ndian business magnate - The Sakala

ସେୟାର ମାର୍କେଟ୍‌ର ବିଗ୍‌ବୁଲ୍‌ ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ପରଲୋକ
ନୂଆଦିଲ୍ଲୀ: ଆଜି ସକାଳା ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ ଘଟିଛି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ସକାଳ ୬ଟା ୪୫ ମିନିଟରେ ଝୁନ୍‌ଝୁନ୍‌ୱାଲାଙ୍କ ପରଲୋକ ଘଟିଛି। ୬୨ ବର୍ଷ ବୟସରେ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି।  ଭାରତର ୱାରେନ୍ ବଫେଟ୍‌ ବା ସେୟାର ମାର୍କେଟର ବିଗବୁଲ୍ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲା। ଯିଏକି ୫ ହଜାର ଟଙ୍କାରୁ ଆରମ୍ଭ କରି ୫.୮ ବିଲିୟନ ଡ଼ଲାର ଅର୍ଥାତ ପ୍ରାୟ ୪୬.୧୮ କୋଟି ଯାତ୍ରା କରିଥିଲେ।

ଝୁନ୍‌ଝୁନ୍‌ୱାଲା ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ‘ଆକାଶ ଏୟାର୍‌’ର ସେଥିଲେ ଅନ୍ୟତମ ସହ-ସଂସ୍ଥାପକ।। ଝୁନ୍‌ଝୁନ୍‌ୱାଲାଙ୍କୁ ଏକଦା ଷ୍ଟକ ମାର୍କେଟରେ ବିଗବୁଲ୍ କୁହାଯାଉଥଲା । ସେ ୧୯୯୨ରେ ହର୍ଷଦ ମେହେଟ୍ଟା ସ୍କାମର ଖୁଲାସା ହେବା ପରେ ସେ ବହୁତ ଲାଭ କରିଥିଲେ। ୧୯୯୦ ଦଶକରେ ଭାରତୀୟ ଷ୍ଟକ୍ ମାର୍କେଟରେ ଅନେକ ଖ୍ୟାତିସମ୍ପନ୍ନ କାର୍ଟେଲ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

୧୯୬୦ ମସିହା ଜୁଲାଇ ୫ ତାରିଖରେ ମଧ୍ୟବିତ୍ତ ପରିବାରେ ଜନ୍ମିତ ରାକେଶ ପ୍ରଥମେ ୧୯୮୫ ମସିହାରେ ମାତ୍ର ୫୦୦୦ ଟଙ୍କା ଧରି ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ସେ କଲେଜ୍‌ରେ ପଢୁଥିଲେ। ୧୯୮୬ରେ ସେ ‘ଟାଟା ଟି’ ସେୟାର୍‌ କିଣି ଖୁବ୍‌ ଲାଭବାନ ହୋଇଥିଲେ। ସେ ଗୋଟାପ୍ରତି ୪୩ ଟଙ୍କାରେ କିଣିଥିବା ୫୦୦୦ ‘ଟାଟା ଟି’ ସେୟାର୍‌ର ମୂଲ୍ୟ ୩ ମାସରେ ୧୪୩ ଟଙ୍କା ହୋଇଯାଇଥିଲା। ପରବର୍ତ୍ତୀ ୩ ବର୍ଷରେ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଲାଭ କରିଥିଲେ।