InterestRate - The Sakala

ବଢ଼ିଲା ସୁଧ ହାର; ମହଙ୍ଗା ହେବ ଋଣ
ମୁମ୍ବଇ : ଯାହା ଅନୁମାନ କରାଯାଉଥିଲା ଶେଷରେ ତାହା ହିଁ ହେଲା। ପୁଣି ଥରେ ବଢ଼ିଲା ସୁଧ ହାର (ରେପୋ ରେଟ୍‌)। ମୁଦ୍ରାନୀତି କମିଟି (ଏମ୍‌ପିସି) ସମୀକ୍ଷା ବୈଠକର ଶେଷ ଦିବସରେ ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଚିନ୍ତିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ରେପୋ ହାରରେ ୦.୫୦ ପ୍ରତିଶତ ବୃଦ୍ଧି ଘଟାଇଛି। ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ୪.୯୦ ପ୍ରତିଶତରୁ ୫.୪୦ ପ୍ରତିଶତକୁ ବୃଦ୍ଧି କରିଛି। ଏହାଫଳରେ  ବଜାରରେ ଗୃହ ଋଣଠାରୁ ଆରମ୍ଭ କରି ଅଟୋ ଏବଂ ବ୍ୟକ୍ତିଗତ ଋଣ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବାକୁ ଯାଉଛି। ଏହାର ପ୍ରଭାବ ସ୍ବରୂପ ଗ୍ରାହକଙ୍କ ଉପରେ ଇଏମ୍‌ଆଇ ବୋଝ ବଢ଼ିବ।

ଏହି ପଦକ୍ଷେପର ପ୍ରଭାବ ସ୍ବରୂପ ଗୃହ ଋଣ ସୁଧହାର ଇତିମଧ୍ୟରେ ୩ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି। ଏଥିଯୋଗୁ ସୁଧ ହାର ବର୍ତ୍ତମାନ ଅଗଷ୍ଟ ୨୦୧୯ ସ୍ତରରେ ପହଞ୍ଚିଛି। ଫଳରେ ଗ୍ରାହକଙ୍କୁ ୨୦ ବର୍ଷିଆ ୩୦ ଲକ୍ଷ ଟଙ୍କାର ଋଣ ପାଇଁ ନଅ ଶହ ଟଙ୍କା ଅଧିକ ଇଏମ୍ଆଇ ଗଣିବାକୁ ପଡିବ। ଆହୁରିମଧ୍ୟ ସ୍ଥାୟୀ ଏବଂ ସ୍ବଳ୍ପ ସଞ୍ଚୟ ଜମା କ୍ଷେତ୍ରରେ ଗ୍ରାହକ ଅଧିକ ସୁଧହାର ପାଇବେ। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଦ୍ୱାରା ଭାରତୀୟ ଅର୍ଥନୀତି ସ୍ୱାଭାବିକ ଭାବରେ ପ୍ରଭାବିତ ହୋଇଛି। ଆମେ ଉଚ୍ଚ ମୁଦ୍ରାସ୍ଫୀତି ସମସ୍ୟାର ସମ୍ମୁଖୀନ ହେଉଛୁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।