BCCI Women - The Sakala

ବିସିସିଆଇର ଐତିହାସିକ ନିଷ୍ପତ୍ତି: ରହିବନି ଭେଦଭାବ, ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ମିଳିବ ସମାନ ମ୍ୟାଚ୍ ଫି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର। ଏଣିକି ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଏ ନେଇ ବିସିସିଆଇ ସେକ୍ରେଟେରୀ ଜୟ ଶାହ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା।

The @BCCIWomen cricketers will be paid the same match fee as their male counterparts. Test (INR 15 lakhs), ODI (INR 6 lakhs), T20I (INR 3 lakhs). Pay equity was my commitment to our women cricketers and I thank the Apex Council for their support. Jai Hind 🇮🇳

— Jay Shah (@JayShah) October 27, 2022

ସୂଚନା ଅନୁଯାୟା, ପୁରୁଷ ଟିମ୍ ଭଳି ମହିଳା ଟିମର ଖେଳାଳିମାନେ ମଧ୍ୟ ଟେଷ୍ଟ ପାଇଁ(୧୫ ଲକ୍ଷ) ଦିନିକିଆ ପାଇଁ(୩ ଲକ୍ଷ) ଦିଆଯିବ ।  ଭାରତୀୟ କ୍ରିକେଟରେ ମହିଳା ଓ ପୁରୁଷ ଟିମ୍ ମଧ୍ୟରେ ଭେଦଭାବ ଦୂର ହେବ ବୋଲି ଜୟ ଶାହ କହିଛନ୍ତି। ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ। କ୍ରିକେଟରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସମାନ ଫି ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଜୟ ଶାହ କହିଛନ୍ତି।

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍, ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପୂରଣ କଲେ ୧୦ ହଜାର ରନ୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଏକଦିବସୀୟ ମ୍ଯାଚର ଅଧିନାୟକ ମିତାଲି ରାଜ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ବିଶ୍ୱର ଦ୍ବିତୀୟ ମହିଳା କ୍ରିକେଟର ଯିଏକି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି।

What a champion cricketer! 👏👏

First Indian woman batter to score 10K international runs. 🔝 👍

Take a bow, @M_Raj03! 🙌🙌@Paytm #INDWvSAW #TeamIndia pic.twitter.com/6qWvYOY9gC

— BCCI Women (@BCCIWomen) March 12, 2021

ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ଆରମ୍ଭ ପୂର୍ବରୁ ମିତାଲିଙ୍କୁ ଦଶ ହଜାର ରନ୍ ପୂରଣ କରିବାକୁ ୮୫ ରନ୍ ଆବଶ୍ୟକ ଥିଲା। ପ୍ରଥମ ଦିନିକାଆ ମ୍ୟାଚରେ ସେ ୫୦ ରନ୍ ସଂଗ୍ରହ କରିଥିଲେ। ସେ ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ। ବର୍ତ୍ତମାନ ତୃତୀୟ ମ୍ଯାଚରେ ସେ ୫୦ ବଲରୁ ୩୬ ସ୍କୋର କରି ଆଉଟ ହୋଇଥିଲେ। ଅର୍ଥାତ୍ ୧୦ ହଜାର ଏକ ରନ୍ ସ୍କୋର ହେବା ମାତ୍ରେ ତାଙ୍କ ଇନିଂସ ମଧ୍ୟ ଶେଷ ହୋଇଯାଇଥିଲା। ୩୮ ବର୍ଷୀୟ ମହିଳା କ୍ରିକେଟର ଭାରତ ପାଇଁ ତିନୋଟି ଫର୍ମାଟରେ ଦମଦାର ସ୍କୋର କରିଛନ୍ତି।

Mithali Raj in international cricket – 10001 runs, ave 46.73

in Tests: 663 runs, ave 51.00

in ODIs: 6974 runs, ave 50.53

in T20Is:2364 runs, ave 37.52#INDvSA

— Mohandas Menon (@mohanstatsman) March 12, 2021

ଏହା ପୂର୍ବରୁ ମହିଳା କ୍ରିକେଟରେ ସର୍ବାଧିକ ରନ୍ ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସଙ୍କ ନାମରେ ନାମିତ ହୋଇଛି। ଯିଏ ୧୦,୨୭୩ ରନ୍ ସ୍କୋର କରିଛନ୍ତି। ସେ ୧୯୧ଟି ଦିନିକିଆ ଖେଳି ୫,୯୯୨,୨୩ ରନ୍ କରିଛନ୍ତି। ଟେଷ୍ଟରେ ୧,୬୭୬ ରନ୍ ଏବଂ ୯୫ଟି ଅନ୍ତରାଷ୍ଟ୍ରୀୟ ଟି -୨୦ ଖେଳି ୨,୬୦୫ ରନ ସଂଗ୍ରହ କରିଛନ୍ତି।