Mahesh Babu - The Sakala

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ। ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି। ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି। ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ । ପ୍ରମୋସନ ପାଇଁ ୫ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ମନି ଲଣ୍ଡରିଂରେ ମହେଶ ବାବୁଙ୍କର ପ୍ରତ୍ୟେକ୍ଷ ଲିଙ୍କ ଥିବା ସନ୍ଦେହ କରି ସମନ କରିଛି ଇଡି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି ମହେଶ ବାବୁ । ତେଣୁ ମାମଲାର ଖିଆ ଖୋଜିବାକୁ ମହେଶ ବାବୁଙ୍କୁ ସମନ କରିଛି ଇଡି ।

ଖୁବଶୀଘ୍ର ବଲିଉଡ୍‌ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁ !
ଏ ଯାଏଁ ବଲିଉଡ୍‌ରେ ନଜର ଆସି ନାହାନ୍ତି ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁ। ମାତ୍ର ଏବେ ସେ ବଲିଉଡ୍‌କୁ ଆସିବାକୁ ସଜ ହେଉଛନ୍ତି। ନିକଟରେ ସେ ବଲିଉଡ୍‌କୁ ନେଇ ଏମିତି ମନ୍ତବ୍ୟ ଦେଇଥିଲେ ଯେ, ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା। ସେ ନିଜର ଏକ ତେଲୁଗୁ ସିନେମା ପ୍ରମୋସନ୍‌ ସମୟରେ କହିଥିଲେ, ବଲିଉଡ୍‌ ତାଙ୍କୁ ଅଧିକ ଟଙ୍କା ଦେଇପାରିବ ନାହିଁ। ସେଥିପାଇଁ ସେ ତାଙ୍କ ସମୟ ନଷ୍ଟ କରିବାକୁ ଚାହୁଁ ନ ଥିବା କହିଥିଲେ। ତାଙ୍କୁ ତେଲୁଗୁ ସିନେମାରୁ ଦର୍ଶକଙ୍କ ଅଜସ୍ର ଭଲପାଇବା ଓ ଷ୍ଟାରଡମ୍ ମିଳିଥିବା ସ୍ବୀକାର କରିଛନ୍ତି। ଗୋଟିଏ ପଟେ ସେ ବଲିଉଡ୍‌କୁ ନେଇ ଏଭଳି କଥା କହିସାରିଥିବା ବେଳେ ଏବେ କିନ୍ତୁ ନିଜେ ନିଜ କଥାରୁ ଓହରିଛନ୍ତି। ଏବେ ସେ ବଲିଉଡ୍‌ରେ ଡେବ୍ୟୁ କରିବା ନେଇ ମନ ବଳାଇଥିବା ଜଣାପଡ଼ିଛି। ତେବେ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲିଙ୍କ ସିନେମାରେ ନଜର ଆସିପାରନ୍ତି ମହେଶ ବାବୁ।

ରିଅଲ୍ ଲାଇଫ୍‌ରେ ବି ହିରୋ ମହେଶ ବାବୁ
ତେଲୁଗୁ ସୁପରଷ୍ଟାର୍‌ ମହେଶବାବୁଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। କେବଳ ଦେଶ ମଧ୍ୟରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ତାଲିକା ଖୁବ୍‌ ଲମ୍ବା। ରିଲ୍‌ ଲାଇଫ୍‌ର ଏହି ହିରୋ ଜଣକ ରିଅଲ୍‌ ଲାଇଫ୍‌ରେ ବି ହିରୋ। ଅନେକ ସମୟରେ ମହେଶ ବାବୁ ଗରିବ ପିଲାମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଇଛି। ନିକଟରେ ମହେଶ ବାବୁ ଅଙ୍କିତ ଭାର୍ଗବ ନାମକ  ଜଣେ ଗରିବ ପିଲାର ହାର୍ଟ ସର୍ଜରୀ କରାଇ ତାକୁ ନୂଆ ଜୀବନ ଦେଇଛନ୍ତି। ମହେଶ ବାବୁ ଚ୍ୟାରିଟି ଦ୍ବାରା ଅନେକ ସମୟରେ  ହୃଦ୍‌ରୋଗରେ ପୀଡିତ ପିଲାମାନଙ୍କର ହାର୍ଟ ସର୍ଜରୀ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି।  ନିକଟରେ ମହେଶ ବାବୁଙ୍କ ପତ୍ନୀ ନମ୍ରତା ସିରୋଦକର୍‌ ଏହି ପିଲାଟି ସମ୍ପର୍କରେ ସୋସିଆଲ ମିଡିଆରେ  ସୂଚନା ଦେଇଥିଲେ। ନମ୍ରତା ଅଙ୍କିତଙ୍କ ସହିତ ତାଙ୍କ ମାତା ପିତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ  ସେୟାର  କରିଛନ୍ତି। ଫଟୋ ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଉ ଗୋଟିଏ ହୃଦୟକୁ ଖୁସି କଲା ଭଳି  କାହାଣୀ। ଅଙ୍କିତର ଅପରେସନ୍‌ ସଫଳ ହୋଇଛି। ପିଲାଟିର ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରିବି।