Bhuabaneswar - The Sakala
ଭୁବନେଶ୍ବର: ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସାମିଲ ହେବେ। ଆଜିଠୁ ଭୁବନେଶ୍ୱ ରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆରମ୍ଭ ହେଉଥିବାବେଳେ ଆଉ କିଛି ସମୟ ପରେ ଏହାର ଶୁଭାରମ୍ଭ ହେବ। ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କଫରେନ୍ସରେ ଯୋଗ ଦେବେ। ବିଳମ୍ବିତ ଅପରାହ୍ନରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।ଏହି ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ।ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ରାଜଧାନୀ।
ଅନ୍ୟପଟେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସିବିଆଇ ନିର୍ଦ୍ଦେଶକ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ଆସିଛନ୍ତି ।  ଏପର୍ଯ୍ୟନ୍ତ ତେଲେଙ୍ଗାନା, ଆସାମ, ପଣ୍ଡିଚେରୀ, ମିଜୋରାମ, ଉତ୍ତରାଖଣ୍ଡ ଡିଜିପି ଓଡ଼ିଶାରେ ପହଁଚି ସାରିଥିବା ସୂଚନା ମିଳିଛି ।
ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗ ଦେବେ । ସେହିପରି ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।
ଡାକଘରେ ମିଳୁନି ମୌଳିକ ସେବା; ଦିନକୁ ମାତ୍ର ୨ ଘଣ୍ଟା ଖୋଲା, ଚିଠି ପହଞ୍ଚିବାକୁ ଲାଗୁଛି ୧୦ ଦିନ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗିପୁର ଗ୍ରମାପଞ୍ଚାୟତରେ ଥିବା ଶାଖା ଡାକଘର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କୌଣସି ମୌଳିକ ସେବା ପାଇବାରେ ଜନସାଧାରଣ ବଞ୍ଚିତ। ଡାକ ଟିକେଟ, ରେଭିନ୍ୟୁ ଷ୍ଟାମ୍ପ, ପୋଷ୍ଟକାର୍ଡ, ଇତ୍ୟାଦି ଜମା ଉପଲବ୍ଧ ହେଉନାହିଁ। ଏହାକୁ ନେଇକରି ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶିଶୁପାଳଗଡ ଏବଂ ଲିଙ୍ଗିପୁର ପଞ୍ଚାୟତର ୨୬ଟି ୱାର୍ଡର ଲୋକମାନେ ଡାକସେବାର କୌଣସି ସେବା ପାଇପାରୁନାହାଁନ୍ତି। ସ୍ପିଡ ପୋଷ୍ଟ ସେବା ଏହି ଶାଖା ଡାକ ଘରେ ଉପଲବ୍ଧ ଥିଲେ ମଧ୍ୟ ବିଡମ୍ବନାର ବିଷୟ ଇଣ୍ଟରନେଟ୍‍ ସେବା ଉପଲବ୍ଧି ହେଉନାହିଁ। ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାକବାକ୍ସଟି ଭାଙ୍ଗି ଉପୁଡି ଯାଇଛି। ଫଳରେ ୪ କିଲୋମିଟର ଦୂର ପୁରୁଣା ଭୁବନେଶ୍ୱର ପୋଷ୍ଟ ଅଫିସ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ହାରାହାରି ୧ଘଣ୍ଟାରୁ ୨ଘଣ୍ଟା ଖୋଲା ରହୁଛି ଶାଖା ଡାକଘର (୧୦-୧୨ପର୍ଯ୍ୟନ୍ତ ଖୋଲା ରହୁଛି)। କୌଣସି ଚିଠି ଆସିଲେ ଠିକଣାରେ ପହଞ୍ଚିବା ପାଇଁ ୧୦ଦିନରୁ ଊର୍ଦ୍ଧ୍ବ ଲାଗୁଛି।
୧୦ହଜାରରୁ ଊର୍ଦ୍ଧ୍ବ ଏହି ଦୁଇ ପଞ୍ଚାୟତର ଲୋକ ବାଧ୍ୟ ହୋଇ ୪ କିଲୋମିଟର ଦୂର ଯିବାକୁ ପଡୁଛି ଏବଂ ଗରିବ ଲୋକମାନେ ବହୁ ହଇରାଣ ହେଉଛନ୍ତି। ଡାକ ବାକ୍ସ୍ସଟି ବିଗତ ବହୁ ଦିନ ହେଲାଣି ଅକାମୀ ହୋଇ ପଡ଼ିରହିଛି। ଶାଖା ଡାକ ଘରେ ପାଣିର କୌଣସି ସୁବିଧା ନାହିଁ। ଫଳରେ ବହୁ ଅସନ୍ତୋଷ ଦେଖାଯାଉଛି। ଡାକଘରର ନାଁ ଭିତ୍ତିଭୂମି ଅଛି ନାଁ ମୌଳିକ ସେବା ମିଳୁଛି। ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଡାକଘର ଉପରେ ଲେଖାହୋଇଛି ୧୦ଟାରୁ ୨ଟା ଖୋଲା ରହୁଛି। କିନ୍ତୁ ସବୁଦିନ ୧ଟା ବେଳେ ବନ୍ଦ ହୋଇଯାଉଛି। ଫଳରେ ଜରୁରୀ ଚିଠି ଡାକଟିକଟ ପାଇବାରେ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଶାଖା ଡାକ ଘରର ଭିତ୍ତିଭୂମି ଏବଂ ମୌଳିକ ସେବା ସହିତ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିବା ପାଇଁ ସ୍ଥାନୀୟବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି। କେନ୍ଦ୍ର ସରକାର ଡାକଘରେ ବିଭିନ୍ନ ଯୋଜନା ଥିଲେ ମଧ୍ୟ ପୋଷ୍ଟ ଅଫିସରେ କେମିତି କାର୍ଯ୍ୟକାରୀ ହେବ ତଥା ଆଧାର କାର୍ଡ ଭେରିଫିକେସନ୍‍, ଜମା ଖାତା, ଏନ୍‍ଏସି, ସୁକନ୍ୟା ଯୋଜନା ଏବଂ କେନ୍ଦ୍ର ସରକାରଙ୍କର ସବୁ ଜନକଲ୍ୟାଣକାରୀ ସୁବିଧା ମିଳିବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବୀ କରିଛନ୍ତି।
ରାତି ପାହିଲେ ସ୍ୱାଧୀନତା ଦିବସ; ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର: ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଲାଗି ଫୁଲଡ୍ରେସ୍‍ ରିହର୍ସାଲ ସରିଛି। ଏଥର ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ନେଇ ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସ ଶେଷ ହୋଇଛି। ଓଡ୍ରାଫ, ଓଏସ୍‍ଏପି ଓ ଏସ୍‍ଏସ୍‍ବି ଭଳି ୩ଟି କଣ୍ଟିଜେଣ୍ଟରେ ସାମିଲ କରାଯାଇଛି। ଆଜି ଫୁଲଡ୍ରେସ୍‍ ରିହର୍ସାଲରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଉପସ୍ଥିତ ରହିଥିଲେ। ସେ ରିହର୍ସାଲକୁ ଦେଖିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିଥିଲେ। ସୁରକ୍ଷାରେ ଯେଭଳି କୌଣସି ତ୍ରୁଟି ନ ରୁହେ ସେ ଦିଗରେ ଅଧିକ ଗୁରୁତ୍ୱ ଦେଇଥିଲେ। ସେହିପରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ଏଣୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏଥର ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ। ସେଭଳି ପ୍ରଦର୍ଶନୀ ପଡ଼ିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି। ଦିନରେ ଦୁଇ ବେଳା ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍‍ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।
ଏହି ସମୟରେ ଜନସାଧାରଣଙ୍କ ଲାଗି କଟକଣା ଜାରି କରାଯାଇଥିବାରୁ ପରେଡସ୍ଥଳକୁ ନ ଆସିବା ଲାଗି ଜନସାଧାରଣଙ୍କୁ କମିସନରେଟ୍‍ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଏପରିକି ପ୍ରଦର୍ଶନୀ ପଡିଆକୁ ସିଲ୍‍ କରିବା ସହ ଭୁବନେଶ୍ୱରକୁ ହାଇଆଲର୍ଟ କରାଯାଇଛି। ସେଭଳି ହୋଟେଲଗୁଡିକ ଯାଞ୍ଚ କରିବା ସହ ରାତିରେ ଚେକିଂ ଓ ବ୍ଲକିଂ ହୋଇଛି। ବାର୍‌ ଓ ମଦ ଦୋକାନ ଉପରେ ମଧ୍ୟ ରାତିଅଧିଆ ଚଢ଼ଉ କରାଯାଇଛି। ସେପଟେ କେସିଙ୍ଗା ଏସଡିପିଓ ଅଭିନବ ଶୋନକର ପରେଡ କମାଣ୍ଡାଣ୍ଡ ଭାବେ ଦାୟିତ୍ୱ ତୁଲାଇବେ। ଅନ୍ୟପଟେ ସାରା ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ଅଧ୍‍୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଏସ୍‍ଏଫ, ସିଆରପିଏଫ, ଏସଓଜି, ପାରାମିଲିଟାରୀ ଫୋର୍ସ ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ମୁତୟନ କରାଯିବ। ସବୁ ଜିଲ୍ଲାର ଏସପିମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ବୋଲି ପୁଲିସ ନିର୍ଦ୍ଦେଶକ ସୁନୀଲ ବଂଶଲ ସୂଚନା ଦେଇଛନ୍ତି।