Babusan-Prakruti - The Sakala
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ
ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଯାହା ଶୁଣିଲେ ଆପଣ ପତ୍ନୀ ତୃପ୍ତିଙ୍କ ସନ୍ଦେହକୁ ବିଶ୍ବାସ କରିଯିବେ । ପ୍ରେମମ୍ ସିନେମା ନୁହେଁ ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଚାଲିଥିଲା ସତସତିକା ପ୍ରେମ । ୨ ମିନିଟ ୫୫ ସେକେଣ୍ଡର ଅଡିଓକୁ ଶୁଣିଲେ ଆମେ ନୁହେଁ ଆପଣ ବି ଏକଥା କହିବେ। ଏ ଦୁହିଁଙ୍କ ଭିତରେ କିଛି ଚାଲିଥିଲା । ତେବେ ପତି-ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି ବାବୁସାନ୍‌ । ପ୍ରଥମେ ପୁଲିସର ଜେରା ସରିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ।
ତେବେ ଭାଇରାଲ ଅଡ଼ିଓର ବାର୍ତ୍ତାଳାପ:
ପୁଅ: ସବୁବେଳେ ତୋର କ’ଣ ରାଗିବା ଦରକାର, ଆରେ ଶୁଣେ ରେଟ୍ଟ କ’ଣ ହୋଇଛି କି?
ଝିଅ: କିଛି ନାହିଁ, କହିବି କାଲି ଦେଖା ହେଲେ
ପୁଅ: ଓ ହୋ ମୁଁ କ’ଣ କଲି କି? ଝିଅ: ମୋ ଶରୀର ବ୍ୟଥା କରୁଛି । କଷ୍ଟ ସହିପାରୁନି । ତୁ ସେଇଟା ବୁଝି ପାରିବୁନି
ପୁଅ: ସରି ସରି ସରି ତୋ ଗୋଡ଼ ଧରିକି ‘ସରି’ କହୁଛି । ମୁଁ କ’ଣ କରିବି କହିଲୁ?
ଝିଅ: ଗୋଡ ହାତ ବିନ୍ଧୁଛି । ସହିହେଉନିଟ
ପୁଅ: ତୁ ଭ୍ୟାକ୍ସିନ ନେଇଛୁ । ସେଥିପାଇଁ କଷ୍ଟ ହେଉଛି । ତୁ କ’ଣ ଖାଇ ଦେ, ରେଷ୍ଟ ନେ
ଅଡିଓରେ ଝିଅ କେଉଁ କଲର ଶାଢୀ ପିନ୍ଧିବେ ସେକଥା ମଧ୍ୟ ପଅ ପଚାରୁଛନ୍ତି । ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହୁଛନ୍ତି । ଏଥିରୁ ପ୍ରମାଣ ମିଳୁଛି ଉଭୟଙ୍କ ମଧ୍ୟରେ କେତେ ନୀବିଡ଼ ସମ୍ପର୍କ ରହିଛି ।
ବଲିଉଡ୍‌ରେ ମୋ ଝିଅ ନିଜକୁ ପ୍ରତିଷ୍ଠିତ କରିଛି, ବାବୁ-ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା : ମନ୍ମଥ ମିଶ୍ର
ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ସେ କହିଛନ୍ତି ମୋ ଝିଅ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି। ଏବେ ତା ପାଖକୁ ବଲିଉଡରୁ ବହୁ ଅଫର ଆସୁଛି। ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର ୨ ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ନାନା ପାଟେକରଙ୍କ ସହ ଲିଡ଼ ରୋଲରେ ଅଭିନୟ କରିବା କୌଣସି ଅଭିନେତ୍ରୀ ପାଇଁ ସ୍ୱପ୍ନ। ଏବେ ପ୍ରକୃତିଙ୍କୁ ମୁମ୍ବାଇରୁ ଅନେକ ଆସୁଛି ଅଫର ବୋଲି ମଧ୍ୟ କହିଛନ୍ତି ମନ୍ମଥ ମିଶ୍ର।
ଆଜି ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରକୃତିଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା କରିଥିଲା। ପ୍ରକୃତିକୁ ପୁଲିସ ପଚରାଉଚରା କରିବା ପରେ ମନ୍ମଥ ମିଶ୍ର ଏକ ବଡ ଖୁଲାସା କରି କହିଥିଲେ ଯେ ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର ବଲିଉଡକୁ ଯିବାକୁ ଚାହୁଁଥିଲା। ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି ପ୍ରକୃତି ମିଶ୍ର।ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର 2 ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ଏବେ ମୁମ୍ବାଇରୁ ଏବେ ଅନେକ ଅଫର ଆସୁଛି। ଗତ ୨୩ ତାରିଖ ଘଟଣା ପରେ ଆମେ ସବୁ କାମ ଛାଡି ଚେନ୍ନାଇ ଝିଅ ପାଖକୁ ଗଲୁ। ଝିଅର ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ଆମେ ଚେନ୍ନାଇ ଯାଇଥିଲୁ। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା ବୋଲି ମନ୍ମଥ ମିଶ୍ର କହିଛନ୍ତି।
ମନ୍ମଥ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚେନ୍ନାଇରେ ବାବୁସାନ ଏବଂ ପ୍ରକୃତି ହୋଟେଲରେ ଥିଲେ। ହୋଟେଲରେ ପ୍ରକୃତି ଏବଂ ବାବୁଙ୍କୁ ବୁଝାଇଛି। ଘରକୁ ଫେରି ସ୍ତ୍ରୀ ଓ ପୁଅସହ ଭଲରେ ରହିବା ପାଇଁ ପରାମର୍ଶ ଦେଇଛି। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା। ବାବୁ ଚାହୁଁଥିଲା ପ୍ରକୃତି ତା ସହ ରହିବାକୁ କିନ୍ତୁ ଆମ ଝିଅ ଆମକୁ ବାଛିଥିଲା। ମୋ ଝିଅ ବଲିଉଡ ରେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ସେ ଓଡ଼ିଶାରେ ରହୁ ନଥିଲା ମଝିରେ ମଝିରେ ଆସୁଥିଲା। ପୁଣି ଫେରିଯିବ ସେ ମୁମ୍ବାଇ। ପ୍ରେମମର ନିଆଁ ଏତେ ଜୋରରରେ ବଢିଯିବ ବୋଲି ସେ ଜାଣି ନଥିଲା ବୋଲି କହିଛନ୍ତି ବାପା ମନ୍ମଥ।
ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି? ତୃପ୍ତିଙ୍କ ଅଭିଯୋଗ ଆଧାରରେ ଜେରା କଲା ପୁଲିସ
ଭୁବନେଶ୍ବର : ବାବୁସାନଙ୍କ ପ୍ରକୃତିଙ୍କ ସଂପର୍କ କେତେ ନିବିଡ? ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ? ଏପରି ଅନେକ ପ୍ରଶ୍ନର ସମ୍ମୁଖିନ ହୋଇଛନ୍ତି ପ୍ରକୃତି। ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ପହଞ୍ଚିଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।
ପ୍ରକୃତିଙ୍କ ବାପା-ମାଙ୍କ ଉପସ୍ଥିତିରେ ପୁଲିସ ପଚରାଉଚୁରା କରିଥିଲା। ପ୍ରକୃତିଙ୍କୁ ପୁଲିସ ଯାହା ଯାହା ପଚାରିଛି ସମସ୍ତ ଉତ୍ତର ରଖିଛନ୍ତି । ଆଇନ ନିକଟରୁ ନ୍ୟାୟ ପାଇବି ବୋଲି ଆଶା ରଖିଛି ବୋଲି ପୁଲିସ ପ୍ରକୃତିଙ୍କୁ ପଚରା ଉଚୁରା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର।  ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।
ଅନ୍ୟପଟେ ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେ ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ଏ ପର୍ଯ୍ୟନ୍ତ ଖାରବେଳନଗର ଥାନାରେ ଏହି ଘଟଣାକୁ ନେଇ ୨ଟି ମାମଲା ରୁଜୁ ହୋଇଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି। ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ବିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି। ତୃପ୍ତି ପୁଲିସ ନିକଟରେ ଅଭିଯୋଗ କରିବା ବେଳେ ସାଥୀରେ ଶାଶୁ ଅପରାଜିତା ମହାନ୍ତି ଉପସ୍ଥିତ ଥିଲେ। ନିଜର ଅଭିଯୋଗରେ ତୃପ୍ତି ସେଦିନର ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନ ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସେହିପରି ବାବୁସାନଙ୍କୁ ପ୍ରକୃତି ହଇରାଣ କରୁଛନ୍ତି ବୋଲି ତୃପ୍ତି କହିଛନ୍ତି। ତେବେ ଉଭୟ ମାମଲାରେ ପୁଲିସ ତୃପ୍ତିଙ୍କ ସହିତ ଅନ୍ୟମାନଙ୍କର ବୟାନ ରେକର୍ଡ କରିଥିଲା।
ପ୍ରକୃତି-ବାବୁସାନ-ତୃପ୍ତିଙ୍କ ସମ୍ପର୍କ କନ୍ଦଳ: ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍
ଭୁବନେଶ୍ବର: ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା । ସେଲିବ୍ରେଟିଙ୍କ ବିବାଦ ବଢିବାରେ ଲାଗିଛି। ଜଣଙ୍କ ପରେ ଜଣେ ସୋସିଆଲ ମିଡିଆରେ ଆସି ନିଜର ସ୍ପଷ୍ଟୀକରଣ ରଖୁଛନ୍ତି। ବର୍ତ୍ତମାନ ଅଭିନେତା ବାବୁସାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଥିରେ ସେ  ସ୍ପଷ୍ଟୀକରଣ ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବୁସାନ୍। ଭିଡିଓରେ ଯାହା କଥା କୁହାଯାଉଛି ସେ ମୋର ଭଲ ସାଙ୍ଗ। ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ଭଲ ସହଯୋଗ କରୁଛି।
ଏହା ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଥିଲେ ପ୍ରକୃତି ମିଶ୍ର। କେହି କାହା ଘର ଭାଙ୍ଗନ୍ତି ନାହିଁ ବୋଲି କହିଥିଲେ ପ୍ରକୃତି। ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଗତକାଲି ରାସ୍ତାରେ ତାଙ୍କ ପ୍ରତି ଘଟିଥିବା ଗୁଣ୍ଡାଗର୍ଦ୍ଦି ଠିକ ନୁହଁ । ଏହା ଆଇନ ସଙ୍ଗତ ନୁହଁ ବୋଲି ପ୍ରକୃତି କହିଥିଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି । ହେଲେ କେହି କାହାଘର ଭାଙ୍ଗିପାରିବେନି । ଏହା ପୂର୍ବରୁ ଭାଙ୍ଗିଯାଇଛି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇଦିଅ ଘରେ ରଖିଦିଅ । ବାହାରକୁ କାଇଁ ଛାଡୁଛ ବୋଲି ପ୍ରକୃତି ମିଶ୍ର ଭିଡିଓରେ କହିଥିଲେ।
ଗତକାଲିର ଘଟଣା ସମୟରେ ପ୍ରକୃତି ସାହାଯ୍ଯ ମାଗୁଥିବା ବେଳେ ତାଙ୍କୁ କେହି ସାହାଯ୍ଯ କରି ନ ଥିଲେ। ବରଂ ସେଲଫି ଉଠାଇଥିଲେ। ଏହାକୁ ନେଇ ସେ କହିଥିଲେ ଯେ, ମୁଁ ସାହାଯ୍ଯ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଅପମାନିତ ହେବା ସତ୍ବେ ମୁଁ ଭାଙ୍ଗିପଡିନି ବୋଲି କହିଛନ୍ତି ପ୍ରକୃତି। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ଯ ଲାଗୁଛି।
ଏହା ପୂର୍ବରୁ ମଧ୍ଯ ବାବୁସାନଙ୍କ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।
ସୂଚନାଥାଉକି ,ଗତକାଲି ସକାଳେ ବାବୁସାନ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ । ପ୍ରକୃତିଙ୍କ ଉପରକୁ ସର୍ବ ସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କୁ ସ୍ତ୍ରୀ ତୃପ୍ତି ଟଣା ଓଟରା କରିବା ସହ ମାଡ଼ ମାରିଥିଲେ । ଏମିତିକି କହିଥିଲେ ପ୍ରକୃତି ତାଙ୍କ ଘର ଭାଙ୍ଗି ଦେଇଛି ବୋଲି । ଏହାପରେ ପ୍ରକୃତିଙ୍କ ବାପା ମା ଖାରବେଳ ନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେହିପରି ତୃପ୍ତି ମଧ୍ୟ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ।
ଭୁବନେଶ୍ବର: ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା । ସେଲିବ୍ରେଟିଙ୍କ ବିବାଦ ଭିତରେ ମୁଁହ ଖୋଲିଛନ୍ତି ପ୍ରକୃତି ମିଶ୍ର । ଗତ କାଲିର ଘଟଣାକୁ ନେଇ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି ମିଶ୍ର । କେହି କାହା ଘର ଭାଙ୍ଗନ୍ତି ନାହିଁ ବୋଲି କହିଛନ୍ତି ପ୍ରକୃତି। ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଗତକାଲି ରାସ୍ତାରେ ତାଙ୍କ ପ୍ରତି ଘଟିଥିବା ଗୁଣ୍ଡାଗର୍ଦ୍ଦି ଠିକ ନୁହଁ । ଏହା ଆଇନ ସଙ୍ଗତ ନୁହଁ ବୋଲି ପ୍ରକୃତି କହିଛନ୍ତି।
View this post on Instagram
A post shared by prakrutimishra (@prakrutimishra)
ମୋ ପ୍ରତି ଯାହା ହେଲା ତାହା ଠିକ ନୁହଁ। କୌଣସି ଝିଅ ପ୍ରତି ଏଭଳି ହେବା ଲଜ୍ଜ ଜନକ । ମୁଁ ସାହାଯ୍ଯ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଅପମାନିତ ହେବା ସତ୍ବେ ମୁଁ ଭାଙ୍ଗିପଡିନି ବୋଲି କହିଛନ୍ତି ପ୍ରକୃତି। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ଯ ଲାଗୁଛି। ଘରଭଙ୍ଗା ବୋଲି ମୋତେ କହୁଛନ୍ତି । ହେଲେ କେହି କାହାଘର ଭାଙ୍ଗିପାରିବେନି । ଏହା ପୂର୍ବରୁ ଭାଙ୍ଗିଯାଇଛି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇଦିଅ ଘରେ ରଖିଦିଅ । ବାହାରକୁ କାଇଁ ଛାଡୁଛ ।
ଅନ୍ୟ ଝିଅକୁ ଟଣା ଓଟରା କରି ଅପମାନିତ କରିବାର କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି । ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢିକି ଆସିଛି। ମୁଁ ଆଇନର ଦ୍ୱାରସ୍ଥ ହୋଇଛି । ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ । ମୋତେ ରିଲ୍ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ ବନାଇ ଦେଲେ । ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ । ”
ଏହା ପୂର୍ବରୁ ମଧ୍ଯ ବାବୁସାନଙ୍କ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।
ସୂଚନାଥାଉକି ,ଗତକାଲି ସକାଳେ ବାବୁସାନ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ । ପ୍ରକୃତିଙ୍କ ଉପରକୁ ସର୍ବ ସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କୁ ସ୍ତ୍ରୀ ତୃପ୍ତି ଟଣା ଓଟରା କରିବା ସହ ମାଡ଼ ମାରିଥିଲେ । ଏମିତିକି କହିଥିଲେ ପ୍ରକୃତି ତାଙ୍କ ଘର ଭାଙ୍ଗି ଦେଇଛି ବୋଲି । ଏହାପରେ ପ୍ରକୃତିଙ୍କ ବାପା ମା ଖାରବେଳ ନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେହିପରି ତୃପ୍ତି ମଧ୍ୟ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ । ବର୍ତ୍ତମାନ ପ୍ରକୃତି ଏବଂ ବାବୁସାନ ଚେନ୍ନାଇରେ ଅଛନ୍ତି । ଉତ୍କଳ ଦିବସ ସମାରୋହରେ ଯୋଗଦେଇ ଅପକମିଙ୍ଗ ଫିଲ୍ମ ପ୍ରେମମର ପ୍ରୋମସନ ପାଇଁ ଯାଇଛନ୍ତି ।
କାନ୍ଦିଲେ ଅପରାଜିତା, କହିଲେ- ଅବାଟକୁ ଚାଲିଯାଇଛି ବାବୁସାନ
ଭୁବନେଶ୍ବର : ଗତକାଲିର ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା। ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।
ଗଣମାଧ୍ୟମକୁ ଗତକାଲି ଘଟଣା ବିଷୟରେ ନିଜ ପ୍ରତିକ୍ରିୟା ନେଇ ଅପରାଜିତା ମହାନ୍ତି କହିଛନ୍ତି ‘ବାବୁସାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ କଳି,ଝଗଡ଼ା, ଗେଲ, ଆଦର ଚାଲିଥାଏ। ତା’ ବାପା,ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ସମସ୍ତେ ଭଲ ପାଆନ୍ତି। କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି। କଥା କଥାରେ ରାଗି ଯାଏ ବୋଲି ଅପରାଜିତା କହିଛନ୍ତି।
ଏଥି ସହିତ ବାବୁସାନ ଆଗରୁ ମଦ୍ୟପାନ କରୁଥିଲା କିନ୍ତୁ ତାହା ଅଧିକ ପରିମାଣର ନଥିଲା। କୋଭିଡ୍ ସମୟରେ କିଛି ଖରାପ ସଙ୍ଗତରେ ସେ ପଡ଼ିଗଲା। ଯାହା ପରଠୁ ଘରକୁ ସମୟ ନଦେବା । ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲା। ସେ ନିଜକୁ ବୁଝି ପାରିଲାନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ସେଥିପାଇଁ ତା’ର ସର୍ବନାଶ ହୋଇଛି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତାକୁ ପସନ୍ଦ ହେଲାନି। ବାବୁସାନର ଚରିତ୍ର ବଦଳି ଗଲା। ସେ ଡିପ୍ରେସନରେ ରହିଲା। ଘରକୁ ନଫେରି କୁଆଡେ ରହିଲା। ବାପା-ମା, ସ୍ତ୍ରୀ-ଛୁଆଙ୍କ ପ୍ରତି ତାର ଥିବା ଭଲ ପାଇବା କମିବାରେ ଲାଗିଲା ବୋଲି ଅପରାଜିତା କହିଛନ୍ତି।
ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶାବାସୀଙ୍କୁ ମୁଁ ପ୍ରାର୍ଥନା କରୁଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ସେ ତା’ ବାପାମା’,ସ୍ତ୍ରୀ ଓ ପିଲା ପାଖକୁ ଫେରି ଆସିବ ବୋଲି ଅପରାଜିତା କହିଛନ୍ତି। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।
ଅନ୍ୟପଟେ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପରସ୍ପରର ଭଲ ବନ୍ଧୁ ବୋଲି କହୁଥିବା ବେଳେ ଆଜି ଗଣମାଧ୍ୟମ ସମ୍ମୁଖରେ ବନ୍ଧୁର ସଂଜ୍ଞା କହିଛନ୍ତି ଅପରାଜିତ ମହାନ୍ତି। ସେ କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।
ସେପଟେ ଖାରବେଳନଗର ଥାନାରେ ଦାଏର ହୋଇଥିବା ୨ଟି ମାମଲାକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରଥମେ ସାତଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ । ଆଉ ବାକି ବାବୁଶାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି । ଚେନ୍ନାଇରୁ ଫେରିବା ପରେ ଉଭୟ ଆସି ଥାନାରେ ନିଜ ନିଜ ପକ୍ଷ ରଖିବାକୁ ପୁଲିସ ପକ୍ଷରୁ କୁହାଯାଇଛି ।
ବାବୁସାନ୍-ପ୍ରକୃତିଙ୍କୁ ପୁଲିସର ନୋଟିସ୍ : ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ଗେଷ୍ଟ ହାଉସରେ ଜାରି ରହିଛି ତଦନ୍ତ
ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୁଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।
କେବଳ ସେତିକି ନୁହେଁ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ସତ୍ୟନଗର ଅଞ୍ଚଳରେ ଥିବା ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା। ଏଣୁ ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ବୋଲି ଜଣାପଡିଛି।
ଗତକାଲିର ଘଟଣା ଘଟିଥିବା ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୁଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି ।ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।
ଗତକାଲି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।