ction Commissioners - The Sakala

ସରକାରୀ କର୍ମଚାରୀ ହୋଇପାରିବେ ନାହିଁ ନିର୍ବାଚନ କମିଶନର : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ :  ସରକାରୀ କର୍ମଚାରୀ ଥିବା କୌଣସି ବ୍ୟକ୍ତି ନର୍ବିାଚନ କମିଶନର ହୋଇ ପାରିବେ ନାହିଁ। ଯେକୌଣସି ରାଜ୍ୟର ନିର୍ବାଚନ କମିସନର୍‌ ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ ଗୋଆ ପୌର ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାର ବିଚାର କରି ଏହା କହିଛନ୍ତି।

ପୌର ପରିଷଦ୍‌ ନିର୍ବାଚନର ପର୍ଯ୍ୟବେକ୍ଷଣ କରିବା ଲାଗି ଆଇନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତ କରିଥିବା ଗୋଆ ସରକାରଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଭର୍ତ୍ସନା କରିଛନ୍ତି। ତିନି ବିଚାରପତିବିଶିଷ୍ଟ ଏକ ଖଣ୍ଡପୀଠର ନେତୃତ୍ୱ ନେଇଥିବା ଜଷ୍ଟିସ୍ ରୋହିଙ୍ଗଟନ୍‌ ଫାଲି ନରିମାନ୍  ସମ୍ବିଧାନର ଧାରା ୧୪୨ ଏବଂ ୧୪୪ କ୍ଷମତା ପ୍ରୟୋଗ ଅନୁଯାୟୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଧାରା ୧୪୨ ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ “ସଂପୂର୍ଣ୍ଣ ନ୍ୟାୟ” କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ କ୍ଷମତାପ୍ରାପ୍ତ ହୋଇଥିବାବେଳେ ଧାରା ୧୪୪ ସମସ୍ତ କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ଅନୁଯାୟୀ କାର୍ୟ୍ୟ କରିବାକୁ ବାଧ୍ୟ କରିଥାଏ।

ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧିନତାକୁ ଉପରେ କମ୍ପରମାଇଜ୍‌ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅତିରିକ୍ତ ଦାୟିତ୍ତ୍ୱ ପ୍ରଦାନ କରିବା ସମ୍ବିଧାନର ଉପହାସ ବୋଲି କୋର୍ଟ କହିଛନ୍ତି। ଏହି ବେଞ୍ଚରେ କୁହାଯାଇଛି ଯେ ନିର୍ବାଚନ କମିଶନର୍ ମାନେ “ସ୍ୱାଧିନ ବ୍ୟକ୍ତି” ହେବା ଆବଶ୍ୟକ ଏବଂ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ଲାଭ କିମ୍ବା ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇ ପାରିବ ନାହିଁ।