Benefits of Drinking Water - The Sakala
ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ। ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ ଉଠିବା ପରେ ପାଣି ପିଇବା ଦ୍ବାରା ଶରୀର ହାଇଡ୍ରେଡ୍‌ ରହିଥାଏ ଏବଂ ଅନେକ ପ୍ରକାର ହଜମଜନିତ ରୋଗ ଦୂର ହୁଏ।
-ଭୋକ ଲାଗିଲେ କିଛି ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଉତ୍ତମ ହୋଇଥାଏ।
-ବିମାନଯାତ୍ରା ସମୟରେ ମଧ୍ୟ ଅଧିକ ପାଣି ପିଇବା ଉଚିତ। କାରଣ ବିମାନଟି ଯେତେ ଊର୍ଦ୍ଧ୍ବକୁ ଯାଏ, ତା’ ଭିତରର ବାୟୁ ସେତିକି ଶୁଷ୍କ ହୋଇଯାଏ। ତେଣୁ ଶରୀରକୁ ହାଇଡ୍ରେଡ୍‌ ରଖିବା ପାଇଁ କିଛି କିଛି ସମୟ ବ୍ୟବଧାନରେ ଅଧିକ ପାଣି ପିଇବା ଉଚିତ।
-ମସାଜ୍‌ କରିବା ପୂର୍ବରୁ ମଧ୍ୟ ପାଣି ପିଇବା ଆବଶ୍ୟକ।
-ଜ୍ବର, ଝାଡ଼ା, ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଇତ୍ୟାଦି ରୋଗରେ ଅଧିକ ପାଣି ପିଇବା ଉଚିତ। ଏହି ସମସ୍ୟା ଦେଖାଦେଲେ ପାଣିରେ ଓଆର୍‌ଏସ୍‌ ପକାଇ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
-ଯେଉଁମାନଙ୍କ ଶରୀରରୁ ଅଧିକ ଝାଳ ବାହାରେ ସେମାନେ ଅଧିକ ପାଣି ପିଇବା ଆବଶ୍ୟକ। ଜିମ୍‌ରେ ୱାର୍କଆଉଟ୍‌ ସରିବା ସଙ୍ଗେ ସଙ୍ଗେ କିମ୍ବା ସକାଳୁ ରନିଙ୍ଗ୍ ସରିବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ଅନେକ ପ୍ରକାର
-ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। କଠିନ ଶାରୀରିକ ପରିଶ୍ରମ ପରେ କିଛି ସମୟ ବିଶ୍ରାମ ନେଇ ପାଣି ପିଇବା ଉତ୍ତମ ଅଭ୍ୟାସ।
-ମାସିକ ଧର୍ମ ସମୟରେ ମହିଳାଙ୍କୁ ଅଧିକ ପାଣି ପିଇବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି।
-ଆମେରିକାର ରାଷ୍ଟ୍ରୀୟ ବିଜ୍ଞାନ ଇଞ୍ଜିନିୟରିଂ ଏବଂ ଚିକିତ୍ସା ଆକାଡେମୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ପୁରୁଷଙ୍କୁ ପ୍ରତିଦିନ ୧୫.୫ କପ୍‌ ପାଣି ପିଇବା ଉତ୍ତମ ହୋଇଥିବାବେଳେ ମହିଳାଙ୍କ ପାଇଁ ଏହାର ପରିମାଣ ହେଉଛି ୧୧.୫ କପ୍‌।
ସ୍ବାସ୍ଥ୍ଯ ପକ୍ଷେ ଲାଭଦାୟକ ଜଳ, ଦୂର ହୁଏ ବଡ଼ବଡ଼ ରୋଗ
ତୁଟୁକା ବା ପ୍ରାକୃତିକ ଚିକିତ୍ସାରେ ଜଳ ହେଉଛି ଏକ ମୁଖ୍ୟ ଉପାଦାନ। ପ୍ରାଚୀନ ଯୁଗରେ ଭାରତୀୟଙ୍କଠାରୁ ଆରମ୍ଭ କରି ଗ୍ରୀକ୍‌, ଇଜିପ୍ଟ, ଆରବ, ଇସ୍ରାଏଲ୍‌, ଜାପାନ, ଇରାନ୍‌ ଓ ଚୀନ୍‌ ପର୍ଯ୍ୟନ୍ତ ଜଳକୁ ଔଷଧ ଭାେବ ବ୍ୟବହାର କରାଯାଉଥିଲା। । ମଣିଷ ଶରୀର ଓଜନର ଶତକଡ଼ା ୬୦ ଭାଗ ହେଉଛି ଜଳ। ମାଂସପେଶୀର ୭୫ ପ୍ରତିଶତ, ହାଡ଼ର ୨୨ ପ୍ରତିଶତ, ରକ୍ତର ୮୩ ପ୍ରତିଶତ, ମସ୍ତିଷ୍କର ୭୨ ପ୍ରତିଶତ ହେଉଛି କେବଳ ଜଳ। ଶରୀର ମଧ୍ୟରେ ଥିବା କୋଟି କୋଟି ଜୀବକୋଷ ଜଳରେ ପରିପୂର୍ଣ୍ଣ। ତେଣୁ ଜଳର ଅନ୍ୟନାମ ଜୀବନ। ପାଣିକୁ ହେଲଥ୍‌ ଟନିକ୍‌ ବା ‘ମିରାକ୍ଳ ଫ୍ଲୁଇଡ୍‌’ କୁହାଯାଏ।
-ପ୍ରତି ୨୦୦ କ୍ୟାଲୋରୀ ଖାଦ୍ୟ ପାଇଁ ଗୋଟିଏ ଗ୍ଲାସ୍‌ ପାଣି ଦରକାର। ପ୍ରତିଦିନ ୨୪୦୦ କ୍ୟାଲୋରି ଖାଦ୍ୟ ପାଇଁ ୧୨ ଗିଲାସ ପାଣି ପିଇବା ଦରକାର।
-ପ୍ରାତଃକାଳରେ ୪ଗ୍ଲାସ୍‌ ଉଷାପାନ କଲେ ଶରୀର ସଫା ହୋଇ ନୂଆ ରକ୍ତ କଣିକା ସୃଷ୍ଟି ହୁଏ।
-ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ପାଣି ପିଇଲେ ହୃଦ୍‌ଘାତର ଆଶଙ୍କା କମ୍‌ ହୁଏ।
-ଜଳ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ କରେ।
-ପାଚନ ଓ ପୁଷ୍ଟିରେ ସାହାଯ୍ୟ କରେ। ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରେ। କିଡ୍‌ନି ଓ ଉଦର ପରିଷ୍କାର କରେ।
-ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରେ। କୋଷ୍ଠକାଠିନ୍ୟ ଦୂର କରେ। ନିଃଶ୍ବାସ ପ୍ରଶ୍ବାସକୁ ଶୀତଳ ଓ ଆର୍ଦ୍ର ରଖେ।
-ଜଳ ଦ୍ବାରା କୋଷଗୁଡ଼ିକ ଅମ୍ଳଜାନ ପାଇଥାନ୍ତି।
-ଜଳ ଦ୍ବାରା ଖାଦ୍ୟ ଶକ୍ତିରେ ପରିଣତ ହୁଏ।
-ଖଞ୍ଜାଗୁଡ଼ିକର ଲୁବ୍ରିକାଣ୍ଟ୍‌ ଭଲ ଭାବେ କାମ କରେ।