CommonwealthGames - The Sakala

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଦୁଇ ପଦକ : ଟେବୁଲ ଟେନିସରେ ସ୍ୱର୍ଣ୍ଣ, ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ। ପୁରୁଷ ଟେବୁଲ ଟେନିସ ଟିମ୍‌ ସିଙ୍ଗାପୁରକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୪ ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।

ଭାରତୀୟ ପୁରୁଷ ଦଳ ଟେବୁଲ୍ ଟେନିସରେ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ଏହି ସଫଳତା ପାଇଛି। ଭାରତପକ୍ଷରୁ ହରମୀତ ଦେଶାଇ ଏବଂ ଜି ସାଥିୟାନ ଡବଲ୍ସ ମ୍ୟାଚ୍ ଜିତି ଭାରତକୁ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ଖେଳାଳି ନିଜ ନିଜ ମୁକାବିଲା ଜିତି ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

3⃣rd GOLD FOR MEN'S TEAM 🏓🏓 at #CommonwealthGames 🔥🔥🔥#TeamIndia🇮🇳 defeat Team Singapore 🇸🇬 3️⃣-1️⃣ in the FINAL, defending their 2018 CWG 🥇

Bringing home 1️⃣1️⃣th Medal for India at @birminghamcg22

Superb Champions!!#Cheer4India#India4CWG2022
1/1 pic.twitter.com/MgIcBmMl2o

— SAI Media (@Media_SAI) August 2, 2022

ଆଜିର ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ।ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍‌ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା।

1️⃣2️⃣th 🏅 FOR INDIA 🇮🇳 🥳@thakur671 wins his 3rd Consecutive medal 🥈🥉🥈 at #CommonwealthGames 🔥 🔥

Vikas clinched 🥈 in Men's 96kg Final with a total lift of 346Kg 🏋‍♂️ at #B2022

Snatch- 155kg
C&J- 191kg

With this #TeamIndia🇮🇳 wins its 8️⃣th Medal in 🏋‍♀️ 💪#Cheer4India pic.twitter.com/eSuHjBRoPF

— SAI Media (@Media_SAI) August 2, 2022

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି । ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ୩୪୬ କେଜି ଭାର ଉଠାଇ ସେ ଦେଶ ପାଇଁ ପଦକ ହାସଲ କରିଛନ୍ତି । ସ୍ନାଚରେ ସେ ୧୫୫ କିଲୋ ଭାର ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଭାର ଉଠାଇଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ, ଲନ ବଲ୍‌ରେ ଭାରତୀୟ ମହିଳା ଦଳକୁ ମିଳିଲା ଗୋଲ୍ଡ ମେଡାଲ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ ଇତିହାସ ରଚିଲା ଭାରତୀୟ ମହିଳା ଲନ ବଲ ଦଳ।ଲନ୍ ବଲ ଇଭେଣ୍ଟର ଫାଇନାଲ ମୁକାବିଲାରେ ଭାରତ, ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି । ୯୨ ବର୍ଷ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି, ଯେ ଏହି ଇଭେଣ୍ଟରେ ଭାରତ ମେଡାଲ ଜିତିଛି । ତାହା ବି ପୁଣି ଗୋଲ୍ଡ ମେଡାଲ । ଏହି ଇଭେଣ୍ଟରେ ଭାରତୀୟ ଟିମରେ ଲଭଲୀ ଚୌବେ, ପିଙ୍କି, ନୟାନମୌନୀ ସାଇକିଆ ଓ ରୂପା ରାଣି ସାମିଲ ଥିଲେ । ଯେଉଁମାନଙ୍କ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଗୋଲ୍ଡ ମେଡାଲ ଜିତିବାରେ ସଫଳ ହୋଇଛି ।

A Historic Gold for India in #CommonwealthGames Lawn Bowls!

Absolutely ecstatic that our Women's Fours Team – Lovely Choubey, Pinki , Nayanmoni Saikia & Rupa Rani Tirkey has fetched the nation its first ever #LawnBowls medal defeating South Africa 17-10 in the final ! pic.twitter.com/8Pbio6W0qB

— Anurag Thakur (@ianuragthakur) August 2, 2022

ଅଢେଇ ଘଣ୍ଟା ଧରି ଚାଲିଥିବା ଏହି ଇଭେଣ୍ଟରେ ଅନେକ ରୋମାଞ୍ଚକର ସ୍ଥିତି ପରେ ଶେଷରେ ଭାରତ ଇତିହାସ ରଚିଛି । ଏମାନେ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଗତ ସେମିଫାଇନାଲ ମ୍ୟାଚରେ ନିଉଜିଲାଣ୍ଡକୁ ହରାଇ ଭାରତ ମେଡାଲ ପକ୍କା କରିଥିଲା । ଆଜିର ମ୍ୟାଚ ପ୍ରାୟ ଅଢ଼େଇ ଘଣ୍ଟା ଚାଲିଥିଲା । ମ୍ୟାଚର ପ୍ରଥମ ଭାଗରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ହେଲେ ମଧ୍ୟଭାଗରେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ହେଲେ ଭାରତୀୟ ମହିଳା ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୭-୧୦ରେ ମ୍ୟାଚଟିକୁ ଜିତି ଭାରତ ପାଇଁ ସ୍ୱର୍ଣ୍ଣ ଦେଇଛନ୍ତି । ଭାରତର ମୋଟ ମେଡାଲ ସଂଖ୍ୟା ଏବେ ୧୦କୁ ବୃଦ୍ଧି ପାଇଛି ।

HISTORY CREATED 🥳

1st Ever 🏅 in Lawn Bowls at #CommonwealthGames

Women's Fours team win 🇮🇳 it's 1st CWG medal, the prestigious 🥇 in #LawnBowls by defeating South Africa, 17-10

Congratulations ladies for taking the sport to a new level🔝

Let's #Cheer4India#India4CWG2022 pic.twitter.com/uRa9MVxfRs

— SAI Media (@Media_SAI) August 2, 2022

ପ୍ରଥମ ରାଛଣ୍ଡ ବା ପ୍ରଥମ ଏଣ୍ଡ ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା। ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ହୋଇଥିଲା। ତୃତୀୟ ରାଉଣ୍ଡରେ ଭାରତ ୨-୨ରେ ସ୍ଥିତି ଭରାବର କରିଥିଲା। ୪ର୍ଥ ରାଉଣ୍ଡରେ ୩-୨, ୫ମ ରାଉଣ୍ଡରେ ୪-୨, ୬ଷ୍ଠ ରାଉଣ୍ଡରେ ୭-୨ ଓ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଭାରତ ୮-୨ରେ ଆଗରେ ଥିଲା। ହେଲେ ଏହି ସମୟରେ ଦକ୍ଷିଣ ଆଫ୍ରିକା କମବ୍ୟାକ କରି ସ୍ଥିତିକୁ ପ୍ରଥମେ ୪-୮, ପରେ ୬-୮ ଓ ୧୦ମ ରାଉଣ୍ଡ ବେଳକୁ ସ୍ଥିତିକୁ ୮-୮ରେ ବରାବର କରି ନେଇଥିଲା।୧୧ତମ ରାଉଣ୍ତରେ ଦକ୍ଷିଣ ଆଫ୍ରିକା ୨ ପଏଣ୍ଟ ହାସଲ କରି ସ୍ଥିତକୁ ୧୦-୮ କରି ଦେଇଥିଲା। ଭାରତ ୧୨ତମ ରାଉଣ୍ଡରେ ସ୍ଥିତି ବରାବର କରିବା ପରେ ଆଉ ଅଟକି ନଥିଲା। ୧୩ତମ ଏଣ୍ଡ ସୁଦ୍ଧା ସ୍ଥିତି ୧୦-୧୨, ୧୪ତମ ରାଉଣ୍ଡରେ ୩ ପଏଣ୍ଟ ହାସଲ କରି ୧୫-୧୦ ଓ ଶେଷ ରାଉଣ୍ଡରେ ୨ ପଏଣ୍ଟ ହାସଲ କରି ସ୍ଥିତି ୧୭-୧୦ କରିବା ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା।

ଅନ୍ୟପକ୍ଷରେ ଏହି ସ୍ୱର୍ଣ୍ଣକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।ଭାରତକୁ ଭାରତ୍ତୋଳନରେ ୭ଟି ପଦକ ମିଳିଥିବା ବେଳେ ଜୁଡୋରେ ଦୁଇଟି ପଦକ ଓ ଲନ ବଲରେ ଗୋଟିଏ ପଦକ ମିଳିଛି ।