Graphite India Ltd. - The Sakala

GAIL ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୮୨ଟି ପଦବୀ ପାଇଁ ନିଯୁକ୍ତ ବିଜ୍ଞପ୍ତି, ଆବେଦନର ଶେଷ ତାରିଖ ୧୫ ସେପ୍ଟେମ୍ବର
ନୂଆଦିଲ୍ଲୀ: ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ୨୮୨ ବିଭିନ୍ନ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।  ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ gailonline.com ପରିଦର୍ଶନ କରି ଆବେଦନ କରିପାରିବେ।

ଆବେଦନ ପାଇଁ ଆବେଦନ ଫର୍ମ ୧୬ ଅଗଷ୍ଟ ୨୦୨୨ରୁ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ସେପ୍ଟେମ୍ବର ୨୦୨୨।  ଏହା ଅଧୀନରେ ଲାବୋରେଟୋରୀ, ମେକାନିକାଲ୍, ଟେଲିକମ୍, ଇଲେକ୍ଟ୍ରିକାଲ୍, ଅଗ୍ନି ଏବଂ ନିରାପତ୍ତା, ଯନ୍ତ୍ରପାତି, ଫାଇନାନ୍ସ ଏବଂ ଆକାଉଣ୍ଟସ୍ ପଦବୀ ପାଇଁ ନିଯୁକ୍ତି ଦିଆଯିବ।

୧-  GAIL ର ଅଫିସିଆଲ୍ ୱେବସାଇଟ୍ ।  gailonline.com ରେ କ୍ଲିକ୍ କରନ୍ତୁ।

୨-  କ୍ଯାରିଅର ଉପରେ କ୍ଲିକ୍ କରନ୍ତୁ ।

୩-  ଅନଲାଇନ୍ ଆବେଦନ ଉପରେ ଲିଙ୍କରେ କ୍ଲିକ୍ କରନ୍ତୁ ।

୪-  ଏହାପରେ ମଗାଯାଇଥିବା ସୂଚନା ପ୍ରଦାନ କରନ୍ତୁ ।

୫-  ପରେ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ ।