Tiger compliments Disha - The Sakala

ଦିଶାଙ୍କୁ ଟାଇଗର୍‌ଙ୍କ ପ୍ରଶଂସା
ନିକଟରେ ବଲିଉଡ୍ ଅଭିନେତା ଟାଇଗର୍‌ ଶ୍ରଫ୍ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ବ୍ରେକ୍‌ଅପ୍ ଖବର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ମାତ୍ର ଏବେ ଖୋଦ୍ ଟାଇଗର ଦିଶାଙ୍କ ନୂଆ ଫିଲ୍ମ ‘ଏକ ଭିଲେନ୍ ରିଟନର୍ସ’ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି। ଏହାରି ଭିତରେ କିନ୍ତୁ ଦିଶାଙ୍କ ଏହି ଫିଲ୍ମକୁ ନେଇ ଟାଇଗର୍‌ ତାଙ୍କର ପ୍ରଶଂସା କରିଛନ୍ତି। ଏ ବାବଦରେ ସାମାଜିକ ଗଣମାଧ୍ୟମରେ ଟାଇଗର୍‌ ଲେଖିଛନ୍ତି, ‘ଖୁବ୍ ମନୋରଞ୍ଜନଧର୍ମୀ ଫିଲ୍ମ, ପୂରା କାଷ୍ଟ୍ ଉଚ୍ଚକୋଟୀର ଅଭିନୟ କରିଛନ୍ତି।’ ଅବଶ୍ୟ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବାବଦରେ ସେମାନେ କେେବ ଖୋଲାଖୋଲି ଆଲୋଚନା କରି  ନାହାନ୍ତି। ତେେବ କୁହାଯାଉଛି, ଦିଶା କିନ୍ତୁ ଟାଇଗର୍‌ଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଯାହାକୁ ଟାଇଗର୍‌ ଏଡ଼ାଇ ଦେଇଥିଲେ। ଏପରିକି ବିବାହ ଲାଗି ସେ ପ୍ରସ୍ତୁତ ନଥିବା ଦିଶାଙ୍କୁ କହିଥିଲେ।