Indian actor - The Sakala

ରିଅଲ୍ ଲାଇଫ୍‌ରେ ବି ହିରୋ ମହେଶ ବାବୁ
ତେଲୁଗୁ ସୁପରଷ୍ଟାର୍‌ ମହେଶବାବୁଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। କେବଳ ଦେଶ ମଧ୍ୟରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ତାଲିକା ଖୁବ୍‌ ଲମ୍ବା। ରିଲ୍‌ ଲାଇଫ୍‌ର ଏହି ହିରୋ ଜଣକ ରିଅଲ୍‌ ଲାଇଫ୍‌ରେ ବି ହିରୋ। ଅନେକ ସମୟରେ ମହେଶ ବାବୁ ଗରିବ ପିଲାମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଇଛି। ନିକଟରେ ମହେଶ ବାବୁ ଅଙ୍କିତ ଭାର୍ଗବ ନାମକ  ଜଣେ ଗରିବ ପିଲାର ହାର୍ଟ ସର୍ଜରୀ କରାଇ ତାକୁ ନୂଆ ଜୀବନ ଦେଇଛନ୍ତି। ମହେଶ ବାବୁ ଚ୍ୟାରିଟି ଦ୍ବାରା ଅନେକ ସମୟରେ  ହୃଦ୍‌ରୋଗରେ ପୀଡିତ ପିଲାମାନଙ୍କର ହାର୍ଟ ସର୍ଜରୀ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି।  ନିକଟରେ ମହେଶ ବାବୁଙ୍କ ପତ୍ନୀ ନମ୍ରତା ସିରୋଦକର୍‌ ଏହି ପିଲାଟି ସମ୍ପର୍କରେ ସୋସିଆଲ ମିଡିଆରେ  ସୂଚନା ଦେଇଥିଲେ। ନମ୍ରତା ଅଙ୍କିତଙ୍କ ସହିତ ତାଙ୍କ ମାତା ପିତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ  ସେୟାର  କରିଛନ୍ତି। ଫଟୋ ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଉ ଗୋଟିଏ ହୃଦୟକୁ ଖୁସି କଲା ଭଳି  କାହାଣୀ। ଅଙ୍କିତର ଅପରେସନ୍‌ ସଫଳ ହୋଇଛି। ପିଲାଟିର ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରିବି।