala
ମହଙ୍ଗା ହେବ ସ୍ମାର୍ଟଫୋନ୍ ଓ ଟିଭି: ବିଶ୍ୱ ବଜାରରେ ଚିପ୍ ସଙ୍କଟ, ବଢ଼ିପାରେ ୮% ଯାଏଁ ଦାମ୍
ଖୁବଶୀଘ୍ର ଦେଶରେ ସ୍ମାର୍ଟଫୋନ୍, ଟିଭି ଏବଂ ଲାପଟପ୍ ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ବିଶ୍ୱ ବଜାରରେ ମେମୋରୀ ଚିପ୍ସର ଉତ୍କଟ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶିଳ୍ପ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆଗାମୀ ଦୁଇ ମାସ ମଧ୍ୟରେ ଏହି ସବୁ ଉତ୍ପାଦର ମୂଲ୍ୟ ୪%ରୁ ୮% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ହାଇ-ପରଫରମାନ୍ସ କମ୍ପ୍ୟୁଟିଂର ବ୍ୟବହାର ବ୍ୟାପକ ଭାବରେ ବୃଦ୍ଧି ପାଇଛି। ଏହା ଫଳରେ ମେମୋରୀ ଚିପ୍ସର ଚାହିଦା ଆକାଶଛୁଆଁ ହୋଇଥିବାବେଳେ ଯୋଗାଣରେ ବାଧା ଉପୁଜିଛି। ଚାହିଦା ତୁଳନାରେ ଯୋଗାଣ କମ୍ ଥିବାରୁ ଏହାର ସିଧାସଳଖ ପ୍ରଭାବ ଇଲେକ୍ଟ୍ରୋନିକ୍ ଉପକରଣର ମୂଲ୍ୟ ଉପରେ ପଡୁଛି। ପରିସ୍ଥିତି ଏତେ ଜଟିଳ ଯେ, ଚଳିତ ବର୍ଷ ପ୍ରତି ତ୍ରୈମାସିକ କିମ୍ବା ପ୍ରତି ମାସରେ ଦାମ୍ ବଢିବାର ଆଶଙ୍କା ରହିଛି।
ବଜାର ଟ୍ରାକିଂ ସଂସ୍ଥା କାଉଣ୍ଟରପଏଣ୍ଟ ରିସର୍ଚ୍ଚର ନିର୍ଦ୍ଦେଶକ ତରୁଣ ପାଠକଙ୍କ ସୂଚନା ଅନୁଯାୟୀ, Vivo ଏବଂ Nothing ଭଳି କିଛି ସ୍ମାର୍ଟଫୋନ୍ କମ୍ପାନୀ ଜାନୁଆରୀ ମାସରେ ହିଁ ୩୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିସାରିଛନ୍ତି। ଅନ୍ୟପକ୍ଷରେ, Samsung ଭଳି କମ୍ପାନୀ ସିଧାସଳଖ ଦାମ୍ ନ ବଢାଇ କ୍ୟାସବ୍ୟାକ୍ ଏବଂ ରିହାତି କମାଇବା ଆରମ୍ଭ କରିଛନ୍ତି।
କେବଳ ମୋବାଇଲ ନୁହେଁ, ଟିଭି ନିର୍ମାତାମାନେ ମଧ୍ୟ ଚିପ୍ ଅଭାବର ସମ୍ମୁଖୀନ ହେଉଛନ୍ତି। Super Plastronics (ଯାହା Kodak, Thomson ଓ Blaupunkt ଟିଭି ନିର୍ମାଣ କରେ) କହିଛି ଯେ ସେମାନଙ୍କୁ ଆବଶ୍ୟକୀୟ ଅର୍ଡରର ମାତ୍ର ଦଶମାଂଶ ଚିପ୍ ମିଳୁଛି। କମ୍ପାନୀର ସିଇଓ ଅବନୀତ ସିଂହ ମାରୱାହ କହିଛନ୍ତି ଯେ, ନଭେମ୍ବରରେ ୭% ମୂଲ୍ୟ ବୃଦ୍ଧି କରାଯାଇଥିବା ବେଳେ ଚଳିତ ମାସରେ ଆଉ ୧୦% ବୃଦ୍ଧି କରାଯାଉଛି।
ରିପୋର୍ଟ ଅନୁଯାୟୀ, ୨୦୨୬ ଏବଂ ତା’ ପରବର୍ତ୍ତୀ ବର୍ଷଗୁଡିକରେ ମଧ୍ୟ ମେମୋରୀ ଚିପ୍ ମୂଲ୍ୟ ବୃଦ୍ଧି ଜାରି ରହିବ। ଖର୍ଚ୍ଚ ନିୟନ୍ତ୍ରଣ କରିବା ପାଇଁ କମ୍ପାନୀଗୁଡିକ ଆଗାମୀ ଦିନରେ ଡିସପ୍ଲେ ଭଳି ଅନ୍ୟାନ୍ୟ ଉପାଦାନର ଗୁଣବତ୍ତାରେ ସାଲିସ୍ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ନୂଆଦିଲ୍ଲୀ: ସାମସଙ୍ଗ ଗାଲାକ୍ସି ଏଫ୍ ସିରିଜ୍ ଅଧୀନରେ ଭାରତରେ ଆଉ ଏକ ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି F04 ଲଞ୍ଚ କରିଛି। ଏହି ଫୋନ୍ ମୂଲ୍ୟ ୯ ହଜାର ୪୯୯ ଟଙ୍କା ରହିଛି। ହେଳେ ଏହ ଫୋନ ଅଫରରେ ୭୪୯୯ ଟଙ୍କା ରଖାଯାଇଛି। ସାମସଙ୍ଗର ଏହି ଫୋନରେ ୬.୫ଇଞ୍ଚ୍ HD ପ୍ଲସ୍  ଡିଲପ୍ଲେ ଏବଂ ମିଡିଆଟେକ୍ ହେଲିଓ P35  ପ୍ରୋସେସର ରହିଛି। ଫୋନରେ ୮ ଜିବି RAM ଏବଂ ୬୪GBର ଷ୍ଟୋରେଜ୍ ଉପଲବ୍ଧ । ଏହି ଫୋନରେ ୧୩ ମେଗାପିକ୍ସେଲର ଡୁଆଲ୍ ରିୟର କ୍ୟାମେରା ରହିଛି। ବର୍ତ୍ତମାନ ବଜାରରେ ଫୋନ୍ ଦୁଇଟି ରଙ୍ଗ ଡେଜ ପର୍ପଲ ଏବଂ ଓପୋଲ୍ ଗ୍ରୀନରେ ଅପଲବ୍ଧ। ଜାନୁଆରୀ ୧୨ ରେ ମଧ୍ୟାହ୍ନ ୧୨ ଟାରୁ ଫ୍ଲିପକାର୍ଟରୁ ସାମସଙ୍ଗ ଗାଲାକ୍ସି F04 ବିକ୍ର କରାଯିବ। କମ୍ପାନୀ ଫୋନରେ ୧ ବର୍ଷ ୱାରେଣ୍ଟି ଏବଂ ଇନବକ୍ସରେ ୬ ମାସ ୱାରେଣ୍ଟି ପ୍ରଦାନ କରୁଛି।
ଏହି ଫୋନରେ ଡୁଆଲ୍ ସିମ୍ ସହିତ ଆଣ୍ଡ୍ରଏଡ୍ ୧୨ ଉପଲବ୍ଧ । ମାଇକ୍ରୋ SD କାର୍ଡ ସାହାଯ୍ୟରେ ଫୋନର ଷ୍ଟୋରେଜ୍ ୧ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ | ସାମସଙ୍ଗ ଗାଲାକ୍ସି F04 ରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ। ଯେଉଁଥିରେ ପ୍ରାଥମିକ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ସେକେଣ୍ଡାରୀ କ୍ୟାମେରା ୨ ମେଗାପିକ୍ସେଲ ରହିଛି । ୫ ମେଗାପିକ୍ସେଲର ସେଲଫି କ୍ୟାମରା ମଧ୍ଯ ରହିଛି। ପାୱାର ବ୍ୟାକଅପ୍ ପାଇଁ ୫ ହଜାର ଏମଏଚର ବ୍ୟାଟେରୀ ଦିଆଯାଉଛି। ଏଥିସହ ରେ 10W ଫାଷ୍ଟ ଚାର୍ଜିଂ ଉପଲବ୍ଧ। ଏଥିରେ ୪ଜି ନେଟୱାର୍କ, ବ୍ଲୁଟୁଥ ଭର୍ସନ – ୫, ଏଫଏମ ରେଡିଓ ଏବଂ USB ଟାଇପ୍-ସି ପୋର୍ଟ ଅନ୍ତର୍ଭୂକ୍ତ ରହିଛି।
ସାମ୍‌ସଙ୍ଗର ନୂଆ ଫୋଲ୍ଡେବୁଲ୍‌ ସ୍ମାର୍ଟଫୋନର ବଜାର ପ୍ରବେଶ
ନୂଆଦିଲ୍ଲୀ,: ସାମସଙ୍ଗ ଇଲେକ୍ଟ୍ରୋନିକ୍ସ କୋ. ଲିମିଟେଡ୍ ପକ୍ଷରୁ ଏହାର ଗ୍ରାଉଣ୍ଡବ୍ରେକିଙ୍ଗ୍ ଫୋଲ୍ଡେବୁଲ ସ୍ମାର୍ଟଫୋନ୍‌ର ପରବର୍ତ୍ତୀ ପିଢି: ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ ଓ ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୪ର ଶୁଭାରମ୍ଭ କରାଯାଇଛି। ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ରେ ପ୍ରମୁଖ ଫିଚର ଯେପରିକି ଏକ ଅପ୍‌ଗ୍ରେଡେଡ୍ କ୍ୟାମେରା ଅନୁଭୂତି, ଏକ ବିଶାଳ ବ୍ୟାଟେରୀ ଓ ଏକ୍ସପାଣ୍ଡେଡ୍ କଷ୍ଟମାଇଜେଶନ ସାମିଲ ରହିଛି। ଗ୍ୟାଲାକ୍ସି ଜେଡ୍ ଫୋଲ୍ଡ୪ ସାମ୍ସଙ୍ଗର ବର୍ତ୍ତମାନର ସବୁଠାରୁ ବିସ୍ତୃତ ସ୍ମାର୍ଟଫୋନ୍ ଅନୁଭୂତି, ସେପ୍-ସିପ୍ଟିଂ ଡିଜାଇନ୍, ନିମଜ୍ଜିତ ଡିସ୍ପ୍ଲେ ଓ ପିସି ଭଳି ମଲ୍ଟିଟାସ୍କିଂ ଫିଚର ସମେତ ଆଡଭାନ୍ସଡ୍ କ୍ୟାମେରା ଟେକ୍ନୋଲୋଜି ଓ ଶକ୍ତିଶାଳୀ ମୋବାଇଲ ପ୍ରୋସେସର ପ୍ରଦାନ କରୁଛି।
ଗ୍ୟାଲାକ୍ସି ଜେଡ୍ ଫ୍ଲିପ୍୪ରେ ଏକ ଏକ୍ସପାଣ୍ଡେଡ୍ ୩୭୦୦ ଏମ୍ଏଏଚ୍ ବ୍ୟାଟେରୀ ରହିଛି। ଏବେ ଜେଡ୍ ଫ୍ଲିପ୍୪ରେ ସପୋର୍ଟ କରୁଥିବା ସୁପର୍ ଫାଷ୍ଟ ଚାର୍ଜିଂ ସହିତ କେବଳ ୩୦ ମିନିଟ୍‌ରେ ୫୦% ପର୍ଯ୍ୟନ୍ତ ଚାର୍ଜ କରିପାରିବେ। ଏଥିରେ ଶକ୍ତିଶାଳୀ ସ୍ନାପ୍‌ଡ୍ରାଗନ୍ ୮+ଜେନ୍ ୧ ମୋବାଇଲ ପ୍ଲାଟ୍‌ଫର୍ମ ଓ ହାଇପର-ଫାଷ୍ଟ ୫ଜି ରହିଛି।