New Covid-19 Positive - The Sakala

ରାଜ୍ୟରେ ପୁଣି କରୋନା ଗ୍ରାଫ ଉପର ମୁହାଁ: ହଜାରେ ପାର କଲା ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ ଆଉ ୧୦୪୩ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ପାର୍‌ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୦  ଜଣ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧରୁ ସର୍ବାଧିକ ୩୩୫ ଓ କଟକରୁ ୨୦୫ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ  ରାଜ୍ୟରେ ମୋଟ ସକ୍ରିୟ ମାମଲା ୪୮୨୫ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Covid-19 Report For 14th July

New Positive Cases: 1043
Of which 0-18 years: 100
In quarantine: 609
Local contacts: 434

(Details of local contacts will be shared by concerned District)

1. Balasore: 20
2. Bargarh: 2
3. Bhadrak: 7
4. Balangir: 7
5. Boudh: 13
6. Cuttack: 205

— I & PR Department, Odisha (@IPR_Odisha) July 15, 2022

23. Nuapada: 9
24. Puri: 28
25. Rayagada: 1
26. Sambalpur: 31
27. Sonepur: 32
28. Sundargarh: 106
29. State Pool: 79

New recoveries: 479
Cumulative tested: 32314102
Positive: 1297175
Recovered: 1283169
Active cases: 4825

— I & PR Department, Odisha (@IPR_Odisha) July 15, 2022