CWG2022India - The Sakala

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ପିଭି ସିନ୍ଧୁଙ୍କୁ ସ୍ବର୍ଣ୍ଣ ପଦକ
ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ବ୍ଯାଡମିଣ୍ଟନ ସିଙ୍ଗିଲ୍ସ ଫାଇନାଲରେ କାନାଡାକୁ ହରାଇ ଭାରତର ପିଭି ସିନ୍ଧୁ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାନାଡାର ମିଚେଳ ଲିଙ୍କୁ ୨୧-୧୫ ଓ ୨୧ -୧୩ ହରାଇଛି ଭାରାତ ।

ଏଥିସହ ଭାରତର ପଦକ ସଂଖ୍ଯା ୫୬କୁ ବୃଦ୍ଧି ପାଇଛି। ମୋଟ ପଦକ ସଂଖ୍ଯା ମଧ୍ଯରୁ ୧୯ଟି ସ୍ବର୍ଣ୍ଣ, ୧୫ଟି ରୌପ୍ଯ ଓ ୨୨ଟି ବ୍ରୋଞ୍ଜ ରହିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ବକ୍ସିଂରେ ୩ୟ ସ୍ବର୍ଣ୍ଣ, ପୁରୁଷ ଡବଲ୍ସ ଟେବୁଲ ଟେନିସରେ ରୌପ୍ୟ
ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ।  ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।

ସେହିପରି ଆଜି ପୁରୁଷ ଡବଲ୍ସ ଟେବୁଲ ଟେନିସରେ ଭାରତକୁ ରୌପ୍ୟ ପଦକ ମିଳିଛି। ଫାଇନାଲରେ ହରିବା ପରେ ଅଚନ୍ତା ଶରତ କମଲ ଓ ସାଥିଆନ ଜ୍ଞାନଶେଖରନ ରୌପ୍ୟ ପଦକ ଜିତିଛନ୍ତି। ସେ ଇଂଲଣ୍ଡର ଲିଆମ୍ ପିଚଫୋର୍ଡ ଏବଂ ପଲ୍ ଡ୍ରିଙ୍କହଲ୍‌ଙ୍କ ଠାରୁ ହାରି ଯାଇଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତୀୟ ଜୋଡ଼ିଙ୍କ ସ୍ୱର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଟ୍ରିପଲ ଜମ୍ପ, ଜାଭଲିନ ଓ ୧୦ ହଜାର ମିଟର ରେସ୍‌ ୱାକ୍‌ରେ ଭାରତର ପଦକ ହାସଲ
ବର୍ମିଂହାମ: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତୀୟ ପ୍ରଥମ ଥର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ପଦକ ହାତେଇଛି । ଭାରତର ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ କେବଳ ୧ସେମି ଦୂରତା ରହିଥିଲା ।

ସେହିପରି ୧୦ ହଜାର ମିଟର ରେସ୍‌ ୱାକ୍‌ରେ ଭାରତର  ସନ୍ଦୀପ କୁମାର ବ୍ରୋଞ୍ଜ୍‌ ପଦକ ହସଲ କରିଛନ୍ତି।  ମହିଳା ଜାଭଲିନ୍‌ରେ ଭାରତକୁ ମଧ୍ଯ ବ୍ରୋଞ୍ଜ୍‌ ପଦକ ମିଳିଛି। ଅନୁ ରାଣୀ ଭାରତ ପାଇଁ  ଏହି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ବକ୍ସିଂରେ ଭାରତକୁ ଡବଲ ସ୍ବର୍ଣ୍ଣ ପଦକ
ବର୍ମିଂହାମ୍‍ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଡବଲ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି । ସେହିପରି ଅମିତ ପଙ୍ଘଲ ଇଂଲଣ୍ଡର କିଆରନ ମାକଡୋନାଲଡ୍କୁ ୫-୦ ରେ ପରାଜିତ କରିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ
ବର୍ମିଂହାମ୍‍ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳା ଏହି ବ୍ରୋଞ୍ଜ ପଦକ ହାସଲ କରିଛି। ପେନାଲ୍‌ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ। ଫଳରେ ଭାରତ ୨-୧ରେ ବିଜୟୀ ହୋଇଛି । ଫୁଲ ଟାଇମରେ ୧-୧ରେ ମ୍ୟାଚ ଟାଏ ରହିଥିଲା । ପରେ ସୁଟଆଉଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ବାଜି ମାରିନେଇଥିଲା ।