food - The Sakala
ପୁରାତନ କାଳରୁ ଲୁହାର ବାସନରେ ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ତେଣୁ ଲୁହା ବାସନରେ ତିଆରି ଖାଦ୍ୟ ଖାଇଲେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧ଄ ପାଏ। ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ। ହେଲେ ଏମିତି କିଛି ପରିବା ରହିଛି ଯାହାକୁ ଲୁହା ପାତ୍ରରେ ବନାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
ପାଳଙ୍ଗ: ପାଳଙ୍ଗରେ ପ୍ରଚୁର ମାତ୍ରାରେ ଅକ୍‌ଜାଲିକ୍‌ ଏସିଡ୍‌ ଥାଏ। ଏହାକୁ ଲୁହା କଡ଼ାଇରେ ରାନ୍ଧିବା ଦ୍ବାରା ଲୁହା ସହ ପ୍ରତିକ୍ରିୟା ହୋଇଥାଏ। ଯାହାଫଳରେ ପାଳଙ୍ଗର ରଙ୍ଗ କଳା ହୋଇଥାଏ। ଏଥିରୁ ପୋଷଣସ୍ତର କମିଯାଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ବିଟ୍‌: ବିଟ୍‌ରେ ଲୌହସାର ମାତ୍ରା ଅଧିକ ଥାଏ। ତେଣୁ ବିଟ୍‌କୁ ଲୁହା କଡାଇରେ ରାନ୍ଧିବା ଦ୍ବାରା ଅତିରିକ୍ତ ଲୌହସାର ସହ ପ୍ରତିକ୍ରିୟା ହୋଇପାରେ। ଏହାଦ୍ବାରା ଖାଦ୍ୟର ସ୍ବାଦ ଏବଂ ରଙ୍ଗ ଖରାପ ହୋଇଥାଏ। ଯାହାଦ୍ବାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହାକୁ ଧ୍ୟାନ ଦେବା ଆବଶ୍ୟକ।
ଲେମ୍ବୁ ଏବଂ ଟମାଟୋ: ଲୁହା ପାତ୍ରରେ ଲେମ୍ବୁ, ଟମାଟୋ, ଖଟା କିମ୍ବା ଅମ୍ଳଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ। କାରଣ ଏହା ଲୁହା ସହିତ ପ୍ରତିକ୍ରିୟା ହୋଇ ପାଚନତନ୍ତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍‌ ନୁହେଁ।
ଲୁହା ପାତ୍ରରେ ଅଧିକ ସମୟ ଧରି କ୍ଷୀର ଫୁଟାଇବା ଅନୁଚିତ। ଏହା ପେଟ ଜନିତ ସମସ୍ୟା କରାଇପାରେ। ଲୁହା ବାସନରେ ବିନା ଅମ୍ଳ ଗୁଣ ଯୁକ୍ତ ଖାଦ୍ୟ କରିବାକୁ ଉପଯୋଗ କରିପାରିବେ।
ୟୁରୋପୀୟ ସଂଘର ଚାଞ୍ଚଲ୍ୟକର ବୟାନ: ୪୦୦ଟି ଭାରତୀୟ ଖାଦ୍ୟ ସାମଗ୍ରୀରେ କୀଟନାଶକ ଓ କବକ
ନୂଆଦିଲ୍ଲୀ:  ଆଜିର ଦିନରେ ସୁସ୍ଥ ଜୀବନ ଶୈଳୀ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ହେଲେ ଆମେ ଖାଉଥିବା ଖାଦ୍ୟ ସାମଗ୍ରୀରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ରହିଥିବା ଖବର ବେଶ ଚିନ୍ତାଜନକ। ଏକ ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ (୨୦୧୯-୨୦୨୪) ମଧ୍ୟରେ ଭାରତରେ ପ୍ରସ୍ତୁତ ହୋଇ ବିଦେଶକୁ ଯାଇଥିବା ୪୦୦ ପ୍ରକାରର ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ୟୁରୋପୀୟ ସଂଘ (ଇୟୁ) ନିଷିଦ୍ଧ କରିଛି। ଉକ୍ତ ଖାଦ୍ୟ ସାମଗ୍ରୀଗୁଡିକରେ କୀଟନାଶକ, କବକ ଏବଂ କ୍ୟାଡ୍‌ମିୟମ୍‌ ଭଳି କ୍ଷତିକାରକ ଉପାଦାନ ମିଳିବା ପରେ ୟୁରୋପୀୟ ୟୁନିଅନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇୟୁ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ପ୍ରସ୍ତୁତ ହେଉଥିବା ଏହି ୪୦୦ ଖାଦ୍ୟ ସାମଗ୍ରୀ ମଧ୍ୟରୁ ୧୪ଟିରେ ମର୍କ୍ୟୁରୀ ଓ କ୍ୟାଡ୍‌ମିୟମ ଭଳି କ୍ଷତିକାରଣ ଉପାଦାନ ରହିଛି। ଯାହାକି ଆମ ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇବା ସହ ନଷ୍ଟ କରିଦେବ। ସେହିଭଳି ୨୧ଟି ସାମଗ୍ରୀରେ କାଡମିୟମ ଭଳି ଭାରୀ ଧାତୁ ରହିଛି। ଏହାକୁ ସେବନ କିମ୍ବା ଆଘ୍ରାଣ କରିବା ଫଳରେ ଘାତକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ଦୀର୍ଘକାଳୀନ ବ୍ୟବହାର କରିବା ଦ୍ୱାରା କିଡ୍‌ନୀ ନଷ୍ଟ ହେବା ସହ ଶରୀର ଅସ୍ଥି କ୍ଷତିଗ୍ରସ୍ତ ହେବା, ଶ୍ୱାସପ୍ରଶ୍ୱାସ ସମସ୍ୟା ଉପୁଜିବା ଓ ହୃଦ୍‌ରୋଗ ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ମଧ୍ୟ ରହିଛି। ଅଧିକ ଦିନ ଧରି କାଡମିୟମ ମିଶ୍ରୁତ ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା କ୍ୟାନସର ରୋଗ ବିଶେଷକରି ଫୁସଫୁସ କର୍କଟ ହେବାର ଆଶଙ୍କା ରହିଛି। ୫୯ଟି ଖାଦ୍ୟ ସାମଗ୍ରୀରେ କାର୍ସିନୋଜେନିକ ଭଳି କୀଟନାଶକ ରହିଛି,ଯାହାକି କ୍ୟାନସର ସୃଷ୍ଟିକାରୀ ଉପାଦାନ ଭାବେ ପରିଚିତ।
ଚାଉଳ, ଜଡିବୁଟି ଓ ମସଲା ଭଳି ସାମଗ୍ରୀରେ ରାସାୟନିକ ଉପାଦାନ ଟ୍ରାଇସାଇକ୍ଲାଜୋଲ ରହିଛି। ଏଥିରେ କାର୍ସିନୋଜେନିକ ଓ ଜେନୋଟକ୍ସିକ ଉପାଦାନ ଥିବା କାରଣରୁ ୟୁରୋପୀୟ ୟୁନିଅନ ଏହାକୁ ପୂର୍ବରୁ ନିଷେଧ କରିସାରିଛି। ସେହିଭଳି ୫୨ରୁ ଅଧିକ ଖାଦ୍ୟ ସାମଗ୍ରୀରେ ଏକରୁ ଅଧିକ କୀଟନାଶକ ଓ କବକନାଶୀ ରହିଛି। କେତେକ ସାମଗ୍ରୀରେ ୫ରୁ ଅଧିକ ଏଭଳି ଉପାଦାନ ରହିଥିବା ମଧ୍ୟ ଜଣାପଡିଛି।
ସେହିଭଳି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦ଟି ଖାଦ୍ୟ ସାମଗ୍ରୀରେ ୨-କ୍ଲୋରୋଇଥାନଲ୍‌ର ସନ୍ଧାନ ମିଳିଛି, ଯାହାକି ଏଥିଲିନ ଅକ୍ସାଇଡର ଏକ ବିଷାକ୍ତ ଉତ୍ପାଦ। ଓକ୍ରାଟକ୍ସିନ-ଏ ନାମକ ଏକ ପ୍ରକାର ନିଷିଦ୍ଧ ଘୋଷିତ ମାଇକୋଟକ୍ସିନ ଲଙ୍କା, କଫି ଓ ଚାଉଳ ସହିତ ୧୦ଟି ଖାଦ୍ୟ ସାମଗ୍ରୀରେ ରହିଛି। ସତାବରି, ଅଶ୍ୱଗନ୍ଧା, ତିଳ ମଞ୍ଜି ବ୍ୟତୀତ ଆହୁରି ୧୦୦ରୁ ଅଧିକ ସାମଗ୍ରୀରେ ସାଲମୋନେଲା ନାମକ ଏକ ପ୍ରକାର କ୍ଷତିକାରକ ଉପାଦାନ ରହିଛି` ବାଦାମ ଦାନା ଓ ଅଖରୋଟ କ୍ରାକରରେ ଆଫ୍ଲାଟକ୍ସିନ୍ସ ନାମକ ଏକ ବିଷାକ୍ତ କାର୍ସିନୋଜେନ ଓ ନ୍ୟୁଟାଜେନ ରହିଛି ଯାହାକି ଲିଭରକୁ କ୍ଷତି ପହଞ୍ଚାଇବା ସହ କ୍ୟାନସର ମଧ୍ୟ ସୃଷ୍ଟି କରିବ` ସେହିଭଳି ଚାଉଳ ଗୁଣ୍ଡ ଓ ଧନିଆ ଗୁଣ୍ଡରେ କ୍ଲୋରୋପାଇରିଫସ ନାମକ ବିଷାକ୍ତ ଉପାଦାନ ରହିଛି । ଏହା ଏକ ପ୍ରକାର କୀଟନାଶକ, ଯାହାକି ପତ୍ର ଓ ମାଟିରେ ସୃଷ୍ଟି ହେଉଥିବା କେତେକ କୀଟଙ୍କୁ ମାରିବା ଲାଗି ପ୍ରୟୋଗ କରାଯାଇଥାଏ` ଏହାର ବ୍ୟବହାର ଫଳରେ ସ୍ନାୟବିକ ସମସ୍ୟା ଓ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ବିଶେଷକରି ପିଲାଙ୍କଠାରେ ଦେଖାଦେଇଥାଏ ବୋଲି ରିପୋର୍ଟରେ କୁହାଯାଇଛି।
ଯାଜପୁର, (ସନ୍ଦୀପ୍ତ ରାୟ): ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର। ୟୁଟ୍ୟୁବରେ ଜେଜେମାଆଙ୍କ ଭିଡିଓ ଦେଖି ଆଖପାଖ ଝିଅ ବୋହୂ ବି ପହଞ୍ଚି ରୋଷେଇ ଶିଖିବାକୁ ଅଳି କରୁଛନ୍ତି। ଜେଜେମା ହାଣ୍ଡିଶାଳ ଚ୍ୟାନେଲରେ ଦେଶ ବିଦେଶର ହଜାର ହଜାର ସବସ୍କ୍ରାଇବର ଯୋଡ଼ିହୋଇଛନ୍ତି। ଏସବୁ ୟୁ ଟ୍ୟୁବରେ କୋକିଳଙ୍କ ଭିଡିଓ ଏଡିଟିଂ ଓ ଅପ୍‌‌ଲୋଡ୍‌‌ କରନ୍ତି ତାଙ୍କ ଅଣନାତୁଣୀ ଲୋନା ନାୟକ। ଶିଳବଟା ମସଲାରେ ପ୍ରସ୍ତୁତ ଖାଦ୍ୟ; ଓହୋଃ ସତରେ ଚମତ୍କାର। ଦେଖିଲେ ବି ପେଟ ପୂରିଯିବ। ତାଙ୍କର ଏହି ଚେଷ୍ଟା ରାଜ୍ୟ, ଦେଶ ଓ ବିଦେଶରେ ଖୁବ୍‌‌ ଆଦୃତ ହେବାରେ ଲାଗିଛି। ଖାଲି ଏତିକି ନୁହେଁ ପୁରୁଣା ଦିନରେ ପରସାଯାଉଥିବା ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କିତ ଭିଡିଓ ତିଆରି କରି ଏହି ଚ୍ୟାନେଲରେ ଅପଲୋଡ ହେଉଛି।
ଜେଜେ ମାଆ ଓ ତାଙ୍କ ଅଣନାତୁଣୀ ୨୦୨୧ ସେପ୍ଟେମ୍ବରରେ ଖୋଲିଥିବା ଏହି ଚ୍ୟାନେଲର ଗୋଟେ ଗୋଟେ ଭିଡିଓକୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଭିୟୁ ମିଳିଲାଣି। ଫଳରେ ସେ ଏହି ଚ୍ୟାନେଲରୁ ବାର୍ଷିକ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହା ବିଶେଷକରି ପ୍ରବାସୀ ଓଡ଼ିଆ ଗୃହିଣୀଙ୍କ ବେଶୀ ପସନ୍ଦର ଚ୍ୟାନେଲ ହୋଇପାରିଛି। ବଜାରରେ ମିଳୁଥିବା ଗୁପ୍‌‌ଚୁପ୍‌‌, ତେଲଛଣା ଜିନିଷ, ଚାଟ ମସଲା, ବ୍ରେଡ୍‌‌ ଚପ୍‌‌, ପେଟିସ୍‌‌ ଇତ୍ୟାଦି ଥଣ୍ଡା ପାନୀୟଠାରୁ ଦୂରେଇବା ପାଇଁ ଆମ ପୁରୁଣା ଦିନର ଦେଶୀ ଓଡ଼ିଆ ଖାଦ୍ୟ ଛତୁ ବେସର, ହବିଷ ଡାଲମା, ବିଭିନ୍ନ ପ୍ରକାରର ଶାଗଭଜା, ବଡ଼ିଚୁରା, ଚୁନା ମାଛ ଭଜା, ମାଛ ବେସର, ପଣସ କଠା, ପତ୍ର ପୋଡ଼ା ମାଛ, କଦଳୀ ଭଜା, ସାଲାଡ, ଆଳୁ ଭର୍ତା, କଲରା ମସଲା, ଅଣ୍ଡା ମସଲା, ଏଣ୍ଡୁରି ପିଠା, ଚକୁଳି ଇତ୍ୟାଦିର ବ୍ୟଞ୍ଜନ କରି ଚ୍ୟାନେଲରେ ଛାଡ଼ିଥା’ନ୍ତି। ଗୋଟେ ପଟେ ଜେଜେମା ରୋଷେଇ କରିଥିବା ଦେଶୀ ଖାଦ୍ୟ ସପରିବାର ଖାଇ ମଜ୍ଜା ନେଉଥିବାବେଳେ ଚ୍ୟାନେଲ ଏହି ଖାଦ୍ୟର ଭିଡିଓ ଦେଖିବାକୁ ଲୋକମାନେ ଅନାଇ ବସିଥା’ନ୍ତି। ଜେଜେମା ମଧ୍ୟ ନିଜ ୟୁ ଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ, ଲାଇକ କରିବାକୁ ଅନୁରୋଧ କରିଥା’ନ୍ତି। କୋକିଳଙ୍କ ଏଭଳି ନିଆରା ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
କମୁଛି ଦେଶର ଖାଦ୍ୟ ଭଣ୍ଡାର: ଦେଶରେ ଚଳିତ ବର୍ଷ ୬୭ ଲକ୍ଷ ଟନ୍‌‌ କମ୍‌‌ ଚାଉଳ ଉତ୍ପାଦନ ଆଶଙ୍କା
ଭୁବନେଶ୍ୱର: ଦିନକୁ ଦିନ ଖରାପ ହେଉଛି ଦେଶର ଆର୍ଥିକ ସ୍ଥିତି। ବୈଦେଶିକ ମୁଦ୍ରାଭଣ୍ଡାର ଦିନକୁ ଦିନ କମିବାରେ ଲାଗିଛି। ଦେଶର ସଂରକ୍ଷିତ ଖାଦ୍ୟ ଭଣ୍ଡାର ଖାଲି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୪%କୁ ହ୍ରାସ କରି ୬.୮% ହୋଇପାରେ ବୋଲି ଆକଳନ କରିଛି। ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଓ ବିଶ୍ୱବ୍ୟାଙ୍କର ଆର୍ଥିକ ଅଭିବୃଦ୍ଧି ହାର ହାସ ଆକଳନ ଅପେକ୍ଷା ଦେଶର ଖାଦ୍ୟ ଭଣ୍ଡାର ହ୍ରାସକୁ ନେଇ ଅର୍ଥନୀତିଜ୍ଞମାନେ ଉଦ୍‌‌ବେଗ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଦେଶର ଖାଦ୍ୟ ଭଣ୍ଡାର ପୂର୍ବବର୍ଷ ତୁଳନାରେ ପାଖାପାଖି ୨୯୦ ଲକ୍ଷ ଟନ୍‌‌ କମ୍‌‌ ରହିବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼଼଼଼଼ାଇଛି। ଏହି ସ୍ଥିତିରେ ଗହମ ଓ ଧାନ ଉତ୍ପାଦନ ହ୍ରାସ ଆଶଙ୍କା ଭବିଷ୍ୟତ ସ୍ଥିତି ଅଧିକ ଜଟିଳ କରିବାର ଆଶଙ୍କା ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୨୦୨୧ ଜୁନ୍‌‌ ମାସ ଶେଷ ସୁଦ୍ଧା ଦେଶର
ଖାଦ୍ୟଭଣ୍ଡାରରେ ୩୦୪.୮୫ ଲକ୍ଷ ଟନ୍‌‌ ଚାଉଳ, ୬୦୨.୯୧ ଲକ୍ଷ ଟନ୍‌‌ ଗହମକୁ ମିଶାଇ ମୋଟ ୯୦୨.୧୬ ଲକ୍ଷ ଟନ୍‌‌ ଖାଦ୍ୟ ସାମଗ୍ରୀ ଗଚ୍ଛିତ ଥିଲା। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୭୮୬.୧୯ ଲକ୍ଷ ଟନ୍‌‌କୁ ହ୍ରାସ ପାଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ଏହି ହ୍ରାସ ସ୍ୱାଭାବିକ ବୋଲି କୁହାଯାଉଥିଲା। ମାତ୍ର ଧାନ ଓ ଚାଉଳ କ୍ରୟରେ ବିଚ୍ୟୁତି, ଗହମର ଉତ୍ପାଦନ ହ୍ରାସ ଚଳିତ ବର୍ଷ ଦେଶର ଖାଦ୍ୟଭଣ୍ଡାରକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଚଳିତ ବର୍ଷ ଜୁନ୍‌‌ ଶେଷ ସୁଦ୍ଧା ୩୩୧.୨ଲକ୍ଷ ଟନ୍‌‌ ଚାଉଳ, ୩୧୧.୪୨ ଲକ୍ଷ ଟନ୍‌‌ ଗହମକୁ ମିଶାଇ ମୋଟ ୬୪୨.୬୨ ଲକ୍ଷ ଟନ୍‌‌ ଖାଦ୍ୟ ସାମଗ୍ରୀ ସରକାରଙ୍କ ଭଣ୍ଡାରରେ ରହିଥିଲା। ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୪୯୨.୮୫ ଲକ୍ଷ ଟନ୍‌‌କୁ ହ୍ରାସ ପାଇଛି। ଯାହାକି ଗତବର୍ଷର ଗଚ୍ଛିତ ଖାଦ୍ୟଶସ୍ୟ ତୁଳନାରେ ପାଖାପାଖି ୨୯୩ ଲକ୍ଷ ଟନ୍‌‌ କମ୍‌‌। ଅକ୍ଟୋବର ୧୦ ତାରିଖ ସୁଦ୍ଧା ଏହି ଖାଦ୍ୟଭଣ୍ଡାର ଆହୁରି ହ୍ରାସ ପାଇଛି ଏବଂ ୪୩୨.୧୩ ଲକ୍ଷ ଟନରେ ପହଞ୍ଚିଛି। ଉତ୍ତରଭାରତରୁ ଗହମ ଓ ଧାନ କ୍ରୟ ସମୟ ଆରମ୍ଭ ହୋଇ ଯାଇଥିବାରୁ ହୁଏତ ଆଗାମୀ ଦିନରେ ଏହି ଭଣ୍ଡାର କିଛି ପରିମାଣରେ ପୂରଣ କରାଯିବା ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁକ୍ତି ଗ୍ରହଣ ଯୋଗ୍ୟ ହୋଇପାରୁ ନାହିଁ। ଗତ ରବି ଋତୁରେ ଗ୍ରହମ କ୍ରୟ କରିବାରେ ସରକାରଙ୍କ ଅସାମର୍ଥ୍ୟ ଓ ଚଳିତ ଖରିଫ ଋତୁରେ ଗହମ ଉତ୍ପାଦନ ହ୍ରାସକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଗତବର୍ଷ କେନ୍ଦ୍ର ସରକାର ରବି ଋତୁୁରେ ୪୪୪ ଲକ୍ଷ ଟନ୍‌‌ ଗହମ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଳେ ହେଁ ମାତ୍ର ୧୮୭.୯୨ ଲକ୍ଷ ଗହମ କିଣିବାକୁ ସମର୍ଥ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ଖାଦ୍ୟଭଣ୍ଡାରକୁ ସମୃଦ୍ଧ କରିବାକୁ ଚାଉଳ ସଂଗ୍ରହ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ଓଡ଼ିଶା, ତେଲଙ୍ଗାନା ପରି ରାଜ୍ୟ ବିପୁଳ ଚାଉଳ ସଂଗ୍ରହ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଦୁଇ ରାଜ୍ୟରୁ ଚାଉଳ ଉଠାଇବାକୁ ଆଗ୍ରହପ୍ରକାଶ କରୁନାହାନ୍ତି। ରାଜ୍ୟରୁ ଚାଉଳ ଉଠାଇବା ପାଇଁ ଏଫ୍‌‌ସିଆଇ କରୁଥିବା ଟାଳଟୁଳ ବିରୋଧରେ ଶାସକ ବିଜେଡିର ସାଂସଦ, ରାଜ୍ୟ କୃଷି ବିଭାଗ, କୃଷିମନ୍ତ୍ରୀ ଓ ଖୋଦ୍‌‌ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଥିବା ସତ୍ତ୍ବେ ଏହାକୁ କେନ୍ଦ୍ର ସରକାର ଗୁରୁ୍‌‌ତ୍ୱ ଦେଉନାହାନ୍ତି। ଓଡ଼ିଶାରୁ ଉଷୁନା ଉଠାଣ ପ୍ରସଙ୍ଗଙ୍କୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣମନ୍ତ୍ରୀ ପୀୟୂଷ ଗୋଏଲ୍‌‌ ମଧ୍ୟ ନିରବ। ଓଡ଼ିଶାରୁ ବଳକା ୧୫ ଲକ୍ଷ ଟନ୍‌‌ ଚାଉଳ ଉଠାଣ ପ୍ରସଙ୍ଗ ଏଡ଼ାଇବା ପାଇଁ ବିଦେଶକୁ ଚାଉଳ ରପ୍ତାନୀ କରାଯାଉ ନାହିଁ ବୋଲି ବିଚିତ୍ର ଉତ୍ତର ଲୋକସଭାରେ ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଓଡ଼ିଶାର ଚାଷୀ ପ୍ରତ୍ୟକ୍ଷଭାବରେ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି ସ୍ଥିତିରେ ଚଳିତ ବର୍ଷ ଦେଶର ଚାଉଳ ଉତ୍ପାଦନ ୬୭.୭ ଲକ୍ଷ ଟନ୍‌‌ ହ୍ରାସ ପାଇବ ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟ ଆକଳନ କରିଛି। ତେଣୁ ଓଡ଼ିଶାରେ ଗଚ୍ଛିତ ଉଷୁନା ଚାଉଳ ଉଠାଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।
କମୁଛି ଦେଶର…
ପ୍ରସ୍ତୁତ କରନ୍ତୁ ଡାଲ୍‌ ପନିର୍‌ ମସଲା
ଆବଶ୍ୟକ ସାମଗ୍ରୀ
ମୁଗ ଡାଲି: ଏକ କପ୍‌, ପନିର୍‌: ୫୦୦ ଗ୍ରାମ୍‌, କଟା ପିଆଜ: ଏକ କପ୍‌, କଟା ଟମାଟୋ: ଏକ କପ୍‌, କଟା ଅଦା: ଅଳ୍ପ, ଗରମ ମସଲା: ଏକ ଚାମଚ, ଲେମ୍ବୁ ରସ: ଏକ ଚାମଚ, ଲବଙ୍ଗ: ୨ଟି, ଗୋଲମରିଚ ଗୁଣ୍ଡ: ଅଧା ଚାମଚ, ହଳଦୀ ଗୁଣ୍ଡ: ଏକ ଚାମଚ, କଟା କଞ୍ଚା ଲଙ୍କା: ଅଳ୍ପ, କସୁରି ମେଥି: ଏକ ଚାମଚ, ଲୁଣ: ସ୍ବାଦ ଅନୁସାରେ, ବଟର: ଆବଶ୍ୟକତା ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମୁଗଡାଲିରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ ସିଝାଇ ରଖନ୍ତୁ। ପନିର୍‌କୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ଏହା ପରେ ଚୁଲାରେ କଡ଼େଇ ବସାଇ ବଟର ଦିଅନ୍ତୁ। ବଟର ଗରମ ହେବା ପରେ ପନିର୍‌ରୁ ଅଳ୍ପ ନାଲି ହେବା ପର୍ଯ୍ୟନ୍ତ ଭାଜି ଅଲଗା ରଖନ୍ତୁ। ପୁଣି ଥରେ ସେହି କଡ଼େଇରେ ଆଉ କିଛି ବଟର ଦିଅନ୍ତୁ। ସେଥିରେ ଜିରା, ଲବଙ୍ଗ, କଟା ଅଦା, କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ପିଆଜ ନାଲ୍ ହୋଇଯିବା ପରେ ସେଥିରେ କଟା ଟମାଟୋ, କଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ କିଛି ସମୟ କଷନ୍ତୁ। ଏହା ପରେ ସିଝା ମୁଗଡାଲି ପକାଇ କଷିବା ପରେ ଅଳ୍ପ ପାଣି ଦେଇ ଧିମା ଆଞ୍ଚରେ କିଛି ସମୟ ପାଇଁ ବସାନ୍ତୁ। ପରେ ଭଜା ପନିର୍‌କୁ ପକାଇ ଆଉ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ଗରମ ମସଲା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ ଓ କସୁରି ମେଥି ପକାଇ ଭଲ ଭାବେ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ‘ଡାଲ୍ ପନିର୍‌ ମସଲା।’।
ପ୍ରସ୍ତୁତ କରନ୍ତୁ ସୋୟା କଟ୍‌ଲେଟ୍‌
ସାମଗ୍ରୀ: ସୋୟା ବଡ଼ି ଚୂରା ଦୁଇକପ୍‌,  ବ୍ରେଡ୍‌ ଚୂରା ଏକକପ୍‌, ସିଝା ଆଳୁ ୪ଟି, ଗୋଲମରିଚ ଗୁଣ୍ଡ ଅଧଚାମଚ, ହଳଦି ପାଉଡର ଅଧଚାମଚ, ସ୍ବାଦାନୁସାରେ ଲୁଣ, ଏକ ଚାମଚ ଅଦାରସୁଣ ପେଷ୍ଟ, ସରୁ ସରୁ କରି କଟାଯାଇଥିବା କଞ୍ଚାଲଙ୍କା ୩ରୁ ୪ଟି, କଟାଯାଇଥିବା ଧନିଆପତ୍ର ଦୁଇ ଚାମଚ, ଛାଣିବା ପାଇଁ ତେଲ
ପଦ୍ଧତି
ପ୍ରଥମେ ସିଝା ଆଳୁ, ସୋୟା ଚୂରା, ପିଆଜ ଓ ବ୍ରେଡ୍‌ ଚୂରାକୁ ମିଶାଇ ଦିଅନ୍ତୁ। ଏଥିରେ କଟାଯାଇଥିବା କଞ୍ଚାଲଙ୍କା, କଟାଯାଇଥିବା ଧନିଆ ପତ୍ର, ଅଦା ରସୁଣ ପେଷ୍ଟ, ହଳଦୀଗୁଣ୍ଡ, ଗୋଲମରିଚଗୁଣ୍ଡ ଓ ଲୁଣ ମିଶାନ୍ତୁ। ଏହାପରେ ହାତରେ ଘିଅ ଲଗାଇ ଏହାକୁ ଚିକ୍କଣ କରି ନିଅନ୍ତୁ। ଏହାପରେ କିଛି କିଛି ମିଶ୍ରଣ ନେଇ ଏହାକୁ କଟ୍‌ଲେଟ୍‌ ସେପ୍‌ ଦିଅନ୍ତୁ। ଏହାପରେ କଡେଇରେ ତେଲ ଗରମ କରି କଟ୍‌ଲେଟ୍‌କୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ସୋୟା କଟ୍‌ଲେଟ୍‌କୁ ଟମାଟୋ ସସ୍ ସହିତ ପରଷି ଦିଅନ୍ତୁ।