Ollywood Star Quarrel - The Sakala

ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ମାମଲା: ଥାନାରେ ଏତଲା ଦେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର
ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ପରେ ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର  । ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର  । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି ।

ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ତଥା ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି  ।

ସର୍ବସମ୍ମୁଖରେ ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ତୃପ୍ତି । ଯାହା ବିରୋଧରେ ଅଭିଯୋଗ କରିଛନ୍ତି ପ୍ରକୃତି । ଜାଣିଶୁଣି ତୃପ୍ତି ଓ ତାଙ୍କ ବାପା ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି  । ଲୋକ ଲଗାଇ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି  ।

ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସାଜିଥିବା ଖୋଦ୍‌ ବାବୁସାନ୍‌  । ଆଗାମୀ ଫିଲ୍ମ ‘ପ୍ରେମମ୍‌’ର ପ୍ରମୋସନ ପାଇଁ ଆଜି ସକାଳୁ ସେ ପ୍ରକୃତିଙ୍କ ସହ ଚେନ୍ନାଇ ଯିବାର ଥିଲା  । ସେଥିପାଇଁ ପ୍ରକୃତିଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ ବାବୁସାନ୍‌  । ହେଲେ ହଠାତ୍ ସ୍ତ୍ରୀ ସେଠାରେ ପହଞ୍ଚି ଅଚାନକ ହାଇଡ୍ରାମା କରିଥିବା କହିଛନ୍ତି ବାବୁସାନ୍‌  ।