Jayanarayan Mishra - The Sakala
ସମ୍ବଲପୁର: ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଏକ ମାମଲାରେ ଛନ୍ଦି ହୋଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ନେଇ ଜୟନାରାୟଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଏହା ସହ ହନୁମାନ ଜୟନ୍ତୀ ପୂର୍ବରୁ ଝଣ୍ଡା ଯାତ୍ରା ସମୟରେ ଖଣ୍ଡା ବୁଲାଇବା ଘଟଣାକୁ ନେଇ ୮ ଜଣକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଗତକାଲି ଗୋଲବଜାର ଅଞ୍ଚଳରେ ଝଣ୍ଡା ଯାତ୍ରା ବେଳେ ବୁଲାଯାଇଥିଲା ଖଣ୍ଡା ।
ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ। ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ୱ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ପାଟିରେ ଯେଉଁ ମାନେ ନିଷ୍ପତ୍ତି ନେଉଛନ୍ତି ତାହା ଭିତରେ ମୁଁ ନାହିଁ ବୋଲି ସେ କହିଛନ୍ତି। ବିଜେପିକୁ ବିଧାୟକ ଦରକାର ନାହିଁ। ବିଜେପି ପ୍ରବକ୍ତା ଏ ବିଷୟରେ କହିବେ। ପାଟିକୁ କେବଳ କାର୍ଯ୍ୟକର୍ତ୍ତା ଦରକାର। ବରିଷ୍ଠରେ କି ମୂଲ୍ୟ ଅଛି ବୋଲି ସେ କହିଛନ୍ତି। ମତେ ପାଟି ବିଷୟରେ କିଛି ପଚାରନା ବୋଲି ଜୟ ନାରାୟ କହିଛନ୍ତି।
ଜୟନାରାୟଣଙ୍କ ଜାମିନ ଖାରଜ ପରେ ଓଡ଼ିଶାର ବିଜେପି ସରକାରକୁ କଡା ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଷ୍ଟେଟ୍‌ ବନାମ ଜୟନାରାୟଣ ମାମଲାର ଶୁଣାଣି ପରେ ଜୋର ଧରିଛି ରାଜନୈତିକ ବୟାନବାଜି। ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିରୋଧୀ ନେତାମାନେ କଡା ନିନ୍ଦା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ନାମୁଞ୍ଜର ପରେ ପ୍ରେସମିଟ କରି ଗିରଫ ଦାବି କରିଛି ବିଜେଡି।
ଏହାକୁ ନେଇ ସୋସିଆଲ ମିଡିଆ ସାଇଟରେ ଟ୍ୱିଟ୍‌ କରି ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ଲେଖିଛନ୍ତି, ବିଜେପି ନେତୃତ୍ୱାଧିନ ଓଡିଶା ସରକାରରେ ଏହାଠାରୁ ଲଜ୍ଜାଜନକ ଘଟଣା କଣ ହୋଇପାରେ ? ବିଜେପି ବିଧାୟକଙ୍କ ସପକ୍ଷରେ ଠିଆ ହୋଇଥିବା ଓଡିଶା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଚାପୁଡା ମାରିବା ମାମଲାରେ ଜୟନାରାୟଣଙ୍କ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ । ଜଷ୍ଟିସ୍ ରାୟ କହିଛନ୍ତି କି, ସରକାର ପରିବର୍ତ୍ତନ ହେଲେ ପୋଲିସ ଅଫିସରଙ୍କ ବର୍ଦ୍ଦିର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ଯାହା ବିଜେପି ସରକାର ପାଇଁ ଲଜ୍ଜାଜନକ କଥା ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।
What could be more embarrassing for BJP led Odisha Govt than this?
Honourable Supreme Court has strongly criticised Odisha Govt’s mellowed stance on Odisha BJP MLA while hearing his bail application in the case of slapping a woman police officer saying that “the color of an…
— Pranab Prakash Das (@pranabpdas) November 14, 2024
ସରକାରଙ୍କ ପରିବର୍ତ୍ତନ ସହିତ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ ଏମିତି କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ।
ବିଜେପି ବିଧାୟକ ଜୟନାରାୟଣଙ୍କ ପାଇଁ ବଢିଲା ଅଡ଼ୁଆ, ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ
ସମ୍ବଲପୁର: ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡ଼ୁଆ । ଜୟନାରାୟଙ୍କ ଆଗୁଆ ଜାମିନ ସମ୍ପର୍କିତ ସ୍ପେସିଆଲ ଲିଭ ପିଟିସନ ସୁପ୍ରିକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ।
ଖବର ଅନୁଯୟୀ, ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଫେବ୍ରୁଆରୀ ୧୫ ତାରିଖରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଥିଲା । ପୂର୍ବରୁ ଓଡିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କର ଆଗୁଆ ଜାମିନ ଖାରଜ କରିଥିଲେ। ଏହାକୁ ଚ୍ଯାଲେଞ୍ଜ କରି ଜୟନାରାୟଣ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ।
ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଏଭଳି  ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅପପୁଷ୍ଟି ହୋଇନି ବୋଲି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୟାନ ଦେଇଥିଲେ । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର  ଆମ୍ବ ଟାକୁଆ ଜାଉ ଖାଇବା ସେହି ଅଞ୍ଚଳର ପାରମ୍ପରିକ ଖାଦ୍ୟ ବୋଲି କହିଥିଲେ। ଏଭଲି ସମ୍ୱେଦନଶୀଳ ଘଟଣାରେ ପୁଣି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିତଣ୍ଡା ଯୁକ୍ତି କରିଛନ୍ତି।
ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ରାସନ୍ ଲୋକେ ଖାଉ ନାହାନ୍ତି । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ । ଯେଉଁମାନେ କହୁଛନ୍ତି ଆମ୍ବ ଟାକୁଆ ଖାଇ ଲୋକେ ମରୁଛନ୍ତି ତାହା ବେକାର କଥା ବୋଲି ଜୟ ନାରାୟଣ କହିଛନ୍ତି। ଆଦିବାସୀମାନେ ଆମ୍ବ ଟାକୁଆ ଖାଆନ୍ତି। ଯିଏ କିଛି କାମ କରିବେନି, ଶୋଇକି ରହିବେ ତାଙ୍କୁ କିଏ ଖାଇବାକୁ ଦେବ୍ ବୋଲି ସେ ହୀନ ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ମାଗଣା ଚାଉଳ ଲୋକେ କ’ଣ କରୁଛନ୍ତି ଅନୁସନ୍ଧାନ କର।
ଆମ୍ବ ଟାକୁଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏପରି ଘଟଣା ଦୁର୍ଭାଗ୍ୟ ଜନକ ଓ ଲଜ୍ଜାଜନକ। ୩ ମାସ ଧରି ଲୋକଙ୍କୁ ରାସନ୍ ମିଳୁ ନ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ସବୁ ମାସରେ ଚାଉଳ ଦେବାକୁ । ୩ ମାସ ଚାଉଳ ନ ପହଞ୍ଚିବା ଦୁର୍ଭାଗ୍ୟ ଜନକ। ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ ନୁହେଁ । ଆଦିବାସୀଙ୍କ ପରମ୍ପରା ନାହିଁ ଆମ୍ବ ଟାକୁଆ ଖାଇବା । ଭୋକ ଉପାସରେ ସେମାନେ ଆମ୍ବ ଟାକୁଆ ଖାଉଥିବା କଥା କହିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ପାଖ ଅଞ୍ଚାୟତରେ ଏ ଯାଏଁ ରାସନ୍ ଦିଆ ଯାଇନଥିବା ମଧ୍ୟ ସେ କହିଛନ୍ତି।
ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ କୁ ବିଜେପି ବିଧାୟକ ଜୟନାରାୟଣଙ୍କ ଅସମ୍ମାନ
ସମ୍ୱଲପୁର: ଓଡ଼ିଆ ଅସ୍ମିତା ର ନାରା ଦେଇ ରାଜ୍ୟରେ ପ୍ରଥମକରି ସରକାର ଗଢ଼ିଥିବା ବିଜେପି ‘ଅସ୍ମିତା’ ପ୍ରତି କେତେ ପ୍ରତିଶ୍ରୁତିବଦ୍ଧ ତାହା ଶନିବାର ସରକାରୀ ସ୍ତରରେ ଆୟୋଜିତ ବିଜେପିର ବିକାଶ ମେଳାରେ ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ଉତ୍ସବ ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଆସନରେ ବସି ରହିବା ସମସ୍ତଙ୍କୁ ଚକିତ କରିଛି। ମଞ୍ଚାସୀନ ସମସ୍ତ ଅତିଥି ଏବଂ ଉପସ୍ଥିତ ଜନତା ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇ ଛିଡ଼ା ହୋଇଥିଲେ ହେଁ ବିଧାୟକ ଜୟ ନାରାୟଣଙ୍କ ଏଭଳି ଆଚରଣ ଓଡ଼ିଆ ଅସ୍ମିତାକୁ ଶକ୍ତ କୁଠାରାଘାତ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସବୁଠୁ ପରିତାପର ବିଷୟ, ସମାଲୋଚନା ପରେ ମଧ୍ୟ ଜୟ ନାରାୟଣ ତାଙ୍କ ଅହଙ୍କାର ପ୍ରଦର୍ଶନ କରି ‘‘ଏହି ସଙ୍ଗୀତ ଗାନ ବେଳେ କେବେ ଛିଡ଼ା ହୋଇଥିଲି ଯେ ଆଜି ଛିଡ଼ା ହୋଇଥାନ୍ତି’’ ବୋଲି କହିବା ରାଜନୈତିକ ମହଲରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଜୟ ନାରାୟଣଙ୍କ ଏହି ଆଚରଣ ଓ ମନ୍ତବ୍ୟକୁ ନେଇ ସର୍ବସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ମନ୍ଦଳିଆ ପଡ଼ିଆରେ ଆୟୋଜିତ ବିକାଶ ମେଳାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଜିଲ୍ଲାପାଳ, ଆରଡିସି, ଏସ୍‌ଏମସି କମିଶନର ଓ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ହୋଇଥିଲା। ମଞ୍ଚ ପରିଚାଳିକା ସମସ୍ତଙ୍କୁ ଛିଡା ହେବା ପାଇଁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ରବି ନାଏକ, ଆରଡିସି, ଜିଲ୍ଲାପାଳ ଓ ଏସ୍‌ଏମସି କମିଶନର ଛିଡା ହୋଇଥିଲେ। ଗୀତ ଗାନ ସମୟରେ ବିଧାୟକ କିନ୍ତୁ ତାଙ୍କ ଆସନରୁ ଉଠି ନଥିଲେ। ତାଙ୍କୁ ମନ୍ତ୍ରୀ ତଥା ଉପସ୍ଥିତ ଅତିଥି ଛିଡା ହେବା ପାଇଁ ଠାର ଦେଇଥିଲେ ହେଲେ ବିଧାୟକ ଏ କଥାକୁ ଖାତିର ନ କରି ଚେୟାରରେ ବସି ରହିଥିଲେ। ଗୀତ ଶେଷ ହେବା ପର୍ଯ୍ୟନ୍ତ ସେହିପରି ବସି ରହିଥିଲେ। କାର୍ଯ୍ୟକ୍ରମ ଶେଷ ପରେ ବିଧାୟକଙ୍କୁ କାହିଁକି ଛିଡା ହେଲେନି ବୋଲି ପଚାରିବାରୁ, କେବେ ଛିଡା ହେଇଥିଲି କି ଆଜି ବସି ରହିଲି ବୋଲି କହି କଥାକୁ ଏଡାଇ ଦେଇଥିଲେ।
ରାଜ୍ୟ ସଙ୍ଗୀତକୁ ମାନ୍ୟତା ପାଇଁ ୧୯୯୫ ମସିହାରୁ ଦାବି ହୋଇ ଆସୁଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ୨୦୨୦ ଜୁନ ୭ରେ ମାନ୍ୟତା ମିଳିଥିଲା। ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ପରିବେଷଣ ବେଳେ ରାଜ୍ୟପାଳଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡ଼ା ହୋଇ ସମ୍ମାନ ଜଣାଇଥାନ୍ତି। ଏପରିସ୍ଥଳେ ବିଧି ବ୍ୟବସ୍ଥାକୁ ଫୁ’ କରି ଜଣେ ବିଧାୟକ ଏଭଳି ଆଚରଣ ପ୍ରଦର୍ଶନ କରିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।
କୋର୍ଟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର: ଏନ୍‌‌ବିଡବ୍ଲ୍ୟୁ ମାମଲାରେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରି ନିଜର ପକ୍ଷ ରଖିଛନ୍ତି। ୫୦ ହଜାର ଟଙ୍କା, ଦୁଇଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି। ତେବେ ଦିଲେଶ୍ୱର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜଫ୍ରେମ୍‌ ହୋଇଛି। ଖୁବଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ। ଜାମିନ ପରେ ଜୟନାରାୟଣ କହିଛନ୍ତି ଯେ କିଛି କହିବାର ନାହିଁ, କେସ୍‌ ତ ନାହିଁ ଆଉ କିଛି କହିବାର ନାହିଁ। ବରଗଡ଼ ସୋହେଲାରେ ହୋଇଥିବା ଦିଲେଶ୍ୱର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ଜୟନାରାୟଣ। ଏହି ମାମଲାରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ପାଇଁ ତାରିଖ ରହିଥିଲା। କିନ୍ତୁ ସେହି ଦିନ ସେ କୌଣସି କାରଣବଶତଃ ହାଜର ହୋଇନଥିଲେ। ଯେହେତୁ ସେ କୋର୍ଟରେ ହାଜର ହୋଇନଥିଲେ, ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱ‌ା‌ନା ଜାରି ହୋଇଥିଲା।
ଜୟନାରାୟଣ ମିଶ୍ରଙ୍କୁ ଘାରିଲା ଗିରଫ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ
ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ । ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳିନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତ୍ରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସମ୍ବଲପୁର ଦୁର୍ଗାପାଲ୍ଲୀ ଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳିନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ।
ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବୃଆରୀ ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚାରଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି । ଏହିଦୃଷ୍ଟିରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।
ଜୟନାରାୟଣଙ୍କ ପାଗଳାମୀ ରାଜ୍ୟ ବିଜେପିକୁ ବୁଡାଇବ: ବିଜେଡି
ଭୁବନେଶ୍ୱର: ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଶୁଣିବାକୁ ମିଳିଲା କୋଲକାତାରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଆପଣ ଅଧାରୁ ଚାଲିଆସିଛନ୍ତି । ସେଠାରେ ପାଗଳାମୀ ଦୂର କରିବାକୁ ଇଲେକ୍ଟ୍ରିକ ସକ୍‌ ଟ୍ରିଟମେଣ୍ଟ ଆରମ୍ଭ କରାଯିବା ଶୁଣି ଛାନିଆ ହୋଇ ଚାଲିଆସିଲେ ।
ଯେହେତୁ ଆପଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇନାହାନ୍ତି, ତେଣୁ ପାଗଳର ପ୍ରଳାପ ଜାରି ରଖିଛନ୍ତି । ଜୟନାରାୟଣ ବାବୁ, ନା ଆପଣ ରାଜ୍ୟ ବିଜେପି ସଭାପତିଙ୍କ କଥା ଶୁଣୁଛନ୍ତି, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆଗାମୀ ୬ ମାସ ଏଭଳି ଆପଣ ବାଚାଳାମୀ ଜାରି ରଖନ୍ତି ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର: ବିଜେଡି
ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ପ୍ରଭୁ ଜଗନ୍ନାଥ ଜୟନାରାୟଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଲେନିନ୍।
ଅନ୍ୟପକ୍ଷରେ, ଅତି ଅପମାନଜନକ ସ୍ଥିତିରେ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହେବା ପରେ ସୌମ୍ୟ ପଟ୍ଟନାୟକ କଂଗ୍ରେସକୁ ଓଡ଼ିଶାରେ ଫିନିସ କରିଦେବାକୁ ପ୍ରତିଜ୍ଞା କରିଥିଲେ। ହେଲେ ଏବେ ସୌମ୍ୟଙ୍କୁ କଂଗ୍ରେସ ପୁଣି ସ୍ବାଗତ କରିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପିସିସି ସଭାପତିଙ୍କ ଏଭଳି ବିବୃତି ଆମ ନଜରକୁ ଆସିଛି।
ହେଲେ ପିସିସି ସଭାପତିଙ୍କ ଏହି କଥା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ସମ୍ଭବତଃ ସେହି ପ୍ରତିଜ୍ଞା ପୂରଣ ପାଇଁ ସୌମ୍ୟଙ୍କୁ କଂଗ୍ରେସକୁ ଡାକୁଛନ୍ତି ଶରତ। ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାକୁ ଶରତ ଓ ସୌମ୍ୟ ଯୋଜନା କରୁଛନ୍ତି। ସେଥିପାଇଁ ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ ପାଇଁ କହୁଛନ୍ତି ଶରତ। ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ ବୋଲି କହିଛନ୍ତି ତୁମ୍ବନାଥ ପଣ୍ଡା।
ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ
ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ । ଜୟନାରାୟଣ ଏକାଧିକ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ । ତାଙ୍କ ବିରୋଧରେ କୋର୍ଟରେ ୧୬ଟି ଚାର୍ଜସିଟ୍ ଦାଖଲ ହୋଇଛି । ସମ୍ଭବତଃ ଜୟନାରାୟଣ ଏହି ଚାର୍ଜସିଟ୍ ବିଷୟରେ କହୁଛନ୍ତି ବୋଲି ସେ ଟ୍ବିଟର ହ୍ୟାଣ୍ଡେଲରେ ଟାର୍ଗେଟ କରି କହିଛନ୍ତି।
assaulting an on-duty lady Police officer. We don't want to comment on his mental health but appeal to the media to keep safe distance from him while covering his media bites.@jnarayanmishra
— Rohit Pujari (@rohitpujaribjd) September 4, 2023
ମହିଳାଙ୍କୁ ଆକ୍ରମଣ କରୁଥିବା ଲୋକ ବିଷୟରେ ଆମର କିଛି କହିବାର ନାହିଁ । କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ଜୟନାରାୟଣ । ତାଙ୍କର ମାନସିକ ସ୍ୱାସ୍ଥ୍ୟ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନୁ । ତାଙ୍କଠାରୁ ଦୂରେଇ ରହିବାକୁ ଗଣମାଧ୍ୟମକୁ ସେ ଆହ୍ବାନ ଦେଇଛନ୍ତି ।
ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କୁ ସରକାର ମ୍ୟାନେଜ କରୁଛନ୍ତି । ହେଲେ ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ, ତେଣୁ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ଜୟନାରାୟଣ ଏଭଳି କହିବା ପୂର୍ବରୁ ନିଜ ଦଳର ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କି ? କାରଣ ଏହା ପୂର୍ବରୁ ବିରୋଧୀ ଦଳ ନେତା ବିଜେପିର ପ୍ରଦୀପ୍ତ ନାୟକ ଥିଲେ, ସେ ମ୍ୟାନେଜ ହେଉଥିଲେ କି, ଯଦି ହଁ ମ୍ୟାନେଜ ହେବା କ’ଣ ଭାରତୀୟ ଜନତା ପାର୍ଟିର ନେତାଙ୍କ ଚରିତ୍ର । ବିଜେପି ପୂର୍ବରୁ କଂଗ୍ରେସର ନରସିଂହ ମିଶ୍ର ବିରୋଧୀ ଦଳ ନେତା ଥିଲେ, ସେ ବି କ’ଣ ମ୍ୟାନେଜ ହେଉଥିଲେ କି ?
ଜୟନାରାୟଣ, ନରସିଂହଙ୍କ ସହ ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କି ? ବିରୋଧୀ ଦଳ ନେତାଙ୍କ ପଦ ମର୍ଯ୍ୟାଦାହାନୀ ହେବା ଭଳି ମନ୍ତବ୍ୟ ଦେଇ ଜୟନାରାୟଣ କ’ଣ କହିବାକୁ ଚାହୁଁଛନ୍ତି ? ତାଙ୍କ ଭଳି ନେତା ଯାହାଙ୍କ ନାମରେ ୧୬ଟି ସଙ୍ଗୀନ ଫୌଜଦାରୀ ମାମଲା ରହିଛି, କଥା କଥାକେ ମାଡ଼ ମାରିବା, ଖଣ୍ଡାଧରି ଗୋଡ଼ାଇବା, ହତ୍ୟା ଉଦ୍ୟମ ଓ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି, ସେଭଳି ଲୋକ ବିରୋଧୀ ଦଳ ନେତା ପଦବୀରେ ରହିବା ଗଣତନ୍ତ୍ର ପ୍ରତି ଠିକ୍ ହେବ ତ ? ଜୟନାରାୟଣ ନିଜକୁ ନିଜେ ପଚାରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।