nude photoshoot - The Sakala

ରଣବୀରଙ୍କୁ ନକଲ କଲେ ନକୁଲ୍‌, ନ୍ୟୁଡ୍ ଫଟୋ ପାଇଁ ହେଲେ ଟ୍ରୋଲ୍‌
ଅଜବଗଜବ ଫେସନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଇତିମଧ୍ୟରେ ରଣବୀର ତାଙ୍କ ନ୍ୟୁଡ୍‌ ଫଟୋ ସୁଟ୍‌ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି।  ଏଥିପାଇଁ ରଣବୀର ସୋସିଆଲ ମିଡିଆରେ ମଧ୍ୟ ଜବରଦସ୍ତ ଟ୍ରୋଲ୍‌ ହେଉଛନ୍ତି। ତେବେ ରଣବୀରଙ୍କୁ ଦେଖି  କିଛି ସେଲିବ୍ରିଟି ମଧ୍ୟ ଏଭଳି ଫଟୋ ସୁଟ୍ ପାଇଁ ମନ ବଳାଇଳେଣି। ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ ଅଭିନେତା ନକୁଲ୍‌ ମେହେତା ସୋସିଆଲ ମିଡିଆରେ ତାଙ୍କର  ଏକ ନ୍ୟୁଡ୍‌ ଫଟୋ ସେୟାର କରିବା ପରେ ଏଥିପାଇଁ ଜବରଦସ୍ତ ଟ୍ରୋଲ୍‌ ହୋଇଛନ୍ତି।

ଅବଶ୍ୟ ତାଙ୍କର ଏହି ଫଟୋରେ ଏକ ଟ୍ବିଷ୍ଟ୍‌ ଅଛି। ନକୁଲ ରଣବୀରଙ୍କ ନ୍ୟୁଡ୍‌ ଫଟୋ ଉପରେ ତାଙ୍କର ଚେହେରା ଚିପ୍‌କାଇଛନ୍ତି। ନକୁଲ ‘ଷ୍ଟୋନ୍’ ନାମକ ପତ୍ରିକା ପାଇଁ ଏହି ଫଟୋସୁଟ୍‌ କରିଥିବା କଥା କହିଛନ୍ତି। ମଜାମସ୍ତି ପାଇଁ ନକୁଲ୍‌ ଏହି ଫଟୋଟିକୁ ସେୟାର୍‌ କରିଥିଲେ ସୁଦ୍ଧା ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ୍ ହେବାକୁ ପଡିଛି। କେବଳ ସେତିକି ନୁହେଁ, ଏହି ଫଟୋ ପାଇଁ ନକୁଲ୍‌ଙ୍କ ପତ୍ନୀ ଜାନକୀ ପାରେଖ ମଧ୍ୟ ତାଙ୍କ ଉପରେ ଖପ୍ପା ଅଛନ୍ତି। ସେ ତାଙ୍କ ଫଟୋ ଉପରେ କମେଣ୍ଟ ଦେଇ ତୁରନ୍ତ ପୋଷାକ ପିନ୍ଧିବା ପାଇଁ କହିଛନ୍ତି।

ନଗ୍ନ ଫଟୋସୁଟ ପରେ ହରଡ଼ଘଣାରେ ରଣବୀର, ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ
ମୁମ୍ବାଇ : ବଲିଉଡ ଷ୍ଟାର ରଣବୀର ସିଂଙ୍କ ନ୍ୟୁଡ଼ ଫଟୋସୁଟ୍‌କୁ ନେଇ ସାର ଦେଶରେ ଚର୍ଚ୍ଚା ଆଲୋଚନା ଲାଗିଛି। ରଣବୀର ସିଂଙ୍କ ନ୍ୟୁଡ଼ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ନୂଆ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିିଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ ବଲିଉଡ଼ ଇଣ୍ଡଷ୍ଟ୍ରିର ଅନେକ ଲୋକ ରଣବୀରଙ୍କୁ ଏଥି ପାଇଁ ସମର୍ଥନ କରୁଛନ୍ତି। ଏହାରି ମଧ୍ୟରେ ରଣବୀର ସିଂଙ୍କ ନ୍ୟୁଡ଼ ଫଟୋସୁଟ୍‌କୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ରଣବୀରଙ୍କ ବିରୋଧରେ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ ଦାଖଲ ହୋଇଛି। ରଣବୀର ସିଂ ମହିଳାଙ୍କ ଭାବନାକୁ ଆଘାତ କରିଛନ୍ତି। ଏକ ଏନଜିଓ ପକ୍ଷରୁ ଥାନାରେ ଏହି ମାମଲା କରାଯାଇଛି। ଉକ୍ତ ଏନ୍‌ଜିଓ ପକ୍ଷରୁ କୁହାଯାଇଛି ଯେ ଯେ ଆମେ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଏକ ଏନଜିଓ, ବିଶେଷ କରି ଶିଶୁ ଏବଂ ଚାଷୀଙ୍କ ବିଧବା ସ୍ତ୍ରୀଙ୍କ ଉନ୍ନତି ଦିଗରେ ଆମେ କାମକରୁ। “ଆମେ ସର୍ବଦା ଜଣେ ବ୍ୟକ୍ତି ନିଜର ସ୍ବାଧିନତା ହିସାବରେ ବଞ୍ଚିବ। ଜଣେ ବ୍ୟକ୍ତିକୁ ନିଜର ଅଭିବ୍ୟକ୍ତିର ସ୍ୱାଧୀନତା ରହିବା ଉଚିତ୍ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସମାଜରେ ନଗ୍ନ ବୁଲିବା ଉଚିତ୍ । ଭାରତର କଳାକାରମାନଙ୍କୁ ହିରୋ କୁହାଯାଏ ଏବଂ ଭାରତର ଲୋକମାନେ ସେମାନଙ୍କୁ ଅନୁସରଣ କରନ୍ତି, କିଛି ଅଂଶରେ ଭାରତର ଲୋକମାନେ ହିରୋମାନଙ୍କୁ ଭଗବାନ ଭାବରେ ପୂଜା କରନ୍ତି। କିନ୍ତୁ ରଣବୀର ସିଂଙ୍କ ଏପରି କାର୍ଯ୍ୟ କରି ଲୋକଙ୍କ ଭାବନା ମୂଲ୍ୟରେ ଶସ୍ତା ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି ବୋଲି ଉକ୍ତ ଏନଜିଓ ଅଭିଯୋଗରେ ଦର୍ଶାଇଛି।

ସୂଚନାଯୋଗ୍ୟ ଏକ ମେଗାଡଜିନ ଓ ପେପର ପାଇଁ ନ୍ୟୁଡ୍ ଫଟୋ ଶୁଟ୍ କରିଥିଲେ ବଲିଉଡ ଅଭିନେତା ରଣବୀର ସିଂ। ଆମେରିକୀୟ ଅଭିନେତା ବର୍ଟ ରିନୋଲ୍ଡସ ମଧ୍ୟ ଏଭଳି ଏକ ଫଟୋ ଶୁଟ୍ କରିଥିଲେ। ବର୍ଟଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ଫଟୋ ଶୁଟ୍ କରାଯାଇଥିବା ସୂଚନା ମିଳିଛି। ତେବେ ଫଟୋ ଶେୟାର ହେବା ପରେ ଏହାକୁ ନେଇ ବି ଟାଉନରେ ଖୁବ୍ ଚର୍ଚ୍ଚା। ତେବେ କେତେକ ସେଲିବ୍ରେଟି ଏହାକୁ ସମର୍ଥନ କରୁଥିବା ବେଳେ ସାଧାରଣରେ ଏହାକୁ ନିନ୍ଦା କରାଯାଇଛି।