Bangalore - The Sakala

ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ବିମାନ ସେବା ଯୋଗାଇବ ଇଣ୍ଡିଗୋ
ରାଉରକେଲା: ନଭେମ୍ବରରୁ ଇଣ୍ଡିଗୋ ଝାରସୁଗୁଡାରୁ ଆରମ୍ଭ କରିବ ବିମାନ ସେବା ।  ନଭେମ୍ବର ୫ ତାରିଖରୁ କୋଲକାତା ଓ ଝାରସୁଗୁଡା ମଧ୍ୟରେ ଇଣ୍ଡିଗୋର ବିମାନ ସେବା ଆରମ୍ଭ ହେବ। ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବମାନ ଚଳାଚଳ କରିବ । ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ ।

ଟ୍ରାଫିକ୍‌ରେ ଫସିଯିବା ପରେ ରୋଗୀଙ୍କ ଚିକିତ୍ସା କରିବାକୁ କାର୍‌ ଛାଡି ୩ କିଲୋମିଟର ଦୌଡି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର
ବେଙ୍ଗାଲୁରୁ: ଡାକ୍ତର ହେବ ତ ଏମିତି । ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ୍ ଜାମ୍‌ରେ ଫସି ଯାଇଥିବା ଜଣେ ଡାକ୍ତର କାର୍ ଛାଡ଼ି ଦୀର୍ଘ ୩ କିଲୋମିଟର୍ ଦୌଡି ଦୌଡି ହସ୍ପିଟାଲରେ ପହଞ୍ଚିଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ସାରଜାପୁରରୁ ମରାଥଲ୍ଲି ରାସ୍ତାରେ । ଏମିତି ଜଣେ ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କରୁଛି ସାରା ଦେଶ । ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗରେ କାମ କରନ୍ତି ନନ୍ଦକୁମାର । ଗତ ୩୦ ତାରିଖର ଏହି ଘଟଣା ଏବେ ବେଶ୍ ଭାଇରାଲ ।

ସୂଚନା ଅନୁସାରେ, ଜଣେ ରୋଗୀଙ୍କର ଏକ ଜରୁରୀକାଳୀନ ଲାପ୍ରୋସ୍କୋପି ସର୍ଜରୀ କରିବା ପାଇଁ ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ ଜାମ ଭିତରେ ଦୀର୍ଘ ସମୟ ଧରି ଫସିରହିଥିଲେ ଡାକ୍ତର ଗୋବିନ୍ଦ ନନ୍ଦକୁମାର । ବିଳମ୍ବ ହେଉଥିବା ଦେଖି ସେ ଟିକେ ହଡବଡେଇ ଯାଇଥିଲେ। ଏହାପରେ ଅନ୍ୟ କୌଣସି ବାଟ ନପାଇ ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଦୌଡି ଯାଇ ହସ୍ପିଟାଲରେ ପହଞ୍ଚିଥିଲେ ଡାକ୍ତର । ଦୌଡି ଦୌଡି ଆସି ହସ୍ପିଟାଲରେ ପହଞ୍ଚିବା ପରେ ନିଜ କାର୍ଯ୍ୟ ସମ୍ପାଦନା କରିବା ସହ ରୋଗୀଙ୍କ ସଫଳ ଭାବେ ସର୍ଜରୀ କରିଥିଲେ। ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

.@SoumiEmd @CCellini @andersoncooper @WCMSurgery @nycHealthy @NYCRUNS https://t.co/54zt4H5SxY #runtowork @ManipalHealth #togetherstronger pic.twitter.com/21NYbZgraX

— Govind Nandakumar MD (@docgovind) September 12, 2022

ଏବେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଡାକ୍ତରଙ୍କ ଏପରି କାର୍ଯ୍ୟ ପରେ ସବୁଠି ମିଳିଛି ବାହାବା । ଡାକ୍ତର ନିଜେ ମଧ୍ୟ ଲେଖିଛନ୍ତି ଯେହେତୁ ମୁଁ ଜିମ୍ ଯାଏ ତ ମୋ ପାଇଁ ଦୌଡିବାରେ ସମସ୍ୟା ହୋଇ ନ ଥିଲା । କାରଣ ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ମୋର ପ୍ରାଥମିକ କାର୍ଯ୍ୟ । ଯାହା ମୁଁ କରିଛି, ଏବେ ମୋତେ ଆତ୍ମସନ୍ତୋଷ ମିଳିଛି ବୋଲି କହିଛନ୍ତି ଡାକ୍ତର ।

ଏକାଠି ରହିବାର ରାୟ ଶୁଣି ରାଗିଗଲେ ପତି, କୋର୍ଟରୁ ବାହାରି ପତ୍ନୀଙ୍କୁ କଲେ ହତ୍ୟା
ବେଙ୍ଗାଲୁରୁ: ସ୍ବାମୀ-ସ୍ତ୍ରୀ ବିବାଦ ଯୋଗୁ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଦୀର୍ଘ ଏକ ଘଣ୍ଟା ଧରି ଦୁହିଁଙ୍କ ମଧ୍ୟରେ ହେଲା ଆପୋଷ ବୁଝାମଣା। ଶେଷରେ କୋର୍ଟରୁ ବାହାରି ପତ୍ନୀକୁ ଗଳା କାଟି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ହୋଲେନାରସିପୁରା ଜିଲ୍ଲାର ଫାମିଲି କୋର୍ଟରେ।

ହାସନ୍‌ ଜିଲାର ଜଣେ ବ୍ୟକ୍ତି କୋର୍ଟ ପରିସରରେ ଗଳା କାଟି ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଏକ ଫ୍ୟାମିଲି କୋର୍ଟରେ ଘଟିଛି, ​​ଯେଉଁଠାରେ ଉଭୟଙ୍କୁ ପରାମର୍ଶ ପାଇଁ ଡକାଯାଇଥିଲା। ବାସ୍ତବରେ ଥାଟେକେରେ ଗାଁର ଚିତ୍ରା ୭ ବର୍ଷ ପୂର୍ବେ ଶିବକୁମାରଙ୍କୁ ବିବାହ କରିଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ବିଗିଡିଯାଇଥିଲା। ଏହି କାରଣରୁ ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଶନିବାର ଦୁଇଜଣଙ୍କୁ ପୁନର୍ବାର ଆପୋଷ ଆଲୋଚନା ପାଇଁ କୋର୍ଟ ଡକାଇଯାଇଥିଲା। ଘଟଣାର କିଛି ମିନିଟ ପୂର୍ବରୁ ଦମ୍ପତ୍ତି ଦ୍ବୟ ସେମାନଙ୍କ ମତଭେଦକୁ ଦୂର କରି ସେମାନଙ୍କର ୭ବର୍ଷର ବିବାହକୁ ବଞ୍ଚାଇବାକୁ ରାଜି ହୋଇଥିଲେ। ହାସନ ଜିଲାର ହୋଲେନାରସିପୁରା ପରିବାର କୋର୍ଟରେ ଏକ ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ପରାମର୍ଶ ଅନୁଷ୍ଠିତ ହୋଇଥିଲା। ଏହାପରେ, ଯେତେବେଳେ ଚିତ୍ରା ବାହାରକୁ ଆସିଥିଲେ ଶିବକୁମାର ତାଙ୍କ ପଛେ ପଛେ ଶୌଚାଳୟକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଥିଲା। ଅଭିଯୁକ୍ତ ଚିତ୍ରାଙ୍କ ସହ ଉପସ୍ଥିତ ଶିଶୁକୁ ମଧ୍ୟ ଆକ୍ରମଣ କରିଥିଲା, ଯଦିଓ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଚିତ୍ରାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଗଳାରେ ଗଭୀର ଆଘାତ ଲାଗିଥିବାରୁ ଓ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ଘଟିବା ପରେ ଶିବକୁମାର ପଳାଇବାକୁ ଚେଷ୍ଟା କରୁଥିବାବେଳେ ଉପସ୍ଥିତ ଲୋକେ ତାଙ୍କୁ ଧରିଥିଲେ। ଶିବକୁମାରଙ୍କ ବିରୋଧରେ ଏକ ହତ୍ୟା ମାମଲା ଦାୟର କରାଯାଇଛି। ହାସନର ଜଣେ ବରିଷ୍ଠ ପୋଲିସ ଅଧିକାରୀ ହରିରାମ ଶଙ୍କର କହିଛନ୍ତି ଯେ ଏହି ଘଟଣା କୋର୍ଟ ପରିସରରେ ଘଟିଛି। ଆମେ ତାଙ୍କୁ ଗିରଫ କରି ଅସ୍ତ୍ରଶସ୍ତ୍ର ଜବତ କରିଛୁ। ତେବେ କାଉନସେଲିଂ ପରେ କ’ଣ ଘଟିଛି ତାହାର ମଧ୍ୟ ଅନୁସନ୍ଧାନ କରାଯାଉଛି। କୋର୍ଟରେ ତାଙ୍କୁ ଦାରୁଆ ଅସ୍ତ୍ର କେଉଁଠାରୁ ମିଳିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ନେଇ ମଧ୍ୟ ପୁଲିସ ଅନୁସନ୍ଧାନ ଚଳାଇଛି।