Expensive Sweet - The Sakala

ରକ୍ଷାବନ୍ଧନ ପାଇଁ ସ୍ବତନ୍ତ୍ର ‘ଗୋଲ୍‌ଡେନ୍‌ ଘେବର’ ମିଠା; ଯାହାର କିଲୋପ୍ରତି ଦର ୨୫ ହଜାର ଟଙ୍କା
ଉତ୍ତରପ୍ରଦେଶ ଆଗ୍ରାରେ ଏକ ଦୋକାନରେ ରକ୍ଷାବନ୍ଧନ ଅବସରରେ ପ୍ରସ୍ତୁତି ହୋଇଛି ସ୍ବତନ୍ତ୍ର ‘ଗୋଲ୍‌ଡେନ୍‌ ଘେବର’ ମିଠା । ଏହାର କିଲୋପ୍ରତି ଦର ଅଛି ୨୫ ହଜାର ଟଙ୍କା। ଏହାକୁ ବ୍ରଜ ରସାୟକ ମିଷ୍ଟାନ ଭଣ୍ଡାର ପ୍ରସ୍ତୁତ କରିଛି। ଏହି ପାରମ୍ପରିକ ମିଠାକୁ କ୍ଷୀର, ଘିଅ, ମଇଦା, ଚିନି, ପିସ୍ତାବାଦାମ ଏବଂ ଅଖରୋଟ୍‌ ଆଦି ଅନ୍ୟାନ୍ୟ ଡ୍ରାଏଫ୍ରୁଟ୍‌ ଉପଯୋଗରେ ତିଆରି କରାଯାଏ। ତେବେ ଏବେ ଯେଉଁ ମିଠା ପ୍ରସ୍ତୁତ କରାଯାଇଛି, ତାହାର ସ୍ବତନ୍ତ୍ରତା ହେଉଛି, ଏହା ଉପରେ ୨୪ କ୍ୟାରେଟ୍‌ ସୁନା ପରସ୍ତ ଦିଆଯାଇଛି। ଏହା ସହ ଏଥିରେ ଦିଆଯାଇଥିବା ଆଇସ୍‌କ୍ରିମ୍‌ ଫ୍ଲେବର୍‌ ମିଠାକୁ ଅଧିକ ସ୍ବାଦିଷ୍ଟ କରିଛି। ସାଧାରଣତଃ ଶ୍ରାବଣ ମାସ, ତିଜ୍‌ ଏବଂ ରକ୍ଷାବନ୍ଧନରେ ଏହି ମିଠାର ଚାହିଦା ଥାଏ ଅଧିକ। ପୂର୍ବରୁ ଏହାକୁ କିଲୋ ପ୍ରତି ୬୦୦ରୁ ୮୦୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ୨୪ କ୍ୟାରେଟ୍‌ ସୁନା ପରସ୍ତ ଦିଆଯିବାରୁ ଏହାର କିଲୋପ୍ରତି ଦାମ୍ ୨୫ ହଜାରକୁ ବଢ଼ିଯାଇଛି।