Sidhu Moose Wala Murder case - The Sakala

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର
ଅମୃତସର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସାର୍ପ ସୁଟର ପୁଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି।  ଆଜି ସକାଳୁ ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଅପରାଧିଙ୍କ ପକ୍ଷରୁ ମଧ୍ୟ ଗୁଳି ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି ।

ପଞ୍ଜାବ ପୁଲିସ ଏବଂ ସ୍ୱତନ୍ତ୍ର ଏନକାଉଣ୍ଟର ଟିମ୍ ଏହି ଅପରେସନ ଆରମ୍ଭ କରିଥିଲା । ଦିଲ୍ଲୀ ପୁଲିସ ଏବଂ ପଞ୍ଜାବ ପୋଲିସ ଦୀର୍ଘ ଦିନ ଧରି ମାଷ୍ଚରପ୍ଲାନ ଆରମ୍ଭ କରିଥିଲେ। ଅଟାରୀ ବର୍ଡର ପାଖରୁ ପ୍ରାୟ ୧୦ କିଲୋମିଟର ଦୂରରେ ଲୁଚି ରହିଥିଲେ ଏହି ଗ୍ୟାଙ୍ଗ । ଏହି ଟିମରେ ଥିବା ଅଭିଯୁକ୍ତମାନେ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ହତ୍ୟା କରିଥିଲେ । ଲରେନ୍ସ ବିଷ୍ଣୋଇ ଗ୍ରୁପର ଏ ସମସ୍ତ ସୁଟର ବୋଲି ଜଣା ପଡିଥିଲା । ପୁଲିସ ମିଳିତ ଭାବେ ଏଠାରେ ଏନକାଉଣ୍ଟର ଆରମ୍ଭ କରିଥିଲା ।