Raju Srivastav - The Sakala
ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
ମୁମ୍ୱାଇ : ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା । ତାଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଅଗଷ୍ଟ 10ରେ ଜିମରେ ବ୍ୟାୟାମ କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଖବର ଆସିଥିଲା ​​କିନ୍ତୁ ଏବେ ତାଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ:  ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ସେ ଅଗଷ୍ଟ ୧୦ରେ ହୃଦଘାତରେ ଶିକାର ହୋଇଥିଲେ। ପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା । ରାଜୁଙ୍କଙ୍କ ମସ୍ତିଷ୍କ ଫୁଲିଯାଇଥିବା ସୂଚନା ମିଳିଛି। ମସ୍ତିଷ୍କର ଚିକିତ୍ସା ପାଇଁ ଦିଆଯାଇଥିବା ଔଷଧ କାମ କରୁନାହିଁ ବୋଲି ଡାକ୍ତର କହିଛନ୍ତି।  ହୃଦୟ ଏବଂ ନାଡ଼ି ଭେଣ୍ଟିଲେଟର ସାହାଯ୍ୟରେ ପରିଚାଳିତ ହେଉଛ। ଶ୍ରୀବାସ୍ତବଙ୍କୁ ଟ୍ୟୁବ୍ ମାଧ୍ୟମରେ କ୍ଷୀର ଏବଂ ଫଳରସ ଦିଆଯାଉଛି । ରାଜୁଙ୍କ ପରିବାର କିନ୍ତୁ ଆଶା ଛାଡ଼ି ନାହାନ୍ତି। ରାଜୁ ହିରୋ ସେ ପୁଣିଥରେ ସୁସ୍ଥ ହୋଇଯିବେ ବୋଲି ପରିବାର ଲୋକେ କହିଛନ୍ତି। ପ୍ରଶଂସକ ଏବଂ ପରିବାର ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ରାଜୁ ଶ୍ରୀବାସ୍ତବ ଲୋକଙ୍କୁ ହସାଇବା ପାଇଁ ଜଣାଶୁଣା । ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାଜୁ ଯମରାଜ ଓ ମୃତ୍ୟୁ ବିଷୟରେ କିଛି କହୁଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓରେ ରାଜୁ ଶ୍ରୀବାସ୍ତବ ତାଙ୍କ ଅନ୍ଦାଜରେ କଥାବାର୍ତ୍ତା କରୁଛନ୍ତି। ରାଜୁ କହୁଛନ୍ତି, ‘ନମସ୍କାର, କିଛି ନାହିଁ ବାସ ବସିଛି। ଜୀବନରେ ଏପରି କାର୍ଯ୍ୟ କର ଯେ, ଯମରାଜ ଆସିଲେ ମଧ୍ୟ ସେ ତୁମକୁ ଭାଇସାହାବ କହି ମଇଁଷି ଉପରେ ବସିବାକୁ କହିବେ। ତୁମେ ଜଣେ ଭଲ ମଣିଷ ଚାଲିକି ଗଲେ ଭଲ ଲାଗିବନି ତେଣୁ ବସ ବୋଲି ଯମରାଜ କହିବେ।  ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
View this post on Instagram
A post shared by Raju Srivastava (@rajusrivastavaofficial)
ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି
ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଚାଲିଛି ଚିକିତ୍ସା ।
ସୂଚନା ଅନୁଯାୟୀ, ଗତକାଲି ରାଜୁ ଶ୍ରୀବାସ୍ତବ  ଓ୍ୱାର୍କଆଉଟରେ କରୁଥିବାବେଳେ ସେ ହୃଦଘାତର ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଥିଲା । ଡାକ୍ତରମାନେ ରାଜୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଚିକିତ୍ସା ଜାରି ରଖିଛନ୍ତି । ବଲିଉଡ ଅଭିନେତା ଓ ରାଜନେତାଙ୍କ ନକଲ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ରାଜୁ ।
ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅସୁସ୍ଥ । ହୃଦଘାତ କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ରାଜୁ ଶ୍ରୀବାସ୍ତବଙ୍କ ପିଆର। ସୂଚନା ଅନୁସାରେ ରାଜୁ ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ରାଜୁ ଶ୍ରୀବାସ୍ତବଙ୍କ ପିଆର ।
ସୂଚନା ଅନୁଯାୟୀ, ରାଜୁ ଶ୍ରୀବାସ୍ତବ ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ।  ଏହା ସହ ରାଜୁ ବିଗ୍ ବସ୍-୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।